Daily Archives

June 2, 2022

ତାଲିବାନକୁ ଭେଟିଲା ଭାରତୀୟ ପ୍ରତିନିଧି ମଣ୍ଡଳ

କାବୁଲ :  ଭାରତର ଏକ ସରକାରୀ ପ୍ରତିନିଧି ମଣ୍ଡଳ ଗୁରୁବାରଦିନ ଆଫଗାନିସ୍ତାନ ରାଜଧାନୀ କାବୁଲଠାରେ ତାଲିବାନର ବରିଷ୍ଠ କର୍ମକର୍ତ୍ତାମାନଙ୍କୁ ଭେଟିଛି । ଭାରତୀୟ ବୈଦେଶିକ ମନ୍ତ୍ରାଳୟର ଯୁଗ୍ମ ସଚିବ ଜେପି ସିଂଙ୍କ ନେତୃତ୍ବରେ ଏହି ଭାରତୀୟ ପ୍ରତିନିଧି ମଣ୍ଡଳ ତାଲିବାନ ସହ ଆଲୋଚନା କରିଛି ।…
ଅଧିକ ଖବର ଦେଖନ୍ତୁ...

ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମର ସଫଳତା ପାଇଁ ଖୋର୍ଦ୍ଧା ଜିଲ୍ଲା ପୁରସ୍କୃତ

ଖୋର୍ଦ୍ଧା: ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ (ଏନ୍ଟିସିପି)କୁ ସଫଳ ଭାବେ କାର୍ଯ୍ୟକାରୀ କରାଇବା ସହ ସଂଖ୍ୟାଧିକ ଲୋକଙ୍କୁ ତମାଖୁ ମୁକ୍ତ ଅଭିଯାନରେ ସମ୍ପୃକ୍ତ କରାଇଥିବାରୁ ଖୋର୍ଦ୍ଧା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗକୁ ପୁରସ୍କୃତ କରାଯାଇଛି। ବିଶ୍ୱ ତମାଖୁ ବର୍ଜନ ଦିବସ ଅବସରରେ ରାଜ୍ୟ…
ଅଧିକ ଖବର ଦେଖନ୍ତୁ...

ମହିଳାଙ୍କ ମୃତଦେହ ପୋଖରୀରୁ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ଝିଅର ମା’

ଜୟପୁର: ମୋ ଝିଅ ଝିଲ୍ଲି ଜାନୀ କେବେ ବି ଗାଧେଇବା ପାଇଁ ପୋଖରୀ, ନାଳ ଅଥବା ନଦୀକୁ ଯାଏ ନାହିଁ। ତାକୁ ଯୋଜନାବଦ୍ଧ ଭାବେ ହତ୍ୟା କରି ପୋଖରୀରେ ପକାଇ ଦେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ଜୟପୁର ବ୍ଲକର ପୁଷପୁରୀ ଗାଁର ଲକ୍ଷ୍ମୀ ଜାନୀ। ତାକୁ ତା ସ୍ବାମୀ ଆମ୍ବାଗୁଡା ମାର୍କେଟ କଲୋନିର…
ଅଧିକ ଖବର ଦେଖନ୍ତୁ...

ସୁପ୍ରିମକୋର୍ଟରେ ପହଞ୍ଚିଲା ଓଡ଼ିଶା ସରକାର-ଜେଏସଡବ୍ଲୁ ଟିକସ ବିବାଦ

ଭୁବନେଶ୍ବର : ଓଡ଼ିଶା ସରକାରଙ୍କ ସହ ୨୬୦୦ କୋଟି ଟଙ୍କାର ଟିକସ ବିବାଦକୁ ନେଇ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛି ଜେଏସଡବ୍ଲୁ ଷ୍ଟିଲ । କମ୍ପାନି ପକ୍ଷରୁ ମେ ୨୩ରେ ସୁପ୍ରିମକୋର୍ଟରେ ଏକ ମାମଲା ରୁଜ୍ଜୁ କରାଯାଇଛି । ଆସନ୍ତା ଜୁଲାଇ ୧୧ରେ ଏହାର ଶୁଣାଣି ଆରମ୍ଭ ହେବ ବୋଲି ସୁପ୍ରିମକୋର୍ଟଙ୍କ…
ଅଧିକ ଖବର ଦେଖନ୍ତୁ...

ରୁଷ-ୟୁକ୍ରେନ ଯୁୁଦ୍ଧ: ୟୁକ୍ରେନର ୨ଲକ୍ଷ ପିଲାଙ୍କୁ ରୁଷ ଅପହରଣ କରିଥିବା ଦାବି କ‌ଲେ ଜେଲେନସ୍କି

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ଯୁଦ୍ଧକୁ ୩ମାସ ବିତିସାରିଥିଲେ ମଧ୍ୟ ଏବେ ବି ଯୁଦ୍ଧ ଜାରି ରହିଛି। ୟୁକ୍ରେନକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ନକରିବା ପର୍ଯ୍ୟନ୍ତ ଯୁଦ୍ଧ ଜାରି ରହିବ ବୋଲି ସ୍ପଷ୍ଟ କରିଛନ୍ତି ରୁଷ ରାଷ୍ଟ୍ରପତି ପୁଟିନ୍। ତେବେ ଯୁଦ୍ଧ ମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର…
ଅଧିକ ଖବର ଦେଖନ୍ତୁ...

ସାଇବର ଅପରାଧୀଙ୍କ ଟାର୍ଗେଟରେ ସରକାରୀ ଚାକିରିଆ, ୟୁନୋ ଅପଡେଟ୍‌ ଆଳରେ ଠକିନେଲେ ୮.୮୪ ଲକ୍ଷ

ରାଉରକେଲା: ଦିନକୁ ଦିନ ବଢ଼ି ଚାଲିଛି ସାଇବର ଅପରାଧ। ଟାର୍ଗେଟରେ ସରକାରୀ ଚାକିରିଆ, ବ୍ୟବସାୟୀ ଓ ଅବସରପ୍ରାପ୍ତ କର୍ମଚାରୀ। ବିଭିନ୍ନ ଆଳ ଦେଖାଇ ଠକି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା। କେତେବେଳେ କୌନ୍‌ ବନେଗା କରୋଡପତି, ଭାଗ୍ୟଶାଳୀ ବିଜେପିତା ହେବା ଏଟିଏମ୍‌ ଓ ବ୍ୟାଙ୍କ ଖାତା ଅପ୍‌ଡେଟ୍‌…
ଅଧିକ ଖବର ଦେଖନ୍ତୁ...

ମହିଳା ବକ୍ସରଙ୍କ ଟି-ସାର୍ଟରେ ଅଟୋଗ୍ରାଫ ଦେଇ ଚର୍ଚ୍ଚାରେ ମୋଦୀ

ନୂଆଦିଲ୍ଲୀ : ଜୁନ ୧ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ମହିଳା ବକ୍ସରମାନଙ୍କୁ ଭେଟିବା ସହ ସେମାନଙ୍କ ସହ ଆଲୋଚନା କରିଥିଲେ । ଏହା ପରେ ସେମାନଙ୍କ ଟି-ସାର୍ଟରେ ଅଟୋଗ୍ରାଫ ଦେଇଥିଲା । ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ସହ ନୂଆ ନୂଆ ମେମ୍ ଦେଖିବାକୁ ମିଳିଛି । ନିକଟରେ…
ଅଧିକ ଖବର ଦେଖନ୍ତୁ...

କାର୍ ଦୁର୍ଘଟଣାରେ ଯୁବ ଇଞ୍ଜିନିୟର ମୃତ

ବେଲଗୁଣ୍ଠା : ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ କଣ୍ଟେଇପଲ୍ଲୀ-ସୋରଡ଼ା ରାସ୍ତା ମରେଇପ‌ାଟ ଛକରେ ଆଜି ଅପରାହ୍‌ଣ ସାଢ଼େ ୫ଟାରେ ମର୍ମନ୍ତୁଦ କାର୍ ଦୁର୍ଘଟଣାରେ ଜଣେ ଯୁବ ଇଞ୍ଜିନିୟର୍ ପ୍ରାଣ ହରାଇଛନ୍ତି। ମୃତକଜଣକ ହେ‌ଲେ, କାଳିଆଗୁଡ଼ା ଗ୍ରାମର ଦେବାଶିଷ ପ୍ରଧାନ ଓରଫ୍ ଲିଟୁ (୩୨)।…
ଅଧିକ ଖବର ଦେଖନ୍ତୁ...

ପ୍ରଭାସଙ୍କ ଓଜନ ଅଧିକ ହେତୁ ଅଟକିଲା ‘ସାଲାର’ର ସୁଟିଂ, ନିର୍ଦ୍ଦେଶକ ରଖିଲେ ଏଭଳି ସର୍ତ୍ତ

ମୁମ୍ବାଇ: ବହୁ ଚର୍ଚ୍ଚିତ ଫିଲ୍ମ 'ବାହୁବଳୀ'ର ହିରୋ ପ୍ରଭାସଙ୍କ ଦୁଇଟି ଫିଲ୍ମ ଫ୍ଲପ୍ ହେବା ପରେ ଏବେ ଫିଲ୍ମ 'ସାଲାର'କୁ ନେଇ ଅନେକ ଆଶା ରଖିଛନ୍ତି ପ୍ରଶଂସକ। 'ସାଲାର'ର ନିର୍ଦ୍ଦେଶନା କେଜିଏଫର ନିର୍ଦ୍ଦେଶକ ପ୍ରଶାନ୍ତ ନିଲ୍ ଦେଉଥିବା ବେଳେ ଏବେ ଫିଲ୍ମର ସୁଟିଂକୁ ନେଇ ଏକ ବଡ଼ ଖବର ସାମ୍ନାକୁ…
ଅଧିକ ଖବର ଦେଖନ୍ତୁ...

ପିଲା ଚୋର ସନ୍ଦେହରେ ଦୁଇ ବୁଲା ବେପାରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ

ଡାବୁଗାଁ/ଝରିଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ଏକମ୍ୱା ଗ୍ରାମରେ ଆଜି ଦିନ ପ୍ରାୟ ୧୦ ଘଣ୍ଟ ସମୟରେ ମଧ୍ୟପ୍ରଦେଶ ରାଜ୍ୟରୁ ଆସିଥିବା ଦୁଇଜଣ ବୁଲା ବେପାରୀ ପିଲାଚୋର ସନ୍ଦେହରେ ଗ୍ରାମବାସୀ ଅଟକ ରଖିଥିଲେ। ପିଲାଚୋର ଭାବି ଗ୍ରାମବାସୀମାନେ ରାଗରେ ଦୁଇ ବୁଲା ବେପାରୀଙ୍କୁ…
ଅଧିକ ଖବର ଦେଖନ୍ତୁ...