Daily Archives

June 11, 2022

ବିଜେପିର ଟେଲିଫୋନ ଠପ୍‌, ନୂପୁରଙ୍କ ସମର୍ଥନରେ ପ୍ରତିଦିନ ଆସୁଛି ୪ ହଜାର କଲ

ନୂଆଦିଲ୍ଲୀ: ନୂପୁରଙ୍କ ପାଇଁ ପ୍ରତିଦିନ ଆସୁଛି ୪ ହଜାର କଲ। ନୂପୁରଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କରାଯାଉ ଓ ପୁଣି ମୁଖପାତ୍ର ଦାୟିତ୍ୱ ଦିଆଯାଉ। କିଛି ଏଭଳି କହି ଏବେ ନୂପୁରଙ୍କ ସମର୍ଥକ ପ୍ରତିଦିନ କଲ କରୁଛନ୍ତି। ଆଉ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସାରା ଦେଶରୁ ଏସବୁ କଲ ଆସୁଛି।…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା କେମିତି ଲାଗୁଛି’ ପ୍ରଶ୍ନର ଉତ୍ତରରେ କିଛି ଏଭଳି କହିଲେ ୱେନ ପାର୍ନେଲ

କଟକ: ଓଡ଼ିଶାରେ ଅନୁଭୂତି ସମ୍ପର୍କରେ ଆଜି ଦକ୍ଷିଣ ଆଫ୍ରିକା ଅଲରାଉଣ୍ଡର ୱେନ ପାର୍ନେଲ ଏଭଳି କିଛି କଥା କହିଛନ୍ତି, ଯାହାକି ଆପଣ ବି ଜାଣିବାର ଆବଶ୍ୟକତା ରହିଛି । ରବିବାର କଟକର ବାରବାଟୀ ଷ୍ଟାଡିୟମଠାରେ ଭାରତ ବିପକ୍ଷ ଦ୍ୱିତୀୟ ଟି-ଟ୍ୱେଣ୍ଟି ପାଇଁ ଦକ୍ଷିଣ ଆଫ୍ରିକା ଟିମ ଶୁକ୍ରବାର…
ଅଧିକ ଖବର ଦେଖନ୍ତୁ...

ଟଲିଉଡର ଜଣାଶୁଣା ଫ୍ୟାଶନ ଡିଜାଇନର ପ୍ରତ୍ୟୁଷା ଗାରିମେଲାଙ୍କ ସନ୍ଦେହଜନକ ମୃତ୍ୟୁ

ହାଇଦ୍ରାବାଦ: ଟଲିଉଡର ଜଣାଶୁଣା ଫ୍ୟାଶନ ଡିଜାଇନର ପ୍ରତ୍ୟୁଷା ଗାରିମେଲାଙ୍କ ସନ୍ଦେହଜନକ ମୃତ୍ୟୁ। ଶନିବାର ଦିନ ହାଇଦ୍ରାବାଦର ବନଜାରା ହିଲ୍ସରେ ଥିବା ତାଙ୍କ ଆପାର୍ଟମେଣ୍ଟର ବାଥରୁମରେ ଟଲିଉଡର ଫ୍ୟାଶନ ଡିଜାଇନର୍ ପ୍ରତ୍ୟୁଷା ଗାରିମେଲାଙ୍କ ମୃତଦେହ ମିଳିଛି। ତାଙ୍କ କୋଠରୀରୁ ଗୋଟିଏ ବୋତଲ…
ଅଧିକ ଖବର ଦେଖନ୍ତୁ...

ବାହାଘରରୁ ଫେରିବା ବାଟରେ କାର୍‌ ଦୁର୍ଘଟଣାଗ୍ରସ୍ତ; ୫ ଆହତ

ବୈପାରିଗୁଡା: ବାହାଘର କାର୍ଯ୍ୟକ୍ରମରେ ଯୋଗ ଦେଇ ଫେରୁଥିବା ବେଳେ କାର୍ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ପାଞ୍ଚ ଜଣ ଆହତ ହୋଇଛନ୍ତି। ଘଟଣା ଅନୁଯାୟୀ, ଗତକାଲି କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଅନ୍ତର୍ଗତ କେରାପୁଟ ଠାରେ ବାହାଘର କାର୍ଯ୍ୟକ୍ରମର ଆୟୋଜନ ଚାଲିଥିଲା। ଏହି କାର୍ଯ୍ୟକ୍ରମରେ ଯୋଗ…
ଅଧିକ ଖବର ଦେଖନ୍ତୁ...

୧୩ ସାଧାରଣ ଲୋକଙ୍କ ହତ୍ୟା ମାମଲା : ୩୦ ସୈନିକଙ୍କ ବିରୋଧରେ ହତ୍ୟା ମାମଲା ଲଗାଇଲା ନାଗାଲାଣ୍ଡ ପୁଲିସ

ଦିମାପୁର : ଗତ ବର୍ଷ ୧୩ ଜଣ ସାଧାରଣ ଲୋକଙ୍କୁ ମାରିବା ଅଭିଯୋଗରେ ସେନାର ଜଣେ ଅଧିକାରୀ ଓ ୨୯ ଜଣ ଯବାନଙ୍କ ବିରୋଧରେ ମାମଲା ରୁଜ୍ଜୁ କରିଛି ନାଗାଲାଣ୍ଡ ପୁଲିସ ।  ଗୁଳି ଚଳାଇବା ପୂର୍ବରୁ ସେନା ପକ୍ଷରୁ ଏସଓପିର ପାଳନ କରାଯାଇନଥିଲା ବୋଲି ପୁଲିସର ସ୍ବତନ୍ତ୍ର ତଦନ୍ତକାରୀ ଟିମ (ଏସଆଇଟି)…
ଅଧିକ ଖବର ଦେଖନ୍ତୁ...

ଜୁନ ୧୨ରେ ୨ୟ ଟି-୨୦: ଆଜି ଟିମ୍‌ ଇଣ୍ଡିଆର ଅଭ୍ୟାସ ସମୟରେ ବାରବାଟୀରେ ଭିଡ଼ ଲଗାଇଲେ କ୍ରିକେଟପ୍ରେମୀ

କଟକ: ଆସନ୍ତାକାଲି ବାରବାଟୀରେ ହେବ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଲଢ଼େଇ। ଏହାପୂର୍ବରୁ ଆଜି ହିଁ ମୈଦାନରେ କସରତ କରିଛନ୍ତି ଉଭୟ ଭାରତୀୟ ଓ ଆଫ୍ରିକୀୟ ଖେଳାଳି। ଦ୍ୱିତୀୟ ଟି-୨୦ ମ୍ୟାଚ ପାଇଁ ଅଭ୍ୟାସ କରିଛନ୍ତି ପନ୍ତ ବାହିନୀ। ଅଭ୍ୟାସ ସମୟରେ ମଧ୍ୟ ଭାରତ ଦଳର ଖେଳାଳିଙ୍କୁ ଦେଖିବାକୁ…
ଅଧିକ ଖବର ଦେଖନ୍ତୁ...

ଯୋଗୀଙ୍କ ସୁରକ୍ଷାରେ ତ୍ରୁଟିକୁ ନେଇ ନିଲମ୍ବିତ ହେଲେ ୮ ଜଣ ପୁଲିସ କର୍ମୀ

ଲଖନଉ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସୁରକ୍ଷାରେ ତ୍ରୁଟି ଘଟଣାରେ ୮ ଜଣ ପୁଲିସ କର୍ମୀଙ୍କୁ ନିଲମ୍ବନ କରାଯାଇଛି | ନିଲମ୍ବନ ହୋଇଥିବା ପୁଲିସ କର୍ମୀଙ୍କ ମଧ୍ୟରେ ଜଣେ ଇନ୍ସପେକ୍ଟରଙ୍କ ସମେତ ଜଣେ ସବ୍-ଇନ୍ସପେକ୍ଟର, ୪ ଜଣ କନଷ୍ଟେବଳ, ୨ ଜଣ ମହିଳା କନଷ୍ଟେବଳ ଅଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଯେଉଁ ଷ୍ଟେଜରେ ସଙ୍ଗୀତ ପରିବେଷଣ କରିଥିଲେ କେକେ, ସେହି ଷ୍ଟେଜକୁ ନେଇ ବଡ଼ ଖୁଲାସା କଲେ ଅର୍ଜୁନ

କୋଲକାତା : ଖ୍ୟାତନାମା ବଲିଉଡ୍ କଣ୍ଠଶିଳ୍ପୀ କୃଷ୍ଣକୁମାର କୁନ୍ନାଥ ଓରଫ କେକେ (୫୩)ଙ୍କର ମଙ୍ଗଳବାର ସନ୍ଧ୍ୟାରେ କୋଲକାତାଠାରେ ଅକାଳ ବିୟୋଗ ସଂଗୀତ ଜଗତକୁ ସ୍ତବ୍ଧ କରିଦେଇଛି। ଏକ କନ୍‌ସର୍ଟରେ ସଂଗୀତ ପରିବେଷଣ କରିବାର କିଛି ଘଣ୍ଟା ପରେ ସେ ଅସୁସ୍ଥ ହୋଇପଡ଼ିଥିଲେ ଏବଂ ହସ୍ପିଟାଲରେ…
ଅଧିକ ଖବର ଦେଖନ୍ତୁ...

ମାଓବାଦୀଙ୍କ ବିସ୍ଫୋରଣ ଉଦ୍ୟମ ପଣ୍ଡ, ୩ କିଲୋ ଓଜନର ଲ୍ୟାଣ୍ଡମାଇନ ଉଦ୍ଧାର

ମାଲକାନଗିରି: ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ମାଓବାଦୀ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଲ୍ୟାଣ୍ଡମାଇନ ଖଞ୍ଜିଥିଲେ। ତେବେ ଲ୍ୟାଣ୍ଡମାଇନ ବିସ୍ଫୋରଣ କରିବା ପୂର୍ବରୁ ଯବାନ ଏହି ଲ୍ୟାଣ୍ଡମାଇନକୁ ଉଦ୍ଧାର କରି ନିଷ୍କ୍ରିୟ କରିଛନ୍ତି। ଗୋରାନ ଏବଂ ମରକେଲ ମାର୍ଗରେ ନକ୍ସଲ ରାସ୍ତା କଡରେ…
ଅଧିକ ଖବର ଦେଖନ୍ତୁ...

ମସଜିଦ, ମଦ୍ରାସାରେ କ୍ୟାମେରା ଲଗାଅ : ଭିଏଚପି

ନୂଆଦିଲ୍ଲୀ : ପ୍ରତି ମସଜିଦ ଓ ମଦ୍ରାସା ଭିତରେ ଓ ବାହାରେ ଶକ୍ତିଶାଳୀ କ୍ୟାମେରା ଲଗାଇ ସମସ୍ତ ଗତିବିଧି ଉପରେ ନଜର ରଖାଯାଉ ବୋଲି ବିଶ୍ବ ହିନ୍ଦୁ ପରିଷଦ ଦାବି କରିଛି । ଏପରିକି ମୁସଲିମ ବହୁଳ ଇଲାକାରେ ହାଇ ରିଜୋଲ୍ୟୁସନ କ୍ୟାମେରା ଲଗାଇବାକୁ ଭିଏଚପି ଦାବି କରିଛି । ଗତ ଶୁକ୍ରବାରଦିନ ନମାଜ…
ଅଧିକ ଖବର ଦେଖନ୍ତୁ...