Daily Archives

June 6, 2022

ଅର୍ବାନ ବ୍ୟାଙ୍କ ନିର୍ବାଚନ: ଦିଲୀପଙ୍କ ପ୍ୟାନେଲରେ ୩ ପ୍ରାର୍ଥୀ ନିଦ୍ବର୍ନ୍ଦରେ ବିଜୟୀ

ରାଉରକେଲା: ଆସନ୍ତା ୧୯ରେ ହେବାକୁ ଯାଉଥିବା ରାଉରକେଲା ଅର୍ବାନ କୋ-ଅପରେଟିଭ ବ୍ୟାଙ୍କ ନିର୍ବାଚନ ପାଇଁ ଆଜି ପ୍ରାର୍ଥୀ (ନିର୍ଦ୍ଦେଶକ)ଙ୍କ ଚୂଡାନ୍ତ ତାଲିକା ପ୍ରକାଶ ପାଇଛି। ପ୍ରାର୍ଥୀପତ୍ର ଯାଞ୍ଚ ଓ ପ୍ରତ୍ୟାହାର ପରେ ଆଦିତ୍ୟ ମହାପାତ୍ରଙ୍କ ପ୍ୟାନେଲରେ ତିନି ପ୍ରାର୍ଥୀଙ୍କ…
ଅଧିକ ଖବର ଦେଖନ୍ତୁ...

ମିତ୍ରପୁରରେ ବୁଲିଲା ତେଲେଙ୍ଗା କଟୁରି

ନୀଳଗିରି: ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଅଧିନ ମିତ୍ରପୁର କଲ୍ୟାଣି ଗ୍ରାମର କାଳିପ୍ରସାଦ ନାୟକ ଓ ତାଙ୍କ ପୁଅ ଜ୍ୟୋତିର୍ମୟ ସହିତ ମିତ୍ରପୁର ଅଞ୍ଚଳର କାଳିଆ ନାମକ ଯୁବକଙ୍କର ଜମିଜମାକୁ ନେଇ କଥା କଟାକଟି ହୋଇଥିଲା। ଉକ୍ତ ଘଟଣା ଉଗ୍ରରୂପ ନେଇଥିଲା। ପରେ କାଳିଆ ତାଙ୍କର ଭାଇ ଅମ୍ବିକା…
ଅଧିକ ଖବର ଦେଖନ୍ତୁ...

ବିଶ୍ବବିଦ୍ୟାଳୟ ମାନ୍ୟତା ପ୍ରାଥମିକ ଲକ୍ଷ୍ୟ ରହିବ: ତାରାପ୍ରସାଦ ବାହିନୀପତି

ଜୟପୁର: ଆଜି କଲେଜ ପରିସରରେ ବିକ୍ରମଦେବ ମହାବିଦ୍ୟାଳୟର ୭୫ବର୍ଷ ପୂର୍ତ୍ତି ଉତ୍ସବ ମହାସମାରୋହର ସହ ପାଳନ କରିବା ପାଇଁ ପୂର୍ବତନ ଛାତ୍ର ସଂଗଠନର ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା। ବିକ୍ରମ ଦେବ ସ୍ବୟଂ ଶାସିତ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ମାନ୍ୟତା ଦେବା ଦଳମତ ନିର୍ବିଶେଷରେ…
ଅଧିକ ଖବର ଦେଖନ୍ତୁ...

ଥମୁନି ବିବାଦ : ଆରବ ଦେଶରେ ଭାରତୀୟ ସାମଗ୍ରୀର ବହିଷ୍କାର

ନୂଆଦିଲ୍ଲୀ : ବିଜେପିର ଦୁଇ ମୁଖପାତ୍ରଙ୍କ ଦ୍ବାରା ଇସଲାମ ବିରୋଧୀ ମନ୍ତବ୍ୟ ଧୀରେ ଧୀରେ ଏକ ବଡ଼ ବିବାଦରେ ପରିଣତ ହେବାରେ ଲାଗିଛି । ଅଧିକରୁ ଅଧିକ ଇସଲାମୀୟ ଦେଶ ଏହାକୁ ନିନ୍ଦା କରିବାରେ ଲାଗିଛନ୍ତି । ସୋମବାରଦିନ କୁଏତର ବିଭିନ୍ନ ସୁପରମାର୍କେଟରୁ ଭାରତୀୟ ଉତ୍ପାଦକୁ ହଟାଇ…
ଅଧିକ ଖବର ଦେଖନ୍ତୁ...

୧୨ ବର୍ଷର ସଂଘର୍ଷ ପରେ ବି ମିଳୁନି ବିସ୍ଥାପିତ ମାନ୍ୟତା: ଦିନ ଗଡ଼ୁଛି, ଦୁଃଖ ବଢ଼ୁଛି

ରାୟଗଡ଼ା: କମ୍ପାନି ପ୍ରତିଷ୍ଠାକୁ ୧୮ ବର୍ଷ ପୂରିଲାଣି। ଗାଁକୁ ଲାଗି କମ୍ପାନିର ବାଉଣ୍ଡାରି ନିର୍ମାଣ ସହ କଞ୍ଚା ମାଲ ପରିବହନ ପାଇଁ କନଭେୟାର୍ ବେଲଟ୍ ଯାଇଛି। ଅନ୍ୟାନ୍ୟ ମେସିନାରୀ ଉପକରଣ ମଧ୍ୟ ଗାଁକୁ ଲାଗି ରହିଛି। ଯାହାର ଧୂଳି, ଧୂଆଁରେ ଅଣନିଶ୍ବାସୀ ହୋଇ ପଡୁଛନ୍ତି ଗ୍ରାମବାସୀ। ଅଥଚ…
ଅଧିକ ଖବର ଦେଖନ୍ତୁ...

ଦୁର୍ଗମ ଅଞ୍ଚଳର ରୁଗଣ୍ ବିଦ୍ୟାଳୟ: ଗୋଟିଏ କକ୍ଷରେ ୮ଟି ଶ୍ରେଣୀର ପିଲାଙ୍କୁ ଶିକ୍ଷାଦାନ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ସବୁଠାରୁ ଦୁର୍ଗମ ତଥା ଅପହଞ୍ଚ ଏବଂ ନକ୍ସଲ ପ୍ରବଣ ଭାବେ ଚିତ୍ରକୋଣ୍ଡା ବ୍ଲକ ଅନ୍ୟତମ।ଏହି ବ୍ଲକର ସମସ୍ତ ୧୮ଟି ପଞ୍ଚାୟତ ଅତି ଦୁର୍ଗମ ଅଂଚଳରେ ରହିଛି। ଏଠାରେ ଶିକ୍ଷାର ବ୍ୟବସ୍ଥା କିପରି ଥିବାତାହା ସହଜରେ ଅନୁମେୟ। ଏହି ଅଂଚଳରେ ଥିବା ସ୍କୁଲଗୁଡିକ ଅତି…
ଅଧିକ ଖବର ଦେଖନ୍ତୁ...

ଆହୁରି ଶସ୍ତାରେ ରୁଷ ତେଲ କିଣିବାକୁ ଉଦ୍ୟମ ଚଳାଇଛି ଭାରତ

ନୂଆଦିଲ୍ଲୀ : ପାଶ୍ଚାତ୍ୟ ଦେଶଙ୍କ ଚାପ ସତ୍ତ୍ବେ ଭାରତ ରୁଷଠାରୁ ରିହାତି ଦରରେ ତେଲ କିଣିବା ଜାରି ରଖିଛି । ତେବେ ଆହୁରି ଶସ୍ତାରେ ତେଲ କିଣିବାକୁ ଭାରତ ରୁଷର ତେଲ କମ୍ପାନି ରୋସନେଫଟ ସହ ଆଲୋଚନା ଚଳାଇଥିବା ଜଣାପଡ଼ିଛି । ଯଦି ଏହି କଥାବାର୍ତ୍ତା ସଫଳ ହୁଏ ଭାରତ ରୁଷଠାରୁ ପୂର୍ବରୁ ମଗାଇଥିବା…
ଅଧିକ ଖବର ଦେଖନ୍ତୁ...

ପୁଣି କୋରାପୁଟରେ ମାତିଛନ୍ତି ନକଲି ଚାଷୀ: କୁନ୍ଦୁରାର ତିନି ପଞ୍ଚାୟତରେ ସର୍ବାଧିକ ନକଲି ଚାଷୀ

କୋରାପୁଟ: କୋରାପୁଟ ଜିଲ୍ଲା କୁନ୍ଦୁରା ତହସିଲରେ ମାତିଛନ୍ତି ମାଫିଆ। ସରକାରୀ କର୍ମଚାରୀ ଓ ମାଫିଆଙ୍କ ମଧ୍ୟରେ ଚାଲିଛି ସଲାସୁତର। ଚାଷୀଙ୍କ ନାମରେ ପୁଣି ଭର୍ତ୍ତି କରାଯାଉଛି ନକଲି ଚାଷୀ। ରବି ଋତୁ ଧାନ କିଣାରେ ସେମାନଙ୍କୁ ପୁଣି ସାମିଲ କରାଯାଉଥିବା ଅଭିଯୋଗ ହୋଇଛି। ଯେଉଁ ପ୍ରକୃତ କିଛି…
ଅଧିକ ଖବର ଦେଖନ୍ତୁ...

ପୁଅ ହେବାରୁ ଜଗନ୍ନାଥଙ୍କୁ ଶ୍ରଦ୍ଧାଳୁ ଦେଲେ ୩ ସୁନା ହାର

ପୁରୀ: ପୁରୀ ଶ୍ରୀକ୍ଷେତ୍ରକୁ ଅନେକ ଶ୍ରଦ୍ଧାଳୁ ଓ ଭକ୍ତ ଆସନ୍ତି ସବୁବେଳେ। କିଏ କେଉଁ ଆଶାରେ ଆସୁଥିବାବେଳେ ଗତ ବର୍ଷ ଜଣେ ଶ୍ରଦ୍ଧାଳୁ ଗୁଜୁରାଟରୁ ଅନେକ ଆଶା ନେଇ ଆସିଥିଲେ। ମହାପ୍ରଭୁଙ୍କୁ ପୂଜାର୍ଚ୍ଚନା କରିବା ପରେ ପୁଅଟିଏ ମାଗି ଫେରି ଯାଇଥିଲେ। ବାସ୍‌! ଇତି ମଧ୍ୟରେ ବର୍ଷେ ବିତିଯାଇଛି।…
ଅଧିକ ଖବର ଦେଖନ୍ତୁ...

ଏହି ଡରରେ ଆମୀର ଖାନଙ୍କ ପୁଅ ଜୁନୈଦଙ୍କ ଫିଲ୍ମ ରିଲିଜ କରୁନାହାନ୍ତି ଆଦିତ୍ୟ ଚୋପ୍ରା: କେଆରକେ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ସକ୍ରିୟ ରହୁଥିବା ଅଭିନେତା ତଥା ନିଜକୁ ସିନେ ସମୀକ୍ଷକ ବୋଲି କହୁଥିବ‌ା କମାଲ୍ ରସିଦ୍ ଖାନଙ୍କ ଟ୍ୱିଟ୍ ଗୁଡିକ ପ୍ରାୟତଃ ଭାଇରାଲ୍ ହୋଇଥାଏ । କେବେକେବେ ପ୍ରଶଂସକମାନେ ତାଙ୍କୁ ବହୁତ ପ୍ରଶଂସା କରନ୍ତି ତ କେବେକେବେ ତାଙ୍କୁ ବହୁତ ଟ୍ରୋଲ୍ ମଧ୍ୟ କରନ୍ତି ।…
ଅଧିକ ଖବର ଦେଖନ୍ତୁ...