Daily Archives

June 7, 2022

ଜୟପୁର ବିମାନ ବନ୍ଦରର ବିଦ୍ୟୁତୀକରଣ ଓ ଭିତ୍ତିଭୁମି ଉନ୍ନୟନ ତଦାରଖ କଲା ବେସାମରିକ ବିଭାଗ ସ୍ବତନ୍ତ୍ର ଦଳ

ଜୟପୁର: ଜୁନ ପ୍ରଥମ ସପ୍ତାହରୁ ଜୟପୁର ବିମାନ ବନ୍ଦରରୁ ବିମାନ ଉଡ଼ିବା ଆଶା ମଉଳି ଯାଇଛି। ଏ ପର୍ଯ୍ୟନ୍ତ ଡିଜିସିଏ ଟିମ୍ ବିମାନ ବନ୍ଦରର ଯାଞ୍ଚ ପାଇଁ ଆସିନାହିଁ କି ‘ବି’ କ୍ୟାଟଗରି ଲାଇସେନ୍ସ ବି ମିଳିପାରିନି। ତେବେ ଏହି ଟିମ୍ ଆସି ବିମାନବନ୍ଦରର ଭିତ୍ତିଭୁମି ଆଦିରେ ଅନ୍ୟ କିଛି ଭୁଲ ବାହାର…
ଅଧିକ ଖବର ଦେଖନ୍ତୁ...

ଗଂଜେଇ ଜବତ ପାଇଁ ରାତି ଅଧରେ ଘରେ ପଶି ମହିଳାଙ୍କୁ ନିସ୍ତୁକ ମାଡ ମାରିଲା ପୁଲିସ! ଅଭିଯୋଗକୁ ଖଣ୍ଡନ କଲେ ଏସ୍‌ପି

ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଚିତ୍ରକୋଣ୍ଡା ପୁଲିସର ବର୍ବରତା। ଗଂଜେଇ ଜବତ କରିବା ଯାଇ ମହିଳାମାନଙ୍କୁ ନିସ୍ତୁକ ମାଡ ମାରିଥିବା ନେଇ ଅଭିଯୋଗ ହୋଇଛି। ମିହିଳାମାନେ ଏନେଇ ଚିତ୍ରକୋଣ୍ଡା ଥାନାକୁ ଘେରାଉ କରିଛନ୍ତି। ସୂଚନା ଅନୁଯାୟୀ ଗତକାଲି ରାତିରେ ଚିତ୍ରକୋଣ୍ଡା ଥାନା…
ଅଧିକ ଖବର ଦେଖନ୍ତୁ...

ଗଞ୍ଜେଇ ଚାଲାଣରେ ମାତିଛନ୍ତି ମହିଳା! ବିହାର-ପଶ୍ଚିମବଙ୍ଗକୁ ନିୟମିତ ଚାଲାଣ

ରାଉରକେଲା: ନିୟମିତ ବ୍ୟବଧାନରେ ରାଉରକେଲା ରେଳ ଷ୍ଟେସନରେ ଗଞ୍ଜେଇ ଚୋରାଚାଲାଣକାରୀ ଧରାପଡ଼ୁଛନ୍ତି। ରାଉରକେଲା ରେଳ ଷ୍ଟେସନରେ ଗତ ତିନ ଦିନ ଭିତରେ ୪୩ କେଜି ୫ ଶହ ଗ୍ରାମ ଗଞ୍ଜେଇ ଜବତ ହୋଇଛି। ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୩ ଲକ୍ଷ ୩୦ ହଜାର ଟଙ୍କା ହେବ। ଚୋରାଚାଲାଣ କରୁଥିବା ୪…
ଅଧିକ ଖବର ଦେଖନ୍ତୁ...

ଭାରତରେ ଆତ୍ମଘାତୀ ଆକ୍ରମଣ କରି ଅପମାନର ପ୍ରତିଶୋଧ ନେବୁ : ଅଲକାଇଦାର ଧମକ

ନୂଆଦିଲ୍ଲୀ : ପ୍ରଫେଟ୍ ମହମ୍ମଦଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ମାମଲାରେ ଏବେ ସାମିଲ ହୋଇଯାଇଛି କୁଖ୍ୟାତ ଆତଙ୍କବାଦୀ ସଂଗଠନ ଅଲକାଇଦା । ଏହି ଅପମାନ ପାଇଁ ଭାରତର ରାଜଧାନୀ ଦିଲ୍ଲୀ ସମେତ କେତେକ ସହର ଓ ରାଜ୍ୟରେ ଆତ୍ମଘାତୀ ଆକ୍ରମଣ କରାଯିବ ବୋଲି ଅଲକାଇଦା ଧମକ ଦେଇଛି । ଜୁନ ୬ ତାରିଖରେ…
ଅଧିକ ଖବର ଦେଖନ୍ତୁ...

ନୂଆ ଥାନା ନିର୍ମାଣ ସହ ପୁଲିସ ଫୋର୍ସର ଆଧୁନିକୀକରଣ ପାଇଁ ଓଡ଼ିଶାକୁ ୧୪ କୋଟି ଟଙ୍କା ଦେଲା କେନ୍ଦ୍ର

ନୂଆଦିଲ୍ଲୀ: ପୁଲିସ୍ ଫୋର୍ସର ଆଧୁନିକୀକରଣ, ପୁଲିସ୍ ଷ୍ଟେସନ୍ ନିର୍ମାଣ ଏବଂ ଅନ୍ୟାନ୍ୟ ଯୋଜନା କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟକୁ ୧୨୬.୭ କୋଟି ଟଙ୍କା ସହାୟତା ପ୍ରଦାନ କରିଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରାଳୟର ଅଧିକାରୀମାନେ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ପାଣି ହାଣ୍ଡିରେ ବୁଡ଼ି ଶିଶୁକନ୍ୟା ମୃତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ସଦର ଥାନା ଅଧୀନ କାମ୍ବାଗୁଡ଼ା ଗ୍ରାମରେ ପାଣି ଭର୍ତ୍ତି ହଣ୍ଡାରେ ପଡ଼ି ଏକ ୧୮ ମାସର କନ୍ୟା ସନ୍ତାନର ମୃତ୍ୟୁ ହୋଇଛି। ସୂଚନା ପ୍ରକାରେ, କାମ୍ବାଗୁଡ଼ାର ସୁବାସ ଦିଗାଲଙ୍କ ଶିଶୁ କନ୍ୟାଟି ଘରେ ଖେଳିବା ସମୟରେ ଘରେ ପାଣି ଭର୍ତ୍ତି ହୋଇ ରହିଥିବା ଏକ ହଣ୍ଡା ଭିତରେ…
ଅଧିକ ଖବର ଦେଖନ୍ତୁ...

ମହାରାଷ୍ଟ୍ରରେ ବଢ଼ିଲାଣି କରୋନା ସଂକ୍ରମଣ, ୨୪ଘଣ୍ଟାରେ ୧୮୮୧ ଜଣ କରୋନା ସଂକ୍ରମିତ ଚିହ୍ନଟ

ମୁମ୍ବାଇ: କୋଭିଡ୍‌-୧୯ ସଂକ୍ରମଣ ମାମଲା ହଠାତ୍‌ ବୃଦ୍ଧି ପାଇବାରୁ ଖୋଲା ସ୍ଥାନ ବ୍ୟତୀତ ବାକି ସମସ୍ତ ସର୍ବସାଧାରଣସ୍ଥାନଗୁଡ଼ିକରେ ମାସ୍କ୍‌ ପରିଧାନ କରିବା ପାଇଁ ମହାରାଷ୍ଟ୍ର ସରକାର ନାଗରିକମାନଙ୍କ ନିମନ୍ତେ ଆଦେଶ ଜାରି କରିଛନ୍ତି। ଲଗାତାର ୬ଦିନ ହେଲାଣି ମହାରାଷ୍ଟ୍ରରେ କରୋନା ସଂକ୍ରମଣ…
ଅଧିକ ଖବର ଦେଖନ୍ତୁ...

ନିୟମ ମାନୁନଥିଲେ, ଜରିମାନା ଦେଲେ ୩ ବସ୍‌

ରାଉରକେଲା: ପରିବହନ ନିୟମ ଉଲ୍ଲଂଘନକରି ଚଳାଚଳ କରୁଥିବା ରାତ୍ରୀକାଳୀନ ବସ୍‌କୁ ଆଜି ତଣ୍ଡ ଗଣିବାକୁ ପଡ଼ିଛି। ନିୟମର ଅବମାନନା କରିଥିବା ପ୍ରମାଣିତ ହେବାପରେ ରାଉରକେଲା ପରିବହନ କର୍ତ୍ତୃପକ୍ଷ ୩ଟି ବସ୍‌ରୁ ୨୫ ହଜାର ଟଙ୍କା ଜରିମାନା ଆଦାୟ କରିଛନ୍ତି। ଏହି ତିନୋଟି ବସ୍‌ଗୁଡ଼ିକ ହେଲା, ପୁରୀକୁ…
ଅଧିକ ଖବର ଦେଖନ୍ତୁ...

ଜଙ୍ଗଲ ହେଉଛି ପଦା, ଖାଦ୍ୟ ଅନ୍ୱେଷଣରେ ଗାଁରେ ପଶିଲେ ୨ ଭାଲୁ, ଲୋକେ ସୁରକ୍ଷିତ 

ତେନ୍ତୁଳିଖୁଣ୍ଟି: ଦିନକୁ ଦିନ ଜଙ୍ଗଲ ପଦା ହେବାରେ ଲାଗିଛି। ମକା ତଥା ଡ଼ଙ୍ଗର ଚାଷ ନିମନ୍ତେ ସହ ସହ ହେକ୍ଟର ଜଙ୍ଗଲ କାଟି ଲୋକେ ଚାଷ କରୁଛନ୍ତି। ଜଙ୍ଗଲ ପଦା ହେବା କାରଣରୁ ବନ୍ୟ ଜୀବଜନ୍ତୁଙ୍କ ଖାଦ୍ୟଭାବ ଦେଖାଦେଇଛି। ଏମିତି ସ୍ଥିତିରେ ମାଳ ମାଳ ଜଙ୍ଗଲୀ ଭାଲୁ ଗାଁ ମୁହାଁ ହେଉଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଅତୀତ ସ୍ମୃତି ତାଜା ହେବ। ଏକାଗ୍ରତାର ସହ କାମ କରିବାକୁ ଚେଷ୍ଟା କରିବେ। ସାମାଜିକ କ୍ଷେତ୍ରରେ ମାନ ସମ୍ମାନ ବଢ଼ିବ। ଘରକୁ ବନ୍ଧୁଙ୍କ ଆଗମନ ହେବ। ‌ ବୃଷ: ପାରିବାରିକ ଦାୟିତ୍ବ ସଂପୂର୍ଣ୍ଣ କରିବେ। ନୂଆ ପ୍ରକଳ୍ପରେ କାମ କରି ବହୁତ କିଛି ଶିଖିବେ।…
ଅଧିକ ଖବର ଦେଖନ୍ତୁ...