କେଏମ୍ବିବି ବୈଷୟିକ ମହାବିଦ୍ୟାଳୟର ମାନବସମ୍ବଳ ଅଧିକାରୀଙ୍କ ଦୁର୍ଘଟଣାରେ ଦେହାନ୍ତ
ଖୋର୍ଦ୍ଧା: ଖୋର୍ଦ୍ଧା ନିକଟ ଦଳେଇପୁଟ ଠାରେ ଥିବା କନକମଂଜରୀ ବ୍ରଜବନ୍ଧୁ ବୈଷୟିକ ମହାବିଦ୍ୟାଳୟର ମାନବସମ୍ବଳ ଅଧିକାରୀ ସୌରଜିତ ମହାପାତ୍ର(୩୦)ଙ୍କ ଗତକାଲି ବିଳମ୍ବିତ ରାତିରେ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି ।
ସୂଚନାନୁସାରେ, ଗତକାଲି ରାତି ପ୍ରାୟ ସାଢ଼େ ୧୧ଟାରେ ସୌରଜିତଙ୍କ ଜଣେ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...