Daily Archives

June 3, 2022

ମହାମାରୀ ପରେ ଦୁନିଆ ଅଧିକ ସଂଯୁକ୍ତ: ଶିଳ୍ପ ସଚିବ

ଭୁବନେଶ୍ବର: କରୋନା ମହାମାରୀର ପ୍ରଭାବ ଯଦିଓ ଅପସରି ଗଲାଣି, କିନ୍ତୁ ଏବେବି ଦୁନିଆର କେଉଁ କୋଣ ଅନୁକୋଣରେ ଭାଇରସ୍‌ ସଂକ୍ରମଣ ଖବର ଆସିଲେ ତାହା ଦେଶର ଷ୍ଟକ ବଜାରଠାରୁ ଆରମ୍ଭ କରି ବାଣିଜ୍ୟ କାରବାର ସବୁ କ୍ଷେତ୍ରକୁ ପ୍ରଭାବିତ କରୁଛି। ୨୦୨୦ ଜାନୁଆରି ତୁଳନାରେ ଦୁନିଆ ଏବେ ପରସ୍ପର ସହ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟସଭାକୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେଲେ ସସ୍ମିତ ପାତ୍ର, ମାନସ ମଙ୍ଗରାଜ ଏବଂ ସୁଲତା ଦେଓ

ଭୁବନେଶ୍ବର: ବିଜୁ ଜନତା ଦଳର ତିନି ଜଣ ରାଜ୍ୟସଭା ପ୍ରାର୍ଥୀ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି । ସସ୍ମିତ ପାତ୍ର, ମାନସ ମଙ୍ଗରାଜ ଏବଂ ସୁଲତା ଦେଓ ରାଜ୍ୟସଭାକୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିବା ସୂଚନା ମିଳିଛି । ଏହି ତିନି ଜଣଙ୍କ ବ୍ୟତୀତ ଅନ୍ୟ କୌଣସି ପ୍ରାର୍ଥୀ ନାମାଙ୍କନ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟରେ ପରିବର୍ତ୍ତନ କରିପାରନ୍ତି। ନୂଆ ବ୍ୟବସାୟରେ ପୁଞ୍ଜି ବିନିଯୋଗ କଲେ ଆପଣଙ୍କୁ ଦିଗୁଣା ଲାଭ ମିଳିବ। ପ୍ରିୟତମଙ୍କ ସହ ସମ୍ବନ୍ଧ ମଜଭୁତ ହେବ। ବୃଷ: ନୂଆ ଜମି କିଣିବାକୁ ଚାହୁଥିଲେ ଶୁଭ ମୁହୂର୍ତ୍ତ ଦେଖନ୍ତୁ। କୋର୍ଟ…
ଅଧିକ ଖବର ଦେଖନ୍ତୁ...

ମୋବାଇଲରେ କଥାହେବା ହେଲା କାଳ, ପିଆର୍‌ଏମ୍‌ ମେଡିକାଲ୍‌ କଲେଜ ୩ ମହଲା ଶିଡ଼ିରୁ ଖସିପଡ଼ି ଯୁବକଙ୍କ ମୃତ୍ୟୁ

ବାରିପଦା: ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ (ପିଆର୍‌ଏମ୍‌)ରେ ଘଟିଛି ଅଘଟଣ। ୩ ମହଲା ବିଲ୍‌ଡିଂ ଶିଡ଼ିରୁ ଖସିପଡ଼ି ପ୍ରାଣ ହରାଇଛନ୍ତି ଜଣେ ଯୁବକ। ସେ ହେଲେ ଝାଡ଼ଖଣ୍ଡ ଘୋଡ଼ାବନ୍ଧା ଥାନା ମୁଣ୍ଡକଟା ଗ୍ରାମର ଦୁଲା ସୋରେନ୍‌ (୪୦)। ନିଜ ଅସୁସ୍ଥ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟସଭା ନିର୍ବାଚନରେ ଭୋଟ୍‌ ଦେବା ପାଇଁ ଜେଲରେ ଥିବା ମନ୍ତ୍ରୀ ଅନିଲ ଦେଶମୁଖ ମାଗିଲେ ଦିନିକିଆ ଜାମିନ

ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖ, ବର୍ତ୍ତମାନ ଏକ ମନି ଲଣ୍ଡରିଂ ମାମଲାରେ ଜେଲରେ ଅଛନ୍ତି। ଏ ପରିସ୍ଥିତିରେ ଆଗାମୀ ରାଜ୍ୟସଭା ନିର୍ବାଚନରେ ଭୋଟ୍‌ ଦେବା ପାଇଁ ଶୁକ୍ରବାର ଦିନ ମୁମ୍ବାଇର ଏକ ସ୍ୱତନ୍ତ୍ର ଅଦାଲତଙ୍କ ନିକଟରେ ସେ ଗୋଟିଏ ଦିନ ପାଇଁ ଜାମିନ…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ୱର-ରାଉରକେଲା ମଧ୍ୟରେ ଖୁବଶୀଘ୍ର ଚାଲିବାକୁ ଯାଉଛି ଡବଲ ଡେ଼କର ଟ୍ରେନ

ଭୁବନେଶ୍ୱର: ଓଡିଶାବାସୀଙ୍କ ପାଇଁ ଆସିବାକୁ ଯାଉଛି ଖୁସି ଖବର | କାରଣ ଓଡ଼ିଶାରେ ପ୍ରଥମ ଥର ପାଇଁ ଏକ ଡବଲ ଡେ଼କର ଟ୍ରେନ ଚାଲିବାକୁ ଯାଉଛି | ରାଉରକେଲା-ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସ ବଦଳରେ ଡବଲ ଡେ଼କର ଟ୍ରେନ ଚଳାଇବାକୁ ଏବେ ରେଳ ମନ୍ତ୍ରାଳୟ ପ୍ରସ୍ତୁତି ଚଳାଇଛି | ମିଳିଥିବା ସୂଚନା…
ଅଧିକ ଖବର ଦେଖନ୍ତୁ...

ନେଦରଲାଣ୍ଡ ଯିବାର ଥିଲା ତୁର୍କୀକୁ କେମିତି ଗହମ ଗଲା: ପୀୟୂଷ ଗୋୟଲ

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ଯୁଦ୍ଧ ହେତୁ ଗହମ ସଙ୍କଟ ଦେଖାଦେଇଛି। ଗହମ ପାଇଁ ଭାରତ ଆଗରେ ଅନେକ ଦେଶ ହାତ ପତାଉଥିବା ବେଳେ ତୁର୍କୀ ଭାରତରୁ ରପ୍ତାନୀ‌ ହୋଇଥିବା ଗହମକୁ ଖରାପ ଅଛି ବୋଲି କହି ଫେରାଇ ଦେଇଥିବା ଜଣାପଡ଼ିଛି। ତୁର୍କୀ କହିଛି ଯେ ଭାରତରୁ ଆସିଥିବା ଗହମରେ ରୁବେଲା ଭୂତାଣୁ ଚିହ୍ନଟ…
ଅଧିକ ଖବର ଦେଖନ୍ତୁ...

ଜାଲ୍‌ ପ୍ରମାଣପତ୍ରରେ ଶିକ୍ଷକତା କରୁଥିଲେ ଦଂପତି; ସ୍ବାମୀ ବହିଷ୍କୃତ, ସ୍ତ୍ରୀ ନିଲମ୍ବିତ

ବାରିପଦା/କପ୍ତିପଦା/ଶାଳଚୁଆ: ଜାଲ୍‌ ଶିକ୍ଷା ଓ ଜାତି ପ୍ରମାଣପତ୍ର ଦେଇ ଚାକିରି କରିଥିବା ଏକ ଶିକ୍ଷକ ଦମ୍ପତିଙ୍କୁ ଧରିଛି ମୟୂରଭଞ୍ଜ ଜିଲ୍ଲା ଶିକ୍ଷା ବିଭାଗ। ଉଭୟଙ୍କ ବିରୋଧରେ ଠୋସ୍‌ ପ୍ରମାଣ ମିଳିବା ପରେ ଶିକ୍ଷକ ସ୍ବାମୀଙ୍କୁ ଚାକିରିରୁ ବହିଷ୍କାର ଓ ଶିକ୍ଷୟିତ୍ରୀ ସ୍ତ୍ରୀ’ଙ୍କୁ…
ଅଧିକ ଖବର ଦେଖନ୍ତୁ...

ନିର୍ବାଚନୀ ବଣ୍ଡ ମାଧ୍ୟମରେ ବିଜେପିର ଆୟ ହ୍ରାସ ପାଇଛି

ନୂଆଦିଲ୍ଲୀ: ୨୦୨୧ ଆର୍ଥିକ ବର୍ଷରେ ଭାରତୀୟ ଜନତା ପାର୍ଟି (ବିଜେପି)ର ମୋଟ ଆୟ ପ୍ରାୟ ୮୦ ପ୍ରତିଶତ ହ୍ରାସ ପାଇ ୭୫୨ କୋଟି ଟଙ୍କାରେ ପହଞ୍ଚିଛି। କାରଣ ପୂର୍ବ ଆର୍ଥିକ ବର୍ଷରେ ନିର୍ବାଚନୀ ବଣ୍ଡ ମାଧ୍ୟମରେ ବିଜେପି ୨,୫୫୫ କୋଟି ଟଙ୍କା ଆୟ କରିଥିବା ବେଳେ ୨୦୨୧ ଆର୍ଥିକ ବର୍ଷରେ ଏହା ୨୨.୩୮…
ଅଧିକ ଖବର ଦେଖନ୍ତୁ...

୧ ଲକ୍ଷ ଛାତ୍ରଛାତ୍ରୀଙ୍କୁ ପଛରେ ପକାଇ କୋଡ଼ିଙ୍ଗ ପ୍ରତିଯୋଗିତା ଜିତିଲେ ଛାତ୍ର

ନୂଆଦିଲ୍ଲୀ: ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ଦିଲ୍ଲୀର କମ୍ପ୍ୟୁଟର ସାଇନ୍ସ ଏବଂ ଇଞ୍ଜିନିୟରିଂ ଛାତ୍ର କଳସ ଗୁପ୍ତାଙ୍କୁ ଅନ୍ତରାଷ୍ଟ୍ରୀୟ କୋଡିଂ ପ୍ରତିଯୋଗିତା 'ଟିସିଏସ କୋଡଭାଇଟା' ସିଜନ ୧୦ର ବିଜେତା ଘୋଷିତ କରାଯାଇଛି | ଏହି ପ୍ରତିଯୋଗିତାରେ ୮୭ ଟି ଦେଶରୁ ୧୦୦,୦୦୦…
ଅଧିକ ଖବର ଦେଖନ୍ତୁ...