Daily Archives

June 4, 2022

ରାଜ୍ୟ ଫ୍ଲାଇଂ ସ୍କ୍ବାଡ୍ ଅନ୍ତରାଜ୍ୟ ଗଞ୍ଜେଇ ମାଫିଆଙ୍କ ଦୁଇଜଣ ଏଜେଣ୍ଟ ଗିରଫ

କଟକ: ରାଜ୍ୟ ଫ୍ଲାଇଂ ସ୍କ୍ବାଡ୍ ହାତରେ ଅନ୍ତରାଜ୍ୟ ଗଞ୍ଜେଇ ମାଫିଆଙ୍କ ଦୁଇ ଜଣ ଏଜେଣ୍ଟ ଗିରଫ ହୋଇଛନ୍ତି। ଅଭିଯୁକ୍ତ ମାନେ ହେଉଛନ୍ତି ପଶ୍ଚିମବଙ୍ଗର ଲଲନ୍ ସେକ୍(୨୧) ଏବଂ ରାଜିବୁଲ୍ ସେକ୍(୨୩)। ସେମାନଙ୍କ ନିକଟରୁ ଏକ ଟୟୋଟା ଇଟିଅସ୍(୦୬ ଜି ୯୧୦୬) ଜବତ ହୋଇଛି। ଏହି ଗାଡ଼ିରେ ୧୫୦ କେଜି…
ଅଧିକ ଖବର ଦେଖନ୍ତୁ...

ଖୋର୍ଦ୍ଧା ସହରରେ ହୋଲ୍ଡିଂ କର କମାଇବାକୁ ଦାବିପତ୍ର

ଖୋର୍ଦ୍ଧା: ଖୋର୍ଦ୍ଧା ପୌରାଂଚଳରେ ଲାଗୁ ହୋଇଥିବା ହୋଲ୍ଡିଂ କରକୁ କମାଇବାକୁ ଖୋର୍ଦ୍ଧା ଓକିଲ ସଂଘ ପକ୍ଷରୁ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ଖୋର୍ଦ୍ଧା ଓକିଲ ସଂଘର ଏକ ପ୍ରତିନିଧୀ ଦଳ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ଭେଟି ଏହି ଦାବିପତ୍ର ଦେଇଛନ୍ତି ।…
ଅଧିକ ଖବର ଦେଖନ୍ତୁ...

ଏଣିକି ପୋଷ୍ଟଅଫିସରୁ ମଧ୍ୟ ଆପଣ ପାଇପାରିବେ ରେଳ ଟିକେଟ

ନୂଆଦିଲ୍ଲୀ: ରେଳବାଇ ବର୍ତ୍ତମାନ ଯାତ୍ରୀମାନଙ୍କ ପାଇଁ ଟିକେଟ ବୁକ୍ କରିବା ପ୍ରକ୍ରିୟାକୁ ଅଧିକ ସୁବିଧାଜନକ କରିଛି। ବିଶେଷକରି ଗ୍ରାମାଞ୍ଚଳକୁ ଧ୍ୟାନରେ ରଖି ରେଳବାଇ ଏହି ନିଷ୍ପତ୍ତି ନେଇଛି। ବାସ୍ତବରେ, ଭାରତୀୟ ରେଳବାଇ ବର୍ତ୍ତମାନ ଦେଶର ୪୫,୦୦୦ ଡାକଘରେ ଟିକେଟ ବୁକିଂ ପାଇଁ ବ୍ୟବସ୍ଥା…
ଅଧିକ ଖବର ଦେଖନ୍ତୁ...

ଦ୍ୱିତୀୟ ପର୍ଯ୍ୟାୟରେ ସୁନ୍ଦରଗଡ଼ ଜିଲ୍ଲାର ୧୮୦ଟି ରୂପାନ୍ତରିତ ହାଇସ୍କୁଲର ଲୋକାର୍ପିତ

ସୁନ୍ଦରଗଡ଼: ରାଜ୍ୟ ସରକାରଙ୍କ ‘୫ଟି’ ଉପକ୍ରମ ଅଧୀନରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ୱିତୀୟ ପର୍ଯ୍ୟାୟରେ ସୁନ୍ଦରଗଡ଼ ଜିଲ୍ଲାର ୧ ୮୦ଟି ରୂପାନ୍ତରିତ ସରକାରୀ ହାଇସ୍କୁଲର ଲୋକାର୍ପଣ କରିଛନ୍ତି। ସୁନ୍ଦରଗଡ଼କୁ ମିଶାଇ ୪ଟି ଜିଲ୍ଲାରେ ରୂପାନ୍ତରିତ ମୋଟ ୪୪୦ଟି ହାଇସ୍କୁଲର…
ଅଧିକ ଖବର ଦେଖନ୍ତୁ...

ମହାରାଷ୍ଟ୍ରରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ, ୩ଦିନ ହେଲାଣି ୧,୦୦୦ ଉପରେ ରହୁଛି ସଂକ୍ରମଣ

ମୁମ୍ବାଇ: କୋଭିଡ୍‌-୧୯ ସଂକ୍ରମଣ ମାମଲା ହଠାତ୍‌ ବୃଦ୍ଧି ପାଇବାରୁ ଖୋଲା ସ୍ଥାନ ବ୍ୟତୀତ ବାକି ସମସ୍ତ ସର୍ବସାଧାରଣସ୍ଥାନଗୁଡ଼ିକରେ ମାସ୍କ୍‌ ପରିଧାନ କରିବା ପାଇଁ ମହାରାଷ୍ଟ୍ର ସରକାର ନାଗରିକମାନଙ୍କ ନିମନ୍ତେ ଆଦେଶ ଜାରି କରିଛନ୍ତି। ଲଗାତାର ୩ଦିନ ହେଲାଣି ମହାରାଷ୍ଟ୍ରରେ କରୋନା ସଂକ୍ରମଣ…
ଅଧିକ ଖବର ଦେଖନ୍ତୁ...

ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳରୁ ବାଦ୍‌ ପଡ଼ିଲେ କି ଏହି ୯ ମନ୍ତ୍ରୀ, କ’ଣ ହୋଇପାରେ କାରଣ?

ଭୁବନେଶ୍ବର: ରାତିପାହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ମନ୍ତ୍ରିମଣ୍ଡଳ ଶପଥ ନେବ। ଏହି ମନ୍ତ୍ରିମଣ୍ଡଳରେ ୧୧ ପୁରୁଣା ମନ୍ତ୍ରୀଙ୍କୁ ପୁଣି ସ୍ଥାନ ମିଳିଛି। ହେଲେ ୯ ଜଣ ବାଦ୍‌ ପଡ଼ିଛନ୍ତି ବୋଲି ଚର୍ଚ୍ଚା ହେଉଛି। ଯେଉଁ ୯ ଜଣଙ୍କୁ ନବୀନ୍‌ ନୂତନ ମନ୍ତ୍ରିମଣ୍ଡଳରେ ସ୍ଥାନ ‌ଦେଇ…
ଅଧିକ ଖବର ଦେଖନ୍ତୁ...

ଗ୍ରାମ୍ୟ ବ୍ୟାଙ୍କରୁ ଚୋରି ଘଟଣା: ୨ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକ ପୁରୁଣାକଟକ ଥାନା ଅନ୍ତର୍ଗତ  ମାଧପୁରସ୍ଥିତ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରୁ ଗତ ବୁଧବାର ରାତିରେ ତାଲା କାଟି ଏକ ଲକ୍ଷ  ଟଙ୍କା ଚୋରି କରିନେଇଥିବା ଘଟଣାରେ ପୁଲିସ ୨ ଅଭିଯୁକ୍ତକୁ ଗିରଫ କରି ଶନିବାର ଦିନ କୋର୍ଟ ଚାଲାଣ କରିଛି। ପ୍ରକାଶ ଥାଉକି ଗତ…
ଅଧିକ ଖବର ଦେଖନ୍ତୁ...

ନବୀନଙ୍କ ନୂଆ ଟିମ୍‌: ରାତି ପାହିଲେ ଏହି ବିଧାୟକମାନେ ମନ୍ତ୍ରୀ ଭାବେ ନେବେ ଶପଥ!

ଭୁବନେଶ୍ବର: ଶନିବାର ମଧ୍ୟାହ୍ଣରୁ ରାଜ୍ୟର ସମସ୍ତ ମନ୍ତ୍ରୀଙ୍କୁ ଇସ୍ତଫା ଦିଆଯିବାକୁ କୁହାଯାଇଥିବା ଖବର ପ୍ରସାରିତ ହେବା ପରେ ସ୍ପଷ୍ଟ ହୋଇଥିଲା କି ମୁଖ୍ୟମନ୍ତ୍ରୀ ମନ୍ତ୍ରିମଣ୍ଡଳର ପୁନର୍ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାପରେ କିଏ ତାଙ୍କ ନୂଆଟିମରେ ସ୍ଥାନ ପାଇବେ କିଏ ବାଦ ପଡ଼ିବେ…
ଅଧିକ ଖବର ଦେଖନ୍ତୁ...

ପୁଣି କାହିଁକି ଚର୍ଚ୍ଚାରେ ତିଆନାନମେନ ଗଣହତ୍ୟା ?

ହଂକଂ : ଶନିବାର ଅର୍ଥାତ ଜୁନ ୪ ଥିଲା ତିଆନାନମେନ ଗଣହତ୍ୟାର ୩୪ତମ ବର୍ଷପୂର୍ତ୍ତି । କିନ୍ତୁ ଏହି ଗଣହତ୍ୟା ସ୍ମୃତିରେ  ହଂକଂରେ ଆୟୋଜିତ ଏକ ମହମ ବତୀ ଶୋଭାଯାତ୍ରାକୁ ଚୀନ ପକ୍ଷରୁ ନିଷିଦ୍ଧ କରାଯାଇଛି । ୩ ବର୍ଷ ପୂର୍ବେ ହଂକଂରେ ହୋଇଥିବା ଗଣତନ୍ତ୍ର ସପକ୍ଷବାଦୀ ବିକ୍ଷୋଭ ପରେ ଚୀନ ଏପରି…
ଅଧିକ ଖବର ଦେଖନ୍ତୁ...

ଭାରତରେ ରହି ଆମେରିକାର ଏକ ସ୍କୁଲକୁ ବୋମାରେ ଉଡ଼ାଇବାକୁ ଧମକ ଦେଲେ ଯୁବକ

ଇନ୍ଦୋର: ମଧ୍ୟପ୍ରଦେଶର ଖଣ୍ଡୱାଠାରେ ରହୁଥିବା ଜଣେ ଇଞ୍ଜିନିୟରଙ୍କୁ ପୁଲିସ ଗିରଫ କରିଛି | ଏହି ଯୁବକ ଜଣକ ଆମେରିକାର ଏକ ସ୍କୁଲକୁ ବୋମା ଲଗାଇ ଉଡାଇଦେବାକୁ ଧମକ ଦେଇଥିଲେ। ମିଳିଥିବା ସୂଚନା ମୁତାବକ ସ୍ନାପଚାଟରେ ଚାଟିଂ କରୁଥିବାବେଳେ ଯୁବକ ଜଣକ ଏକ ଅନ୍ତର୍ଜାତୀୟ ଗ୍ରୁପରେ ଧମକପୂର୍ଣ୍ଣ…
ଅଧିକ ଖବର ଦେଖନ୍ତୁ...