Daily Archives

June 6, 2022

କେରଳରେ ବନ୍ଧା ପଡିଛି ଓଡ଼ିଆ ଶ୍ରମିକଙ୍କ ମୃତଦେହ, ଶବ ପଠେଇବାକୁ କମ୍ପାନି ମାଲିକ ନାରାଜ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ବ୍ଲକରେ ଏବେ ଦାଦନ ସମସ୍ୟା ଉଗ୍ରରୂପ ନେବାରେ ଲାଗିଛି । ପୁଣିଥରେ ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଛି । କେରଳରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଥିବାବେଳେ ଶବ ପଠେଇବା ଓ ସହାୟତା ଦେବାକୁ କମ୍ପାନି ମାଲିକ କୁନ୍ଥୁ କୁନ୍ଥୁ ହେଉଥିବା ନେଇ…
ଅଧିକ ଖବର ଦେଖନ୍ତୁ...

ବିନା ରୁଟ୍‌ ଅନୁମତିରେ ବସ୍‌ ଚଳାଚଳକୁ ବିରୋଧ

ରାଉରକେଲା: ବିନା ରୁଟ୍‌ ଅନୁମତିରେ ରାଉରକେଲା ନୂଆ ବସ୍‌ଷ୍ଟାଣ୍ଡରୁ ଯାତ୍ରୀଙ୍କୁ ଉଠାଇବା ବସ୍‌ ମାଲିକଙ୍କୁ ମହଙ୍ଗା ପଡିଛି। ବସ୍‌ଷ୍ଟାଣ୍ଡରେ ଅନ୍ୟ ଘରୋଇ ବସ୍‌ କର୍ମଚାରୀ ଓ ଘରୋଇ ବସ୍‌ ମାଲିକ ସଂଘର କର୍ମକର୍ତ୍ତା ନୂଆ ବସ୍‌ଷ୍ଟାଣ୍ଡରୁ ବସ୍‌ଟି ହଟିବାକୁ ଜିଦ୍‌ ଧରିବାରୁ ଉତ୍ତେଜନା…
ଅଧିକ ଖବର ଦେଖନ୍ତୁ...

ଟେଲିଭିଜନ ବିତର୍କ ବେଳେ ଭାବିଚିନ୍ତି କଥା କୁହ : ମୁଖପାତ୍ରମାନଙ୍କୁ ବିଜେପିର ନିର୍ଦ୍ଦେଶ

ନୂଆଦିଲ୍ଲୀ : ବିଜେପିର ଦୁଇ ମୁଖପାତ୍ରଙ୍କ ଦ୍ବାରା ଇସଲାମ୍ ବିରୋଧୀ ମନ୍ତବ୍ୟକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ଏକ ବଡ଼ ବିବାଦ ସୃଷ୍ଟି ହେବା ପରେ ଦଳର ଦିଲ୍ଲୀ ୟୁନିଟ ପକ୍ଷରୁ ନିଜ ମୁଖପାତ୍ରମାନଙ୍କୁ କେତେକ ପରାମର୍ଶ ଜାରି କରାଯାଇଛି । ଟେଲିଭିଜନ ବିତର୍କ ବେଳେ ସଂଜତ ହେବା ସହ କିଛି କହିବା…
ଅଧିକ ଖବର ଦେଖନ୍ତୁ...

ହଟିଲା ଜବରଦଖଲ: ଆର୍‌ଡିଏ ଭାଙ୍ଗିଲା ୧୦ ଘର ଓ ୨ ଗ୍ୟାରେଜ୍‌

ରାଉରକେଲା: ଦୀର୍ଘ ୨୬ ବର୍ଷ ପରେ ସିଭିଲଟାଉନସିପ୍‌ସ୍ଥ ସଞ୍ଜୟ ମାର୍କେଟରୁ ଜବଦରଖଲ ହଟିଛି। ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷ (ଆର୍‌ଡିଏ) ଏନ୍‌‌ଫୋର୍ସ ଟିମ୍‌ ସଞ୍ଜୟ ମାର୍କେଟରୁ ୧୦ଟି ଘର ଓ ଦୁଇଟି ଗ୍ୟାରେଜକୁ ଭାଙ୍ଗି ଦେଇଛନ୍ତି। ଘରଗୁଡ଼ିକ ଭାଙ୍ଗିବେଳେ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା।…
ଅଧିକ ଖବର ଦେଖନ୍ତୁ...

ହତ୍ୟା ଧମକ ନେଇ ପୁଲିସ ବୟାନ ‌ରେକର୍ଡ କରିବା ପରେ ସୁଟିଂ ପାଇଁ ହାଇଦ୍ରାବାଦ ଗଲେ ସଲମାନ

ମୁମ୍ବାଇ: ପଞ୍ଜାବୀ କଣ୍ଠଶିଳ୍ପୀ ସିଦ୍ଧୁ ମୁସେୱାଲାଙ୍କୁ ନିର୍ମମ ଭାବେ ହତ୍ୟା କରାଯିବା ପରେ ଏବେ ବଲିଉଡ ଅଭିନେତା ସଲମାନ ଖାନ ଏବଂ ତାଙ୍କ ପିତା ସଲିମ ଖାନଙ୍କୁ ହତ୍ୟା ଧମକ ଦିଆଯାଉଛି। ସିଦ୍ଧୁଙ୍କ ଭଳି ସଲମାନଙ୍କୁ ମଧ୍ୟ ହତ୍ୟା କରାଯିବ ବୋଲି ଏକ ଚିଠିରେ ଲେଖାଯାଇଥିଲା। ଏହି ଚିଠି…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଉନ୍ନତି ପାଇଁ ନୂଆ ଅବସର ପାଇବେ। ଯାତ୍ରାରେ ଯାଆନ୍ତୁ, ଧନଲାଭ ହେବ। ଜୀବନସାଥୀଙ୍କ ସହଯୋଗରେ ପରିବାର ବିବାଦ ସମାଧାନ କରିନେବେ।‌ ବୃଷ: ନୂଆ ପ୍ରକଳ୍ପ ଲାଗି ଆପଣଙ୍କ ମନରେ ବିଚାର ଆସିବ। ଚାକିରିଆଙ୍କୁ ପଦୋନ୍ନତି ମିଳିପାରେ। ବାହାନ କିଣିବା ଲାଗି…
ଅଧିକ ଖବର ଦେଖନ୍ତୁ...

କୂଅରେ ପଡ଼ିଯାଇଥିଲା ଚିତା…ଖଟିଆରେ ଉଦ୍ଧାର ହେଲା

ପୁଣେ : ୪୫-ଫୁଟ ଗଭୀର କୂଅରେ ପଡ଼ି ଛଟପଟ ହେଉଥିଲା ଚିତା ବାଘ । ଠିକ ସମୟରେ ବନ ବିଭାଗ ପହଞ୍ଚି ଏକ ଅଭିନବ ଉପାୟରେ ଏକ ଖଟିଆ ମାଧ୍ୟମରେ ତାକୁ ଉଦ୍ଧାର କରିଛନ୍ତି । ଏପରି ଏକ ରୋଚକ ଘଟଣା ଘଟିଛି ମହାରାଷ୍ଟ୍ରର ପୁଣେ ଜିଲ୍ଲାରେ । ପୁଣେ ଜିଲ୍ଲାର ବେଲହେ ଗ୍ରାମରେ ଥିବା ଏକ ୪୫ ଫୁଟ ଗଭୀର…
ଅଧିକ ଖବର ଦେଖନ୍ତୁ...

ଜଟଣୀ ଲୋକୋ ବସ୍ତି ବାସିନ୍ଦାଙ୍କ ଥଇଥାନ ଦାବିରେ ଧାରଣା

ଖୋର୍ଦ୍ଧା: ଜଟଣୀ ରେଳ ଷ୍ଟେସନ ନିକଟରେ ରେଳବାଇ ଜମିରେ ଗଢ଼ି ଉଠିଥିବା ଲୋକୋ ବସ୍ତିକୁ ବର୍ତମାନ ହଟାଇବାକୁ ରେଳବାଇ ବିଭାଗ ଯୋଜନା କରିଛି । ତେବେ ସେମାନଙ୍କୁ ଅନ୍ୟସ୍ଥାନରେ ଥଇଥାନ ନକରିବା ପର୍ଯ୍ୟନ୍ତ ହଟାନଯାଉ ବୋଲି ଦାବି କରି ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ସହିତ ବସ୍ତିବାସିନ୍ଦା…
ଅଧିକ ଖବର ଦେଖନ୍ତୁ...

କାହିଁକି ସିଦ୍ଧରମୈୟାଙ୍କୁ ‘ଅନ୍ତବସ୍ତ୍ର’ ଭର୍ତ୍ତି ଥିବା ବାକ୍ସ ପଠାଇଲା ଆରଏସଏସ?

ବେଙ୍ଗାଲୁରୁ: କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ସିଦ୍ଧରମୈୟା ରାଷ୍ଟ୍ରିୟ ସ୍ବଂୟସେବାକ ସଂଗଠନ (ଆରଏସଏସ) ସମ୍ପର୍କରେ ଦେଇଥିବା ବିବୃତିକୁ ନେଇ ଏବେ କର୍ଣ୍ଣାଟକରେ ରାଜନୀତି ସରଗରମ ହୋଇଛି। ‘ଅନ୍ତବସ୍ତ୍ର’କୁ ନେଇ ସିଦ୍ଧରମୈୟା ବୟାନ ଦେବା ପରେ ଏବେ ‘ଅନ୍ତବସ୍ତ୍ର’…
ଅଧିକ ଖବର ଦେଖନ୍ତୁ...

‘ଯଦି ମୋ ପୁଅ ମୁସେୱାଲାଙ୍କୁ ହତ୍ୟା କରିଛି, ତେବେ ପୁଲିସ ତାକୁ ଏନକାଉଣ୍ଟର କରିଦେଉ’

ଚଣ୍ଡିଗଡ଼: ବହୁଚର୍ଚ୍ଚିତ ଗାୟକ ସିଦ୍ଧୁ ମୁସେଓ୍ଵାଲା ହତ୍ୟାକାଣ୍ଡର ନୂଆ ନୂଆ ତଥ୍ୟ ଏବେ ସାମ୍ନାକୁ ଆସୁଛି । ଗୋଲ୍ଡୀ ବରାରଠାରୁ ଲରେନ୍ସ ବିଷ୍ଣୋଇଙ୍କ ଭଳି ଅନେକ ଅଭିଯୁକ୍ତ ଏହି ହତ୍ୟାକାଣ୍ଡରେ ସାମିଲ ଥିବା କଥା ପ୍ରାଥମିକ ତଦନ୍ତରୁ ଜଣାପଡ଼ୁଛି ।  ଏବେ ଅନ୍ୟ ଜଣକ ନାଁ ସାମ୍ନାକୁ ଆସିଛି। ସେ…
ଅଧିକ ଖବର ଦେଖନ୍ତୁ...