Daily Archives

June 11, 2022

୭୦ ହଜାର ଧରି ସଂପର୍କୀୟଙ୍କ ଘରକୁ ଯାଉଥିଲେ ବୃଦ୍ଧ! ଲୁଟିନେଲେ ଦୁର୍ବୃତ୍ତ

ତୁଷୁରା: ବଲାଙ୍ଗୀର ଜିଲ୍ଲା ତୁଷୁରା ସମଲେଶ୍ବରୀ ମନ୍ଦିର ରାସ୍ତାରେ ବିନୋଦ ସାହୁ ନାମକ ଜଣେ ବୃଦ୍ଧଙ୍କଠାରୁ ଶନିବାର ୭୦ ହଜାର ଟଙ୍କା ଲୁଟ୍‌ ହୋଇଥିବା ତୁଷୁରା ଥାନାରେ ଅଭିଯୋଗ ହୋଇଛି। ପୁଲିସର ସୂଚନା ଅନୁସାରେ, ସଇନ୍ତଳା ଥାନା ବାବୁକେଲ ଗାଁର ବିନୋଦ ତୁଷୁରା ଏସ୍‌ବିଆଇରୁ ୭୦ହଜାର…
ଅଧିକ ଖବର ଦେଖନ୍ତୁ...

ମାର୍କେଟ୍‌ କମ୍ପ୍ଲେକ୍ସରେ ଚାଲିଥିବା ବେପାର; ୧୮୯ ବୋତଲ ବିଦେଶୀ ମଦ ଜବତ, ୧ ଗିରଫ

ରାଉରକେଲା: ସେକ୍ଟର-୧୯ ଗଜପତି ମାର୍କେଟ୍‌ ଅଞ୍ଚଳ ଭିତରେ ବିକ୍ରି ହେଉଥିଲା ବିଦେଶୀ ମଦ। ଦିନରାତି ଛୁଟୁଥିଲେ ମଦୁଆ। ବର୍ଷବର୍ଷ ଧରି ଚାଲିଥିବା ଏହି କାରବାରରେ ସ୍ଥାନୀୟ ପୁଲିସ କିମ୍ବା ଅବକାରୀ ବିଭାଗର ନଜର ପଡ଼ୁନଥିଲା। ଏମିତିକି ସ୍ଥାନୀୟ ଦୋକାନୀମାନେ ମଧ୍ୟ ଏହାକୁ ବିରୋଧ କରୁନଥିଲେ।…
ଅଧିକ ଖବର ଦେଖନ୍ତୁ...

୬ ବର୍ଷରୁ କମ ବୟସର ପିଲାଙ୍କ ପାଇଁ ମଡର୍ଣ୍ଣା ଟିକା ସୁରକ୍ଷିତ : ଏଫଡିଏ

ନ୍ୟୁୟର୍କ : ଆମେରିକୀୟ ଔଷଧ କମ୍ପାନି ମଡର୍ଣ୍ଣା ଦ୍ବାରା ପ୍ରସ୍ତୁତ କୋଭିଡ ଟିକା ୬ ବର୍ଷରୁ କମ ବୟସର ପିଲାମାନଙ୍କ ପାଇଁ ସୁରକ୍ଷିତ ଓ ଏହାର କୌଣସି ବଡ଼ ଧରଣର ପାର୍ଶ୍ବ ପ୍ରତିକ୍ରିୟା ନାହିଁ ବୋଲି ଆମେରିକାର ଫୁଡ ଏଣ୍ଡ ଡ୍ରଗ ଆଡମିନିଷ୍ଟ୍ରେସନ (ଏଫଡିଏ) ପକ୍ଷରୁ କୁହାଯାଇଛି । ଏହି…
ଅଧିକ ଖବର ଦେଖନ୍ତୁ...

‘ଓଜନ କମାଅ, ପ୍ରତି କିଲୋ ପିଛା ୧୦୦୦ କୋଟି ଟଙ୍କା ପାଇବ’ ସାଂସଦଙ୍କୁ ଏଭଳି ଅଫର ଦେଲେ ଗଡ଼କରୀ

ନୂଆଦିଲ୍ଲୀ: ବିଜେପି ସାଂସଦଙ୍କୁ ଅଫର ଦେଲେ କେନ୍ଦ୍ର ମନ୍ତ୍ରୀ | ନିଜ ଓଜନ କମାଅ ଓ କମିଥିବା ଓଜନରେ ହଜାରେ ଗୁଣନ କରି ଅର୍ଥ ରାଶି ନିଅ | ବାସ୍ତବରେ କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ ମଧ୍ୟପ୍ରଦେଶର ଉଜ୍ଜୟିନୀରୁ ସାଂସଦ ଥିବା ଅନୀଲ ଫିରୋଜିଆଙ୍କୁ କିଛି ଏଭଳି ଅଫର ଦେଇଥିଲେ |…
ଅଧିକ ଖବର ଦେଖନ୍ତୁ...

ଛୁରୀ ଦେଖାଇ ଯୁବକ-ଯୁବତୀଙ୍କୁ ସମ୍ପୂର୍ଣ୍ଣ ଉଲଗ୍ନ କରି ଅଶ୍ଲୀଳ ଭିଡିଓ ଓ ଫଟୋ ଉତ୍ତୋଳନ କଲେ, ୪ ଗିରଫ

ଜୟପୁର: ଜୟପୁର ଟାଉନ ଥାନା ଅଞ୍ଚଳରେ ଜଣେ ଯୁବକ ଓ ଯୁବତୀଙ୍କ ଅଶ୍ଲୀଳ ଭିଡିଓ ଉତ୍ତୋଳନ କରି ଟଙ୍କା ପାଇଁ ବ୍ଲାକମେଲ୍ କରିବା ମହଙ୍ଗା ପଡିଛି। ଟଙ୍କା ଦେବା ବାହାନାରେ ଟାଉନ ପୁଲିସ ଜାଲ ବିଛାଇ ଅଭିଯୁକ୍ତକୁ କାବୁ କରିଛି। ବ୍ଲାକମେଲ କରୁଥିବା ଅଭିଯୁକ୍ତମାନକୁ ଟଙ୍କା ବଦଳରେ ଜେଲ ଯିବାକୁ…
ଅଧିକ ଖବର ଦେଖନ୍ତୁ...

ନୂପୁର ଶର୍ମାଙ୍କୁ ଏପର୍ଯ୍ୟନ୍ତ କାହିଁକି ଗିରଫ କରାଯାଇ ନାହିଁ: ଓୱେସୀ

ନୂଆଦିଲ୍ଲୀ: ପ୍ରଫେଟ ମହମ୍ମଦଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ନିଲମ୍ବିତ ବିଜେପି ମୁଖପାତ୍ର ନୂପୁର ଶର୍ମାଙ୍କୁ ଗିରଫ କରିବାକୁ ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱେସୀ ଦାବି କରିଛନ୍ତି। ଓୱେସୀ କହିଛନ୍ତି ଯେ, ଦେଶର ଆଇନ ସର୍ବୋଚ୍ଚ, ସରକାର ଏହି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ…
ଅଧିକ ଖବର ଦେଖନ୍ତୁ...

ବିଲରୁ ନିଆଁ ବ୍ୟାପୀ ୪ ବଖରା ଜଳିଗଲା, ଦୁଇ ପରିବାର ବାସହରା

ଏସ୍. ରାମପୁର: ସୁବର୍ଣ୍ଣପୁର ଜିଲ୍ଲା ରାମପୁର ତହସିଲ ଅନ୍ତର୍ଗତ ଅଇଁଲାମୁଣ୍ଡା ଦାଦର ଗାଁରେ ଶନିବାର ଅଗ୍ନିକାଣ୍ଡ ଘଟିଛି। ବିଲରେ ନଡ଼ା ପୋଡ଼ିବା ସମୟରେ ନିଆଁ ବ୍ୟାପୀ ନିକଟରେ ଥିବା ନୀଳା ବିଭାର ଓ ଚକାମନ ବଗର୍ତ୍ତିଙ୍କ ୪ ବଖରା ସଂପୂର୍ଣ୍ଣ ଜଳିଯାଇଛି। ଫଳରେ ଉଭୟଙ୍କ ପରିବାର ବାସହରା ହୋଇ…
ଅଧିକ ଖବର ଦେଖନ୍ତୁ...

ପୁଲିସ ମାଡ଼ରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ, ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ମାମଲା

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅନ୍ତର୍ଗତ ଇନ୍ଦ୍ରାକ୍ଷୀ ଗ୍ରାମର ଭଗବାନ ବେହେରା ଓରଫ୍‌ ମିଟୁ ପୁଲିସ ମାଡ଼ରେ ମୃତ୍ୟୁବରଣ କରିଥିବା ନେଇ ଅଭିଯୋଗ ହୋଇଥିଲା। ଏହି ଘଟଣାର ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରି ଭାରତୀୟ ବିକାଶ ପରିଷଦ ତରଫରୁ ହାଇକୋର୍ଟରେ…
ଅଧିକ ଖବର ଦେଖନ୍ତୁ...

ଚୀନ ସୀମାରେ ମୁତୟନ ଥିବା ୨ ଭାରତୀୟ ଯବାନ ୧୪ ଦିନ ହେଲା ନିଖୋଜ

ନୂଆଦିଲ୍ଲୀ : ଅରୁଣାଚଳ ପ୍ରଦେଶ ଭାରତ-ଚୀନ ସୀମାରେ ମୁତୟନ ଥିବା ଦୁଇଜଣ ସୈନିକ ଗତ ୧୪ ଦିନ ହେଲା ନିଖୋଜ ଥିବା ଖବର ହସ୍ତଗତ ହୋଇଛି । ସେମାନେ ଏକ ନଦୀରେ ବୁଡ଼ି ଯାଇଥିବା ସେନା ପକ୍ଷରୁ ସଂଦେହ କରାଯାଉଛି । ନିଖୋଜ ଥିବା ଦୁଇ ସୈନିକ ହେଲେ ହରେନ୍ଦ୍ର ନେଗୀ ଓ ପ୍ରକାଶ ସିଂ ରାଣା । ଉଭୟ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବିବାର: ପ୍ରେମ ଜୀବନ ଭଲ ରହିବ। ସୋମ ଓ ମଙ୍ଗଳବାର: ଚାକିରିରେ ବଦଳି ହୋଇପାରେ। ବୁଧ ଓ ଗୁରୁବାର: କାମ ସକାରାତ୍ମକ ରୂପେ ପୂରା ହେବ। ଶୁକ୍ର ଓ ଶନିବାର: ବେପାର ବୃଦ୍ଧି ହେବ। ରବିବାର: କାମ ପ୍ରତି ଏକାଗ୍ରତା ରହିବ। ସୋମ ଓ ମଙ୍ଗଳବାର: ଧନଲାଭ ହେବ।…
ଅଧିକ ଖବର ଦେଖନ୍ତୁ...