Daily Archives

June 1, 2022

ଗୋ ମାଂସ ଓ ହାଡ଼ ଚାଲାଣ, ଗାଡ଼ି ସହ ୨ ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ନିକଟ ବରୁଣେଇ ଛକ ନିକଟରୁ ଏକ ଗୋ ମାଂସ ଓ ହାଡ଼ ବୋଝେଇ ଟାଟା ଏସିକୁ କେତେକ ବ୍ୟକ୍ତି ଧରି ପୁଲିସର ଜିମା ଦେଇଛନ୍ତି । ପୁଲିସ ଅନୁସନ୍ଧାନ ପରେ ଏହି ମାମଲାରେ ୟୁସୁଫ ଖାଁ ଓ ସେକ୍ ଚାନ୍ଦ ବାବୁକୁ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ ଗୋରୁ ହାଡ଼ ଓ ଅବଶିଷ୍ଟାଂଶର…
ଅଧିକ ଖବର ଦେଖନ୍ତୁ...

ତାଇଓ୍ବାନ ନିକଟରେ ଚୀନର ‘ବୃହତ୍ ଯୁଦ୍ଧାଭ୍ୟାସ’, ଏକ ମାସ ମଧ୍ୟରେ ୩ୟ ଯୁଦ୍ଧାଭ୍ୟାସ

ବେଜିଂ : ଗୋଟିଏ ପଟେ ସମଗ୍ର ବିଶ୍ବ ୟୁକ୍ରେନ ଯୁଦ୍ଧକୁ ନେଇ ଚିନ୍ତିତ ଥିବାବେଳେ ତାଇଓ୍ବାନକୁ ନେଇ ପୂର୍ବ ଏସିଆରେ ସ୍ଥିତି ଦିନକୁ ଦିନ ଉତ୍ତେଜକ ହେବାରେ ଲାଗିଛି । ଚୀନ ସେନାବାହିନୀ ପକ୍ଷରୁ ବୁଧବାରଦିନ କୁହାଯାଇଛି ଯେ ତାଇଓ୍ବାନ ଅଂଚଳରେ ଏକ ପ୍ରସ୍ତୁତି ଯୁଦ୍ଧାଭ୍ୟାସ କରାଯାଇଛି । ଆମେରିକା…
ଅଧିକ ଖବର ଦେଖନ୍ତୁ...

ଜମ୍ମୁକଶ୍ମୀର ସ୍ଥିତିକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଲେ ଶାହା, ପ୍ରସ୍ତୁତ କରାଯିବ ସ୍ୱତନ୍ତ୍ର ରଣନୀତି

ଶ୍ରୀନଗର: ଅଶାନ୍ତ ହେବାରେ ଲାଗିଛି ଜମ୍ମୁକଶ୍ମୀର | ଏବେ ଆତଙ୍କବାଦୀ ଟାର୍ଗେଟ କିଲିଂ କରୁଥିବାବେଳେ ଏହାକୁ ନେଇ ଭୟର ବାତାବରଣ ଖେଳିଯାଇଛି | ଗତକାଲି କୁଲଗାମରେ ଜଣେ ହିନ୍ଦୁ ଶିକ୍ଷୟତ୍ରୀ ରଜନୀ ବାଲାଙ୍କୁ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଥିଲେ। ଆଜି ମଧ୍ୟ ଆତଙ୍କବାଦୀମାନେ ଶୋପିଆନ୍‌ର…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କ ମାନସିକ ସ୍ଥିତି ବହୁତ ଭଲ ରହିବ। ନୂଆ ବିଚାର ସହ କୌଣସି ନୂଆ କାମ ଆରମ୍ଭ କରିପାରନ୍ତି। ତେଜରାତି ବ୍ୟବସାୟୀଙ୍କୁ ଆଶାଠୁଁ ଅଧିକ ଲାଭ ମିଳିବ। ‌ ବୃଷ: ବନ୍ଧୁ ଦେଖା କରିବା ପାଇଁ ଆପଣଙ୍କ ଘରକୁ ଆସିବେ। ଆପଣଙ୍କର ଅଧୁରା କାମ ସଂପୂର୍ଣ୍ଣ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା ମାଟିରେ ଗଛ କାଟୁଥିଲେ, ଗିରଫ ହେଲେ ଆନ୍ଧ୍ରର ୫ ଯୁବକ

ବୈପାରିଗୁଡା: ଆନ୍ଧ୍ରପ୍ରଦେଶରୁ ଆସି ଗୁପ୍ତେଶ୍ୱର ବନାଞ୍ଚଳରେ ଗଛ କାଟୁଥିବା ସମୟରେ ବନ ବିଭାଗ ହାତରେ ଧରାପଡ଼ିଛନ୍ତି ପାଞ୍ଚ ଜଣ ଗଛ କଟାଳି। ସେମାନଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଥିବା ଜଣାପଡିଛି। ସୂଚନା ଅନୁଯାୟୀ, ଆନ୍ଧ୍ରପ୍ରଦେଶରୁ ପାଞ୍ଚ ଜଣ ଗଛ କଟାଳି ବୈପାରିଗୁଡା ବ୍ଲକ…
ଅଧିକ ଖବର ଦେଖନ୍ତୁ...

୧୬ ଲକ୍ଷରୁ ଅଧିକ ଭାରତୀୟ ଆକାଉଣ୍ଟକୁ ବ୍ୟାନ କଲା ହ୍ଵାଟ୍ସଆପ

ନୂଆଦିଲ୍ଲୀ: ବାରମ୍ବାର ଅଭିଯୋଗ ଆସିବା ପରେ ସୋସିଆଲ ମେସେଜିଙ୍ଗ ଆପ ହ୍ଵାଟ୍ସଆପ ୧୬ ଲକ୍ଷରୁ ଅଧିକ ଆକାଉଣ୍ଟକୁ ବ୍ୟାନ କରିଛି | ଆଜି ହ୍ଵାଟ୍ସଆପ କହିଛି ଯେ ନୂତନ ଆଇଟି ନିୟମ ୨୦୨୧ ଅନୁଯାୟୀ ଏପ୍ରିଲ୍ ମାସରେ ଭାରତରେ ୧୬.୬ ଲକ୍ଷରୁ ଅଧିକ ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଯାଇଛି। ମାର୍ଚ୍ଚରେ…
ଅଧିକ ଖବର ଦେଖନ୍ତୁ...

ପିଏଫଆଇ ବିରୋଧରେ ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ, ଅଚଳ କଲା ବ୍ୟାଙ୍କ ଖାତା

ନୂଆଦିଲ୍ଲୀ : ବିଚ୍ଛିନ୍ନତାବାଦୀ ସଂଗଠନ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ ବା ପିଏଫଆଇ ଉପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ପ୍ରତିଭୂତି ନିର୍ଦ୍ଦେଶାଳୟ ବା ଇଡି । ଇଡି ପକ୍ଷରୁ ପିଏଫଆଇର କେତେକ ବ୍ୟାଙ୍କ ଖାତାକୁ ଅଚଳ କରିଦିଆଯାଇଛି । ବେଆଇନ ଅର୍ଥ କାରବାର ନିରୋଧୀ ଆଇନ ବଳରେ ଏହି…
ଅଧିକ ଖବର ଦେଖନ୍ତୁ...

ବିଦେଶରୁ ଫେରାଇ ଅଣାଯାଇଥିବା ୧୦ଟି ପ୍ରାଚୀନ ପ୍ରତିମୂର୍ତ୍ତି ତାମିଲନାଡ଼ୁ ସରକାରଙ୍କୁ ହସ୍ତାନ୍ତର ହେଲା

ନୂଆଦିଲ୍ଲୀ:  ଅଷ୍ଟ୍ରେଲିଆ ଏବଂ ଆମେରିକାରୁ ଫେରାଇ ଅଣାଯାଇଥିବା ୧୦ଟି ପ୍ରାଚୀନ ପ୍ରତିମୂର୍ତ୍ତିକୁ ଆଜି ନୂଆଦିଲ୍ଲୀଠାରେ ତାମିଲନାଡ଼ୁ ସରକାରଙ୍କୁ ହସ୍ତାନ୍ତର କରାଯାଇଛି। କେନ୍ଦ୍ର ସଂସ୍କୃତି, ପର୍ଯ୍ୟଟନ ଓ ଉତ୍ତର ପୂର୍ବ କ୍ଷେତ୍ର ବିକାଶମନ୍ତ୍ରୀ ଶ୍ରୀଜି. କିଷନରେଡ୍ଡୀ ନୂଆଦିଲ୍ଲୀର ଇନ୍ଦିରା…
ଅଧିକ ଖବର ଦେଖନ୍ତୁ...

ବର୍ଷଟିଏ ପୁରିନି; କୋଟିଆରେ ଆନ୍ଧ୍ର ଏଜେଣ୍ଟ ଭାଙ୍ଗିଦେଲେ ସବଜି କୁଲର ଓ ପଲ୍ଲି ହାଉସ୍‌

କୋରାପୁଟ: କିଛି ଦିନର ବ୍ୟବଧାନରେ ପୁଣି କୋଟିଆରେ ଦେଖିବାକ ମିଳିଛି ଆନ୍ଧ୍ର ଏଜେଣ୍ଟରଙ୍କର ଦୌରାତ୍ମ୍ୟ। ଆନ୍ଧ୍ରର ଚାପୁଲିସିର ଏପରି ନିଷା ଘରିଛି ଯେ ଓଡ଼ିଶା ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ଜିନିଷକୁ ଫିଙ୍ଗି ଦେଇଛନ୍ତି। ଫଗୁଣ ସିନେରୀ, ଫାଟୁ ସିନେରୀ ଓ ହାରମାଣ୍ଡିଙ୍ଗି ଗାଁରେ…
ଅଧିକ ଖବର ଦେଖନ୍ତୁ...

ରାଜନୀତିରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ୨୫ ବର୍ଷ ପୂରଣ, ନବୀନ ନିବାସକୁ ଯାଇ ଶୁଭେଚ୍ଛା ଜଣାଇଲେ ସାଂସଦ – ବିଧାୟକ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ରାଜନୀତିରେ ୨୫ ବର୍ଷ ପୂରଣ କରିଛନ୍ତି। ୧୯୯୭ ମସିହା ଆଜିର ଦିନରେ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିବା ନବୀନ ଆଜି ଦେଶରେ ଜଣେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ଜଣାଶୁଣା। ସଫଳ ରାଜନୈତିକ ଯାତ୍ରା ପାଇଁ ସାଂସଦ ଓ ବିଧାୟକମାନେ ନବୀନ…
ଅଧିକ ଖବର ଦେଖନ୍ତୁ...