Daily Archives

June 3, 2022

ସ୍ବାସ୍ଥ୍ୟ କେନ୍ଦ୍ରର ସ୍ବାସ୍ଥ୍ୟ ଭଲ ନାହିଁ, ନୂତନ ଗୃହ ନିର୍ମାଣ ପାଇଁ ଦାବି

ବୈପାରିଗୁଡା: ସ୍ବାସ୍ଥ୍ୟ କେନ୍ଦ୍ରର ସ୍ବାସ୍ଥ୍ୟ ଭଲ ନାହିଁ। ନୂତନ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ଗୃହ ନିର୍ମାଣ ପାଇଁ ଆଜି ବିଜେଡିର ସକ୍ରିୟ ଯୁବ ବିଜେଡ଼ି ନେତା ବିଭୁପ୍ରସାଦ ପଣ୍ଡାଙ୍କ ନେତୃତ୍ଵରେ ବୈପାରିଗୁଡା ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଅଧିରାଜ ସାହୁ ଏବଂ ବ୍ଲକ ଗୋଷ୍ଠୀ ଉନ୍ନୟନ…
ଅଧିକ ଖବର ଦେଖନ୍ତୁ...

୨୬କିମି ରାସ୍ତା ପାଇଁ କାଟିଦେଲେ ୨୪୭୨ଗଛ: ୨ବର୍ଷ ହେଲା ଲାଗିନି ବୃକ୍ଷ

ଜୟପୁର: ପରିବେଶ ସୁରକ୍ଷା ନାଁରେ ଆଉ କିଛି ଦିନ ଗଲେ ପାଳନ କରାଯିବ ଦିବସ। ବଡ ବଡ ପ୍ରଶାସନିକ ଅଧିକାରୀମାନେ ମଧ୍ୟ ଦେବେ ଲମ୍ବା ଭାଷଣ। ତେବେ ପ୍ରକୃତ ପକ୍ଷେ କୋରାପୁଟ ଜିଲ୍ଲାରେ ପରିବେଶ ସୁରକ୍ଷା ହେଉଛି କି ବୋଲି ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ହୋଇଛି। ଏହାର ଜ୍ବଳନ୍ତ ଚିତ୍ର ବାରିଣୀପୁଟରୁ…
ଅଧିକ ଖବର ଦେଖନ୍ତୁ...

ଆର୍ଯ୍ୟ ସମାଜର ବିବାହ ପ୍ରମାଣପତ୍ରର ଆଇନଗତ ମାନ୍ୟତାକୁ ସୁପ୍ରିମକୋର୍ଟଙ୍କ ପ୍ରତ୍ୟାଖ୍ୟାନ

ନୂଆଦିଲ୍ଲୀ: ଆର୍ଯ୍ୟ ସମାଜ ଦ୍ୱାରା ଦିଆଯାଉଥିବା ବିବାହ ପ୍ରମାଣପତ୍ରକୁ ଆଇନଗତ ମାନ୍ୟତା ଦେବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି । ଜଷ୍ଟିସ ଅଜୟ ରାସ୍ତୋଗି ଏବଂ ଜଷ୍ଟିସ ବି.ଭି ନାଗରାଥନାଙ୍କୁ ନେଇ ଏକ ଖଣ୍ଡପୀଠରେ କହିଛନ୍ତି ଯେ ଆର୍ଯ୍ୟ ସମାଜର କାର୍ଯ୍ୟ ବିବାହ ପ୍ରମାଣପତ୍ର ପ୍ରଦାନ…
ଅଧିକ ଖବର ଦେଖନ୍ତୁ...

ବିଦ୍ୟାଳୟରୁ ଫେରିବା ବାଟରେ ହୃଦ୍‌ଘାତରେ ଚାଲିଗଲା ଶିକ୍ଷକଙ୍କ ଜୀବନ

ଖଲ୍ଲିକୋଟ : ବିଦ୍ୟାଳୟରୁ ଘରକୁ ଫେରିବା ବାଟରେ ହିଁ ହୃଦ୍‌ଘାତ ହେଲା। ଶିକ୍ଷକ ବିପ୍ରଚରଣ ବେହେରା(୪୫)ଙ୍କ ଏଭଳି ଦୁଃଖଦ ମୃତ୍ୟୁ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ୍ ତଳରାମପାଲ୍ଲୀ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି। ଗ୍ରାମର ଉଚ୍ଚପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ…
ଅଧିକ ଖବର ଦେଖନ୍ତୁ...

ଖାଦ୍ୟ ଖାଇବା ପାଇଁ ଅହରହ କାନ୍ଦୁଥିବାରୁ ଦୁଇ ଦିନରେ ୨ପିଲାଙ୍କୁ ହତ୍ୟାକଲା ମା’

ମୁମ୍ବାଇ: ସମୟର ବଦଳିବା ସହ ବଦଳୁଛି ସମାଜରେ ରହୁଥିବା ମଣିଷର ଚିନ୍ତାଧାରା । ଲୋକଙ୍କ ଭିତରେ ହଜି ଯାଉଛି ମଣିଷପଣିଆ। ନିଜ ସ୍ବାର୍ଥ ପାଇଁ କିଏ ପରିବାରର ପ୍ରିୟଜନଙ୍କୁ ମାରିଲାଣି ତ ଆଉ କିଏ ନିଜ ପିଲାଙ୍କୁ ବି ମାରିବାକୁ ପଛାଉନାହାନ୍ତି । ପୂର୍ବରୁ ପିଲାର କାନ୍ଦ ଶୁଣିଲେ ଜଣେ ମା’ ପିଲାଙ୍କୁ…
ଅଧିକ ଖବର ଦେଖନ୍ତୁ...

୧୦ ଗ୍ରାମ ବ୍ରାଉନସୁଗାର ସହ ଜଣେ ଗିରଫ

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଟାଉନ୍ ଥାନା ପୁଲିସ ହାତରେ ଜଣେ ବ୍ରାଉନସୁଗାର ବେପାରୀ ଧରାପଡ଼ିଛି। ସୂଚନାନୁସାରେ, ଆଜି ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟା ବେଳେ ଅତିରିକ୍ତ ଆଇଆଇସି ପ୍ରଜ୍ଞା ଋତମ୍ଭରା କରଙ୍କ ନେତୃତ୍ୱରେ ଏସ୍ଆଇ ସସ୍ମିତା ବେହେରା, ପିଏସ୍ଆଇ ଦିପାଲିସା ନାୟକ, ଏଏସ୍ଆଇ ଅକ୍ଷୟ କୁମାର…
ଅଧିକ ଖବର ଦେଖନ୍ତୁ...

ୟୁକ୍ରେନରେ ରିପୋର୍ଟିଂ ସାରି ଫେରୁଥିବାବେଳେ ସାମ୍ବାଦିକଙ୍କ ଗାଡି ଉପରକୁ ଆକ୍ରମଣ

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ଯୁଦ୍ଧକୁ ୩ମାସ ବିତିସାରିଥିଲେ ମଧ୍ୟ ଏବେ ବି ଯୁଦ୍ଧ ଜାରି ରହିଛି। ୟୁକ୍ରେନକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ନକରିବା ପର୍ଯ୍ୟନ୍ତ ଯୁଦ୍ଧ ଜାରି ରହିବ ବୋଲି ସ୍ପଷ୍ଟ କରିଛନ୍ତି ରୁଷ ରାଷ୍ଟ୍ରପତି ପୁଟିନ୍। ତେବେ ଏହାରି ଭିତରେ ଏକ ବଡ ଖବର ସାମ୍ନାକୁ ଆସିଛି | ନ୍ୟୁଜ…
ଅଧିକ ଖବର ଦେଖନ୍ତୁ...

ଦିନକ ପାଇଁ ଜାମିନ ଦିଅ, ମୋର ଏହି କାମ କରିବାର ଅଛି: ଅନିଲ ଦେଶମୁଖ

ମୁମ୍ବାଇ: ଅର୍ଥ ହେରଫେର ମାମଲାରେ ଜେଲରେ ଥିବା ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖ ଦିନକ ପାଇଁ କୋର୍ଟରୁ ଜାମିନ ମାଗିଛନ୍ତି। ଏନସିପି ନେତା ଅନିଲ ଦେଶମୁଖ ଶୁକ୍ରବାର ଦିନ ସ୍ୱତନ୍ତ୍ର କୋର୍ଟରେ ଏହି ଆବେଦନ କରିଛନ୍ତି | ଗତ ବର୍ଷ ନଭେମ୍ବରରେ ଅନିଲ ଦେଶମୁଖଙ୍କୁ ମନି ଲଣ୍ଡରିଂ…
ଅଧିକ ଖବର ଦେଖନ୍ତୁ...

ବିଚାରାଧୀନ ବନ୍ଦୀଙ୍କ ସନ୍ଦେହଜନକ ମୃତ୍ୟୁ, ପୁଲିସ ମାଡ଼ ମାରିଥିବା ଅଭିଯୋଗ

ବ୍ରହ୍ମପୁର: ପୁଣିଥରେ ବିବାଦ ଘେରକୁ ଆସିଛି ବ୍ରହ୍ମପୁର ପୁଲିସ ଜିଲ୍ଲାର ଗୋଳନ୍ଥରା ଥାନା। ପୁଲିସ ମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ନେଇ ପରିବାରବର୍ଗ ଅଭିଯୋଗ କରିଛନ୍ତି। ମୃତ ଯୁବକ ଜଣଙ୍କ ହେଉଛନ୍ତି ଗୋଳନ୍ଥରା ଥାନା ଇନ୍ଦ୍ରାକ୍ଷୀ ଗ୍ରାମର ମିଟୁ ବେହେରା(୩୬)। ମିଟୁଙ୍କ…
ଅଧିକ ଖବର ଦେଖନ୍ତୁ...

ସୁଟିଂ କରିବା ସତ୍ତ୍ବେ ରିଲିଜ୍ ହୋଇପାରିନାହିଁ ଅକ୍ଷୟ କୁମାରଙ୍କ ଏହି ୯ଟି ଫିଲ୍ମ

ମୁମ୍ବାଇ: ବଲିଉଡ ଅଭିନେତା ଅକ୍ଷୟ କୁମାର ବର୍ତ୍ତମାନ ତାଙ୍କର ଫିଲ୍ମ 'ସମ୍ରାଟ୍ ପୃଥ୍ବୀରାଜ' ପାଇଁ ଚର୍ଚ୍ଚାରେ ଅଛନ୍ତି । ଚଳଚ୍ଚିତ୍ରକୁ ନେଇ ଲୋକଙ୍କ ଭିତରେ ବିଭିନ୍ନ ପ୍ରତିକ୍ରିୟା ଦେଖିବାକୁ ମିଳୁଛି । କେହି କେହି ଏହାକୁ ଏକ ବ୍ଲକବଷ୍ଟର ବୋଲି କହୁଥିବାବେଳେ ଆଉ କେହି ଏହାକୁ ଫ୍ଲପ୍ ଫିଲ୍ମ…
ଅଧିକ ଖବର ଦେଖନ୍ତୁ...