Daily Archives

June 9, 2022

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କର ସ୍ବଭାବ ଆଖପାଖର ବାତାବରଣକୁ ମଜାଦାର କରିବେ। କୌଣସି ବିଶେଷ କାର୍ଯ୍ୟ ଅତିଶୀଘ୍ର ସଂପୂର୍ଣ୍ଣ କରିବେ। ଜୀବନସାଥୀଙ୍କ ସହ ସମ୍ବନ୍ଧ ମଜଭୁତ ହେବ। ବୃଷ: ମନ୍ଦିରକୁ ଯାଆନ୍ତୁ, ମନରେ ଆଶା ସଞ୍ଚାର ହେବ। ସରକାରୀ ଚାକିରିଆଙ୍କର ଆର୍ଥିକ ସ୍ଥିତି…
ଅଧିକ ଖବର ଦେଖନ୍ତୁ...

ଆଦିବାସୀଙ୍କୁ ଜଙ୍ଗଲ ଜମି ଅଧିକାର ଶିରୋନାମା: ଆବେଦନ ସମୟ ସୀମା ବୃଦ୍ଧି ଦାବି

ସୁନ୍ଦରଗଡ଼: ଜଙ୍ଗଲ ଅଧିକାର ଆଇନ -୨୦୦୬ ଅନୁଯାୟୀ, ସୁନ୍ଦରଗଡ଼ର ଆଦିବାସୀ ଓ ଅନ୍ୟ ପାରମ୍ପରିକ ବନବାସୀଙ୍କୁ ବ୍ୟକ୍ତିଗତ, ଗୋଷ୍ଠୀଗତ ଓ ଗୋଷ୍ଠୀ ଜଙ୍ଗଲ ସମ୍ବଳ ଅଧିକାର ଶିରୋନାମା ପ୍ରଦାନ ପାଇଁ ଜିଲ୍ଲା ପ୍ରଶାସନ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିଛନ୍ତି। ନିର୍ଦ୍ଦିଷ୍ଟ ପ୍ରକ୍ରିୟା ମଧ୍ୟରେ…
ଅଧିକ ଖବର ଦେଖନ୍ତୁ...

ଜୁନ୍ ୧୩ରେ ଭାରତର ସମସ୍ତ ଇଡି କାର୍ଯ୍ୟାଳୟ ବାହାରେ ସତ୍ୟାଗ୍ରହ କରିବ କଂଗ୍ରେସ

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଜୁନ୍ ୧୩ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସମ୍ମୁଖରେ ହାଜର ହୋଇପାରନ୍ତି। ଏହି ଦିନ କଂଗ୍ରେସ ଭାରତର ସମସ୍ତ ଇଡି କାର୍ଯ୍ୟାଳୟ ସମ୍ମୁଖରେ ସତ୍ୟାଗ୍ରହ କରିବ। ଦିଲ୍ଲୀରେ ସମସ୍ତ ସାଂସଦ ଏବଂ ସିଡବ୍ଲୁସି ସଦସ୍ୟ ଇଡି କାର୍ଯ୍ୟାଳୟ…
ଅଧିକ ଖବର ଦେଖନ୍ତୁ...

ଇଶାନ କିଷନଙ୍କ ବିସ୍ଫୋରକ ବ୍ୟାଟିଂ, ଦକ୍ଷିଣ ଆଫ୍ରିକା ଆଗରେ ୨୧୨ ରନର ଲକ୍ଷ୍ୟ ରଖିଲା ଭାରତ

ନୂଆଦିଲ୍ଲୀ : ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମଠାରେ ଚାଲିଥିବା ପ୍ରଥମ ଟି-୨୦ ଅନ୍ତର୍ଜାତୀୟରେ ଦକ୍ଷିଣ ଆଫ୍ରିକାର ଆଗରେ ୨୧୨ ରନର ବିଶାଳ ବିଜୟ ଲକ୍ଷ୍ୟ ରଖିଛି ଟିମ ଇଣ୍ଡିଆ । ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟସ ଜିତି ପ୍ରଥମେ ବୋଲିଂ  କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ…
ଅଧିକ ଖବର ଦେଖନ୍ତୁ...

ଭାରତରେ କରୋନାର ୪ର୍ଥ ଲହର ଆସିବ ନାହିଁ : ବିଶେଷଜ୍ଞ

ନୂଆଦିଲ୍ଲୀ : ଯଦି କୌଣସି ନୂଆ ଭାରିଆଣ୍ଟ ନ ବାହାରେ ଭାରତରେ କରୋନାର ୪ର୍ଥ ଲହର ଆସିବାର ସମ୍ଭାବନା ନାହିଁ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି । ମାକ୍ସ ହେଲଥକେୟାରର ଇଣ୍ଟର୍ନାଲ ମେଡିସିନ ବିଭାଗର ନିର୍ଦ୍ଦେଶକ ଡଃ ରୋମେଲ ଟିକୋ କହିଛନ୍ତି ଯଦି ଏକ ନୂଆ ଭାରିଆଣ୍ଟ ନ ବାହାରେ ତେବେ…
ଅଧିକ ଖବର ଦେଖନ୍ତୁ...

ବାରବାଟୀ ମ୍ୟାଚ୍‌ ପାଇଁ କାଉଣ୍ଟରରୁ ସରିଲା ଟିକେଟ, ବିକ୍ରି ହେଲା ୧୨ ହଜାର ଟିକେଟ୍‌

କଟକ: ଭାରତ-ଦକ୍ଷିଣ ଆଫିକ୍ରା ଦ୍ବିତୀୟ ଟି-୨୦ ମ୍ୟାଚ୍‌ ପାଇଁ ବାରବାଟୀରେ ସରିଲା ଟିକେଟ ବିକ୍ରି। କଟକ ସମେତ ବାହାର ଅଞ୍ଚଳରୁ ଲୋକେ ଆସି ଆଜି ଟିକେଟ ସଂଗ୍ରହ କରିଛନ୍ତି। ଆଜି ୯ଟି କାଉଣ୍ଟରେ ୧୨ ହଜାର ୯୩ଟି ଟିକେଟ ବିକ୍ରି କରିଛି ଓସିଏ। ‌ଏହି ୯ଟି କାଉଣ୍ଟର ମଧ୍ୟରେ ସାତଟି ପୁରଷ ଓ ୨ଟି…
ଅଧିକ ଖବର ଦେଖନ୍ତୁ...

ଆପଣ ବି ଚାହିଁଲେ ହୋଇପାରିବେ ରାଷ୍ଟ୍ରପତି, କିନ୍ତୁ…

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ପାଇଁ ତାରିଖ ଘୋଷଣା ସରିଛି । ଜୁଲାଇ ୧୮ରେ ଭୋଟ୍ ଗ୍ରହଣ ଓ ୨୧ ଜୁଲାଇରେ ଫଳାଫଳ ଘୋଷଣା ହେବାନେଇ ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାର ଘୋଷଣା କରିଛନ୍ତି । ବର୍ତ୍ତମାନର…
ଅଧିକ ଖବର ଦେଖନ୍ତୁ...

ଛୋଟଗୁଡ଼ା ହତ୍ୟା ଘଟଣାର ପର୍ଦ୍ଦାଫାଶ: ଦ୍ବିତୀୟ ବିବାହ ପାଇଁ ସ୍ତ୍ରୀକୁ ହତ୍ୟା କରିଥିଲା ଦାମୋଦର

କୋରାପୁଟ: ବିବାହକୁ ୮ ବର୍ଷ ହୋଇଥିଲେ ବି ସନ୍ତାନଟିଏ ପାଇ ପାରୁ ନ ଥିଲେ ଦାମୋଦର। ଯୁଆଡେ ଗଲେ ଟାହିଟାପରା ଶୁଣିବାକୁ ମିଳୁଥିଲା। ମୁଖ୍ୟତଃ ଛୋଟାଗୁଡା ଗାଁର ସାହିବାସିନ୍ଧା ଦାମ‌ୋଦରଙ୍କୁ ଟାହିଟାପରା କରୁଥିଲେ। ଏଥିରେ ଅତିଷ୍ଟ ହୋଇ ଦାମୋଦର ଦ୍ବିତୀୟ ବିବାହ ପାଇଁ ମନସ୍ଥ କରିଥିଲା।…
ଅଧିକ ଖବର ଦେଖନ୍ତୁ...

ଦେଶରେ ପୁଣି ବଢୁଛି କରୋନା ସଂକ୍ରମଣ, ସତର୍କ ରହିବାକୁ ରାଜ୍ୟମାନଙ୍କୁ କହିଲା ସ୍ବାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ : ଦେଶର କେତେକ ରାଜ୍ୟରେ କୋଭିଡ୍ ସଂକ୍ରମଣ ପୁଣି ବୃଦ୍ଧି ପାଉଥିବା ଦୃଷ୍ଟିରୁ ରାଜ୍ୟମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଜାରି କରିଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ । ସବୁ ରାଜ୍ୟର ପ୍ରମୁଖ ଶାସନ ସଚିବ ତଥା ସ୍ବାସ୍ଥ୍ୟ ସଚିବମାନଙ୍କୁ ଏକ ପତ୍ର ଲେଖି କେନ୍ଦ୍ର ସ୍ବାସ୍ଥ୍ୟ…
ଅଧିକ ଖବର ଦେଖନ୍ତୁ...