Daily Archives

June 15, 2022

ପାକିସ୍ତାନରେ ମୁତୟନ ହେବେ ଚୀନ ସେନା !

ବେଜିଂ : ପାକିସ୍ତାନରେ  କାମ କରୁଥିବା ଚୀନ ନାଗରିକମାନଙ୍କ ଉପରେ ଆକ୍ରମଣ ବଢିଚାଲିଥିବାରୁ ଚୀନ ସରକାର ନିଜର ଅସନ୍ତୋଷ ପାକିସ୍ତାନକୁ ଜଣାଇଦେଇଛନ୍ତି । ଏହା ସହିତ ନିଜ ନାଗରିକଙ୍କ ସୁରକ୍ଷା ପାଇଁ ପାକିସ୍ତାନରେ ମିଲିଟାରି ପୋଷ୍ଟ ସ୍ଥାପନ ପାଇଁ ଚୀନ ନିଷ୍ପତ୍ତି ନେଇଛି ଓ ଏ ସମ୍ପର୍କରେ…
ଅଧିକ ଖବର ଦେଖନ୍ତୁ...

ଚାନ୍ଦିପୁରରୁ ପୃଥ୍ବୀ-୨ର ରାତ୍ରି ପରୀକ୍ଷଣ

ବାଲେଶ୍ବର/ଚାନ୍ଦିପୁର: ବୁଧବାର ସନ୍ଧ୍ୟା ୭ଟା ୩୦ ମିନିଟ୍‌ ସମୟରେ ବାଲେଶ୍ବର ଜିଲ୍ଲା ଚାନ୍ଦିପୁର ପ୍ରତିରକ୍ଷା ଘାଟୀର ୩ ନମ୍ବର ଲଞ୍ଚପ୍ୟାଡ୍‌ରୁ ସ୍ବଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ‘ପୃଥ୍ବୀ’-୨ର ସଫଳ ବ୍ୟାବହାରିକ ପରୀକ୍ଷଣ ସଂପନ୍ନ ହୋଇଛି। ଭୂପୃଷ୍ଠରୁ ଭୂପୃଷ୍ଠକୁ ଉତ୍‌କ୍ଷେପଣ…
ଅଧିକ ଖବର ଦେଖନ୍ତୁ...

ଆପଣ ମୋ ଭଗବାନ କହି ମୁଖ୍ୟମନ୍ତ୍ରୀଙ୍କ ପାଦତଳେ ପଡ଼ିଗଲେ ରାହୁଲଙ୍କ ମା’, ଦେଖନ୍ତୁ ସେ ମୁହୂର୍ତ୍ତର ଆବେଗମୟ ଭିଡିଓ

ରାୟପୁର: ଆପଣ ମୋର ପ୍ରଭୁ… ଏ ସମସ୍ତେ ଭଗବାନ, ସମସ୍ତଙ୍କ ସହଯୋଗ ଯୋଗୁ ମୋ ପୁଅ ବଞ୍ଚିପାରିଛି । ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ପାଦ ତଳେ ପଡି କୋହଭରା କଣ୍ଠରେ ରାହୁଲର ମାଆ ଏଭଳି କହିଚାଲିଥିଲେ । ତାଙ୍କ ପୁଅର ଜୀବନ ବଞ୍ଚାଇଥିବାରୁ ସମସ୍ତଙ୍କୁ ସେ ଧନ୍ୟବାଦ ଦେଉଥିଲେ । ମଙ୍ଗଳବାର ମଧ୍ୟରାତ୍ରିରେ…
ଅଧିକ ଖବର ଦେଖନ୍ତୁ...

ଆୟର୍ଲାଣ୍ଡ ବିପକ୍ଷ ଟି -୨୦ ସିରିଜ୍ ପାଇଁ ଟିମ୍ ଇଣ୍ଡିଆର ଅଧିନାୟକ ହେଲେ ହାର୍ଦ୍ଦିକ ପାଣ୍ଡ୍ୟା

ନୂଆଦିଲ୍ଲୀ: ଜୁନ୍ ୨୬ରୁ ଆୟର୍ଲାଣ୍ଡ ବିପକ୍ଷ ଦୁଇ ମ୍ୟାଚ୍ ବିଶିଷ୍ଟ ଟି-୨୦ ଆନ୍ତର୍ଜାତୀୟ ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା କରାଯାଇଛି। ବିସିସିଆଇ ଏକ ୧୭ ଜଣିଆ ଦଳ ଘୋଷଣା କରିଛି। ଭାରତୀୟ କ୍ରିକେଟ ଟିମର ଅଧିନାୟକ ରୋହିତ ଶର୍ମା, ଉପ-ଅଧିନାୟକ କେ.ଏଲ୍ ରାହୁଲ ଏବଂ ଷ୍ଟାଣ୍ଡ-ଇନ୍ ଅଧିନାୟକ…
ଅଧିକ ଖବର ଦେଖନ୍ତୁ...

ଦେବୀ ପୀଠରେ ପଡ଼ିଲାନି ବଳି: ବଞ୍ଚିଗଲେ ୫୦୦ରୁ ଊର୍ଦ୍ଧ୍ବ ଛେଳି-କୁକୁଡ଼ା

କଳାବାଡ଼ିଆ: ମୟୂରଭଂଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅଧୀନ କଳାବାଡ଼ିଆ ଓ କୁମ୍ଭାରମୁଣ୍ଢାକଟା ସୀମାରେ ଥିବା ବାଇଶ ମୌଜାର ଅଧିଷ୍ଠାତ୍ରୀ ଦେବୀ ମା’ ଆମ୍ବିଳିପାଟଙ୍କ ବାର୍ଷିକ ପୂଜା। ଏଥର ପୂଜାରେ ୧୦ ହଜାରରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ମା’ଙ୍କ ପାଖରେ ମାନସିକ ରଖିଥିବା…
ଅଧିକ ଖବର ଦେଖନ୍ତୁ...

ସହମତି ଭିତ୍ତିରେ ରାଷ୍ଟ୍ରପତି ଚୟନ ପାଇଁ ବିଜେପି ଆରମ୍ଭ କଲା ଉଦ୍ୟମ; ବିଭିନ୍ନ ଦଳର ନେତାଙ୍କୁ ଫୋନ୍‌ କଲେ ରାଜନାଥ

ନୂଆଦିଲ୍ଲୀ: ଆଗାମୀ ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀ ଦଳଗୁଡ଼ିକ ସହ ବିଚାର ଆଲୋଚନା କରି ସହମତି ଭିତ୍ତିରେ ଜଣଙ୍କ ନାମ ଚୟନ କରିବାକୁ ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ବୁଧବାର ସନ୍ଧ୍ୟାରେ ଉଦ୍ୟମ ଆରମ୍ଭ ହୋଇଛି। ଏହି କ୍ରମରେ ବିଜେପିର ଅନ୍ୟତମ ବରିଷ୍ଠ ନେତା ତଥା କେନ୍ଦ୍ର…
ଅଧିକ ଖବର ଦେଖନ୍ତୁ...

ଶ୍ରୀଲଙ୍କାରେ ଅଦାନୀ ଗ୍ରୁପକୁ କାହିଁକି ବିରୋଧ କରାଯାଉଛି ?

କଲମ୍ବୋ : ଭାରତର ଅଦାନୀ ଗ୍ରୁପକୁ ନେଇ ଶ୍ରୀଲଙ୍କାରେ ବିବାଦ ଦେଖାଦେଇଛି । ଶ୍ରୀଲଙ୍କାରେ ଅଦାନୀ ଗ୍ରୁପକୁ ଏକ ପବନ ଶକ୍ତି ପ୍ରକଳ୍ପ ଦେବାକୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେଙ୍କ ଉପରେ ଚାପ ପକାଇଥିବା ଅଭିଯୋଗ ହେବା ପରେ ଏହି ବିବାଦ…
ଅଧିକ ଖବର ଦେଖନ୍ତୁ...

ୟଙ୍ଗ ଇଣ୍ଡିଆନ ପ୍ରାଇଭେଟ ଲିମିଟେଡର ଗୋଟିଏ ପଇସା ମଧ୍ୟ ଆମେ ନେଇନାହୁଁ: ରାହୁଲ ଗାନ୍ଧି

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଆଜି ତୃତୀୟ ଦିନରେ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଜେରା କରିଛି। ନେସନାଲ ‌ହେରାଲ୍ଡ ମାମଲାରେ ଇଡି ରାହୁଲଙ୍କୁ ଜେରା କରୁଛି। ଏହାକୁ ବିରୋଧ କରି ତୃତୀୟ ଦିନ ମଧ୍ୟ ଇଡି ଅଫିସ ବାହାରେ ବିରୋଧ ପ୍ରଦର୍ଶନ ଜାରି ରଖିଥିଲା କଂଗ୍ରେସ। ୩ଦିନ…
ଅଧିକ ଖବର ଦେଖନ୍ତୁ...

ଉଦଘାଟନର ତିନି ଦିନ ପରେ ୫ଟି ବିଦ୍ୟାଳୟର ପାଚେରି ଭୁଶୁଡ଼ିଲା, ନିମ୍ନମାନର କାମ ହୋଇଥିବା ଅଭିଯୋଗ

ବୋରିଗୁମ୍ମା: ଉଦ୍‌ଘାଟନର ତିନି ଦିନରେ ୫ଟି ସ୍କୁଲର ପାଚେରି ଭୁଶୁଡ଼ି ପଡ଼ିଛି। ତେବେ ନିମ୍ନମାନର କାମ ଯୋଗୁଁ ଏଭଳି ଅବସ୍ଥା ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ ଆଣିଛନ୍ତି। କୋରାପୁଟ ଜିଲ୍ଲା ବୋରିଗୁମ୍ମା ସର ମହକୁମାରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟରେ ମଙ୍ଗଳବାର ଅପରାହ୍ନରେ ଏହି ଅଘଟଣ…
ଅଧିକ ଖବର ଦେଖନ୍ତୁ...

କପିଳାସ ପ୍ରାଣୀ ଉଦ୍ୟାନର ରେସକ୍ୟୁ କେନ୍ଦ୍ରରେ ହାତୀଛୁଆର ମୃତ୍ୟୁ

ଗଦିଆ: ଢେଙ୍କାନାଳ ଜିଲ୍ଳା ବ୍ଲକ ଅନ୍ତର୍ଗତ କପିଳାସ ପ୍ରାଣୀ ଉଦ୍ୟାନ ହାତୀ ରେସକ୍ୟୁ କେନ୍ଦ୍ରରେ ଆଜି ସକାଳ ସମୟରେ ଏକ ହାତୀଛୁଆର ମୃତ୍ୟୁ ହୋଇଥିବାର ଜଣାଯାଇଛି। ଘଟଣାରୁ ଜଣାଯାଇଛି ଉକ୍ତ  ହାତୀଛୁଆଟିକୁ ହିନ୍ଦୋଳ ବନଖଣ୍ଡ ଅଂଚଳରୁ ଅଣାଯାଇଥିଲା ଉକ୍ତ ବନଖଣ୍ଡ ଅଧିନ କୁନୂଆ ସଂରକ୍ଷିତ ଜଙ୍ଗଲ…
ଅଧିକ ଖବର ଦେଖନ୍ତୁ...