Daily Archives

June 2, 2022

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଧାର୍ମିକ କାର୍ଯ୍ୟରେ ଆସ୍ଥା ବଢ଼ିବ। ଗୃହିଣୀଙ୍କର ସମୟ ଘର ସଫାସୁତୁରାରେ ବିତିବ। ବଡ଼ ବ୍ୟବସାୟ ଦଳରେ ସାମିଲ ହେବା ପାଇଁ ପ୍ରସ୍ତାବ ପାଇପାରନ୍ତି। ବୃଷ: କୌଣସି କାମ କରିବା ପୂର୍ବରୁ ମୁରବିଙ୍କର ଆଶୀର୍ବାଦ ନିଅନ୍ତୁ। ଆପଣଙ୍କର କଳାତ୍ମକ କ୍ଷମତା…
ଅଧିକ ଖବର ଦେଖନ୍ତୁ...

ଗୁଜୁରାଟ ରାସାୟନିକ କାରଖାନାରେ ପ୍ରଚଣ୍ଡ ବିସ୍ଫୋରଣ, ୭ ଆହତ (ଭିଡିଓ ଦେଖନ୍ତୁ)

ଭଦୋଦରା : ଗୁଜୁରାଟର ଭଦୋଦରା ସହରର ନନ୍ଦେସାରିଠାରେ ଥିବା ଏକ ରାସାୟନିକ କାରଖାନାରେ ବିସ୍ଫୋରଣ ହୋଇ ଭୀଷଣ ନିଆଁ ଲାଗିଥିବା ଖବର ହସ୍ତଗତ ହୋଇଛି । ଏହି ଘଟଣାରେ ୭ ଜଣ ଶ୍ରମିକ ଗୁରୁତର ଆହତ ହୋଇଥିବା ଜଣାଯାଇଛି । ମିଳିଥିବା ସୂଚନା ଅନୁସାରେ ନନ୍ଦେସାରି ଶିଳ୍ପାଞ୍ଚଳଠାରେ ଥିବା ଦୀପକ୍…
ଅଧିକ ଖବର ଦେଖନ୍ତୁ...

କଶ୍ମୀରରେ ଉପୁଜିଲାଣି ୧୯୯୦ ମସିହା ଭଳି ପରିସ୍ଥିତି, କାଲିଠୁ ପଳାୟନ ଆରମ୍ଭ କରିବେ କଶ୍ମୀରୀ ପଣ୍ଡିତ

ଶ୍ରୀନଗର: କଶ୍ମୀରରେ ଟା‌ର୍ଗେଟ କିଲିଂ ନେଇ ବଢ଼ିଲାଣି ସରକାରଙ୍କ ଚିନ୍ତା। ୫ମାସ ମଧ୍ୟରେ ଏକାଧିକ ହିନ୍ଦୁ ବା ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକଙ୍କୁ ହତ୍ୟା କରାଯାଇଥିବା ବେଳେ ଆଜି କୁଲଗାମରେ ଜଣେ ବ୍ୟାଙ୍କ ମ୍ୟାନେଜରଙ୍କୁ ହତ୍ୟା କରାଯାଇଛି। ଟା‌ର୍ଗେଟ କିଲିଂକୁ ନେଇ କଶ୍ମୀରରେ ରହୁଥିବା…
ଅଧିକ ଖବର ଦେଖନ୍ତୁ...

ଚଳିତ ଶତାବ୍ଦୀର ଶେଷ ସୁଦ୍ଧା ବିଶ୍ବର ତାପମାତ୍ରା ୩.୨ ଡିଗ୍ରି ବଢିପାରେ

ନୂଆଦିଲ୍ଲୀ: ଶତାବ୍ଦୀର ଶେଷ ସୁଦ୍ଧା ବିଶ୍ବର ତାପମାତ୍ରା ୩.୨ ଡିଗ୍ରି ବଢିପାରେ। ଜଳବାୟୁର ପରିବର୍ତ୍ତନ ତାପମାତ୍ରା ବୃଦ୍ଧିର ଏକ ମୁଖ୍ୟ କାରଣ ଅଟେ, ଯାହା ଏ ବିଶ୍ବକୁ ଧିରେ ଧିରେ ବିପଦ ଆଡ଼କୁ ଟାଣି ନେଇ ଯାଉଛି । ଏହାକୁ ରୋକିବାକୁ ଦୁନିଆରେ ଅନେକ ବିକଳ୍ପ ଥିବା ସତ୍ତ୍ବେ କାହିଁକି…
ଅଧିକ ଖବର ଦେଖନ୍ତୁ...

ରାଜନୀତିରେ ପ୍ରବେଶ କରିବେ ଉଦୟନାଥ ବାବା! ଖୁବ୍‌ ଶୀଘ୍ର କରିପାରନ୍ତି ଘୋଷଣା

ଚନ୍ଦାହାଣ୍ଡି: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍ ସୀମାନ୍ତରେ ରହିଛି ଛତିଶଗଡ଼ ରାଜ୍ୟ। ଏହି ରାଜ୍ୟ ସହିତ ଚନ୍ଦାହାଣ୍ଡି ବ୍ଲକ୍ ଅଞ୍ଚଳର ରୋଟି-ବେଟିର ସମ୍ପର୍କ ରହିଥିବା ବେଳେ ଏହି ଦୁଇ ଅଞ୍ଚଳ ବିଭିନ୍ନ କ୍ଷେତ୍ରରେ ପରସ୍ପର ପରିପୂରକ। ତେବେ ଆସନ୍ତା ବର୍ଷ ଛତିଶଗଡ଼ରେ ବିଧାନସଭା…
ଅଧିକ ଖବର ଦେଖନ୍ତୁ...

ଭାରତୀୟ ରେଳଠାରୁ ୩୫ ଟଙ୍କା ପାଇବାକୁ ୫ ବର୍ଷ ହେଲା ଲଢୁଥିବା କେସ୍‌ ଜିତିଲେ ଇଞ୍ଜିନିୟର, ଏବେ ୩ ଲକ୍ଷ ଯାତ୍ରୀଙ୍କୁ…

କୋଟା: ଭାରତୀୟ ରେଳଠାରୁ ୩୫ ଟଙ୍କା ଫେରସ୍ତ ପାଇବାକୁ ଦୀର୍ଘ ୫ ବର୍ଷ ହେଲା କରି ଆସୁଥିବା ଲଢ଼େଇକୁ ଜିତିଛନ୍ତି କୋଟାର ଜଣେ ବ୍ୟକ୍ତି। ଭାରତୀୟ ରେଳବାଇ ଉକ୍ତ ବ୍ୟକ୍ତିଙ୍କ ସମେତ ପ୍ରାୟ ୩ ଲକ୍ଷ ଯାତ୍ରୀଙ୍କୁ ଏବେ ୩୫ ଟଙ୍କା ଲେଖାଏ ଫେରସ୍ତ କରିବାର ନିଷ୍ପତ୍ତି ନେଇଛି। କୋଟାର ଇଞ୍ଜିନିୟର୍‌…
ଅଧିକ ଖବର ଦେଖନ୍ତୁ...

କୋଲକାତା : ୧୦ ମିନିଟରେ ଘରକୁ ମଦ ପହଞ୍ଚାଉଛି ଏହି ଷ୍ଟାର୍ଟଅପ୍

କୋଲକାତା : ଏଣିକି ୧୦ ମିନିଟରେ ଘରେ ପହଞ୍ଚିବ ମଦ । ଏହି ସେବା ଯୋଗାଇବା ଆରମ୍ଭ କରିଛି ହାଇଦ୍ରାବାଦର ଏକ ଷ୍ଟାର୍ଟ-ଅପ ବୁଜି । ପ୍ରଥମେ ଏହି ସେବା କୋଲକାତାରେ ଆରମ୍ଭ ହୋଇଛି । ଧୀରେ ଧୀରେ ଏହା ଦେଶର ଅନ୍ୟ ସହରରେ ବି ସେବା ଆରମ୍ଭ କରିବାକୁ ଯୋଜନା କରୁଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ…
ଅଧିକ ଖବର ଦେଖନ୍ତୁ...

ୟୁପିରେ ଟିକସମୁକ୍ତ ହେଲା ଅକ୍ଷୟ କୁମାରଙ୍କ ‘ସମ୍ରାଟ ପୃଥ୍ବୀରାଜ’, ଫିଲ୍ମ ଦେଖିବା ପରେ ଘୋଷଣା କଲେ ଯୋଗୀ

ଲକ୍ଷ୍ନୌ: ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ଆଗାମୀ ଚଳଚ୍ଚିତ୍ର ‘ସମ୍ରାଟ ପୃଥ୍ବୀରାଜ’କୁ ନେଇ ଚର୍ଚ୍ଚା ଜୋର ଧରିଛି । ଚଳଚ୍ଚିତ୍ରର ସ୍ୱତନ୍ତ୍ର ସ୍କ୍ରିନିଂରେ ଯେଉଁମାନେ ଯୋଗ ଦେଇଥିଲେ, ସେମାନେ ଫିଲ୍ମକୁ ବେଶ୍ ପ୍ରଶଂସା କରୁଥିବା ଦେଖିବାକୁ ମିଳୁଛି । ଗୃହମନ୍ତ୍ରୀ ଅମିତ ଶାହାଙ୍କ ପରେ…
ଅଧିକ ଖବର ଦେଖନ୍ତୁ...

‘ଆଲବିଦା, କେକେ’… କେକେଙ୍କୁ ନିଆରା ଢ଼ଙ୍ଗରେ ଶ୍ରଦ୍ଧାଞ୍ଜଳି ଜଣାଇଲା ଅମୁଲ… ‘ୟାରୋଁ.. ୟାଦ୍‌ ଆୟେଗେଁ…

ମୁମ୍ବାଇ: ଦେଶର ଯୁବ ପ୍ରାଣର ସ୍ପନ୍ଦନ ଖ୍ୟାତନାମା ଗାୟକ କେକେଙ୍କ ବିୟୋଗରେ ଗୁରୁବାର ନିଜର ନିଆରା ଅନ୍ଦାଜରେ ତାଙ୍କୁ ନିଜର ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଛି ଅମୁଲ। ଅମୁଲ ଇଣ୍ଡିଆ ଗୁରୁବାର ଦିନ ଏକ ନୂତନ ବିଷୟବସ୍ତୁ ଉପରେ ନିଜର ଚର୍ଚ୍ଚିତ ବିଜ୍ଞାପନ ଜାରି କରିଛି। ଯେଉଁଥିରେ କେକେ ଭାବରେ…
ଅଧିକ ଖବର ଦେଖନ୍ତୁ...

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ: ସିଂହଦ୍ବାର ଥାନାରେ ମାମଲା ରୁଜୁ

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ମାମଲା ସୁପ୍ରିମ୍‌କୋର୍ଟରେ ପହଞ୍ଚି ଥିବା ବେଳେ ଆଜି ସ୍ଥାନୀୟ ଏସ୍‌ଡିଜେଏମ୍‌ କୋର୍ଟଙ୍କ ନିର୍ଦ୍ଦେଶରେ ସିଂହଦ୍ବାର ଥାନାରେ ଏକ ମାମଲା ରୁଜୁ ହୋଇଛି। ଏସ୍‌ଡିଜେଏମ୍‌ କୋର୍ଟଙ୍କ ନିର୍ଦ୍ଦେଶରେ ଏହି ମାମଲା ରୁଜୁ ହୋଇଥିବା ଜଣାଯାଇଛି।…
ଅଧିକ ଖବର ଦେଖନ୍ତୁ...