Daily Archives

June 14, 2022

୧୦.୪ କେଜି ଗଞ୍ଜେଇ ଜବତ: ୨ ଗିରଫ, ଭୁବନେଶ୍ବର ନେବାକୁ ଟ୍ରେନ୍‌ ଜଗିଥିଲେ

ରାଉରକେଲା: ମାତ୍ର ସାତ ଦିନର ବ୍ୟବଧାନପରେ ଆଜି ପୁଣି ଗଞ୍ଜେଇ ଚାଲାଣକାରୀଙ୍କୁ କାବୁ କରିଛି ଆର୍‌ପିଏଫ୍‌-ରେଳବାଇ-ଅବକାରୀ ପୁଲିସ। ଅଭିଯୁକ୍ତ ଦ୍ବୟ ହେଉଛନ୍ତି ମଧ୍ୟପ୍ରଦେଶ ବେତୁଲ ଜିଲ୍ଲାର ରିତିକ ଗଲଫାତ(୨୧) ଓ ମନୋଜ ପାୱାର(୨୨)। ଅଭିଯୁକ୍ତମାନଙ୍କଠାରୁ ପ୍ରାୟ ୧ ଲକ୍ଷ ଟଙ୍କା ମୂଲ୍ୟର…
ଅଧିକ ଖବର ଦେଖନ୍ତୁ...

ଏବେ ନୂପୁରଙ୍କ ବିରୋଧରେ ଆନ୍ଦୋଳନ କରିବେ ଆମ୍ବେଦକରଙ୍କ ନାତି, ଆଲର୍ଟରେ ମୁମ୍ବାଇ ପୁଲିସ

ମୁମ୍ବାଇ: ସମ୍ବିଧାନ ପ୍ରଣେତା ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ନାତି ଜୁନ ୧୭ ରେ ମୁମ୍ବାଇରେ ନୂପୁର ଶର୍ମା, ମହମ୍ମଦଙ୍କ ବାବଦରେ ଦେଇଥିବା ବିବାଦୀୟ ମନ୍ତବ୍ୟ ବିରୋଧରେ ଏକ ବିଶାଳ ଆନ୍ଦୋଳନ ଘୋଷଣା କରିଛନ୍ତି । ଦଳିତ ନେତା ପ୍ରକାଶ ଆମ୍ବେଦକର ନିଜ ଦଳର କର୍ମୀ, ବଂଚିତ ବହୁଜନ ଅଘାଡି ଏବଂ…
ଅଧିକ ଖବର ଦେଖନ୍ତୁ...

୨ଟି ବୁଲେଟ ପ୍ରୁଫ ଗାଡ଼ି ଓ ୫୦ଜଣ ପୁଲିସକର୍ମୀ; କଡ଼ା ସୁରକ୍ଷା ମଧ୍ୟରେ ପଞ୍ଜାବ ଯିବ ଗ୍ୟାଙ୍ଗଷ୍ଟର ଲରେନ୍ସ

ଚଣ୍ଡୀଗଡ଼: ଶେଷରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇକୁ ଟ୍ରାନଜିଟ୍ ରିମାଣ୍ଡରେ ନେବା ପାଇଁ ପଞ୍ଜାବ ପୁଲିସକୁ ମିଳିଲା ଅନୁମତି। ଦିଲ୍ଲୀ କୋର୍ଟରେ ଲରେନ୍ସ ପଞ୍ଜାବୀ କଣ୍ଠଶିଳ୍ପୀ ସିଦ୍ଧୁ ମୁସେୱାଲାଙ୍କ ହତ୍ୟାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ବୋଲି ପଞ୍ଜାବ ପୁଲିସ କହିବା ପରେ ପଚରାଉଚରା ପାଇଁ…
ଅଧିକ ଖବର ଦେଖନ୍ତୁ...

ଖେଲୋ ଇଣ୍ଡିଆରେ ସୁନ୍ଦରଗଡ଼ର ବିଶାଳ ଓରାମଙ୍କ ଚମକ  

ସୁନ୍ଦରଗଡ଼: ଖେଲୋ ଇଣ୍ଡିଆରେ ଚମକ ଦେଖାଇଛନ୍ତି ସୁନ୍ଦରଗଡ଼ର ଖେଳାଳି । ହରିଆଣାର ପଞ୍ଚକୁଲା ଠାରେ ଚାଲିଥିବା ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାର ଖୋଖୋ ଖେଳରେ ରୌପ୍ୟ ପଦକ ହାସଲ କରି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ସୁନ୍ଦରଗଡ଼ର ବିଶାଳ ଓରାମ। ପ୍ରତିଯୋଗିତାର ବାଳକ ଦଳରେ ସେ ଓଡ଼ିଶାର ପ୍ରତିନିଧିତ୍ଵ…
ଅଧିକ ଖବର ଦେଖନ୍ତୁ...

ଶ୍ରୀହୀନ ହୋଇପଡିଛି ମାଲକାନଗିରି କ୍ରୀଡା ଛାତ୍ରାବାସ; ଏବେ ମାତ୍ର ୧୮ ଜଣ କ୍ରୀଡା ଛାତ୍ର ରହୁଛନ୍ତି

ମାଲକାନଗିରି: କ୍ରୀଡା କ୍ଷେତ୍ରରେ ଲୁକାୟିତ ପ୍ରତିଭା ଆନେଶ୍ୱନ ନିମନ୍ତେ କେତେ କଣ ଯୋଜନା କେନ୍ଦ୍ର ଏବଂ ରାଜ୍ୟ ସରକାର ପ୍ରଣୟନ କରିଛନ୍ତି। ଏହି ଯୋଜନାରୁ ରାଜ୍ୟର ଅନେକ ପ୍ରାତିଭା ଦେଶ ରାଜ୍ୟ ନିମନ୍ତେ ସୁନାମ ଆଣିଦେଇଛନ୍ତି। ଯେମିତି ସୁନ୍ଦରଗଡ଼ ଜିଲ୍ଲାକୁ ହକିର ଏନ୍ତୁଡ଼ିଶାଳ କୁହାଯାଇଥିବା…
ଅଧିକ ଖବର ଦେଖନ୍ତୁ...

ଜୀବନଜ୍ୟୋତି ଆଶ୍ରମରେ କୁନିକୁନି ଝିଅଙ୍କ ସହିତ ରଜ ଉତ୍ସବ ପାଳନ କଲା ଓଡ଼ିଶା-ମୋ ପରିବାର

ଭୁବନେଶ୍ୱର: ଆଜି ଓଡ଼ିଶାର ପାରମ୍ପରିକ ଗଣପର୍ବ ପହିଲିରଜକୁ ଓଡ଼ିଶା-ମୋ ପରିବାର ଏକ ନିଆରା ଢଙ୍ଗରେ ପାଳନ କରିଛି । ଭୁବନେଶ୍ୱରର ଖଣ୍ଡଗିରି ଅଞ୍ଚଳରେ ଥିବା ଜୀବନଜ୍ୟୋତି ଆଶ୍ରମ ଯେଉଁଠାରେ କୁନି କୁନି ଝିଅମାନେ ରହି ଆସୁଛନ୍ତି, ସେମାନଙ୍କ ସହିତ ଓଡ଼ିଶା-ମୋ ପରିବାରର ସଦସ୍ୟମାନେ ରଜ ଉତ୍ସବ…
ଅଧିକ ଖବର ଦେଖନ୍ତୁ...

ଦକ୍ଷିଣ ଆଫ୍ରିକାକୁ ୪୮ ରନରେ ହରାଇଲା ଟିମ୍ ଇଣ୍ଡିଆ

ବିଶାଖାପାଟଣା : ବିଶାଖାପାଟଣାର ଡ.ଓ୍ବାଇ.ଏସ.ରାଜଶେଖର ରେଡ୍ଡି ଷ୍ଟାଡିୟମଠାରେ ଖେଳାଯାଇଥିବା ୩ୟ ଟି-୨୦ ଅନ୍ତର୍ଜାତୀୟରେ ଦକ୍ଷିଣ ଆଫ୍ରିକାକୁ ୪୮ ରନରେ ପରାସ୍ତ କରିଛି ଭାରତ । ଏହି ବିଜୟ ସହ ସିରିଜକୁ ୨-୧ ସ୍ତରକୁ ନେଇ ଆସିଛି ଭାରତ । ସିରିଜ ଜିତିବାକୁ ହେଲେ ଭାରତକୁ ଆଗାମୀ ୨ଟି ମ୍ୟାଚ…
ଅଧିକ ଖବର ଦେଖନ୍ତୁ...

୮୦ ଫୁଟ ଗଭୀର ବୋରୱେଲରେ ବାଳକ ଖସିପଡ଼ିବା ଘଟଣା: ଉଦ୍ଧାରକାରୀଙ୍କୁ ପାଖରେ ଦେଖି ଚିତ୍କାର କଲା ରାହୁଲ

ଜାଞ୍ଜଗିର: ଦୀର୍ଘ ୧୦୦ ଘଣ୍ଟାରୁ ଅଧିକ ସମୟ ଧରି ୮୦ ଫୁଟ୍‌ ବୋରୱେଲ ଭିତରେ ରହି ୫ ଦିନ ହେବ ଜୀବନ-ମୃତ୍ୟୁ ସହିତ ସଂଘର୍ଷ କରୁଥିବା ଛତିଶଗଡ଼ର ୧୦ ବର୍ଷୀୟ ବାଳକ ଉଦ୍ଧାରକାରୀ ଟିମ୍‌କୁ ଦେଖିଛି। ଉଦ୍ଧାରକାରୀ ଟିମ୍‌କୁ ଦେଖିବା ପରେ ରାହୁଲ ଆଶାର ଆଲୋକ ଦେଖିଛି। ତା ମନରେ ନୂଆ ଆଶା ଜାଗିଉଠିଛି…
ଅଧିକ ଖବର ଦେଖନ୍ତୁ...

ଦୁଇ ଛୁଆଙ୍କ ସହ ଟ୍ରେନ ଆଗକୁ ଡେଇଁଲା ମା

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ରାଜଧାନୀ ଦିଲ୍ଲୀର ହୋଲାମବି କାଲାନ ରେଳ ଷ୍ଟେସନ ନିକଟରେ ଅମୃତସର ଇଣ୍ଟରସିଟି ଟ୍ରେନ ସମ୍ମୁଖକୁ ଜଣେ ମହିଳା ତାଙ୍କ ଦୁଇ ପିଲାଙ୍କ ସହ ଡେଇଁ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରି ନାହିଁ। ପୁଲିସ ତିନିଜଣଙ୍କ ଶବକୁ ଜବତ କରି ପୋଷ୍ଟମର୍ଟମ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରେ ବଜ୍ରପାତ ନେଲା ୪ ଜୀବନ, ୨ ଗୁରୁତର

ଭୁବନେଶ୍ବର: ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରେ ଆଜି ଅପରାହ୍ନରେ ବ୍ରଜପାତ ହୋଇଛି। ଏଥିରେ ୪ ଜଣଙ୍କର ଜୀବନ ଯାଇଥିବା ବେଳେ ଅନ୍ୟ ଜଣ ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ‌ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ତମାମୁରା, କେନ୍ଦୁଝର ଜିଲ୍ଲା…
ଅଧିକ ଖବର ଦେଖନ୍ତୁ...