Daily Archives

June 10, 2022

ବିଦ୍ୟୁତ ଆଘାତରେ ୨ ହକି ଖେଳାଳି ମୃତ ମାମଲା: ଏସପି ଓ ଶକ୍ତି ବିଭାଗକୁ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ମାଗିଲେ ଏନଏଚଆରସି

ସୁନ୍ଦରଗଡ଼: ମେ’ ୩ ତାରିଖରେ ରାଜଗାଙ୍ଗପୁର ବ୍ଲକ୍ ଅଲଣ୍ଡା ପଞ୍ଚାୟତ ଗରିଆମାଲ ଖେଳପଡ଼ିଆରେ ଅଭ୍ୟାସ ସାରି ଫେରୁଥିବା ଦୁଇ ଉଦୀୟମାନ ହକି ଖେଳାଳି କୁକୁଡ଼ା ଗାଁ ପଣ୍ତରାଟୋଲିର ସୁଜଲ ଏକ୍କା (୧୯) ଓ ଝଗରପୁରର ବୀରେନ୍ଦ୍ର କୁଜୁର (୧୭) ଜୀବନ୍ତ ବିଦ୍ୟୁତ ସଂସ୍ପର୍ଶରେ ଆସି ପ୍ରାଣ ହରାଇଥିଲେ।…
ଅଧିକ ଖବର ଦେଖନ୍ତୁ...

ଅଚିହ୍ନା ଲୋକଙ୍କ କଥାରେ ପଡ଼ନି, ଅଭିଯୋଗ କର: ଜିଲ୍ଲା ଶିକ୍ଷାଧିକାରୀ

ରାଉରକେଲା: ପ୍ରାୟ ସମସ୍ତ କ୍ଷେତ୍ରରେ ଏବେ ଠକ ଦଳ ମାତିଲେଣି। ସହରର ବିଭିନ୍ନ ବେସରକାରୀ ହସପିଟାଲରୁ ଭୁବନେଶ୍ବର/କଟକରେ ଥିବା ହସପିଟାଲକୁ ରୋଗୀ ସ୍ଥାନାନ୍ତର ପ୍ରକ୍ରିୟାରେ ଦଲାଲ ବେଶ୍‌ ସକ୍ରିୟ ଥିବାବେଳେ ବିଭିନ୍ନ ପ୍ରକଳ୍ପ ପାଇଁ ଟେଣ୍ଡର୍‌ ପ୍ରକ୍ରିୟାରେ ଦଲାଲଙ୍କ ବହୁଳ ଉପସ୍ଥିତି…
ଅଧିକ ଖବର ଦେଖନ୍ତୁ...

ଦଙ୍ଗାକାରୀମାନେ ପୁଲିସ ଉପରେ ଆକ୍ରମଣ କରିପାରନ୍ତି, ସତର୍କତା ଜାରି କଲା ଗୃହ ମନ୍ତ୍ରାଳୟ

ନୂଆଦିଲ୍ଲୀ : ପ୍ରଫେଟ ବୟାନ ବିବାଦକୁ ନେଇ ଆଜି ସାରା ଦେଶରେ ହିଂସାତ୍ମକ ବିକ୍ଷୋଭ ଦେଖିବାକୁ ମିଳିଛି । ବିଭିନ୍ନ ସହରରେ ଦଙ୍ଗାକାରୀମାନେ ପଥର ମାଡ଼ କରିବା ସହ ଜଳାପୋଡ଼ା କରିଛନ୍ତି । ଏହାକୁ ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ବିଭିନ୍ନ ରାଜ୍ୟର ପୁଲିସ ମୁଖ୍ୟମାନଙ୍କୁ ଏକ ଆଡଭାଇଜରି…
ଅଧିକ ଖବର ଦେଖନ୍ତୁ...

‘କାନ ଧର, ଇଂଜିନିୟରିଂ ଛାତ୍ର ହୋଇ ଏୟା କରୁଛ’ ଏଭଳି କାହିଁକି କହିଲେ ବିଚାରପତି ଜାଣନ୍ତୁ

ମୁମ୍ବାଇ: 'କାନ ଧର, ଇଂଜିନିୟରିଂ ଛାତ୍ର ହୋଇ ଏୟା କରୁଛ' କିଛି ଏଭଳି କହି ହାଇକୋର୍ଟ ବିଚାରପତି ଆଜି ଜଣେ ଯୁବକଙ୍କୁ ଏଭଳି ତାଛଲ୍ୟ କରିଛନ୍ତି | ମିଳିଥିବା ସୂଚନା ମୁତାବକ ଜଣେ ଇଂଜିନିୟରିଂ ଛାତ୍ର ପରିବାର ସହ ମିଶି ନିଜ ଦାଦାଙ୍କୁ ଆକ୍ରମଣ କରିଥିଲେ | ଏହି ମାମଲା ଯେତେବେଳେ ବମ୍ବେ…
ଅଧିକ ଖବର ଦେଖନ୍ତୁ...

ସୀମା ବିବାଦକୁ ନେଇ ରାଜସ୍ବ ବିଭାଗ କର୍ମଚାରୀଙ୍କୁ ଘେରାଉ

ବୈପାରିଗୁଡା: ସୀମା ବିବାଦକୁ ନେଇ ରାଜସ୍ବ ବିଭାଗ କର୍ମଚାରୀଙ୍କୁ ଘେରାଉ କଲେ ମୁର୍ଜା ଗ୍ରାମବାସୀ। ମିଳିଥିବା ସୂଚନା ଅନୁଯାୟୀ, ବୈପାରିଗୁଡା ବ୍ଲକର ଲେଞ୍ଜା ଏବଂ ଲମତାପୁଟ ବ୍ଲକର ମୁର୍ଜା ଦୁଇଟି ସୀମାନ୍ତ ଗ୍ରାମ ହୋଇଥିବା ବେଳେ ଜମି ଜମାକୁ କେନ୍ଦ୍ର କରି ଉଭୟ ଗ୍ରାମର ଗ୍ରାମବାସୀମାନଙ୍କ…
ଅଧିକ ଖବର ଦେଖନ୍ତୁ...

ଆଇଏଇଏରେ ଇରାନ ବିରୋଧୀ ଭୋଟଦାନରୁ ବିରତ ରହିଲା ଭାରତ

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ପରମାଣୁ ଶକ୍ତି ଏଜେନ୍ସି(ଆଇଏଇଏ)ରେ ଇରାନ ବିରୋଧରେ ଆଗତ ଏକ ପ୍ରସ୍ତାବର ଭୋଟ ଗ୍ରହଣ ବେଳେ ଭାରତ ଅନୁପସ୍ଥିତ ରହିଛି । ପାଶ୍ଚାତ୍ୟ ଦେଶଙ୍କ ଚାପ ଆଗରେ ମୁଣ୍ଡ ନ ନୁଆଇଁ ଭାରତ ଏଥିରୁ ଅନୁପସ୍ଥିତ ଥିଲା । ଆଇଏଇଏର ୩୫ ଦେଶୀୟ ବୋର୍ଡ ବୈଠକରେ ଇରାନ ବିରୋଧରେ ଏକ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ସରକାରୀ କାମରେ କିଛି ଲୋକଙ୍କ ସାହାଯ୍ୟ ପାଇବେ। ଉନ୍ନତି ପାଇଁ ନୂଆ ମାର୍ଗ ଦୃଷ୍ଟିଗୋଚର ହେବ। ପ୍ରତିଯୋଗିତାମୂଳକ ପରୀକ୍ଷାର୍ଥୀଙ୍କୁ ଭଲ ଖବର ମିଳିବ। ବୃଷ: ବାଲ୍ୟବନ୍ଧୁଙ୍କ ଠାରୁ ଫୋନ ଆସିବ। ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହ ସାକ୍ଷାତ ହେବ।…
ଅଧିକ ଖବର ଦେଖନ୍ତୁ...

କର୍ଣ୍ଣାଟକ ରାଜ୍ୟସଭା ନିର୍ବାଚନରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହ ଜିତିଲେ ଜୟରାମ ରମେଶ

ନୂଆଦିଲ୍ଲୀ: ରାଜସ୍ଥାନ ପରେ କର୍ଣ୍ଣାଟକରେ ହୋଇଥିବା ରାଜ୍ୟସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଯାଇଛି | କର୍ଣ୍ଣାଟକର ଚାରିଟି ରାଜ୍ୟସଭା ଆସନରୁ ବିଜେପି ୩ଟିରେ ବିଜୟୀ ହୋଇଥିବାବେଳେ କଂଗ୍ରେସରୁ ଜଣେ ବିଜୟୀ ହୋଇଛନ୍ତି | କର୍ଣ୍ଣାଟକରୁ ରାଜ୍ୟସଭା ନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ…
ଅଧିକ ଖବର ଦେଖନ୍ତୁ...

ମୋବାଇଲ୍‌ ପାଇଁ ଭାଇ-ଭଉଣୀଙ୍କ କଳି, ଆତ୍ମହତ୍ୟା କଲେ ଛାତ୍ରୀ

ରାଉରକେଲା: ମୋବାଇଲ କଳିରୁ ଚାଲିଗଲା ଛାତ୍ରୀଙ୍କ ଜୀବନ। ଏମିତି ଅଭାବନୀୟ ଘଟଣା ଘଟିଛି ବନ୍ଧମୁଣ୍ଡା ଡି ସେକ୍ଟର କ୍ବାଟର୍ସ ସଂଖ୍ୟା ୧୯୮ରେ। ମୃତ ଛାତ୍ର ଜଣକ ହେଲେ ଜୟା ମହାତୋ। ବନ୍ଧମୁଣ୍ଡା ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପରେ ତାଙ୍କ ପରିବାରକୁ ହସ୍ତାନ୍ତର କରିଛି। ପୁଲିସ ଅପମୃତ୍ୟୁ…
ଅଧିକ ଖବର ଦେଖନ୍ତୁ...

ପଶ୍ଚିମବଙ୍ଗରେ ବିଜେପି ଅଫିସ ଜାଳିଦେଲେ ବିକ୍ଷୋଭକାରୀ, ବାଂଲାଦେଶରେ ବି ବିକ୍ଷୋଭ

କୋଲକାତା : ପ୍ରଫେଟ୍ ବିବାଦକୁ ନେଇ ପଶ୍ଚିମବଙ୍ଗର ବିଭିନ୍ନ ଅଂଚଳ ବିଶେଷକରି କୋଲକାତାରେ ହିଂସାତ୍ମକ ବିକ୍ଷୋଭ ଦେଖିବାକୁ ମିଳିଛି । ନମାଜ ପରେ ମୁସଲିମ ସଂପ୍ରଦାୟରେ ଲୋକମାନେ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ କରିବା ସହ ପଥର ମାଡ଼ କରିଛନ୍ତି । ହାଓ୍ବଡ଼ାର ଉଲୁବେରିଆଠାରେ ଥିବା ଏକ ବିଜେପି…
ଅଧିକ ଖବର ଦେଖନ୍ତୁ...