Daily Archives

June 9, 2022

ମୋଦୀ ସରକାରଙ୍କର ସର୍ବାଧିକ ଲାଭାନ୍ବିତ ଜିଲ୍ଲାରୁ ମାଲକାନଗିରି ସର୍ବାଗ୍ରେ: ବିଜେପି

ମାଲକାନଗିରି: ମୋଦୀ ସରକାରରେ ସର୍ବାଧିକ ଲାଭାନ୍ବିତ ଜିଲ୍ଲା ଭିତରେ ମାଲକାନଗିରି ଜିଲ୍ଲା ସର୍ବପ୍ରଥମେ ଆସିବ ବୋଲି ଆଜି ବିଜେପି ତରଫରୁ ସାମ୍ବାଦିକ ସମ୍ମିଳନୀରେ ଜୋର ଦେଇ କହିଛି। ଗତ ୮ ବର୍ଷ ମଧ୍ୟରେ ମୋଦୀ ଶାସନରେ ଦେଶର କିଛି ହୋଇପାରିବ ନାହିଁ ଚିନ୍ତାଧାରାରୁ ହଟି ମୋଦୀ ଅଛନ୍ତି ତ ସବୁ…
ଅଧିକ ଖବର ଦେଖନ୍ତୁ...

ମଲ୍‌ଟି ସ୍କିଲ ତାଲିମ କାର୍ଯ୍ୟକ୍ରମ: ୪୦ ପ୍ରାର୍ଥୀଙ୍କୁ ନିଯୁକ୍ତି ପ୍ରଦାନ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାର ଯୁବକ ଯୁବତୀମାନଙ୍କୁ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅଧୀନରେ ବିଭିନ୍ନ ନିଯୁକ୍ତି ଉପଯୋଗୀ ତାଲିମ ଦେଇ ସେମାନଙ୍କ ଜୀବିକାକୁ ସୁନିଶ୍ଚିତ କରିବା ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଏହି କ୍ରମରେ ରାଉରକେଲା ବିପିୟୁଟି କ୍ୟାମ୍ପସରେ ଥିବା…
ଅଧିକ ଖବର ଦେଖନ୍ତୁ...

ଥମୁନି ଖାପ ପଞ୍ଚାୟତ, ଧର୍ମ ପରିବର୍ତ୍ତନ କରିବାରୁ ୪ ପରିବାରକୁ ବାସନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଥମୁନି ଖାପ ପଞ୍ଚାୟତ।ପୁଣି ଏଭଳି ଘଟଣା ଘଟିଛି ପଡିଆ ଥାନା ଅନ୍ତର୍ଗତ କମାରଗୁଡା ଗ୍ରାମରେ। ଗ୍ରାମର ୪ଟି ପରିବାର ଧର୍ମ ପରିବର୍ତ୍ତନ କରିଥିବା ବେଳେ ଏହାକୁ ଗ୍ରାମବାସୀ ବିରୋଧ କରିବା ସହ ଗ୍ରାମରେ ଖାପ ପଞ୍ଚାୟତ ବସାଇଥିଲେ। ଖାପ ପଞ୍ଚାୟତରେ ୧୦ ହଜାର…
ଅଧିକ ଖବର ଦେଖନ୍ତୁ...

କ୍ରିଷ୍ଣାଙ୍କ କ୍ଷମା ପ୍ରାର୍ଥନାକୁ ନେଇ ଗୋବିନ୍ଦା କହିଲେ; କ୍ୟାମେରା ପଛରେ ଭଲପାଇବା କେତେ ଦେଖିବା

ମୁମ୍ବାଇ: ବଲିଉଡ ଅଭିନେତା ଗୋବିନ୍ଦା ଏବଂ ତାଙ୍କ ଭଣଜା କ୍ରିଷ୍ଣା ଅଭିଷେକଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ ଚାଲିଆସୁଛି । କେବଳ ଏତିକି ନୁହେଁ ଗୋବିନ୍ଦାଙ୍କ ପତ୍ନୀ ସୁନୀତା ଆହୁଜା ଅନେକ ସାକ୍ଷାତକାରରେ କ୍ରିଷ୍ଣା ଏବଂ ତାଙ୍କ ପତ୍ନୀ କଶ୍ମୀରା ଶାହାଙ୍କ ବିଷୟରେ ଅନେକ ଥର ବିବାଦୀୟ…
ଅଧିକ ଖବର ଦେଖନ୍ତୁ...

ପ୍ରଥମ ଟି-୨୦ : ଭାରତକୁ ୭ ଓ୍ବିକେଟରେ ହରାଇଲା ଦକ୍ଷିଣ ଆଫ୍ରିକା

ନୂଆଦିଲ୍ଲୀ : ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମଠାରେ ଖେଳାଯାଇଥିବା ପ୍ରଥମ ଟି-୨୦ରେ ଭାରତକୁ ୭ ଓ୍ବିକେଟରେ ପରାସ୍ତ କରିଛି ଦକ୍ଷିଣ ଆଫ୍ରିକା । ଏହି ବିଜୟ ସହ ଦକ୍ଷିଣଆଫ୍ରିକା ସିରିଜରେ ୧-୦ରେ ଆଗୁଆ ହୋଇଯାଇଛି । ଏହି ମ୍ୟାଚରେ ଭାରତ ଦ୍ବାରା ରଖାଯାଇଥିବା ୨୧୨ରନର ବିଜୟ ଲକ୍ଷ୍ୟକୁ ଦକ୍ଷିଣ…
ଅଧିକ ଖବର ଦେଖନ୍ତୁ...

ପୁଅର ପ୍ରଥମ ଜନ୍ମ ବାର୍ଷିକୀ ଉତ୍ସବରେ ଆତ୍ମହତ୍ୟା କଲେ ବାପା

ବୈପାରିଗୁଡା: ପୁଅର ପ୍ରଥମ ଜନ୍ମ ବାର୍ଷିକୀ ଉତ୍ସବ ଦିନ ବାପା ଆତ୍ମହତ୍ୟା କରିବା ଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଘଟଣା ଅନୁଯାୟୀ କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଅନ୍ତର୍ଗତ ଚିପାକୁର ପଞ୍ଚାୟତର କିର୍ସାଲ ଗ୍ରାମର ଚୈତନ୍ୟ କିର୍ସାନି (୩୫) ଜଣେ ମିସ୍ତ୍ରୀ। ସେ ବିଭିନ୍ନ ଘର,…
ଅଧିକ ଖବର ଦେଖନ୍ତୁ...

ଘରୋଇ କଳିରୁ ପତ୍ନୀର ଉନ୍ମତ୍ତ କାଣ୍ଡ, ପତି ଉପରେ ଗରମ ତେଲ ଢାଳି ହତ୍ୟା ଉଦ୍ୟମ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ସିଦ୍ଧେଶ୍ବର ପଞ୍ଚାୟତ ଗଣିଆନାଳ ଛକରେ ଅଭାବନୀୟ ଘଟଣା ଘଟିଛି। ସାମାନ୍ୟ କଳିରୁ ସଞ୍ଜୟ କୁମାର ସାହୁଙ୍କ ଦେହରେ ଗରମ ତେଲ ଢାଳି ତାଙ୍କ ପତ୍ନୀ ଲକ୍ଷ୍ମୀ ହତ୍ୟା ଉଦ୍ୟମ କରିଛନ୍ତି। ସଞ୍ଜୟଙ୍କୁ  ସଂକଟାପନ୍ନ ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାରେ…
ଅଧିକ ଖବର ଦେଖନ୍ତୁ...

ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ ଆଲୋଚନା ବେଳେ ପ୍ରଫେଟ୍ ପ୍ରସଙ୍ଗ ଉଠିନଥିଲା : ଭାରତ

ନୂଆଦିଲ୍ଲୀ : ଇରାନର ବୈଦେଶିକ ବ୍ୟାପାର ମନ୍ତ୍ରୀ ହୋସେନ ଅମିର-ଅବଦୋଲାହିଆନଙ୍କ ଭାରତ ଗସ୍ତ କାଳରେ ପ୍ରଫେଟ ପ୍ରସଙ୍ଗ ଉପରେ କୌଣସି ଆଲୋଚନା ହୋଇନଥିଲା ବୋଲି ଭାରତ ପକ୍ଷରୁ କୁହାଯାଇଛି । ଭାରତୀୟ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି ଯେ  ଇରାନ ବୈଦେଶିକ ବ୍ୟାପାର…
ଅଧିକ ଖବର ଦେଖନ୍ତୁ...

ପାକ୍ ସାଂସଦ ଆମୀର ଲିୟାକତ ହୁସେନଙ୍କ ମୃତ୍ୟୁ ପରେ ଛାଡ଼ପତ୍ର ମାଗିଥିବା ତୃତୀୟ ପତ୍ନୀ କହିଲେ…

ଇସଲାମାବାଦ: ପାକିସ୍ତାନର ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ମଧ୍ୟରେ ଗଣାଯାଉଥିବା ଟେଲିଭିଜନ ଉପସ୍ଥାପକ ତଥା ଇମ୍ରାନ୍ ଖାନଙ୍କ ରାଜନୈତିକ ଦଳ ପାକିସ୍ତାନ ତେହରିକ୍-ଏ-ଇନ୍ସାଫ୍ (ପିଟିଆଇର)ର ସାଂସଦ ଆମିର୍ ଲିୟାକତଙ୍କ ଆଜି ମୃତ୍ୟୁ ଘଟିଛି। ମାତ୍ର ୪୯ବର୍ଷ ବୟସରେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ…
ଅଧିକ ଖବର ଦେଖନ୍ତୁ...

‘ଓଡ଼ିଶା ମୋ ପରିବାର’ର ଅନନ୍ୟ ପ୍ରୟାସ; ଆୟୋଜନ ହେଲା ଝୋଟି ପ୍ରତିଯୋଗିତା

ଭୁବନେଶ୍ୱର: ବିଭିନ୍ନ କ୍ଷେତ୍ର ଯଥା- କଳା, ସଙ୍ଗୀତ ଏବଂ କ୍ରୀଡ଼ାରେ ପାରଙ୍ଗମ ଥିବା ପ୍ରତିଭାମାନଙ୍କୁ ଲୋକଲୋଚନକୁ ଆଣିବାକୁ ‘ଓଡ଼ିଶା-ମୋ ପରିବାର’ ପ୍ରୟାସ ଜାରି ରଖି ଝୋଟି ଏବଂ ଚିତ୍ରାଙ୍କନ ପ୍ରତିଯୋଗିତା ଭଳି କାର୍ଯ୍ୟକ୍ରମ ଆୟୋଜନ କରିଆସୁଛି । ଏହି କ୍ରମରେ ଆଜି ଭୁବନେଶ୍ୱରସ୍ଥିତ ସିଅନ…
ଅଧିକ ଖବର ଦେଖନ୍ତୁ...