Daily Archives

June 13, 2022

କେବେ ଆସିବ ମୌସୁମୀ : କୋରାପୁଟିଆ ବର୍ଷାକୁ ଚାହିଁଛି ଚାଷୀ

କୋରାପୁଟ :  ସଅଳ ମୌସୁମୀ ଆସିବ ଆସିବ ବୋଲି ଆକଳନ ହୋଇଥିଲା । ଭଲ ବର୍ଷା ବି କରାଇ ଚାଷୀଙ୍କୁ ପୁରା ଖୁସ୍‌ କରିଦବ ବୋଲି ପୁର୍ବାନୁମାନ କରିଥିଲା ପାଣିପାଗ ବିଭାଗ। କିନ୍ତୁ ଆରମ୍ଭରୁ ଧୋକା ଦେଇଛି ମୌସୁମୀ। ରଜ ପୂର୍ବରୁ ମୌସୁମୀର ଦେଖା ଦର୍ଶନ ନ ଥିଲାବେଳେ ବିଳମ୍ବରେ ଆସି ପହଞ୍ଚିଛି।…
ଅଧିକ ଖବର ଦେଖନ୍ତୁ...

ବେରୋଜଗାରୀ ପ୍ରସଙ୍ଗରେ ଓୱେସୀଙ୍କ ସହ ସ୍ୱର ମିଳାଇଲେ ବିଜେପି ସାଂସଦ ବରୁଣ ଗାନ୍ଧୀ 

ନୂଆଦିଲ୍ଲୀ: ଗତ କିଛି ମାସ ହେବ ବିଜେପି ସାଂସଦ ବରୁଣ ଗାନ୍ଧୀ ନିଜ ସରକାରକୁ ସମାଲୋଚନା କରିଆସୁଛନ୍ତି। କୃଷକ ଏବଂ ବେକାରୀ ପ୍ରସଙ୍ଗରେ ସେ ଅନେକ ଥର ଆଲୋଚନା କରିଛନ୍ତି | ବର୍ତ୍ତମାନ ପିଲିଭିତରୁ ବିଜେପି ସାଂସଦ ତାଙ୍କ ଭିଡିଓ ସେୟାର କରିଥିବାରୁ ଏଆଇଏମଆଇଏମର ମୁଖ୍ୟ ଆସାଦୁଦ୍ଦିନ…
ଅଧିକ ଖବର ଦେଖନ୍ତୁ...

ରେଳଫାଟକରେ ଫସି ରହିଲା ମାଲ୍‌ଗାଡ଼ି, ଅଢ଼େଇ ଘଣ୍ଟା ବିଳମ୍ବରେ ପହଞ୍ଚିଲା ତପସ୍ବିନୀ

ରାଉରକେଲା : ବନ୍ଧମୁଣ୍ଡା କୁକୁଡା ରେଳଫାଟକ ନିକଟରେ ଯାନ୍ତ୍ରୀକ ତ୍ରୁଟି ଯ‌ୋଗୁ ମାଲ୍‌ଗାଡି ପ୍ରାୟ ଅଢ଼େଇ ଘଣ୍ଟା ଅଟକ ରହିଥିଲା। ଫଳରେ ମୁମ୍ବାଇ-ହାୱଡା ମୁଖ୍ୟ ମାର୍ଗରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ରାଉରକେଲା ଦେଇ ଯାଉଥିବା ତପସ୍ବିନୀ ଏକ୍ସପ୍ରେସ୍‌, ଗୀତାଞ୍ଜଳି ଏକ୍ସପ୍ରେସ୍‌ ଓ…
ଅଧିକ ଖବର ଦେଖନ୍ତୁ...

କଶ୍ମୀରରେ ଆତଙ୍କବାଦୀଙ୍କ ଦ୍ୱାରା ହତ୍ୟା କରାଯାଇଥିବା ହିନ୍ଦୁଙ୍କ ପାଇଁ ଶ୍ରାଦ୍ଧ କରିବେ ଅନୁପମ ଖେର୍

ମୁମ୍ବାଇ: କଶ୍ମୀରରେ ଆତଙ୍କବାଦୀଙ୍କ ଦ୍ୱାରା ହତ୍ୟା କରାଯାଇଥିବା ହିନ୍ଦୁମାନଙ୍କ ଆତ୍ମାର ଶାନ୍ତି ପାଇଁ ଶ୍ରାଦ୍ଧ କରିବେ ବଲିଉଡ ଅଭିନେତା ଅନୁପମ ଖେର। ଜୁନ୍ ୧୫ରେ କାଶିର ପିଶାଚ ମୋଚନ୍ ତିର୍ଥଠାରେ ଶ୍ରାଦ୍ଧ କରିବେ ଅନୁପମ। କଶ୍ମୀରରେ ହୋଇଥିବା ହତ୍ୟାକାଣ୍ଡରେ ଶହ ଶହ ହିନ୍ଦୁଙ୍କର ମୃତ୍ୟୁ…
ଅଧିକ ଖବର ଦେଖନ୍ତୁ...

୪୬ଟି ଆବେଦନର ଶୁଣାଣି କଲେ ଜିଲ୍ଲା ପ୍ରଶାସନ

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶ୍ରା ବ୍ଲକଠାରେ ଯୁଗ୍ମ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଭୈରବ ସିଂ ପଟେଲ ଉପସ୍ଥିତ ରହି ବିଶ୍ରା ବ୍ଲକର ବିଭିନ୍ନ…
ଅଧିକ ଖବର ଦେଖନ୍ତୁ...

ଏନ୍‌ଆଇଟି ଛାତ୍ରଙ୍କୁ ‘ଫୁଲ୍‌ବ୍ରାଇଟ୍‌-କଲାମ୍’ ଜଳବାୟୁ ଫେଲୋସିପ୍

ରାଉରକେଲା: ରାଉରକେଲାସ୍ଥ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(ଏନ୍‌ଆଇଟି)ର ପୃଥିବୀ ଓ ବାୟୁମଣ୍ଡଳ ବିଜ୍ଞାନର ପିଏଚ୍‌ଡି ଛାତ୍ର ମନୋଜ ହରିହରନ୍ ‘ଫୁଲବ୍ରାଇଟ୍-କଲାମ ଜଳବାୟୁ ଫେଲୋସିପ୍’ ପାଇବାରେ ଯୋଗ୍ୟ ବିବେଚିତ ହୋଇଛନ୍ତି। ବିଭାଗର ପ୍ରଫେସର ଭୀଷ୍ମ ତ୍ୟାଗୀଙ୍କ ତତ୍ତ୍ୱାବଧାନରେ ମନୋଜ…
ଅଧିକ ଖବର ଦେଖନ୍ତୁ...

୮୦ ଫୁଟ୍‌ ତଳେ ଥିବା ରାହୁଲ ପାଖକୁ ପହଞ୍ଚିବାକୁ ଆଉ ମାତ୍ର ୨ ଫୁଟ୍‌, ଯେକୌଣସି ସମୟରେ ଉଦ୍ଧାର ହୋଇପାରେ

ଝାରସୁଗୁଡ଼ା : ବୋରୱେଲ ପାଇଁ ଖୋଳାଯାଇଥିବା ଏକ ଗର୍ତ୍ତରେ ଖସି ପଡ଼ିଥିବା ରାହୁଲ ସାହୁ (୧୦)ଙ୍କୁ ଉଦ୍ଧାର ପାଇଁ ଉଦ୍ଧାରକାରୀ ଦଳ ପ୍ରାଣପଣେ ଉଦ୍ୟମ ଜାରି ରଖିଛନ୍ତି। ଟାଣ ମାଟି ଓ ପଥର କାଟି ଉଦ୍ଧାରକାରୀ ଦଳ ରାହୁଲ ପାଖରେ ପହଞ୍ଚିବାକୁ ଯେଉଁ ଉଦ୍ୟମ କରିଛନ୍ତି ସେଥିରେ ସଫଳ ହେବାକୁ ଆଉ…
ଅଧିକ ଖବର ଦେଖନ୍ତୁ...

ଶିକ୍ଷକଙ୍କଠାରୁ ୯୦ ହଜାର ଟଙ୍କା ଝାମ୍ପିନେଲେ ଲୁଟେରା

ଟିଟିଲାଗଡ଼ : ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ସହରର ବିୟରବାର୍‌ ଗେଟ୍‌ ସାମନାରୁ ଜଣେ ଶିକ୍ଷକଙ୍କଠାରୁ ୯୦ ହଜାର ଟଙ୍କା ଲୁଟ୍‌ ହୋଇଛି। ଲୁଟେରାମାନେ ତାଙ୍କ ପକେଟରେ ଏକ ପଲିଥିନ ବ୍ୟାଗ୍‌ରେ ଥିବା ଉକ୍ତ ଟଙ୍କା ତକ ଝାମ୍ପି ନେଇ ଆଖି ପିଛୁଳାକେ ଫେରାର୍‌ ହୋଇଯାଇଥିଲେ। ଅଭିଯୋଗ ପରେ…
ଅଧିକ ଖବର ଦେଖନ୍ତୁ...

ଆଖିରେ ଦୁନିଆ ଦେଖିପାରନ୍ତିନି ସତ, ହେଲେ ତାଙ୍କ ଡିଜାଇନ କିଣେ ସମସ୍ତଙ୍କ ମନ

ଅହମଦାବାଦ: ଆଖିରେ ସିଏ ଦୁନିଆ ଦେଖିପାରନ୍ତିନି, ହେଲେ ତାଙ୍କ ହାତର ଯାଦୁ ସୁତା ଚୌକିରେ ଦେଖିବାକୁ ମିଳିଥାଏ | ତାଙ୍କର ଆକର୍ଷଣୀୟ ଡିଜାଇନ ସମସ୍ତଙ୍କ ମନ କିଣିନିଏ | ଆଜି ଆମେ ଆପଣଙ୍କୁ ଗୁଜୁରାଟର ଏକ ଛୋଟ ଗାଁ ସୋଜିତ୍ରା ନିବାସୀ ୬୮ ବର୍ଷୀୟ ମଗନ୍ ଭାଇ ଠାକୋରଙ୍କ ବାବଦରେ…
ଅଧିକ ଖବର ଦେଖନ୍ତୁ...

ପୁଣି ଥରେ କରୋନାର ଗଡ଼ ହେଲାଣି ମହାରାଷ୍ଟ୍ର, ୧୦ଦିନରେ ୨୪୧ ପ୍ରତିଶତ ବଢ଼ିଲାଣି ସଂକ୍ରମଣ

ମୁମ୍ବାଇ: କରୋନା ପୁଣି ଥରେ ଦେଶକୁ ଭୟଭୀତ କରିବା ଆରମ୍ଭ କରିଛି। କ୍ରମାଗତ ତୃତୀୟ ଦିନ ମଧ୍ୟ ଦେଶରେ ୮ ହଜାରରୁ ଅଧିକ ଲୋକ କରୋନା ସଂକ୍ରମିତ ‌ହୋଇଛନ୍ତି। ଦେଶରେ ସକ୍ରିୟ ମାମଲା ୪୮ହଜାର ପାଖାପାଖି ପହଞ୍ଚିଲାଣି। ଏଥି ସହିତ ମହାରାଷ୍ଟ୍ର ପୁଣି ଥରେ କରୋନାର ଏକ ଗଡ଼ରେ ପରିଣତ ହେଉଛି। ୧୦…
ଅଧିକ ଖବର ଦେଖନ୍ତୁ...