Monthly Archives

May 2022

କଂଗ୍ରେସ ମୋ ରେକର୍ଡ ଖରାପ କରିଛି: ପ୍ରଶାନ୍ତ କିଶୋର

ପାଟନା: ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି ଯେ ସେମାନେ ମୋର ନିର୍ବାଚନରେ ​​ଜିତିବାର ରେକର୍ଡକୁ ନଷ୍ଟ କରିଛନ୍ତି। ସକ୍ରିୟ ରାଜନୀତିରେ ପ୍ରବେଶ କରିବାକୁ ସୂଚାଇଥିବା ପ୍ରଶାନ୍ତ କହିଛନ୍ତି ଯେ ସେ ଦେଶର ପୁରାତନ ଦଳ ସହ ଆଉ କାମ କରିବେ ନାହିଁ।…
ଅଧିକ ଖବର ଦେଖନ୍ତୁ...

କେବିସି ଲଟେରି ଠକେଇ: ୧୦୦ରୁ ଅଧିକ ଲୋକଙ୍କୁ ଠକିବା ଅଭିଯୋଗରେ ଦିଲ୍ଲୀରୁ ୨ ଗିରଫ

ନୂଆଦିଲ୍ଲୀ: ‘କୌନ ବନେଗା କରୋଡ଼ପତି’ (କେବିସି) ଲଟେରି ପୁରସ୍କାର ଭାବେ ୨୫ ଲକ୍ଷ ଟଙ୍କା ଦେବା ବାହାନାରେ ୧୦୦ରୁ ଅଧିକ ଲୋକଙ୍କୁ ପ୍ରତାରଣା କରିଥିବା ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି ବୋଲି ମଙ୍ଗଳବାର ଦିନ ପୁଲିସ କହିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିହାରର ଭୋଜପୁର ଜିଲ୍ଲାର…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କର ସବୁ କାମ ମନମୁତାବକ ସଂପୂର୍ଣ୍ଣ ହେବ। ସମସ୍ତଙ୍କୁ ସାଥିରେ ନେଇ ଆଗକୁ ବଢ଼ିବାରେ ସଫଳ ହେବେ। ଗୁରୁତ୍ବପୂର୍ଣ୍ଣ ସରକାରୀ କାମରେ ସଫଳତା ପାଇବେ‌। ବୃଷ: ଘର କାମରେ ବ୍ୟସ୍ତ ରହିବେ। ବୃତ୍ତିରେ ନୂଆ ଯୋଜନା ତିଆରି କରିବେ। ବ୍ୟବସାୟୀଙ୍କ ଲାଗି…
ଅଧିକ ଖବର ଦେଖନ୍ତୁ...

ପଞ୍ଜାବୀ କଣ୍ଠଶିଳ୍ପୀ ସିଦ୍ଧୁଙ୍କ ହତ୍ୟା ମାମଲାରେ ପ୍ରଥମ ଅଭିଯୁକ୍ତକୁ ୫ଦିନ ପାଇଁ ରିମାଣ୍ଡରେ ନେଲା ପଞ୍ଜାବ ପୁଲିସ

ଚଣ୍ଡୀଗଡ଼: ପଞ୍ଜାବୀ କଣ୍ଠଶିଳ୍ପୀ ସିଦ୍ଧୁ ମୁସେ ୱାଲା ହତ୍ୟା ମାମଲାରେ ପ୍ରଥମ ଅଭିଯୁକ୍ତକୁ ଗିରଫ କରିଛି ପଞ୍ଜାବ ପୁଲିସ। ଏହି ମାମଲାରେ ପଞ୍ଜାବ ପୁଲିସ ମନପ୍ରୀତ ସିଂହ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଗତକାଲି ତାକୁ ଉତ୍ତରାଖଣ୍ଡରୁ ପୁଲିସ କାବୁ କରିବା ସହ ପଞ୍ଜାବ ଆଣିଥିଲା। ଆଜି…
ଅଧିକ ଖବର ଦେଖନ୍ତୁ...

ମତେ ସ୍ତ୍ରୀଟିଏ ଦିଅ: ଲୋକ ଅଦାଲତରେ ସରକାରୀ ବାବୁମାନଙ୍କ ପାଖରେ ଗୁହାରି କଲେ ଯୁବକ

ରାୟପୁର: ମତେ ସ୍ତ୍ରୀଟିଏ ଦିଅନ୍ତୁ | ଘରେ ଚଳିବାକୁ ବହୁତ କଷ୍ଟ ହେଉଛି | ଲୋକ ଅଦାଲତରେ ସରକାରୀ ବାବୁମାନଙ୍କ ପାଖରେ କିଛି ଏଭଳି ଗୁହାରି କଲେ ଯୁବକ | ଛତିଶଗଡର ଜାନଜଗିର-ଚାମ୍ପା ଜିଲ୍ଲାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଲୋକ ଅଦାଲତରେ ୬୩ଟି ଆବେଦନ ମଧ୍ୟରେ ଜଣେ ଯୁବକ ପତ୍ନୀଟିଏ…
ଅଧିକ ଖବର ଦେଖନ୍ତୁ...

ସଡ଼କ ଦୁର୍ଘଟଣାରେ ୫ ମୃତ ଓ ୧୦ ଗୁରୁତର, ମା’ ଆଗରେ ଶିଶୁପୁତ୍ର ଉପରେ ଚଢ଼ିଗଲା ‌ବୋଲେରୋ

ପୁରୁଣାକଟକ/ବୋରିଗୁମ୍ମା/ସୋରଡା: ବୌଦ୍ଧ, କୋରାପୁଟ ଓ ଗଂଜାମ ଜିଲ୍ଲାର ୪ଟି ସ୍ଥାନରେ ହୋଇଥିବା ସଡ଼କ ଦୁର୍ଘଟଣାରେ ଆଜି ମୋଟ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଗୁରୁତର ହୋଇଛନ୍ତି। ସବୁଠାରୁ ଲୋମଟାଙ୍କୁରା ସଡ଼କ ଦୁର୍ଘଟଣା ଘଟିଛି ଗଂଜାମ ଜିଲ୍ଲାର ସୋରଡା ଅଞ୍ଚଳରେ। ଏଠାରେ ମା’…
ଅଧିକ ଖବର ଦେଖନ୍ତୁ...

ଆମ ଦଳର କିଛି ନେତା ‘ହିନ୍ଦୁ’ ଶବ୍ଦକୁ ଘୃଣା କରନ୍ତି : କଂଗ୍ରେସ ନେତା ପ୍ରମୋଦ କ୍ରିଷ୍ଣମ

ନୂଆଦିଲ୍ଲୀ : କଂଗ୍ରେସ ଦଳରେ ଏପରି କେତେକ ନେତା ଅଛନ୍ତି ଯେଉଁମାନେ ହିନ୍ଦୁ ଶବ୍ଦକୁ ହିଁ ଘୃଣା କରନ୍ତି । ଏକଥା ଅନ୍ୟ କୌଣସି ଦଳର ନୁହେଁ, ଖୋଦ କଂଗ୍ରେସର ଜଣେ ନେତା ପ୍ରମୋଦ କ୍ରିଷ୍ଣମ କହିଛନ୍ତି । ସେ କହିଛନ୍ତି ଯେ, କଂଗ୍ରେସ ଦଳରେ ଏପରି କେତେକ ନେତା ଅଛନ୍ତି ଯେଉଁମାନେ ‘ହିନ୍ଦୁ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାର ଦୁଇ ସହିଦ ଯବାନଙ୍କୁ ମରଣୋତ୍ତର ଶୌର୍ଯ୍ୟଚକ୍ର ସମ୍ମାନ ପ୍ରଦାନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଓଡ଼ିଶାର ୨ ସହିଦ ଯବାନଙ୍କୁ ମରଣୋତ୍ତର ଶୌର୍ଯ୍ୟଚକ୍ର ପ୍ରଦାନ କରିଛନ୍ତି। ସହିଦ କମାଣ୍ଡୋ ଦେବାଶିଷ ସେଠୀ ଓ ସୁଧୀର ଟୁଡୁଙ୍କ ସଂପର୍କୀୟଙ୍କୁ ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ରାଷ୍ଟ୍ରପତି ଏହି ସମ୍ମାନ ପ୍ରଦାନ କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଏସିଆ କପ୍‌ ହକି: ଭାରତ-କୋରିଆ ମଧ୍ୟରେ ମ୍ୟାଚ ଡ୍ର

ଜାକର୍ତ୍ତା: ଚଳିତ ଏସିଆ କପ୍‌ ହକି ପ୍ରତିଯୋଗିତାରେ ଗତ ଥରର ବିଜେତା ଭାରତ ଆଜି ନିଜ ଶେଷ ସୁପର୍‌-୪ ମୁକାବିଲାରେ ଦକ୍ଷିଣ କୋରିଆ ବିପକ୍ଷରେ ଖେଳିଛି | ତେବେ ଏହି ମ୍ୟାଚ ୪-୪ରେ ଡ୍ର ହୋଇଥିବାରୁ ଭାରତର ଫାଇନାଲ ଖେଳିବା ଆଶା ମଉଳିଯାଇଛି | ଫାଇନାଲ ଦୃଷ୍ଟିରୁ ଭାରତୀୟ ଦଳ ପାଇଁ ଏହି ମ୍ୟାଚ୍…
ଅଧିକ ଖବର ଦେଖନ୍ତୁ...

ଯୁବ ମହିଳା ଉଦ୍ୟୋଗୀ ରଶ୍ମି ସାହୁ ଟାଇମ୍ସ୍ ବିଜନେସ୍ ଆୱାର୍ଡ୍ସ ୨୦୨୨ରେ ସମ୍ମାନିତ

ଭୁବନେଶ୍ବର: ପୂର୍ବ ଭାରତର ଅଗ୍ରଣୀ ଖାଦ୍ୟ ପ୍ରସ୍ତୁତକାରୀ ଉଦ୍ୟୋଗ ତଥା ଓଡ଼ିଶାର ଏକ ନମ୍ବର ମସଲା ଉଦ୍ୟୋଗ ରୁଚିର ନିର୍ଦ୍ଦେଶିକା ତଥା ଯୁବ ମହିଳା ଉଦ୍ୟୋଗୀ ରଶ୍ମି ସାହୁ ଚଳିତ ବର୍ଷ ଆୟୋଜିତ ସମ୍ମାନଜନକ ଟାଇମ୍ସ୍ ବିଜନେସ୍ ଆୱାର୍ଡ୍ସ ୨୦୨୨ରେ ସମ୍ମାନିତ ହୋଇଛନ୍ତି । ନିକଟରେ ଅନୁଷ୍ଠିତ…
ଅଧିକ ଖବର ଦେଖନ୍ତୁ...