Daily Archives

June 16, 2022

୭ଟି ପ୍ରଶ୍ନର ଉତ୍ତର ରଖି ଅଗ୍ନିପଥ ସ୍କିମକୁ ନେଇ ଲୋକଙ୍କ ମନରେ ଥିବା ଭୁଲଧାରଣାକୁ ଦୂର କଲେ ସରକାର

ନୂଆଦିଲ୍ଲୀ: ଗତକାଲି ଭାରତୀୟ ସେନାରେ ଭର୍ତ୍ତି ହେବାର ନୂଆ ପ୍ରକ୍ରିୟା ‘ଅଗ୍ନିପଥ’ ସ୍କିମ ଘୋଷଣା କରାଯାଇଛି। ‘ଅଗ୍ନିପଥ’ ସ୍କିମ ଅନୁଯାୟୀ ‘ଅଗ୍ନିବୀର’ ହୋଇ ଯୋଗଦେଉଥିବା ଯବାନମାନେ ଚାରି ବର୍ଷ ପାଇଁ ତିନୋଟି ସେନାରେ ସାମିଲ ହୋଇ ଦେଶର ସେବା କରିବେ। ତେବେ ଏହି ସ୍କିମ ଘୋଷଣା ପରେ ଏହାକୁ…
ଅଧିକ ଖବର ଦେଖନ୍ତୁ...

ବେଆଇନ ଭାବେ ପାର୍କିଂ ହୋଇଥିବା ଗାଡ଼ିର ଫଟୋ ପଠାଇଲେ ମିଳିବ ୫୦୦ ଟଙ୍କା ପୁରସ୍କାର !

ନୂଆଦିଲ୍ଲୀ : ଏଣିକି ବେଆଇନ ଭାବେ ପାର୍କିଂ ହୋଇଥିବା କାରର ଫଟୋ ପଠାଇଲେ ମିଳିବ ୫୦୦ ଟଙ୍କା ପୁରସ୍କାର । ଏନେଇ ଏକ ନିୟମ ପ୍ରଣୟନ କରିବାକୁ କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନିତିନ ଗଡ଼କରି ବିଚାର କରୁଛନ୍ତି । ଗଡ଼କରି କହିଛନ୍ତି ଯେ ଲୋକମାନେ ବେଆଇନ ଭାବେ ଏଣେତେଣେ ଗାଡ଼ି…
ଅଧିକ ଖବର ଦେଖନ୍ତୁ...

ଦୁଇ ଥାକିଆ ହେବ ନିଆଳି-ଓଲଟପୁର ରାସ୍ତା, ହସ୍ପିଟାଲ ପାରିପାର୍ଶ୍ଵିକ ଅଂଚଳର ହେବ ବିକାଶ

ଭୁବନେଶ୍ୱର: କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ ଅନ୍ତର୍ଗତ ଓଲଟପୁରସ୍ଥିତ ଏନ୍‌ଆଇଆରଟିଏଆର ଅସ୍ଥି ଚିକିତ୍ସା ତଥା ଥାଇଥାନ ସମ୍ପର୍କିତ ଏକ ପ୍ରସିଦ୍ଧ ଜାତୀୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ। ପ୍ରତିଦିନ ରାଜ୍ୟ ର ବିଭିନ୍ନ ଅଂଚଳରୁ ଚିକିତ୍ସା ପାଇଁ ଶହ ଶହ ରୋଗୀ ଏଠାକୁ ଆସିଥାନ୍ତି। ରୋଗୀମାନେ ଯେପରି…
ଅଧିକ ଖବର ଦେଖନ୍ତୁ...

ହାରିବେ ବୋଲି ଜାଣିଥିବାରୁ ଶରଦ ପାୱାର ରାଷ୍ଟ୍ରପତି ପ୍ରାର୍ଥୀ ହେଲେ ନାହିଁ: ରାମଦାସ ଅଠାୱଲେ

ନୂଆଦିଲ୍ଲୀ: ଆସନ୍ତା ମାସରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ବିରୋଧୀଙ୍କ ରଣନୀତି ଉପରେ ଆଲୋଚନା କରିବାକୁ ବୁଧବାର ଦିନ ଦିଲ୍ଲୀରେ ପହଞ୍ଚିଥିଲେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏହି ସମୟରେ ଏନସିପି ନେତା ଶରଦ ପାୱାରଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ହେବା ନେଇ…
ଅଧିକ ଖବର ଦେଖନ୍ତୁ...

ଆଇଏଏସ୍‌ ସ୍ତରରେ ଅଦଳବଦଳ : ବଦଳିଲେ ୧୧ ଜିଲ୍ଲାପାଳ; ବିଜୟ ଅମୃତ କୁଲାଙ୍ଗେ ବିଏମ୍‌ସି ଓ ନିଖିଳ ପବନ କଲ୍ୟାଣ ସିଏମ୍‌ସି…

ଭୁବନେଶ୍ବର: ମନ୍ତ୍ରିମଣ୍ଡଳରେ ଅଦଳବଦଳ ପରେ ଏବେ ଶୀର୍ଷ ପ୍ରଶାସନିକ ଅଧିକାରୀସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର।  ଆଜି ଉଭୟ ବରିଷ୍ଠ ଓ କନିଷ୍ଠ ଆଇଏଏସ୍‌ ସ୍ତରରେ ଅଦଳବଦଳ କରାଯାଇଛି । ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କୋଭିଡ୍…
ଅଧିକ ଖବର ଦେଖନ୍ତୁ...

ମୋଦୀ ଓ ଶାହାଙ୍କ ବିରୋଧରେ ଆଗତ ନିର୍ବାଚନ ମାମଲାକୁ ଖାରଜ କଲେ ହାଇକୋର୍ଟ

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଜନପ୍ରତିନିଧି (ଆରପି) ଆଇନ, ୧୯୫୧ ଅନୁଯାୟୀ ଅଯୋଗ୍ୟ ଘୋଷଣା କରିବାକୁ ଆଗତ ହୋଇଥିବା ଏକ ସମୀକ୍ଷା ଆବେଦନକୁ ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚ ଖାରଜ କରି ଦେଇଛନ୍ତି। ଆବେଦନକାରୀ, ଓକିଲ ରାମ ଖୋବ୍ରାଗାଡେ…
ଅଧିକ ଖବର ଦେଖନ୍ତୁ...

ଶିକ୍ଷୟିତ୍ରୀ ରଜନୀ ବାଲାଙ୍କ ହତ୍ୟାର ପ୍ରତିଶୋଧ ନେଲା ସେନା, ଏନକାଉଣ୍ଟରରେ ୨ ଆତଙ୍କବାଦୀ ନିହତ

ଶ୍ରୀନଗର : ଗତ ମେ ୩୧ ତାରିଖରେ ସ୍କୁଲ ଶିକ୍ଷୟିତ୍ରୀ ରଜନୀ ବାଲାଙ୍କ ହତ୍ୟାର ପ୍ରତିଶୋଧ ନେଇଛି ଭାରତୀୟ ସେନା । ଆଜି ସେନା ପକ୍ଷରୁ କରାଯାଇଥିବା ଏକ ଅପରେସନରେ ବାଲାଙ୍କ ହତ୍ୟା କରିଥିବା ଆତଙ୍କବାଦୀମାନେ ନିପାତ ହୋଇଛନ୍ତି । ଜମ୍ମୁ ଓ କଶ୍ମୀରର ପୁଲିସ ଆଇଜି ବିଜୟ କୁମାର କହିଛନ୍ତି ଯେ,…
ଅଧିକ ଖବର ଦେଖନ୍ତୁ...

ବିନା ଅନୁମତିରେ ୬ଟି ଦେଶ ଦେଇ ଅତିକ୍ରମ କରିଥିବା ବିମାନରେ ନଥିଲେ ପାଇଲଟ, ଆରମ୍ଭ ହେଲା ତଦନ୍ତ

ନୂଆଦିଲ୍ଲୀ: ବିନା ଅନୁମତିରେ ୬ଟି ଦେଶ ଦେଇ ଅତିକ୍ରମ କଲା ବିମାନ। ବିମାନଟି ଯେତେବେଳେ ବୁଲଗେରିଆରେ ଅବତରଣ କଲା ସେତେବେଳେ ବିମାନ ଭିତରେ କେହି ବି ନଥିଲେ। ପାଇଲଟ ସହ କେହି ଯାତ୍ରୀ ମଧ୍ୟ ବିମାନରେ ନଥିବା ଦେଖି ସମସ୍ତଙ୍କ ହୋସ ଉଡି ଯାଇଥିଲା। ଏବେ ଏହାର ତଦନ୍ତ ଆରମ୍ଭ ହୋଇଥିବା…
ଅଧିକ ଖବର ଦେଖନ୍ତୁ...

କିଛି ଦିନ ପରେ ହୋଇଥାନ୍ତା ବିବାହ! ସନ୍ଦେହଜନକ ଅବସ୍ଥାରେ ପ୍ରେମୀଯୁଗଳଙ୍କ ମୃତଦେହ କୋଠରି ଭିତରୁ ଉଦ୍ଧାର

ଉମରକୋଟ: ସନ୍ଦେହଜନକ ଅବସ୍ଥାରେ ଅବିବାହିତ ପ୍ରେମୀଯୁଗଳଙ୍କ ମୃତଦେହ ଏକ କୋଠରି ଭିତରୁ ଉଦ୍ଧାର ହୋଇଛି। ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅନ୍ତର୍ଗତ ବାଟିବେଡ଼ା ଗାଁରେ ଏହି ଘଟଣା ଘଟିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ସ୍ପଷ୍ଟ…
ଅଧିକ ଖବର ଦେଖନ୍ତୁ...

ଖସିଚାଲିଛି ଷ୍ଟକବଜାର : ୫୨ ସପ୍ତାହର ସର୍ବନିମ୍ନ ସ୍ତରରେ ସେନସେକ୍ସ

ମୁମ୍ବାଇ  : ଭାରତୀୟ ଷ୍ଟକ ବଜାରରେ ହ୍ରାସ ଅବ୍ୟାହତ ରହିଛି । ଗୁରୁବାରଦିନ ବିଏସଇ ସେନସେକ୍ସ ୧୦୪୫ ପଏଣ୍ଟ ହ୍ରାସ ପାଇ ୫୧,୪୯୫ ପଏଣ୍ଟରେ ବନ୍ଦ ହୋଇଛି । ସେହିପରି ଏନଏସଇ ନିଫଟି ୩୩୧ ପଏଣ୍ଟ ହ୍ରାସ ପାଇ ୧୫,୩୬୦ ପଏଣ୍ଟ ରେ ବନ୍ଦ ହୋଇଛି । ଏହି ହ୍ରାସ ସହିତ ସେନସେକ୍ସ ୫୨ ସପ୍ତାହ ମଧ୍ୟରେ…
ଅଧିକ ଖବର ଦେଖନ୍ତୁ...