Daily Archives

June 14, 2022

ଏବର୍ଷ ଦେଢ ଲକ୍ଷ ନିଯୁକ୍ତି ଦେବ ଭାରତୀୟ ରେଳ

ନୂଆଦିଲ୍ଲୀ : ଆଗାମୀ ଦେଢ ବର୍ଷରେ ୧୦ ଲକ୍ଷ  ସରକାରୀ ନିଯୁକ୍ତି ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିବା ପରେ ବିଭିନ୍ନ ସରକାରୀ ମନ୍ତ୍ରାଳୟ ଓ ସଂସ୍ଥାମାନେ ନିଜର ନିଯୁକ୍ତ ଯୋଜନା ସଂପର୍କରେ ଘୋଷଣା କରିବା ଆରମ୍ଭ କରିଛନ୍ତି । ଦେଶର ସବୁଠୁ ବଡ଼ ନିଯୁକ୍ତିଦାତା ଭାରତୀୟ…
ଅଧିକ ଖବର ଦେଖନ୍ତୁ...

‘ଆମକୁ ପସନ୍ଦ ଆସୁନି ପୁଲିସ ଖାଦ୍ୟ’, ଭିଡିଓ ଜାରିକଲେ କଂଗ୍ରେସ ନେତା

ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ଖବରକାଗଜ ସହ ଜଡିତ ଅର୍ଥ ହେରଫେର ମାମଲାରେ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କୁ ଇଡି ପଚରାଉଚରାକୁ ବିରୋଧ କରିଥିବା କଂଗ୍ରେସ ନେତାଙ୍କୁ ଦିଲ୍ଲୀ ପୁଲିସ ଅଟକ ରଖିଛି। ତେବେ ଅଟକ କଂଗ୍ରେସ କର୍ମୀଙ୍କୁ ଦିଆଯାଉଥିବା ଖାଦ୍ୟକୁ ନେଇ କଂଗ୍ରେସ ସାଂସଦ…
ଅଧିକ ଖବର ଦେଖନ୍ତୁ...

ଏହି କାରଣ ଦର୍ଶାଇ ଦିଦିଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ହେବାକୁ ମନା କଲେ ଶରଦ ପାୱାର

ନୂଆଦିଲ୍ଲୀ: ଆସନ୍ତା ମାସରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ବିରୋଧୀଙ୍କ ରଣନୀତି ଉପରେ ଆଲୋଚନା କରିବାକୁ ବୁଧବାର ଦିନ ଦିଲ୍ଲୀରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବୈଠକ ଡକାଇଛନ୍ତି। ଏହା ପୂର୍ବରୁ ଦିଦି ଆଜି ଏନସିପି ସୁପ୍ରିମୋ ଶରଦ ପାୱାରଙ୍କୁ ଦିଲ୍ଲୀସ୍ଥିତ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: କୌଣସି ବାଲ୍ୟବନ୍ଧୁଙ୍କ ପାଖରୁ ଫୋନ ଆସିବ। ମହତ୍ତ୍ବପୂର୍ଣ୍ଣ ବ୍ୟକ୍ତିଙ୍କ ସହ ସାକ୍ଷାତ ହେବ। ବାକିଥିବା ସବୁ କାମ ପୂରା କରି‌ବେ। ବ୍ୟବସାୟରେ ନୂଆ ଚୁକ୍ତିନାମା ହେବ। ବୃଷ: ଆପଣଙ୍କ ମାନସିକ ସ୍ଥିତି ବହୁତ ଭଲ ରହିବ। ଆତ୍ମବିଶ୍ବାସ ବୃଦ୍ଧି ପାଇବ।…
ଅଧିକ ଖବର ଦେଖନ୍ତୁ...

ସ୍ନାନଯାତ୍ରା : ହାତୀବେଶରେ ଦର୍ଶନ ଦେଉଛନ୍ତି ମହାବାହୁ, ଜୁନ ୧୫ରୁ ଶ୍ରୀଅଲରାନାଥ ପୀଠରେ ହେବ ଭକ୍ତ ସମାଗମ

ପୁରୀ: ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଜାରି ରହିଛି। ଶ୍ରୀଜିଉମାନେ ସୁନାକୂଅରୁ ୧୦୮ ଗରା ସୁବାସିତ ଜଳରେ ଗାଧୋଇଛନ୍ତି। ମନ୍ଦିର ନିକଟ ସୁନାକୂଅକୁ ଯଥାବିଧି ପୂଜା କରାଯିବା ପରେ ସେବାୟତମାନେ ସେଥିରୁ ୧୦୮ ଗରା ଶୀତଳ ଜଳ ବୋହି ଆଣି ଚତୁର୍ଦ୍ଧାମୂର୍ତ୍ତିଙ୍କ (ଶ୍ରୀଜଗନ୍ନାଥ-୩୫…
ଅଧିକ ଖବର ଦେଖନ୍ତୁ...

୩ୟ ଟି-୨୦ : ଦକ୍ଷିଣ ଆଫ୍ରିକା ଆଗରେ ୧୮୦ ରନର ବିଜୟ ଲକ୍ଷ୍ୟ ରଖିଲା ଭାରତ

ବିଶାଖାପାଟଣା : ବିଶାଖାପାଟଣାର ଡ.ଓ୍ବାଇ.ଏସ.ରାଜଶେଖର ରେଡ୍ଡି ଷ୍ଟାଡିୟମଠାରେ ଖେଳାଯାଉଥିବା ୩ୟ ଟି-୨୦ରେ ଦକ୍ଷିଣ ଆଫ୍ରିକା ଆଗରେ  ୧୮୦ ରନର ଲକ୍ଷ୍ୟ ଧାର୍ଯ୍ୟ କରିଛି ଭାରତ । ଏହି  ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ…
ଅଧିକ ଖବର ଦେଖନ୍ତୁ...

ଯୋଗୀଙ୍କ ରାସ୍ତାରେ ସୋରେନ ସରକାର: ୩୩ ଜଣ ପଥରଫିଙ୍ଗାଳିଙ୍କ ଫଟୋ ଜାରି କଲା ରାଜ୍ୟ ପୁଲିସ

ରାଞ୍ଚି: ଉତ୍ତରପ୍ରଦେଶ ପରି ବର୍ତ୍ତମାନ ଝାଡଖଣ୍ଡ ପୁଲିସ ମଧ୍ୟ ରାଞ୍ଚିରେ ହିଂସା ଅଭିଯୋଗରେ ୩୩ ଜଣଙ୍କ ଫଟୋ ସହିତ ପୋଷ୍ଟର ଜାରି କରିଛି। ରାଜ୍ୟ ପୁଲିସ ଏହି ପୋଷ୍ଟର ଜାରି କରି ଅଭିଯୁକ୍ତଙ୍କ ସମ୍ପର୍କରେ ଜନସାଧାରଣଙ୍କଠାରୁ ତଥ୍ୟ ସଂଗ୍ରହ କରିବାକୁ ଚେଷ୍ଟା କରୁଛି। ରାଞ୍ଚିରେ ହୋଇଥିବା…
ଅଧିକ ଖବର ଦେଖନ୍ତୁ...

ଆମେ ମୁଣ୍ଡ ନୁଆଁଇବୁ ନାହିଁ, କେବଳ ମମତା ବାନାର୍ଜୀ ହିଁ ବିଜେପିକୁ ଟକ୍କର ଦେଇପାରିବେ: ଅଭିଷେକ ବାନାର୍ଜୀ

କୋଲକାତା: ପଶ୍ଚିମବଙ୍ଗରେ ହୋଇଥିବା କୋଇଲା ଦୁର୍ନୀତି ସହିତ ଜଡ଼ିତ ‘ମନି ଲଣ୍ଡ୍ରିଙ୍ଗ୍‌’ ମାମଲାରେ ଜେରା କରିବା ଲାଗି ସିବିଆଇ ‘ତୃଣମୂଳ କଂଗ୍ରେସ’ ସାଂସଦ ଅଭିଷେକ ବାନାର୍ଜୀଙ୍କ ଘରେ ପହଞ୍ଚିଥିଲା। ସେଠାରେ ସିବିଆଇ ଅଭିଷେକ ବାନାର୍ଜୀଙ୍କ ପତ୍ନୀ ରୁଜିରା ବାନାର୍ଜୀଙ୍କୁ ପଚରାଉଚରା…
ଅଧିକ ଖବର ଦେଖନ୍ତୁ...

ଛତିଶଗଡ଼ରୁ ପହଞ୍ଚିଲା ଭାଇ-ଭଉଣୀଙ୍କ ମୃତଦେହ, ସଡ଼କ ଦୁର୍ଘଟଣାରେ ହରାଇଥିଲେ ଜୀବନ

ତେନ୍ତୁଳିଖୁଣ୍ଟି: ପଡୋଶୀ ଛତିଶଗଡ଼ର ଚିଣ୍ଟୁର ବ୍ଲକ ଏଡୁଗୁରାଲପାଲି ନିକଟରେ ଗତକାଲି ବସ ଦୁର୍ଘଟଣାରେ ଜୀବନ ହାରିଥିବା ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଲମତାଗୁଡା ପଞ୍ଚାୟତ ଅନ୍ତର୍ଗତ କହ୍ନେଇମୁଣ୍ଡା ଗ୍ରାମର ଦୁଇ ଭାଇ-ଭଉଣୀ (ଶିଶୁ)ଙ୍କ ମୃତଦେହ ଆଜି ଅନ୍ତିମ ସଂସ୍କାର କରାଯାଇଛି।…
ଅଧିକ ଖବର ଦେଖନ୍ତୁ...

ମୋମୋ ଖାଇବା ପରେ ବ୍ୟକ୍ତିଙ୍କ ମୃତ୍ୟୁ: ଏମ୍ସ ବିଶେଷଜ୍ଞ କହିଲେ କେମିତି ଖାଇବେ ମୋମୋ

ନୂଆଦିଲ୍ଲୀ: ଆପଣ ମୋମୋ ଖାଇବାକୁ ଭଲ ପାଆନ୍ତି କି? ଯଦି ହଁ, ତେବେ ଆପଣଙ୍କୁ ଏହି ଖବର ପଢିବା ନିହାତି ଆବଶ୍ୟକ | ଏମ୍ସ ଏବେ ସେହି ଲୋକମାନଙ୍କୁ ପରାମର୍ଶ ଦେଇଛି, ଯେଉଁମାନେ ଲାଲ୍ ଚଟଣି ସହିତ ଗରମ ମୋମୋ ଖାଇଥାନ୍ତି | ଏମ୍ସ ପକ୍ଷରୁ କୁହାଯାଇଛି ଯେ ମୋମୋ ଖାଉଥିଲେ, ଭଲରେ ଚୋବାଇବା ସହ…
ଅଧିକ ଖବର ଦେଖନ୍ତୁ...