Daily Archives

June 16, 2022

ଗୁଣାତ୍ମକ ଓ ପ୍ରୟୋଗାତ୍ମକ ଶିକ୍ଷା ସହ ଗବେଷଣା ଓ ଦକ୍ଷତା ବିକାଶ ଲାଗି ବ୍ୟାପକ ସୁଯୋଗ ସୃଷ୍ଟି କରିବ ଜାତୀୟ…

ଭୁବନେଶ୍ୱର: ଜନସ୍ୱାସ୍ଥ୍ୟ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ପୂର୍ବ ଭାରତର ପ୍ରଥମ ଓ ଏକମାତ୍ର ବିଶ୍ୱବିଦ୍ୟାଳୟ ଭାବେ ପରିଚିତ ଭୁବନେଶ୍ୱରସ୍ଥିତ ଏଆଇପିଏଚ୍ ବିଶ୍ୱବିଦ୍ୟାଳୟରେ ‘ଜାତୀୟ ଶିକ୍ଷା ନୀତି-୨୦୨୦’ ଚଳିତ ଶିକ୍ଷା ବର୍ଷଠାରୁ ଲାଗୁ କରାଯାଇଛି। ଏହି ଶିକ୍ଷାନୀତିର ସଫଳ କାର୍ଯ୍ୟକାରିତାକୁ…
ଅଧିକ ଖବର ଦେଖନ୍ତୁ...

ପ୍ରେମିକାର ଘର ପଛପଟୁ ପ୍ରେମିକର ଶବ ଉଦ୍ଧାର, ୧୯ରେ ହୋଇଥା’ନ୍ତା ପ୍ରେମିକାଙ୍କ ବିବାହ

ଯୁଯୁମୁରା: ସମ୍ବଲପୁର ଜିଲ୍ଲା ଯୁଯୁମୁରା ଥାନା ନୂଆବରଙ୍ଗାମାଳ ପଞ୍ଚାୟତ ଅଞ୍ଚଳରେ ଘଟିଯାଇଛି ଅଭାବନୀୟ ଘଟଣା। ଜଣେ ଯୁବକଙ୍କ ମୃତ‌ଦେହ ତାଙ୍କ ପ୍ରେମିକାଙ୍କ ଘର ପଛପଟୁ ଉଦ୍ଧାର କରାଯାଇଛି। ଯୁବକଙ୍କୁ ହତ୍ୟା କରି ଫିଙ୍ଗି ଦିଆଯାଇଥିବା ଅଭିଯୋଗ ହୋଇଛି। ମୃତକଙ୍କ ପରିବାର ଲୋକ ଏ ନେଇ…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନୀ ଡଙ୍ଗାରୁ ଜବତ ହେଲା ୨୮୦ କୋଟି ଟଙ୍କାର ଡ୍ରଗ୍ସ

ଅହମଦାବାଦ : ଗୁଜୁରାଟ ଉପକୂଳରୁ ପୁଣି ଧରା ପଡ଼ିଛି ବିପୁଳ ପରିମାଣର ଡ୍ରଗ୍ସ । ଏକ ପାକିସ୍ତାନୀ ଡଙ୍ଗାରେ ଆସୁଥିବା ପ୍ରାୟ ୨୮୦ କୋଟି ଟଙ୍କା ମୂଲ୍ୟର ପ୍ରାୟ ୫୬ କିଲୋଗ୍ରାମ ନିଶାଦ୍ରବ୍ୟ ବା ଡ୍ରଗ୍ସ ଜବତ ହୋଇଛି । ଗୁଜୁରାଟର ଆତଙ୍କବାଦ ନିରୋଧୀ ବାହିନୀ ଓ ଭାରତୀୟ କୋଷ୍ଟଗାର୍ଡ ପକ୍ଷରୁ ଏକ…
ଅଧିକ ଖବର ଦେଖନ୍ତୁ...

ଅଗଷ୍ଟ ୧୧ରେ ହେବ ଆମୀର-ଅକ୍ଷୟଙ୍କ ମଧ୍ୟରେ ଟକ୍କର !

ନୂଆଦିଲ୍ଲୀ: ବଲିଉଡ ଅଭିନେତା ଆମୀର ଖାନ ଏବଂ ଅକ୍ଷୟ କୁମାରଙ୍କ ମଧ୍ୟରେ ବକ୍ସ ଅଫିସରେ ଟକ୍କର୍ ହେବାକୁ ଯାଉଛି । ବକ୍ସ ଅଫିସରେ ସମ୍ରାଟ ପୃଥ୍ବୀରାଜର ବିଫଳତା ପରେ ଅକ୍ଷୟ ଆମୀରଙ୍କ ସହ ଟକ୍କର୍ ଦେବାକୁ ପ୍ରସ୍ତୁତ ହେଉଛନ୍ତି । ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ରକ୍ଷା ବନ୍ଧନର ପୋଷ୍ଟର ଆଜି…
ଅଧିକ ଖବର ଦେଖନ୍ତୁ...

ମୁରଗାବାରି ଗ୍ରାମ୍ୟ ଜଙ୍ଗଲ ମଧ୍ୟରେ ଘୂରି ବୁଲୁଛି ଅସୁସ୍ଥ ଦନ୍ତା : ଚିକିତ୍ସା ପରେ ବି ଛୋଟେଇ ଚାଲୁଛି

ଯୁଯୁମୁରା: ସମ୍ବଲପୁର ବନଖଣ୍ଡ ପଡ଼ିଆବାହଲ ବନାଞ୍ଚଳ ବଡ଼ସାହିର ସେକ୍ସନର ମୁରଗାବାରି ଗ୍ରାମ୍ୟ ଜଙ୍ଗଲ ମଧ୍ୟରେ ଏକ ଅସୁସ୍ଥ ଦନ୍ତା ହାତୀ ଘୂରି ବୁଲୁଥିଲା। ତାର ଗୋଡ଼ରେ ଗୁରୁତର ଆଘାତ ଲାଗିଥିଲା। ଦୁଇଟି ଦନ୍ତା ହାତୀଙ୍କ ମଧ୍ୟରେ ସଂଘର୍ଷ ଯୋଗୁଁ ଏପରି ଅବସ୍ଥା ହୋଇଥିଲା। ଗତ ୨ ତାରିଖ ସକାଳେ…
ଅଧିକ ଖବର ଦେଖନ୍ତୁ...

ଅଗଷ୍ଟ ସୁଦ୍ଧା ଦେଶରେ ଆରମ୍ଭ ହୋଇପାରେ ୫-ଜି ଟେଲିକମ ସେବା

ନୂଆଦିଲ୍ଲୀ : ଦେଶରେ ଆସନ୍ତା ଅଗଷ୍ଟ ସୁଦ୍ଧା ୫-ଜି ସେବା ଆରମ୍ଭ ହେବାର ସମ୍ଭାବନା ରହିଛି ବୋଲି କେନ୍ଦ୍ର ଟେଲିକମ ସଚିବ କେ.ରାଜାରମଣ କହିଛନ୍ତି । ସେ କହିଛନ୍ତି ଯେ ଜୁଲାଇରେ ୫-ଜି ସ୍ପେକ୍ଟ୍ରମ ନିଲାମ ଶେଷ ହେବା ପରେ ଅଗଷ୍ଟ ବେଳକୁ ୫-ଜି ସେବା ଆରମ୍ଭ ହେବ । ୫-ଜି ସେବା ଆରମ୍ଭ ହେବା ପରେ…
ଅଧିକ ଖବର ଦେଖନ୍ତୁ...

୩୦୦ କୋଟି ବଜେଟରେ ନିର୍ମାଣ ହେବ ଚଳଚ୍ଚିତ୍ର ‘ଶକ୍ତିମାନ’, ସୂଚନା ଦେଲେ ମୁକେଶ ଖାନ୍ନା

ମୁମ୍ବାଇ: ୯୦ ଦଶକରେ ଦୂରଦର୍ଶନର ପିଲାମାନଙ୍କ ସବୁଠୁ ପ୍ରିୟ ଟିଭି ଧାରାବାହିକ ଥିଲା 'ଶକ୍ତିମାନ' । ଏହି ଧାରାବାହିକ ସେ ସମୟରେ ପିଲାମାନଙ୍କ ମନୋରଞ୍ଜନ କରିବାରେ ସଫଳ ହୋଇଥିଲା । ଏହି ଧାରାବାହିକରେ ମୁଖ୍ୟ ଭୂମିକାରେ ମୁକେଶ ଖାନ୍ନା ନଜର ଆସିଥିଲେ। ବର୍ତ୍ତମାନ ସେ ସାମାଜିକ କାର୍ଯ୍ୟରେ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର ପ୍ରଦର୍ଶନ ଭଲ ହେବ। ଦୋକାନୀଙ୍କୁ ଆଶାରୁ ଅଧିକ ଲାଭ ମିଳିବ। ବେକାରଙ୍କ ଲାଗି ଚାକିରିର ସୁଯୋଗ ରହିଛି। ପାରିବାରିକ ଜୀବନ ସୁଖମୟ ହେବ। ବୃଷ: ବିଶେଷ କାର୍ଯ୍ୟ କରିବା ଲାଗି ଭଲ ଦିନଟିଏ। ଅଫିସ କାମ ନିର୍ଦ୍ଧାରିତ ସମୟ…
ଅଧିକ ଖବର ଦେଖନ୍ତୁ...

ସଇନ୍ତଳା ପାଳଗଦାରୁ ନରକଙ୍କାଳ ଉଦ୍ଧାର ମାମଲା: ସ୍କେଚ୍‌ ଜାରିକଲା ପୁଲିସ, ସୂଚନା ଦେଲେ ପୁରସ୍କାର ଘୋଷଣା

ବଲାଙ୍ଗୀର/ସଇନ୍ତଳା: ବଲାଙ୍ଗୀର ଜିଲ୍ଲା ସଇନ୍ତଳା ଥାନାର ଜାତୀୟ ରାଜପଥ-୨୬ ନବୀନ ଛକ ନିକଟ ଏକ ଚାଷଜମିର ପୋଡ଼ା ପାଳଗଦା ଭିତରୁ ନରକଙ୍କାଳ ଓ ୧୪ଟି ଚୁଡ଼ି, ପାଉଁଜି ପୁଲିସ ଜବତ କରିଥିଲା। ୨୦୨୧ ଫେବ୍ରୁଆରି ମାସର ଏହି ଘଟଣାକୁ ନେଇ ପୁଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।…
ଅଧିକ ଖବର ଦେଖନ୍ତୁ...

କମିଲା ଖାଇବା ତେଲ ଦର, ଖାଉଟି ଆଶ୍ବସ୍ତ

ନୂଆଦିଲ୍ଲୀ : ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧିକୁ ନେଇ ହନ୍ତସନ୍ତ ହେଉଥିବା ଖାଉଟିଙ୍କ ପାଇଁ ଖୁସି ଖବର । ଦେଶରେ ବିଭିନ୍ନ ପ୍ରକାରର ଖାଇବା ତେଲର ଦର ହ୍ରାସ ପାଇଛି । ଏସବୁ ତେଲ ମଧ୍ୟରେ ରହିଛି ପାମ ଅଏଲ, ସୋୟାବିନ ଅଏଲ ଓ ସୂର୍ଯ୍ୟମୂଖି ତେଲ । ଅନ୍ତର୍ଜାତୀୟ ବଜାରରେ ଖାଇବା ତେଲର…
ଅଧିକ ଖବର ଦେଖନ୍ତୁ...