ସଚେତନ କଲେ, କହିଲେ ପରିବେଶ ବଞ୍ଚିଲେ, ମଣିଷ ବଞ୍ଚିବ
ଖୋର୍ଦ୍ଧା: ରବିବାର ଖୋର୍ଦ୍ଧାର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଛି। ବୃକ୍ଷରୋପଣ, ପରିବେଶ ସୁରକ୍ଷା ଉପରେ ସଚେତନ କରି ପରିବେଶ ବଞ୍ଚିଲେ ମଣିଷ ବଞ୍ଚିବ ବୋଲି ଅତିଥିମାନେ କହିଛନ୍ତି। ଖୋର୍ଦ୍ଧା ଜିଲ୍ଲା ଆଇନ ସେବା କମିଟି ପକ୍ଷରୁ ତୋଟାପଡ଼ା ପଞ୍ଚାୟତ ଉଚ୍ଚ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...