Daily Archives

June 8, 2022

‘ଇଟ୍‌ ସ୍ମାର୍ଟ ସିଟି’ ସଫଳତା ପାଇଁ ରାଉରକେଲା ପୁରସ୍କୃତ, ଦେଶର ୧୧ ସହର ଭିତରେ ରହିଥିଲା ରାଉରକେଲା

ରାଉରକେଲା: ସର୍ବଭାରତୀୟସ୍ତରରେ ଅନୁଷ୍ଠିତ ‘ଇଟ୍‌ ସ୍ମାର୍ଟ ସିଟି’ ପ୍ରତିଯୋଗିତାରେ ଦେଶର ଶ୍ରେଷ୍ଠ ୧୧ ସହର ଭିତରେ ରହିଥିଲା ରାଉରକେଲା। ଏହି ଉପଲବ୍ଧି ପାଇଁ ଗତକାଲି ନୂଆଦିଲ୍ଲୀସ୍ଥ ଏଫ୍‌ଏସ୍‌ଏସ୍‌ଏଆଇ ମୁଖ୍ୟାଳୟରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର ଉତ୍ସବରେ ରାଉରକେଲା ସ୍ମାର୍ଟସିଟିକୁ…
ଅଧିକ ଖବର ଦେଖନ୍ତୁ...

ଜାମକାନି କୋଇଲା ଖଣି ଜନଶୁଣାଣିକୁ ଆସିଲେନି ଗ୍ରାମବାସୀ, କ୍ଷେତ୍ର ଦେଖି ଫେରିଲେ ଅଧିକାରୀ

ସୁନ୍ଦରଗଡ଼: ପଞ୍ଚମ ଅନୁସୂଚୀ ଅଞ୍ଚଳ ହୋଇଥିବାରୁ ପ୍ରଥମେ ଗ୍ରାମସଭାର ସହମତି ନିଅ ଓ ପରେ ଜମି ଅଧିଗ୍ରହଣ କି ଅନ୍ୟ କୌଣସି ଜନଶୁଣାଣି କର। ହେମଗିର ବ୍ଲକ୍ ଝାରପଲମ ପଞ୍ଚାୟତରେ ଆସୁଥିବା ବେଦାନ୍ତର ଜାମକାନି କୋଇଲା ଖଣି ପ୍ରକଳ୍ପ ପାଇଁ ଜିଲ୍ଲା ପ୍ରଶାସନ ଜନଶୁଣାଣି ପାଇଁ ଜାରି କରିଥିବା…
ଅଧିକ ଖବର ଦେଖନ୍ତୁ...

କେଓ୍ବାଇସି ଅପଡେଟ୍ ନାଁରେ ବିଦ୍ୟୁତ ଗ୍ରହକଙ୍କୁ ଠକେଇ, ସତର୍କ ରହିବାକୁ ଟିପିସିଓଡିଏଲର ପରାମର୍ଶ

ଭୁବନେଶ୍ୱର: କେନ୍ଦ୍ରୀୟ ଓଡ଼ିଶା ଅଂଚଳରେ ବିଦ୍ୟୁତ ବିତରଣ ପାଇଁ ଟାଟା ପାୱାର୍ ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବୁସନ ଲିମିଟେଡ୍ (ଟିପିସିଓଡିଏଲ୍) ପକ୍ଷରୁ ଗ୍ରାହକମାନଙ୍କୁ କେତେକ ଅସାଧୁ ତତ୍ୱମାନଙ୍କ ବିରୋଧରେ ପରାମର୍ଶବଳୀ ଜାରି କରାଯାଇଛି ଯେଉଁମାନେ କି…
ଅଧିକ ଖବର ଦେଖନ୍ତୁ...

ଧାନ ନେଇ ଚାଉଳ ଫେରାଉ ନାହାନ୍ତି, ୧୦ ମିଲର୍‌ଙ୍କୁ ନୋଟିସ୍‌ ଜାରି କଲେ ଜିଲ୍ଲାପାଳ

ବ୍ରହ୍ମପୁର : ଧାନ ନେଇ ଚାଉଳ ଦେଉ ନାହାନ୍ତି ମିଲର୍‌। ବର୍ଷ ନୁହେଁ ଦୁଇବର୍ଷ ନୁହେଁ ଫାଇଲିନ୍‌ ସମୟରେ ୨୦୧୨-୧୩ ଆର୍ଥିକ ବର୍ଷରୁ ସମ୍ପୃକ୍ତ ମିଲର୍‌ଙ୍କ ନାମରେ ବକେୟା ଟଙ୍କା ଗଡ଼ି ଆସୁଛି। ବାରମ୍ବାର ନୋଟିସ୍‌ ପରେ ସେମାନେ ଚାଉଳ ଫେରାଉ ନାହାନ୍ତି କି, ଧାନ ବାବଦ ଟଙ୍କା ଜମା କରୁନାହାନ୍ତି।…
ଅଧିକ ଖବର ଦେଖନ୍ତୁ...

ଦିନେ ନା ଦିନେ ଔରଙ୍ଗାବାଦର ନାଁ ବଦଳାଇ ସାମ୍ଭାଜୀ ନଗର କରିବି : ଉଦ୍ଧବ

ମୁମ୍ବାଇ : ମହାରାଷ୍ଟ୍ରର ଔରଙ୍ଗାବାଦ ସହରକୁ ନିଶ୍ଚିତ ଭାବରେ ସାମ୍ଭାଜୀ ନଗର ଭାବେ ନାମିତ କରାଯିବ ବୋଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି । ସେ କହିଛନ୍ତି ଯେ ଔରଙ୍ଗାବାଦକୁ ସାମ୍ଭାଜୀ ନଗର ଭାବେ ନାମିତ କରିବାକୁ ତାଙ୍କ ପିତା ବାଲା ସାହେବ ଠାକରେ ପ୍ରତିଶ୍ରୁତି…
ଅଧିକ ଖବର ଦେଖନ୍ତୁ...

ରାକେଶ ବାପଟଙ୍କ ସହ ସବୁ ସଂପର୍କ ଭାଙ୍ଗିଲେ ଶମିତା ‌ସେଟ୍ଟୀ, ହେଲା ଦୁହିଁଙ୍କ ବ୍ରେକ୍ଅପ୍ !

ମୁମ୍ବାଇ: ଟେଲି ଅଭିନେତା ରାକେଶ ବାପଟଙ୍କ ସହ ସବୁ ସଂପର୍କ ଭାଙ୍ଗିଲେ ବଲିଉଡ ଅଭିନେତ୍ରୀ ଶମିତା ‌ସେଟ୍ଟୀ। ଶମିତା ସେଟ୍ଟୀ ଏବଂ ରାକେଶ ବାପଟଙ୍କ ମଧ୍ୟରେ ବିଗ୍ ବସ୍ ଓଟିଟିରୁ ପ୍ରେମ ସଂପର୍କ ଆରମ୍ଭ ହୋଇଥିଲା। ଦୁହିଁଙ୍କ ମଧ୍ୟରେ ପରସ୍ପରପ୍ରତି କିଭଳି ଭଲପାଇବା ଆରମ୍ଭ ହୋଇଥିଲା ତାହା…
ଅଧିକ ଖବର ଦେଖନ୍ତୁ...

ଜୁଏଲ ଓରାମଙ୍କ ଗାଡ଼ିକୁ ଅଣ୍ଡାମାଡ଼; ଜଣେ ଅଟକ, ବିଜେପି ମହଲରେ ତୀବ୍ର ଅସନ୍ତୋଷ

ରାଉରକେଲା: ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବାବେଳେ ସାଂସଦ ଜୁଏଲ ଓରାମଙ୍କ ଗାଡ଼ିକୁ ଅଣ୍ଡାମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଆଜି ସନ୍ଧ୍ୟାରେ ସ୍ଥାନୀୟ ଶକ୍ତିନଗରସ୍ଥ ଶକ୍ତି କ୍ଳବଠାରେ ବିଜେପିର ଏକ ଦଳୀୟ କାର୍ଯ୍ୟକ୍ରମ ଥିଲା। ରାତି ପ୍ରାୟ ୮ଟା ୪୫ ମିନିଟ୍‌। ବୈଠକରେ…
ଅଧିକ ଖବର ଦେଖନ୍ତୁ...

ଚାରି ସନ୍ତାନର ମା’ଙ୍କୁ ଧରି ଚାରି ସନ୍ତାନର ବାପା ଫେରାର, ୩୫ ହଜାର ଓ ସୁନା ଗହଣା ନେଇଥିବା ଅଭିଯୋଗ

ଡାବୁଗାଁ: ଜଣେ ଚାରି ସନ୍ତାନର ମା’ଙ୍କୁ ଚାରି ସନ୍ତାନର ବାପା ଧରି ଫେରାର ହୋଇଯିବା ପରି ଏକ ଅବିଶ୍ୱନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଜବାଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଫୁଲ ଭଟ୍ଟା ଗ୍ରାମରେ। ଉଭୟ ବାପା ଓ ମା’ଙ୍କର ସନ୍ତାନମାନେ ଅନାଥ ହୋଇଯାଇଥିବା ବେଳେ ଏ ନେଇ ଡାବୁଗାଁ…
ଅଧିକ ଖବର ଦେଖନ୍ତୁ...

ଜଣେ ଦୁଇଜଣଙ୍କ ଦାୟିତ୍ବହୀନ ବୟାନ ପାଇଁ ୫ ହଜାର ବର୍ଷର ସଭ୍ୟତା କାହାରିକୁ କ୍ଷମା ମାଗିବା ଉଚିତ ନୁହେଁ : କେରଳ…

ତିରୁଅନନ୍ତପୁରମ : ନୂପୁର ଶର୍ମା ବିବାଦୀୟ ବୟାନ ପ୍ରସଙ୍ଗରେ ନିଜର ମତ ରଖିଛନ୍ତି କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାଁ । ସେ କହିଛନ୍ତି ଯେ ଭାରତୀୟ ସଂସ୍କୃତି ସହନଶୀଳତା ଓ ବିବିଧତା ଉପରେ ପର୍ଯ୍ୟବେଶିତ । ଜଣେ ଦୁଇଜଣ ବ୍ୟକ୍ତିଙ୍କ ଦାୟିତ୍ବହୀନ ବୟାନ ପାଇଁ ୫ ହଜାର ବର୍ଷର ସଭ୍ୟତା କାହାରିକୁ…
ଅଧିକ ଖବର ଦେଖନ୍ତୁ...

ପତ୍ନୀଙ୍କୁ ପିଟି ପିଟି ହତ୍ୟା, ସ୍ବାମୀ ଅଟକ; ୫ ଦିନ ପରେ ବନ୍ଦ ଘରୁ ଗଳିତ ଶବ ଉଦ୍ଧାର

ରାଉରକେଲା: ହତ୍ୟାର ୫ ଦିନ ପରେ ବନ୍ଦ ଘରୁ ମହିଳାଙ୍କ ଗଳିତ ଶବ ଜବତ କରିଛି ପ୍ଲାଣ୍ଟପାଇଟ୍‌ ପୁଲିସ। ମୃତ ମହିଳା ଜଣକ ହେଲେ ସେକ୍ଟର-୨୧ ରାଉରକେଲା ବନ ଉନ୍ନୟନ ନିଗମ କାର୍ଯ୍ୟାଳୟ ନିକଟ ଝରିଆବାହାଲ ବସ୍ତିର ସୁକୁମଣି ବଡାଇକ। ମହିଳାଙ୍କୁ ତାଙ୍କ ସ୍ବାମୀ ପିଟି ପିଟି ହତ୍ୟା କରି ଘରେ ଫିଙ୍ଗି…
ଅଧିକ ଖବର ଦେଖନ୍ତୁ...