Daily Archives

June 15, 2022

ବନ୍ଧୁକ ଦ୍ବାରା ନୁହେଁ ବିଶ୍ବାସରେ ଶାନ୍ତି ପ୍ରତିଷ୍ଠା ହୋଇପାରିବ: ସିଆରପିଏଫ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାର ନକ୍ସଲ ପ୍ରଭାବିତ ଜାଗରଗୁଣ୍ଡା ଗ୍ରାମରେ ଅବସ୍ଥାପିତ ୧୬୫ ସିଆରପିଏଫ ବାଟାଲିୟନ ତରଫରୁ ମାଓ ସମର୍ଥକମାନଙ୍କ ସହ ଏକ ଜରୁରୀ ଆଲୋଚନା ଆୟୋଜନ କରାଯାଇଥିଲା। ମାଓ ସମର୍ଥକମାନଙ୍କୁ ସୁରକ୍ଷାକର୍ମୀ ବନ୍ଧୁକ ଦ୍ବାରା କେବେ ମଧ୍ୟ…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ୱରରେ ନୂଆ ଅଫିସ ଖୋଲିଲା ପିଡବ୍ଲୁସି, ଆସନ୍ତା ୩ ବର୍ଷରେ ୫୦୦ ଲୋକଙ୍କୁ ନିଯୁକ୍ତି ଦେବ

ଭୁବନେଶ୍ୱର: ପିଡବ୍ଲୁସି ଇଣ୍ଡିଆ ପକ୍ଷରୁ ଭୁବନେଶ୍ୱରରେ ଏହା ନୂତନ କାର୍ଯ୍ୟାଳୟ ଖୋଲାଯାଇଛି । ପିଡବ୍ଲୁସି ଏହି ରାଜ୍ୟ ଓ ଏହାର ଆଖପାଖ ଅଂଚଳର ବିବିଧ ଦକ୍ଷତାର ପ୍ରତିଭାଙ୍କୁ ହାସଲ କରିବାକୁ ଲକ୍ଷ୍ୟ ରଖିଛି । ନିଜର ନୂଆ ରଣନୀତି “ଦି ନିଉ ଇକୁଏସନ୍”ର ଅଂଶସ୍ୱରୂପ ଆସନ୍ତା ୫ ବର୍ଷରେ ୧୦,୦୦୦…
ଅଧିକ ଖବର ଦେଖନ୍ତୁ...

ସରୁନି ବାଲା ମୋଡେଲ ନିର୍ମାଣ: ଖୋଲା ଆକାଶ ତଳେ ଅଙ୍ଗନବାଡ଼ି ପିଲା

ସୁନ୍ଦରଗଡ଼: ବ୍ୟୟ ଅଟକଳ କେତେ, ନିର୍ମାଣକାରୀ ସଂସ୍ଥା କିଏ, କେବେ ସରିବ ନିର୍ମାଣ। କାର୍ଯ୍ୟସ୍ଥଳରେ ସେ ସମ୍ପର୍କିତ କୌଣସି ସୂଚନା ନାହିଁ। କେବଳ କୁହାଯାଇଛି, ବାଲା ମୋଡେଲରେ ଅଙ୍ଗନବାଡ଼ି କେନ୍ଦ୍ରର ନବୀକରଣ କରାଯିବ। ହେଲେ ୬ ମାସ ହେଲା କେନ୍ଦ୍ର କୋଠାକୁ ନିର୍ମାଣ ନାମରେ ଭଙ୍ଗାଦଦରା…
ଅଧିକ ଖବର ଦେଖନ୍ତୁ...

ଆତ୍ମସମର୍ପଣ କର, ନଚେତ ଘର ନିଲାମ କରିବୁ : ଦଙ୍ଗାକାରୀଙ୍କୁ ଉତ୍ତରପ୍ରଦେଶ ପୁଲିସର ଚେତାବନୀ

ପ୍ରୟାଗରାଜ : ପ୍ରଫେଟ ବୟାନ ମାମଲାରେ ଉତ୍ତରପ୍ରଦେଶର ପ୍ରୟାଗରାଜରେ ହୋଇଥିବା ହିଂସାକାଣ୍ଡର ଅଭିଯୁକ୍ତମାନଙ୍କ ବିରୋଧରେ ଆହୁରି କଠୋର ହୋଇଛି ୟୁପି ପୁଲିସ । ଯଦି ସେମାନେ ପୁଲିସ ଆଗରେ ଆତ୍ମସମର୍ପଣ ନ କରନ୍ତି ତେବେ ସେମାନଙ୍କ ଘର ନିଲାମ କରିଦିଆଯିବ ବୋଲି ପୁଲିସ ଚେତାବନୀ ଦେଇଛି ।…
ଅଧିକ ଖବର ଦେଖନ୍ତୁ...

ମା’ଙ୍କ ୧୦୦ତମ ଜନ୍ମଦିନକୁ ଏଭଳି ଭାବେ ପାଳନ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଜୁନ୍ ୧୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା’ ହୀରାବେନ୍ ମୋଦୀଙ୍କ ୧୦୦ତମ ଜନ୍ମଦିନ। ନିଜ ମା’ଙ୍କ ଜନ୍ମଦିନକୁ ସ୍ବତନ୍ତ୍ର କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ମା’ଙ୍କୁ ଭେଟିବା ପାଇଁ ଗୁଜୁରାଟ ଗସ୍ତ କରିବେ। ଏହା ସହ ମା’ଙ୍କ ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ …
ଅଧିକ ଖବର ଦେଖନ୍ତୁ...

ଡାକୟତି ଯୋଜନା କରୁଥିଲେ, ୩ ଧରାପଡ଼ିଲେ

ରାଉରକେଲା: ରାଉରକେଲା ସହରରେ ଆତଙ୍କ ଖେଳାଇଥିବା କୁଖ୍ୟାତ ଡକାୟତ ଗ୍ୟାଙ୍ଗ୍‌ର ତିନି ଜଣଙ୍କୁ ପ୍ଲାଣ୍ଟ୍‌ସାଇଟ୍‌ ପୁଲିସ ଗିରଫ କରିନେଇଛି। ଡକାୟତି ପାଇଁ ଯୋଜନା କରୁଥିବା ସମୟରେ ପୁଲିସ ସମସ୍ତଙ୍କୁ କାବୁ କରିନେଇଥିଲା। ଅଭିଯୁକ୍ତମାନେ ହେଉଛନ୍ତି ସ୍ଥାନୀୟ ଗୋପବନ୍ଧୁପଲ୍ଲୀର ଅଜୟ ଯାଦବ,…
ଅଧିକ ଖବର ଦେଖନ୍ତୁ...

ହତ୍ୟା ମାମଲାରେ ବିଚାରପତିଙ୍କ କନ୍ୟା ଗିରଫ

ଚଣ୍ଡିଗଡ଼ : ସାତ ବର୍ଷ ତଳେ ଚଣ୍ଡିଗଡ଼ରେ ହୋଇଥିବା ଜାତୀୟ ସ୍ତରର ସୁଟର ସିପ୍ପି ସିଦ୍ଧୁଙ୍କ ହତ୍ୟା ମାମଲାରେ ଜଣେ ଯୁବତୀ କଲ୍ୟାଣୀ ସିଂଙ୍କୁ ଗିରଫ କରିଛି ସିବିଆଇ । କଲ୍ୟାଣୀ ହିମାଚଳ ପ୍ରଦେଶର କାମଚଳା ମୁଖ୍ୟ ବିଚାରପତିଙ୍କ କନ୍ୟା ବୋଲି ଜଣାପଡ଼ିଛି । ୨୦୧୫, ସେପ୍ଟେମ୍ବର ୨୦ରେ…
ଅଧିକ ଖବର ଦେଖନ୍ତୁ...

ଚିକିତ୍ସା ପାଇଁ ଡାକି ଟେକି ନେଲେ, ପରେ ବନ୍ଧୁକ ମୁନରେ ଜବରଦସ୍ତ କରାଇଲେ ଡାକ୍ତରଙ୍କ ବିବାହ

ନୂଆଦିଲ୍ଲୀ: ପୁଣି ବିହାରରେ ‌ହେଲା 'ପକଡୱା ବିବାହ'। ବିହାରର ବେଗୁସରାଇରେ ଜଣେ ପ୍ରାଣୀ ଚିକିତ୍ସକକୁ ଅସୁସ୍ଥ ଗାଈର ଚିକିତ୍ସା ପାଇଁ ଡାକି ତାଙ୍କର ଜୋର ଜବରଦସ୍ତ ବିବାହ କରାଯାଇଥିବା ନେଇ ଅଭିଯୋଗ ହୋଇଛି। ପୀଡ଼ିତଙ୍କ ବାପା ଏ ନେଇ ଏବେ ଏକ ଲିଖିତ ଅଭିଯୋଗ ଦେଇଛନ୍ତି। ଅଭିଯୋଗ ପାଇବା…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କ ମନର ଇଚ୍ଛା ପୂରା ହେବ। ଆର୍ଥିକ ଲାଭ ପାଇବେ। ସରକାରୀ ଚାକିରିଆଙ୍କର ମନ ପସନ୍ଦ ଜାଗାକୁ ବଦଳି ହେବ। ପ୍ରିୟଜନଙ୍କ ସହ ସମ୍ବନ୍ଧ ମଧୁର ହେବ। ବୃଷ: ଲେଖକଙ୍କ ଲାଗି ଦିନଟି ବହୁତ ଭଲ। ନୂଆ କାହାଣୀ ଲେଖିବା ଲାଗି ମନରେ ନୂଆ ବିଷୟ ଆସିବ।…
ଅଧିକ ଖବର ଦେଖନ୍ତୁ...

୨ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ସମତେ ନଗଦ ୨୫ ହଜାର ଜବତ; ଜଣେ ମହିଳାଙ୍କ ସମେତ ୨ ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ଟାଉନ୍ ଥାନା ପକ୍ଷରୁ ଆଜି ଗୁରୁଜଙ୍ଗ ନାଦସାହିରେ ଜଣେ ବ୍ୟକ୍ତିଙ୍କ ଘରେ ଚଢ଼ଉ କରାଯାଇ ୨ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ସହ ୨ଜଣଙ୍କୁ ଗିରଫ କରାଯାଇଛି । ସୂଚନାନୁସାରେ, ଆଜି ସକାଳେ ଖୋର୍ଦ୍ଧା ନିକଟ ଗୁରୁଜଙ୍ଗ ନାଦସାହିର ନୃସିଂହ ସିଂହଙ୍କ ଘରେ ବ୍ରାଉନ୍‌ସୁଗାର…
ଅଧିକ ଖବର ଦେଖନ୍ତୁ...