Daily Archives

June 13, 2022

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ନୂଆ ବିଚାର ଯଥେଷ୍ଟ ଆର୍ଥିକ ଲାଭ ଦେବ। ଆପଣଙ୍କର ଚେଷ୍ଟା ଫଳପ୍ରଦ ହେବ। ସନ୍ଧ୍ୟାରେ ବନ୍ଧୁମାନଙ୍କ ସହ ସମୟ ବିତିବ। ଦାମ୍ପତ୍ୟ ଜୀବନରେ ନୂଆ ଖୁସି ଆସିବ। ବୃଷ: ଭାଗ୍ୟ ଆପଣଙ୍କ ସହ ରହିବ। କାର୍ଯ୍ୟକ୍ଷେତ୍ରରେ କିଛି ନୂଆ ଶିଖିବାକୁ ଚେଷ୍ଟା କରିବେ।…
ଅଧିକ ଖବର ଦେଖନ୍ତୁ...

ଆମକୁ ସମନ ବେଳେ ନିରବ ଥିଲ, ଏବେ କାହିଁକି ବିକ୍ଷୋଭ କରୁଛ? କିଛି ଏଭଳି କହିଲା ଟିଏମସି 

କୋଲକାତା: କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୋମବାର ନ୍ୟାସନାଲ ହେରାଲ୍ଡ ମାମଲାରେ ଇଡି ସମ୍ମୁଖରେ ହାଜର ହୋଇଥିଲେ। ଏହାକୁ ନେଇ କଂଗ୍ରେସ ନେତାମାନେ ପ୍ରଦର୍ଶନ କରିଥିଲେ। ତେବେ ଏହି ପ୍ରଦର୍ଶନକୁ ନେଇ ଟିଏମସି ମୁଖପତ୍ର 'ଜାଗୋ ବଙ୍ଗଳା'ରେ ଏହାକୁ ତାଛଲ୍ୟ କରାଯାଇଛି | କଂଗ୍ରେସର ଏହି…
ଅଧିକ ଖବର ଦେଖନ୍ତୁ...

ମୁମ୍ବାଇରେ ଓମିକ୍ରନ୍‌ ସବ୍‌-ଭାରିଆଣ୍ଟର ୩ ମାମଲା ଚିହ୍ନଟ

ମୁମ୍ବାଇ: କୋଭିଡ୍‌ ବା କରୋନାଭାଇରସ୍‌ ବିଏ.୪ ର ତିନି ଜଣ ରୋଗୀ ଏବଂ କରୋନା ଭାଇରସ ବିଏ.୫ ଓମିକ୍ରନ୍‌ ସବ୍‌ ଭାରିଆଣ୍ଟ ମଧ୍ୟରୁ ଜଣେ ମୁମ୍ବାଇରେ ଚିହ୍ନଟ ହୋଇଛନ୍ତି ଏବଂ ଏବେ ସମସ୍ତେ ସଂକ୍ରମଣରୁ ସୁସ୍ଥ ହୋଇ ସାରିଛନ୍ତି ବୋଲି ମହାରାଷ୍ଟ୍ର ସ୍ୱାସ୍ଥ୍ୟ ବିଭାଗ ସୋମବାର କହିଛି।…
ଅଧିକ ଖବର ଦେଖନ୍ତୁ...

ଡକାୟତି ଉଦ୍ୟମ ମାମଲାର ତିନି ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

ଜୟପୁର : ଡକାୟତି ଉଦ୍ୟମ ମାମଲାରେ ଗିରଫ ହୋଇଥିବା ତିନିଜଣ ଅଭିଯୁକ୍ତ ନିର୍ଦ୍ଦେଷରେ ଖଲାସ ହୋଇଛନ୍ତି । ଉପଯୁକ୍ତ ପ୍ରମାଣ ଅଭାବରୁ କୋର୍ଟ ସେମାନଙ୍କୁ ଖଲାସ କରିଦେଇଛନ୍ତି । ଗତ ୨୦୧୮ମସିହା ପେବ୍ରୁଆରୀ ମାସ ୬ତାରିଖରେ ଜୟପୁର ଟାଉନଥାନା ପୁଲିସ ପକ୍ଷରୁ ରାତ୍ରକାଳୀନ ପାଟ୍ରୋଲିଂ…
ଅଧିକ ଖବର ଦେଖନ୍ତୁ...

କ୍ରୋଧକୁ ଶାନ୍ତ କରିବାକୁ ଆପଣାନ୍ତୁ ଏଇ ୪ ଉପାୟ

ନୂଆଦିଲ୍ଲୀ: ଦେଖିବାକୁ ଗଲେ କୌଣସି ପିତାମାତା ଜାଣି ଜାଣି ନିଜ ପିଲାମାନଙ୍କ ଉପରେ କ୍ରୋଧ କରିବାକୁ ଚାହାନ୍ତି ନାହିଁ । ହେଲେ ବେଳେବେଳେ ଏପରି ପରିସ୍ଥିତି ସୃଷ୍ଟି ହୁଏ ଯେ ସେମାନେ ବାଧ୍ୟ ହୋଇ ନିଜ ପିଲାମାନଙ୍କ ଉପରେ କ୍ରୋଧିତ ହୁଅନ୍ତି । ଅନେକ ଥର ଏହାର କାରଣ ପିଲାମାନଙ୍କର କାର୍ଯ୍ୟକଳାପ…
ଅଧିକ ଖବର ଦେଖନ୍ତୁ...

ପୂର୍ବତନ କ୍ରିକେଟର ଓ ଅମ୍ପାୟାରଙ୍କ ପେନସନ ବୃଦ୍ଧି କଲା ବିସିସିଆଇ

ନୂଆଦିଲ୍ଲୀ: ପୂର୍ବତନ କ୍ରିକେଟର ଓ ଅମ୍ପାୟାରଙ୍କ ପେନସନ ବୃଦ୍ଧି କଲା ବିସିସିଆଇ। ବିସିସିଆଇ ସୋମବାର ପୂର୍ବତନ କ୍ରିକେଟର (ଉଭୟ ପୁରୁଷ ଏବଂ ମହିଳା) ଏବଂ ପୂର୍ବତନ ଅମ୍ପାୟାରଙ୍କ ମାସିକ ପେନ୍‌ସନ୍‌ ବୃଦ୍ଧି କରିବାକୁ ଘୋଷଣା କରିଛି। ଯେଉଁମାନଙ୍କୁ ମାସିକ ୧୫,୦୦୦ ପେନସନ ମିଳୁଥିଲା…
ଅଧିକ ଖବର ଦେଖନ୍ତୁ...

ପ୍ରଫେଟଙ୍କୁ ନେଇ ନୂପୁରଙ୍କ ଟିପ୍ପଣୀ ପାଇଁ ବିପଦରେ ଭାରତ, ବଢ଼ୁଛି ସାଇବର ଆକ୍ରମଣ

ନୂଆଦିଲ୍ଲୀ: ଜାତୀୟ ମୁଖପାତ୍ର ନୂପୁର ଶର୍ମା ପ୍ରଫେଟ ମହମ୍ମଦଙ୍କୁ ନେଇ ଟିଭି ବିତର୍କରେ ନିଜ ବୟାନ ଦେବା ପରେ ଏବେ ଦେଶରେ ହିଂସା ଆରମ୍ଭ ହୋଇଛି। ବିଭିନ୍ନ ରାଜ୍ୟରେ ହିଂସା ଆରମ୍ଭ ହୋଇଥିବା ବେଳେ ନୂପୁର ଶର୍ମାଙ୍କ ଗିରଫ ଦାବି ଜୋର ଧଣିଛି। କିଛି ଦେଶ ମଧ୍ୟ ଭାରତୀୟ ସାମଗ୍ରୀ ଉପରେ…
ଅଧିକ ଖବର ଦେଖନ୍ତୁ...

ପ୍ରତିରକ୍ଷା ବାହିନୀ ପାଇଁ ‘ଅଗ୍ନିପଥ’ ଯୋଜନାରେ ୪ବର୍ଷିଆ ନିଯୁକ୍ତି ପ୍ରଦାନ କରିବେ ସରକାର

ନୂଆଦିଲ୍ଲୀ: ପ୍ରତିରକ୍ଷା ବାହିନୀ ପାଇଁ କେନ୍ଦ୍ର ସରକାର ‘ଅଗ୍ନିପଥ’ ନିଯୁକ୍ତି ଯୋଜନା ପ୍ରଣୟନ କରିବେ। ଯାହା ଅଧୀନରେ କେବଳ ଚାରି ବର୍ଷର କାର୍ଯ୍ୟକାଳ ପାଇଁ ସୈନ୍ୟ ନିଯୁକ୍ତ କରାଯିବ। ଯୋଜନା ଅନୁଯାୟୀ, ଏହି ଯୋଜନାର ସବିଶେଷ ବିବରଣୀ ଆୟୋଜିତ ହେବାକୁ ଥିବା ତିନି ସେନା ମୁଖ୍ୟଙ୍କ ଏକ ମିଳିତ…
ଅଧିକ ଖବର ଦେଖନ୍ତୁ...

ଜାତୀୟ ଆଦିବାସୀ ନୃତ୍ୟ ପ୍ରତିଯୋଗିତାରେ ୩ୟ ସ୍ଥାନ ଅଧିକାର କଲା କୋରାପୁଟର ଦୁରୁଆ ନୃତ୍ୟ

କୋରାପୁଟ : ଆନ୍ଧ୍ର ପ୍ରଦେଶର ବିଶାଖାପାଟଣା ଠାରେ ରବିବାର ଦିନ ଆୟୋଜିତ ଜାତୀୟ ଆଦିବାସୀ ନୃତ୍ୟ ମହୋତ୍ସବରେ ଉତ୍ତମ ପ୍ରଦର୍ଶନ କରି କୋରାପୁଟ ଜିଲ୍ଲାର ଦୁରୁଆ ନୃତ୍ୟ  ତୃତୀୟ ସ୍ଥାନ ଅଧିକାର କରିଛି । ଶାବେରୀ ନଦୀ କୂଳରେ  ଗୁପ୍ତେଶ୍ବର ନିକଟବର୍ତ୍ତୀ ସିରିବେଡା ଠାରୁ ଆରମ୍ଭକରି…
ଅଧିକ ଖବର ଦେଖନ୍ତୁ...

ସିଆଇଡିର ‘ଇନ୍ସପେକ୍ଟର ସଚିନ୍’ଙ୍କ ବ୍ୟାଗରୁ ଟଙ୍କା ଓ ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ ନେଇ ଚୋର ପାର୍,…

ମୁମ୍ବାଇ: ଲୋକପ୍ରିୟ ଟିଭି ସିରିଏଲ୍ ସିଆଇଡିର ଅଭିନେତା ଇନ୍ସପେକ୍ଟର ସଚିନଙ୍କ ଭୂମିକାରେ ଅଭିନୟ କରିଥିବା ଋଷିକେଶ ଚୋରିର ଶିକାର ହୋଇଛନ୍ତି । ଖବର ଅନୁସାରେ ଋଷିକେଶ ମୁମ୍ବାଇରେ ବୁଲିବା ସମୟରେ ତାଙ୍କର ଟଙ୍କା ଏବଂ ବହୁ ଗୁରୁତ୍ବପୂର୍ଣ୍ଣ ଜିନିଷ ଚୋରି ହୋଇଛି । ସେ ତାଙ୍କ ପରିବାର ସହିତ…
ଅଧିକ ଖବର ଦେଖନ୍ତୁ...