Daily Archives

June 12, 2022

ଆନ୍ଧ୍ରରେ ପୁଣି ଜ‌ଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ

ବେଲପଡ଼ା: ପେଟକୁ ଦାନା ଯୋଗାଡ଼ ପାଇଁ ଆନ୍ଧ୍ରପ୍ରଦେଶର ଇଟାଭାଟିକୁ ଦାଦନ ଖଟିବାକୁ ଯାଇଥିବା ବଲାଙ୍ଗୀର ଜିଲ୍ଲାର ଆଉ ଜଣେ ଶ୍ରମିକଙ୍କ ସେଠାରେ ମୃତ୍ୟୁ ଘଟିଛି। ଏହି ଘଟଣାକୁ ମିଶାଇ ମାସକ ମଧ୍ୟରେ ଅଞ୍ଚଳର ୩ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଲାଣି। ତଥାପି ଶ୍ରମ ବିଭାଗ ଚୁପ୍‌ ରହିଛି। ସେହିପରି…
ଅଧିକ ଖବର ଦେଖନ୍ତୁ...

କଳାହାଣ୍ଡିରେ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ଅନ୍ତର୍ଗତ ବିକାଶ କାମର ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ବର: କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଅର୍ଜ୍ଜୁନ ମୁଣ୍ଡା ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି କଳାହାଣ୍ଡିରେ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ତାଙ୍କର ଏହି ସରକାରୀ ଗସ୍ତ ଆଜି ଠାରୁ ୧୪ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ରବିବାର କେନ୍ଦ୍ର ମନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

ଶ୍ବଶୁର ଘରକୁ ଆସି ଜ୍ବାଇଁର ଆତ୍ମହତ୍ୟା

ଘୁ.ଉଦୟଗିରି : ଶ୍ବଶୁର ଘରକୁ ଆସି ଆତ୍ମହତ୍ୟା କଲେ ଜ୍ବାଇଁ।  କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ସହର ୪ ନମ୍ବର ୱାର୍ଡ଼ ଶ୍ରୀରାମପଦା ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ମୃତକଜଣକ ହେଉଛନ୍ତି, ଟିକାବାଲି ଥାନା ଅଧୀନ ପାଣିଙ୍ଗିଆ ଗ୍ରାମ କଲୋନି ସାହିର ନରେଶ ଦିଗାଳ (୪୮)। ଶ୍ରୀରାମପଦା ନିକଟ…
ଅଧିକ ଖବର ଦେଖନ୍ତୁ...

ଟାଟାର ସାର ପ୍ରକଳ୍ପକୁ ବିରୋଧ: କାମ ଆରମ୍ଭରୁ ପୁଲିସ – ଗ୍ରାମବାସୀ ଧସ୍ତାଧସ୍ତି

ଛତ୍ରପୁର : ଟାଟା ଷ୍ଟିଲ୍ ସ୍ବତନ୍ତ୍ର ଅର୍ଥନ‌ୈତିକ ଜୋନ୍ (ଏସ୍‌ଇଜେଡ୍) ଅଞ୍ଚଳରେ ଟାଟା ପକ୍ଷରୁ ‘ଦୀପକ’ ଫର୍ଟିଲାଇଜର୍ ପ୍ରକଳ୍ପ ନିର୍ମାଣକୁ ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ୍ କାଳିପଲ୍ଲୀ ଓ ବାସନପୁଟି ଗ୍ରାମବାସୀ ଘୋର ବିରୋଧ କରି ଆନ୍ଦୋଳନ ଜାରି ରଖିଛନ୍ତି। ଆଜି ମଧ୍ୟ ପୁଲିଓ…
ଅଧିକ ଖବର ଦେଖନ୍ତୁ...

ଘର ଭାଙ୍ଗିବା ବେଳେ ପ୍ରୟାଗରାଜ ହିଂସାକାଣ୍ଡର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଜାଭେଦ୍‌ ପମ୍ପ୍‌ ଘରୁ ମିଳିଲା ବନ୍ଧୁକ

ପ୍ରୟାଗରାଜ: ପ୍ରୟାଗରାଜରେ ହୋଇଥିବା ହିଂସାକାଣ୍ଡର ମାଷ୍ଟରମାଇଣ୍ଡ ଜାଭେଦ୍ ମହମ୍ମଦ ଓରଫ ଜାଭେଦ୍ ପମ୍ପ ସହ ଜଡିତ ଏକ ବଡ ଖବର ସାମ୍ନାକୁ ଆସିଛି। ଆଜି ଜାଭେଦର ଅବୈଧ ନିର୍ମାଣକୁ ଭଙ୍ଗାଯିବାବେଳେ ପୁଲିସ ଘରୁ ୧୨ ବୋର ଏବଂ ୩୧୫ ବୋର ପିସ୍ତଲ ସମେତ ଅନେକ ବେଆଇନ ଅସ୍ତ୍ରଶସ୍ତ୍ର ଜବତ କରିଛି।…
ଅଧିକ ଖବର ଦେଖନ୍ତୁ...

ମଦ ବେପାର ବିବାଦରୁ ଫାର୍ସାରେ ସାନଭାଇକୁ ହାଣି ହତ୍ୟା କଲା ବଡ଼ଭାଇ 

ବୁଗୁଡ଼ା: ମଦ ବେପାର ଓ ପାରିବାରିକ ବିବାଦରୁ ସାନଭାଇକୁ ଫାର୍ସାରେ ହାଣି ନିର୍ମମ ଭାବେ ହତ୍ୟା କଲା ବଡ଼ଭାଇ। ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଭାମଶିଆଳି ପଞ୍ଚାୟତ ଶତ୍ରୁସୋଲ ଗ୍ରାମରେ ଆଜି ସନ୍ଧ୍ୟା‌ରେ ଏଭଳି ଏକ ଅଭାବନୀୟ ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ମୃତକଜଣକ ହେଉଛନ୍ତି, କାମରାଜୁ ନାୟକ…
ଅଧିକ ଖବର ଦେଖନ୍ତୁ...

‘କୁଣ୍ଡଳୀ ଭାଗ୍ୟ’ ଛାଡୁଛନ୍ତି ଧୀରଜ ଧୁପର୍‌; କାରଣ କହି ଭାବପ୍ରବଣ ହେଲେ

ମୁମ୍ବାଇ: ଲୋକପ୍ରିୟ ଟିଭି ସୋ’ ‘କୁଣ୍ଡଳୀ ଭାଗ୍ୟ’କୁ ନେଇ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ସୋ‌’ରେ ମୁଖ୍ୟ ଭୂମିକା ନିଭାଇଥିବା ତଥା ସୋ’ର ଅଭିନେତା ଧୀରଜ ଧୁପର୍‌ ଆଉ ଏହି ଧାରାବାହିକରେ ଦେଖିବାକୁ ମିଳିବେ ନାହିଁ। ଧୀରଜ ସୋ’ରେ କରଣ ଲୁଥ୍‌ରାଙ୍କ ଭୂମିକାରେ ନଜର ଆସି ଦର୍ଶକଙ୍କୁ…
ଅଧିକ ଖବର ଦେଖନ୍ତୁ...

ବାରବାଟୀରେ ଭାରତ ବିପକ୍ଷରେ ୪ ୱିକେଟ୍‌ରେ ମ୍ୟାଚ୍‌ ଜିତିଲା ଦକ୍ଷିଣ ଆଫ୍ରିକା, ଶୃଙ୍ଖଳାରେ ୨-୦ରେ ଅଗ୍ରଣୀ

କଟକ: ଟିମ୍‌ ଇଣ୍ଡିଆ ପୁଣି ଭାରତୀୟ ପ୍ରଶଂସକଙ୍କୁ ନିରାଶ କରିଛି। ସ୍ଥାନୀୟ ବାରବାଟୀ ଷ୍ଟାଡିୟମରେ ରବିବାର ଭାରତକୁ ଦକ୍ଷିଣ ଆଫ୍ରିକା ୪ ୱିକେଟ୍‌ରେ ପରାସ୍ତ କରିଛି। ଚଳିତ ଟି-୨୦ ଶୃଙ୍ଖଳାର ୨ୟ ମୁକାବିଲାରେ ଦକ୍ଷିଣ ଆଫ୍ରିକା ୧୪୯ ରନ୍‌ର ବିଜୟ ଲକ୍ଷ୍ୟକୁ ୫ଟି ୱିକେଟ ହରାଇ  ୧୮.୨ ଓଭରରେ…
ଅଧିକ ଖବର ଦେଖନ୍ତୁ...

ଆମ ନବୀନ ତୁମ ନବୀନ ନୁହେଁ, ସଫେଇ ଦେଲା ଜିନ୍ଦଲ ଗ୍ରୁପ

ନୂଆଦିଲ୍ଲୀ: ନିକଟରେ ପ୍ରଫେଟ୍‌ ମହମ୍ମଦଙ୍କ ମନ୍ତବ୍ୟ ପାଇଁ ବିଜେପି ଏହାର ଦୁଇ ନେତାଙ୍କୁ ଦଳରୁ ବହିଷ୍କାର କରିଥିଲା। ସେମାନଙ୍କ ମଧ୍ୟରୁ ନୁପୁର ଶର୍ମା ଏବଂ ଜଣେ ନବୀନ କୁମାର ଜିନ୍ଦଲ ଥିଲେ। ବିଗତ କିଛି ଦିନ ଧରି ଏହି ଦୁଇଟି ନାମ ଟ୍ରେଣ୍ଡରେ ଅଛି | ବର୍ତ୍ତମାନ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ରାଜନେତାଙ୍କ ଲାଗି ଦିନଟି ଭଲ ରହିବ। ଆପଣଙ୍କ କଥାରେ ଲୋକେ ପ୍ରଭାବିତ ହେବେ। ରୋଜଗାର ପାଇଁ ଉଚିତ ଅବସର ପାଇବେ। ବିବାହିତଙ୍କ ଲାଗି ଦିନଟି ଉତ୍ତମ। ବୃଷ: କୋର୍ଟ କଚେରି ମାମଲାରେ ସଫଳତା ପାଇବେ। ଜୀବନସାଥୀଙ୍କ ଉପରେ ଭରସା ରଖନ୍ତୁ। ଅଫିସରେ…
ଅଧିକ ଖବର ଦେଖନ୍ତୁ...