Daily Archives

June 1, 2022

ଅସହାୟ ବୃଦ୍ଧଙ୍କୁ ଚିକିତ୍ସା ସହାୟତା ଯୋଗାଇ ଦେଲା ‘ଓଡ଼ିଶା ମୋ ପରିବାର’

ଭୁବନେଶ୍ବର: ୭୯ ବର୍ଷ ବୟସରେ ସେ ଏକ ଦୁର୍ଘଟଣାର ଶିକାର ହୋଇଥିଲେ ଏବଂ ଦୁର୍ଭାଗ୍ୟବଶତଃ ତାଙ୍କ ମେରୁଦଣ୍ଡ ହାଡ଼ ଭାଙ୍ଗି ଯାଇଥିଲା। ସେହିଦିନ ଠାରୁ ସେ ନଇଁ ନଇଁ ଚାଲୁଛନ୍ତି । ସେ ଆଉ କେହି ନୁହନ୍ତି, ପରିଣତ ବୟସରେ ପାଦ ଥାପିଥିବା ଜଣାଶୁଣା ଇମ୍ଫା କମ୍ପାନିର ଅବସରପ୍ରାପ୍ତ ପିଆରଓ ପ୍ରେମାନନ୍ଦ…
ଅଧିକ ଖବର ଦେଖନ୍ତୁ...

୫ ମହଲା କୋଠାରୁ ଖସିପଡି ସୁପରଭାଇଜରଙ୍କ ମୃତ୍ୟୁ

ସେମିଲିଗୁଡା: ୫ ମହଲା କୋଠା ଉପରୁ ଅସାବଧାନତା ବଶତଃ ଖସିପଡି ଜଣେ ଯୁବ ଙ୍କ ମୃତ୍ୟୁ ଘଟିଛି । ମିଳିଥିବା ସୂଚନାରୁ ପ୍ରକାଶ ଯେ ଜୟପୁର ଅଞ୍ଚଳର ରାଜେଶ କୁମାର ଦଳେଇ  (୩୮) ପ୍ରାୟ ୧୦ ବର୍ଷ ହେବ ସେମିଳିଗୁଡା ସହରରେ ରହି ଏକ ବିଲଡର୍ସ କମ୍ପାନିରେ ସୁପରଭାଇଜର ଭାବେ କାମ କରୁଥିଲେ। ଆଜି ଦିନ…
ଅଧିକ ଖବର ଦେଖନ୍ତୁ...

ମେକ୍ସିକୋରେ ସାମୁଦ୍ରିକ ଝଡ଼: ୧୧ ଜଣଙ୍କ ଜୀବନ ଗଲା, ୩୩ ନିଖୋଜ

ମେକ୍ସିକୋ ସିଟି: ପୂର୍ବ ପ୍ରଶାନ୍ତ ମହାସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ପ୍ରଭାବରେ ଦକ୍ଷିଣ ମେକ୍ସିକୋର ଓକ୍ସାକା ସହରରେ ୧୧ଜଣଙ୍କ ଜୀବନ ଯାଇଛି। ଏଥି ସହିତ ୩୩ଜଣ ନିଖୋଜ ହୋଇଥିବା ସେଠାକାର ଗଭର୍ଣ୍ଣର ଆଲେଜାନ୍ଦ୍ରୋ ମୁରତ କହିଛନ୍ତି। ଏଥି ସହିତ ଅନେକ ଘର ଦ୍ବାର ଭାଙ୍ଗିଛି। ପ୍ରାୟ ୪୦…
ଅଧିକ ଖବର ଦେଖନ୍ତୁ...

କଶ୍ମୀର ପଣ୍ଡିତଙ୍କ ସୁରକ୍ଷା ଚିନ୍ତା, ଜୁନ ୬ ସୁଦ୍ଧା ସୁରକ୍ଷିତ ସ୍ଥାନକୁ ନିଆଯିବ

ନୂଆଦିଲ୍ଲୀ : ଜମ୍ମୁ ଓ କଶ୍ମୀରରେ ହିନ୍ଦୁମାନଙ୍କ ଉପରେ ଆକ୍ରମଣ ବଢିଚାଲିଥିବାରୁ ସରକାରଙ୍କ ଚିନ୍ତା ବଢିଯାଇଛି । ଏହାକୁ ଦୃଷ୍ଟି ରଖି କଶ୍ମୀର ପଣ୍ଡିତମାନଙ୍କୁ ଏକ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ଜମ୍ମୁ ଓ କଶ୍ମୀର ସରକାର ଚିନ୍ତା କରୁଛନ୍ତି । ଜୁନ ୬ ମଧ୍ୟରେ ସବୁ ପଣ୍ଡିତ ପରିବାରକୁ…
ଅଧିକ ଖବର ଦେଖନ୍ତୁ...

ଲୋକପ୍ରିୟ କଣ୍ଠଶିଳ୍ପୀ କେକେଙ୍କ ଜୀବନ ନେଇଛି ହୃଦଘାତ

କୋଲକାତା: ଭାରତର ଲୋକପ୍ରିୟ କଣ୍ଠ ଶିଳ୍ପୀ କ୍ରିଷ୍ଣକୁମାର କୁନ୍ନାଥ (କେକେ)ଙ୍କ ହୃତଘାତରେ ଜୀବନ ଯାଇଛି ବୋଲି ମେଡିକାଲ ରିପୋର୍ଟରୁ ସୂଚନା ମିଳିଛି। ମଙ୍ଗଳବାର କୋଲକାତାଠାରେ ଏକ ସଂଗୀତ ସମାରୋହରେ ଯୋଗଦେଇ ସେ ଗ୍ରାଣ୍ଡ ହୋଟେଲକୁ ଆସିଥିଲେ। ସେଠାରେ ସେ ଅସୁସ୍ଥ ଅନୁଭବ କରିବାରୁ…
ଅଧିକ ଖବର ଦେଖନ୍ତୁ...

ବର୍ଷକୁ ହେଉ ଦୁଇ ଥର ଆଇପିଏଲ: ରବି ଶାସ୍ତ୍ରୀ

ନୂଆଦିଲ୍ଲୀ: ବର୍ଷକୁ ଥରେ ନୁହେଁ, ଦୁଇ ଥର ଆଇପିଏଲ ମ୍ୟାଚ ଖେଳାଯାଉ | ଅନ୍ୟ ଦେଶ ସହ ଟି-୨୦ ଫର୍ମାଟରେ ମ୍ୟାଚ ନ ଖେଳି କେବଳ ବିଶ୍ୱକପରେ ଖେଳାଯାଉ | କିଛି ଏଭଳି ଦାବି କରିଛନ୍ତି ରବି ଶାସ୍ତ୍ରୀ | ଭାରତର ପୂର୍ବତନ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ମତ ଦେଇଛନ୍ତି ଯେ ଟି -୨୦ ଫର୍ମାଟରେ…
ଅଧିକ ଖବର ଦେଖନ୍ତୁ...

ଏହି ଭୁଲ ଧୋନୀଙ୍କୁ ପଡ଼ିଲା ଭାରୀ, ରୁଜୁ ହେଲା ଏତଲା

ନୂଆଦିଲ୍ଲୀ: ବଢ଼ିଲା ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଅଡ଼ୁଆ। ଧୋନିଙ୍କ ବିରୋଧରେ ବିହାରରେ ରୁଜୁ ହେଲା ଏତଲା। ଧୋନିଙ୍କ ବ୍ୟତୀତ ବିହାରର ବେଗୁସରାଇ ପୁଲିସ ଷ୍ଟେସନରେ ଅନ୍ୟ ୭ ଜଣଙ୍କ ବିରୋଧରେ ଏତଲା ଦାଖଲ କରାଯାଇଛି।  କୋର୍ଟରେ ଏହି ମାମଲାର ଶୁଣାଣି ପରେ ଏହାକୁ ନ୍ୟାୟିକ…
ଅଧିକ ଖବର ଦେଖନ୍ତୁ...

ମହାପ୍ରୟାଣ ଗାଡିରେ ଶବକୁ ଛାଡି ପଳାଇଲା ପୁଲିସ; ଡାକ୍ତରଖାନାରୁ ମଶାଣି, ମଶାଣିରୁ ଡାକ୍ତରଖାନା ବୁଲିଲା

ସୁନ୍ଦରଗଡ଼: ଆଜି ସୁନ୍ଦରଗଡ଼ ସହରରେ ଏକ ସମ୍ବେଦନଶୀଳ ଘଟଣା ଘଟିଛି। ଜଣେ ଅସହାୟ ମହିଳାଙ୍କ ଶବ ବ୍ଯବଚ୍ଛେଦ ପରେ ପୁଲିସ ମହାପ୍ରୟାଣ ଗାଡିରେ ଛାଡି ପଳାଇଥିବା ବେଳେ ବିଚରା ଗାଡି ଚାଳକ ଶବକୁ ଡାକ୍ତରଖାନାରୁ ମଶାଣି, ମଶାଣିରୁ ଡାକ୍ତରଖାନା, ସେଠାରୁ ପୁଣି ମଶାଣିକୁ ୩ ଘଣ୍ଟା ଧରି ବୁଲାଇ…
ଅଧିକ ଖବର ଦେଖନ୍ତୁ...

ସତ୍ୟଙ୍କ ଚକ୍‌ଖଡ଼ିରେ ୫୧ ଐତିହ୍ୟସ୍ଥଳୀ, ଇଣ୍ଡିଆ ବୁକ୍‌ ଅଫ୍ ରେକର୍ଡ଼ସକୁ ମନୋନୀତ 

ବ୍ରହ୍ମପୁର: ବ୍ରହ୍ମପୁରର ଶିଳ୍ପୀ ସତ୍ୟ ମହାରଣାଙ୍କ ଆଉ ଏକ କୃତିତ୍ବ କୀର୍ତ୍ତିମାନ ଲାଭ କରିବାକୁ ଯାଉଛି। ସେ ଚକ୍‌ଖଡ଼ିରେ ଭାରତର ବିଭିନ୍ନ ପ୍ରାନ୍ତରେ ଥିବା ୫୧ଟି ଐତିହ୍ୟସ୍ଥଳୀର କ୍ଷୁଦ୍ର ପ୍ରତିକୃତି ଗଢ଼ିଥିଲେ। କୋଣାର୍କ, ଲାଲ୍‌କିଲା, ତାଜମହଲ, ଇଣ୍ଡିଆ ଗେଟ୍, ଧଉଳି, ଗେଟ୍‌ୱେ ଅଫ…
ଅଧିକ ଖବର ଦେଖନ୍ତୁ...

ଶିକ୍ଷା ହିଁ ଜୀବନରେ ସବୁଠାରୁ ବଡ ରୂପାନ୍ତର ଆଣିଥାଏ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜିଠାରୁ ରାଜ୍ୟରେ ଆରମ୍ଭ ହେଲା ଦ୍ବିତୀୟ ପର୍ଯ୍ୟାୟ ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୧୦୭୦ଟି ହାଇସ୍କୁଲର ରୂପାନ୍ତର ହୋଇଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ୨୯୦୮ଟି ହାଇସ୍କୁଲର ରୂପାନ୍ତର ହୋଇଛି । ଆଜି ରାଜ୍ୟର ୫ଟି ଜିଲ୍ଲା- ଖୋର୍ଦ୍ଧା, ବୌଦ,…
ଅଧିକ ଖବର ଦେଖନ୍ତୁ...