Daily Archives

June 4, 2022

କିଏ କରିଛି ଦୁର୍ନୀତି? ପରସ୍ପରକୁ ଦୋଷାରୋପ କଲେ ମନୀଷ ସିସୋଦିଆ-ହିମନ୍ତ ବିଶ୍ବ ଶର୍ମା

ନୂଆଦିଲ୍ଲୀ: ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଶନିବାର ଏକ ସାମ୍ବାଦିକ ସମ୍ମିଳନୀ କରି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ଉପରେ ଦୁର୍ନୀତି କରିବାର ଅଭିଯୋଗ ଆଣିଥିଲେ। ପିପିଇ କିଟ୍ କିଣିବାରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଦୁର୍ନୀତି କରିଥିବା ଅଭିଯୋଗ…
ଅଧିକ ଖବର ଦେଖନ୍ତୁ...

ଲ୍ୟାଣ୍ଡମାଇନ ଏବଂ ୪ ବ୍ୟାଗ ଜିଲୋଟିନ ଉଦ୍ଧାର, ନିଷ୍କ୍ରିୟ କଲା ବିଏସ୍‌ଏଫ୍‌

ମାଲକାନଗିରି: ଜିଲ୍ଲାର ଭେଜେଙ୍ଗଵାଡା ରିଜର୍ଭ ଫରେଷ୍ଟ ଅଂଚଳରେ ଥିବା ବଡିଗେଟା ଏବଂ ଏମପିଭି-୨୧ ଅଂଚଳରେ ବିଏସ୍‌ଏଫ୍‌ ଏବଂ ପୁଲିସର ମିଳିତ କମ୍ବିଂ ଅପରେସନ ସମୟରେ ଜଂଗଲରୁ ଲ୍ୟାଣ୍ଡମାଇନ ଏବଂ ୪ଟି ବ୍ୟାଗ ଜିଲୋଟିନ ଉଦ୍ଧାର କରାଯାଇଛି। ବିଏସ୍‌ଏଫ ଯବାନମାନେ ଏହାକୁ ନିଷ୍କ୍ରିୟ ମଧ୍ୟ…
ଅଧିକ ଖବର ଦେଖନ୍ତୁ...

ତୁର୍କୀ ଫେରାଇଦେଇଥିବା ଭାରତୀୟ ଗହମକୁ ନେବାକୁ ମନା କରିଦେଲା ଇଜିପ୍ଟ

କାଇରୋ : ତୁର୍କୀ ଫେରାଇଦେଇଥିବା ଭାରତୀୟ ଗହମକୁ ନେବାକୁ ମନା କରିଦେଇଛି ଇଜିପ୍ଟ । ଏ ସମ୍ପର୍କରେ ଇଜିପ୍ଟର ଜଣେ ଅଧିକାରୀ ଅହମ୍ମଦ ଏଲ ଅଟର କହିଛନ୍ତି । ତେବେ ବିଶ୍ବର ବୃହତ୍ତମ ଗହମ ଆମଦାନୀକାରୀ ଇଜିପ୍ଟର ଏକ କମ୍ପାନି ପକ୍ଷରୁ ସିଧାସଳଖ କିଣାଯାଇଥିବା ଗହମକୁ ଶନିବାର ରାତିରେ କାଇରୋ…
ଅଧିକ ଖବର ଦେଖନ୍ତୁ...

ନବୀନଙ୍କ ନୂଆ ଟିମ୍‌ରେ ସାମିଲ୍ ହେବେ ନୂଆ ଓ ପୁରୁଣା ମୁହଁ, ଜାଣନ୍ତୁ କାହା ପାଖକୁ ଗଲା ଫୋନ୍‌ କଲ୍

ଭୁବନେଶ୍ବର: ଆସନ୍ତାକାଲି ନୂଆ ମନ୍ତ୍ରିମଣ୍ଡଳ ଗଠନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତେବେ ପୁରୁଣା ମନ୍ତ୍ରିମଣ୍ଡଳରୁ କିଏ ରହିବେ ଓ ନୂଆ କିଏ ସାମିଲ ହେବେ ତାହାକୁ ନେଇ ସମସ୍ତଙ୍କ ମଧ୍ୟରେ ଜାରି ରହିଛି ଉତ୍ସୁକତା। ଇତିମଧ୍ୟରେ ଉଭୟ ନୂଆ ମୁହଁ ଓ ପୁରୁଣା ମନ୍ତ୍ରୀଙ୍କ ପାଖକୁ…
ଅଧିକ ଖବର ଦେଖନ୍ତୁ...

ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ ଯାତ୍ରା ବନ୍ଦ ହେଲା, ସେବାୟତଙ୍କ ବିବାଦ ଯୋଗୁଁ ବଳି ପଡ଼ିଲା ଶହଶହ ବର୍ଷର…

ଭୁବନେଶ୍ବର: ବହୁ ବର୍ଷର ପରମ୍ପରା ଅଟକିଗଲା । ଚଳିତ ବର୍ଷ ମହାପ୍ରଭୁ ଲିଙ୍ଗରାଜଙ୍କର ଶୀତଳ ଷଷ୍ଠୀ ଯାତ୍ରା ହେବନାହିଁ। ବ୍ରାହ୍ମଣ ନିଯୋଗ ପ୍ରଭୁ ଲିଙ୍ଗରାଜଙ୍କ ସବୁ ରୀତିକାନ୍ତିକୁ ବନ୍ଦ କରି ଦେବାରୁ ଚଳିତ ଥର ଅନୁଷ୍ଠିତ ହେବନି ପ୍ରଭୁ ଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ । ପ୍ରଭୁ ଲିଙ୍ଗରାଜ ଓ…
ଅଧିକ ଖବର ଦେଖନ୍ତୁ...

ମହିଳାଙ୍କ ସହ ଅସଦାଚରଣ ଅଭିଯୋଗ ପରେ ପଦରୁ ହଟିଲେ ଦ୍ଵାରକା ଡିସିପି

ନୂଆଦିଲ୍ଲୀ: ମହିଳାଙ୍କ ସହ ଅସଦାଚରଣ ଅଭିଯୋଗରେ ଡ଼ିସିପିଙ୍କ ଉପରେ ନିଆଗଲା ଆକ୍ସନ | ଗତକାଲି ରାତିରେ ଏକ ପବରେ ଜଣେ ମହିଳାଙ୍କ ସହ ଅସଦାଚରଣ ଅଭିଯୋଗ ପରେ ଦ୍ୱାରକା ଡିସିପି ଶଙ୍କର ଚୌଧୁରୀଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଛି। ଦିଲ୍ଲୀ ପୁଲିସ କମିଶନରଙ୍କ କାର୍ଯ୍ୟାଳୟରୁ ଦିଆଯାଇଥିବା…
ଅଧିକ ଖବର ଦେଖନ୍ତୁ...

କାନପୁର ହିଂସାର ମାଷ୍ଟରମାଇଣ୍ଡ ଜଫର ହୟାତ୍ ଗିରଫ, ଫେସବୁକ ପୋଷ୍ଟ ଜରିଆରେ ଲୋକଙ୍କୁ ଉସୁକାଉଥିଲେ

ନୂଆଦିଲ୍ଲୀ: କାନପୁର ହିଂସାର ମାଷ୍ଟରମାଇଣ୍ଡ ଜଫର ହୟାତ୍ ଗିରଫ। ବିଜେପିର ଜଣେ ମୁଖପାତ୍ର ମହାପୁରୁଷ ମହମ୍ମଦଙ୍କ ବିଷୟରେ ଅସମ୍ମାନଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ କରି ଉତ୍ତରପ୍ରଦେଶର କାନପୁରରେ ସଂଘଠିତ ହିଂସାକାଣ୍ଡରେ ସମ୍ପୃକ୍ତ ଥିବା ୩୬ଜଣଙ୍କୁ ପୂର୍ବରୁ ଗିରଫ କରାଯାଇଥିଲା। ଏବେ…
ଅଧିକ ଖବର ଦେଖନ୍ତୁ...

ଆଉ ପିଇବା ଯୋଗ୍ୟ ନୁହେଁ ନର୍ମଦା ନଦୀର ପାଣି !

ଭୋପାଳ : ମଧ୍ୟପ୍ରଦେଶର ଜୀବନରେଖା ନର୍ମଦା ନଦୀର ପାଣି ଏବେ ପିଇବା ଉପଯୋଗୀ ହୋଇ ରହିନାହିଁ। ଏପରିକି ଅନ୍ୟାନ୍ୟ କାର୍ଯ୍ୟ ପାଇଁ ବି ଏହି ନଦୀର ପାଣିକୁ ଅନୁପଯୁକ୍ତ କୁହାଯାଉଛି। ଏହି ପାଣିରୁ ଏପରି ବ୍ୟାକ୍ଟେରିଆ ମିଳିଛି, ଯାହାକି ମଣିଷମାନଙ୍କ ପାଇଁ ବ୍ୟବହାର ଉପଯୋଗୀ ନୁହେଁ।…
ଅଧିକ ଖବର ଦେଖନ୍ତୁ...

୪୪୦ ରୂପାନ୍ତରିତ ସ୍କୁଲ ଲୋକାର୍ପିତ, ଆତ୍ମବିଶ୍ଵାସ ସହ ଆଗକୁ ବଢିବାକୁଛାତ୍ର ଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ବର: ସ୍କୁଲ ରୂପାନ୍ତର କେବଳ ବିଦ୍ୟାଳୟର ଭୌତିକ ରୂପରେ ପରିବର୍ତ୍ତନ ଆଣିନି। ଏଥି ସହିତ ପିଲାମାନଙ୍କ ମାନସିକତା ଉପରେ ମଧ୍ୟ ସକାରାତ୍ମକ ପ୍ରଭାବ ପକାଇଛି । ପିଲାମାନେ କହୁଛନ୍ତି ଯେ ସ୍କୁଲ ଆସିବାକୁ ଏବେ ଆମକୁ ବେଶି ଭଲ ଲାଗୁଛି। ସ୍କୁଲର ଆଧୁନିକ ସୁବିଧା ସୁଯୋଗ ଯୋଗୁ ପାଠ ପଢିବାକୁ…
ଅଧିକ ଖବର ଦେଖନ୍ତୁ...

ପରମାଣୁ ପରୀକ୍ଷଣ ପାଇଁ ଉତ୍ତରକୋରିଆ ପ୍ରସ୍ତୁତି ଚଳାଇଥିବାବେଳେ ସମରାଭ୍ୟାସ କଲେ ଆମେରିକା-ଦକ୍ଷିଣ କୋରିଆ

ସିଓଲ : ତାଇଓ୍ବାନକୁ ନେଇ ଚୀନ ଓ ଆମେରିକା ମଧ୍ୟରେ ତିକ୍ତତା ବଢିଯାଇଥିବାବେଳେ ଉତ୍ତର କୋରିଆ ପୁଣି ଥରେ ପରମାଣୁ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛି । ଏହାକୁ ନେଇ ପୂର୍ବ ଏସିଆରେ ଉତ୍ତେଜନା ବଢିଯାଇଛି । ଏହାକୁ ଦୃଷ୍ଟିରେ ରଖି ଆମେରିକା ନିଜର ମିତ୍ର ଦେଶ ଦକ୍ଷିଣ କୋରିଆ ସହ ମିଶି ଏକ…
ଅଧିକ ଖବର ଦେଖନ୍ତୁ...