Daily Archives

June 10, 2022

ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକାଣ୍ଡ ପଛରେ ଥିବା ଗୋଲ୍ଡି ବରାର ନାମରେ ରେଡ କର୍ଣ୍ଣର ନୋଟିସ ଜାରି କଲା ଇଣ୍ଟରପୋଲ

ନୂଆଦିଲ୍ଲୀ: ପଞ୍ଜାବର ପ୍ରସିଦ୍ଧ କଣ୍ଠଶିଳ୍ପୀ ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକାଣ୍ଡ ପଛରେ ସାମିଲ ଥିବା ସତୀନ୍ଦରଜିତ ସିଂ ଓରଫ ଗୋଲ୍ଡି ବରାର ବିରୋଧରେ ଇଣ୍ଟରପୋଲ ଏକ ରେଡ କର୍ଣ୍ଣର ନୋଟିସ ଜାରି କରିଛି। କୁହାଯାଉଛି ଯେ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ପାଇଁ ନିଜକୁ ଦାୟୀ କରିଥିବା…
ଅଧିକ ଖବର ଦେଖନ୍ତୁ...

ଝାଡ଼ଖଣ୍ଡ ଯୁବକଙ୍କୁ ଲୁଟ୍‌ ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ, କାର୍‌-ମୋବାଇଲ୍‌ ସହ ୧ଲକ୍ଷ ଜବତ

ବ୍ରହ୍ମପୁର/ଦିଗପହଣ୍ଡି: ଝାଡ଼ଖଣ୍ଡର ଦୁଇଜଣ ଯୁବକଙ୍କୁ ଗଞ୍ଜାମରେ ଅପହରଣ ଓ ଲୁଟ୍‌ ଘଟଣାରେ ପୁଲିସକୁ ସଫଳତା ମିଳିଛି। ଲୁଟ୍‌ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ କେ.ନୂଆଗାଁ ଥାନା ଦେଖାଳି ଗ୍ରାମର କୁନା ପ୍ରଧାନ(୨୩) ବୋଲି ଏଏସ୍‌ପି ରମେଶ ଚନ୍ଦ୍ର ସେଠୀ…
ଅଧିକ ଖବର ଦେଖନ୍ତୁ...

ରାଜସ୍ଥାନରେ ବିଜେପିର ରଣନୀତି ଫେଲ, ସୁଭାଷ ଚନ୍ଦ୍ରଙ୍କୁ ହରାଇଲା କଂଗ୍ରେସ

ଜୟପୁର: ଆଜି ରାଜସ୍ଥାନରେ ହୋଇଥିବା ରାଜ୍ୟସଭା ନିର୍ବାଚନରେ ​​କଂଗ୍ରେସ ୪ଟି ଆସନରୁ ୩ଟିରେ ଜିତି ବିଜେପିକୁ ଏକ ବଡ଼ ଝଟକା ଦେଇଛି। କଂଗ୍ରେସର ରଣଦୀପ ସୁରଜେୱାଲା, ମୁକୁଲ ୱାସନିକ ଏବଂ ପ୍ରମୋଦ ତିୱାରୀ ରାଜ୍ୟସଭା ନିର୍ବାଚନରେ ​​ବିଜୟୀ ହୋଇଛନ୍ତି। ଯେଉଁଠାରେ ବିଜେପି କେବଳ ଗୋଟିଏ ଆସନ…
ଅଧିକ ଖବର ଦେଖନ୍ତୁ...

ଭାରତ ହିନ୍ଦୁମାନଙ୍କ ଦେଶ, ସନାତନ ଧର୍ମକୁ ବଞ୍ଚାଇ ରଖିବା ଆମର ଦାୟିତ୍ବ : ସାଧ୍ବୀ ପ୍ରଜ୍ଞା

ନୂଆଦିଲ୍ଲୀ : ଭାରତ ହେଉଛି ହିନ୍ଦୁମାନଙ୍କର ଦେଶ । ସନାତନ ଧର୍ମକୁ ବଞ୍ଚେଇ ରଖିବା ଆମର କର୍ତ୍ତବ୍ୟ ବୋଲି କହିଛନ୍ତି ବିବାଦୀୟ ବିଜେପି ନେତା ସାଧ୍ବୀ ପ୍ରଜ୍ଞା । ପ୍ରଫେଟ ବିବାଦକୁ ନେଇ ସାରା ଦେଶରେ ଚାଲିଥିବା ବିକ୍ଷୋଭ ପ୍ରସଙ୍ଗରେ ସେ କହିଛନ୍ତି ଯେ ଏହି ‘ବିଧର୍ମୀ’ମାନେ ସବୁବେଳେ ଏପରି…
ଅଧିକ ଖବର ଦେଖନ୍ତୁ...

ମହାରାଷ୍ଟ୍ରରେ କରୋନା ବିସ୍ଫୋରଣ: ଦିନକରେ ୩ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ

ମୁମ୍ବାଇ: ମହାରାଷ୍ଟ୍ରରେ କରୋନା ବିସ୍ଫୋରଣ ପରି ପରିସ୍ଥିତି ସୃଷ୍ଟି ହୋଇଛି | କାରଣ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୦୮୧ଟି ନୂଆ କରୋନା ମାମଲା ସାମ୍ନାକୁ ଆସିଛି | ଏଥିସହିତ, ୧୩୨୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି | ରାଜ୍ୟରେ କୌଣସି ରୋଗୀଙ୍କର ମୃତ୍ୟୁ ହୋଇନାହିଁ। ନୂତନ…
ଅଧିକ ଖବର ଦେଖନ୍ତୁ...

ମାଲକାନଗିରିରୁ ତେଲେଙ୍ଗାନା ଚାଲାଣ ବେଳେ ୯୪୦ କିଲୋ ଗଂଜେଇ ଜବତ, ୩ ଗିରଫ

ମାଲକାନଗିରି: ପୁଲିସକୁ ମିଳିଛି ବଡ ସଫଳତା। ଗଂଜେଇ ଜବତ କରିବା ସହ ୩ ଜଣ ଆସାମୀକୁ ଗିରଫ କରିଛି। ଏଥିସହ କାର, ବାଇକ୍‌ ମଧ୍ୟ ଜବତ କରିଛି। ବିଶେଷ ସୂତ୍ରରୁ ଖବର ପାଇ ମାଲକାନଗିରି ଆଇଆଇସି ରିଗାନ କିଣ୍ଡୋଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଏସଆଇ କେ.ସାଙ୍ଗନାଙ୍କ ନେତୃତ୍ବରେ ଏକ ଟିମ ସିଖପାଲି…
ଅଧିକ ଖବର ଦେଖନ୍ତୁ...

ଜଙ୍ଗଲ ଜମି ଅଧିକାର ଆବେଦନ ଫର୍ମ ବିକ୍ରି! ଟଙ୍କା ଆଦାୟ ଭିଡିଓ ଭାଇରାଲ

ସୁନ୍ଦରଗଡ଼/ହେମଗିର: ସୁନ୍ଦରଗଡ଼ ଜିଲ୍ଲାର ଆଦିବାସୀ ଓ ଅନ୍ୟ ପାରମ୍ପରିକ ବନବାସୀଙ୍କୁ ବ୍ୟକ୍ତିଗତ, ଗୋଷ୍ଠୀଗତ ଓ ଗୋଷ୍ଠୀ ଜଙ୍ଗଲ ସମ୍ବଳ ଅଧିକାର ଶିରୋନାମା ପ୍ରଦାନ ପାଇଁ ଜିଲ୍ଲା ପ୍ରଶାସନ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିଛନ୍ତି। ଏହିକ୍ରମରେ ଆଦିବାସୀ, ବନବାସୀଙ୍କ ଆବେଦନପତ୍ର ସଂଗ୍ରହ…
ଅଧିକ ଖବର ଦେଖନ୍ତୁ...

ଗୁରୁତର ଅବସ୍ଥାରେ ଜୀବନ-ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶରଫ

ଲାହୋର: ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ଜେନେରାଲ ପରଭେଜ ମୁଶରଫ ଡାକ୍ତରଖାନାରେ ଜୀବନ-ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ପରିବାର ପକ୍ଷରୁ କୁହାଯାଇଛି ଯେ, 'ସେ ଭେଣ୍ଟିଲେଟରରେ ନାହାଁନ୍ତି | ପରିବାର ଲୋକ ମୁଶରଫଙ୍କ ପାଇଁ ପ୍ରାର୍ଥନା କରିବାକୁ…
ଅଧିକ ଖବର ଦେଖନ୍ତୁ...

ଛତିଶଗଡ଼ରେ ଗିରଫ ହେଲେ ଓଡ଼ିଆ ବାପ-ପୁଅ, ସ୍କୁଟି ସହ ୫୦ ଲକ୍ଷ ଟଙ୍କାର ୭୪୫ କ୍ୟାରେଟ୍ ହୀରା ଜବତ

ରାଇଘର: ହୀରା କାରବାର ମାମଲାରେ ଛତିଶଗଡ଼ ପୁଲିସ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅଞ୍ଚଳର ବାପପୁଅଙ୍କୁ ଗିରଫ କରିଛି। ଏଥି ସହିତ ପୁଲିସ ଏକ ସ୍କୁଟି ଓ ୭୪୫ କ୍ୟରେଟ୍ ହୀରା ଜବତ କରିଛି। ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ହେଲେ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ଭାରସୁଣ୍ଡି (ଟୋଲା)…
ଅଧିକ ଖବର ଦେଖନ୍ତୁ...

ପ୍ରଫେଟ ବିବାଦକୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ, କେତେକ ସହରରେ ପଥର ମାଡ଼

ନୂଆଦିଲ୍ଲୀ : ପ୍ରଫେଟ ବୟାନ ବିବାଦକୁ ନେଇ ଶୁକ୍ରବାରଦିନ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଶୁକ୍ରବାର ନମାଜ ପରେ ହୋଇଥିବା ଏହି ବିରୋଧ ପ୍ରଦର୍ଶନ କେତେକ ସ୍ଥାନରେ ହିଂସାତ୍ମକ ରୂପ ନେଇଥିଲା । ଏହାକୁ ଦେଖି ପୁଲିସ ପକ୍ଷରୁ ଲାଠିଚାର୍ଜ କରାଯିବା ସହ ଲହୁବୁହା ବାଷ୍ପ ପ୍ରୟୋଗ…
ଅଧିକ ଖବର ଦେଖନ୍ତୁ...