Daily Archives

June 17, 2022

କୋରାପୁଟ ମେଡିକାଲ କଲେଜ ପିଛା ଛାଡୁନି ସମସ୍ୟା; ମିଳିଲାନି ମହାପ୍ରୟାଣ ଗାଡି, ଧାରଣାରେ ବସିଲେ ପରିବାରବର୍ଗ

କୋରାପୁଟ: କେବେ ଯନ୍ତ୍ରାଶ ଅଞ୍ଚଳ ଯୋଗୁଁ ରୋଗୀ ଅନ୍ଧାର ରହୁଥିବାବେଳେ ତ କେବେ କାର୍ଡ ଜଗୁଛି ରୋଗୀଙ୍କ ଅଲ୍ଟାସାଉଣ୍ଡ ରିପୋର୍ଟ। ଅସ୍ଥାୟୀ କର୍ମଚାରୀଙ୍କ ବାରମ୍ବାର ଆନ୍ଦୋଳନ ଯୋଗୁଁ ଶିଶୁ ଓ ମାତୃ କଲ୍ୟାଣ ବିଭାଗରେ ରୋଗୀ ହନ୍ତସନ୍ତ ହେଉଛନ୍ତି। ତଥାପି କୁମ୍ଭକର୍ଣ୍ଣ ନିଦ୍ରାରେ…
ଅଧିକ ଖବର ଦେଖନ୍ତୁ...

ମହୁଲପାଲି ଲ୍ୟାମ୍ପସ ନିର୍ବାଚନ ଅନିୟମିତତା: ଟାଙ୍ଗରପାଲି ବ୍ଲକ୍ ସିଇଓ ପ୍ରସନ୍ନ ପଟେଲ ନିଲମ୍ବିତ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ମହୁଲପାଲି ଲ୍ୟାମ୍ପସରେ ଚାଲିଥିବା ସମବାୟ ନିର୍ବାଚନରେ ଅନିୟମିତତା ଅଭିଯୋଗରେ ୧୬ ତାରିଖରେ ବିଦାୟୀ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ନିର୍ବାଚନ ଅଧିକାରୀ ତଥା ଟାଙ୍ଗରପାଲି ବ୍ଲକ୍ ମେଘଡେଗା ପଞ୍ଚାୟତ ନିର୍ବାହୀ ଅଧିକାରୀ ଲୋକେଶ୍ବର ଚୌଧୁରୀଙ୍କୁ ନିଲମ୍ବିତ…
ଅଧିକ ଖବର ଦେଖନ୍ତୁ...

ତାସ୍ ଖେଳୁଥିବା ବେଳେ ଅଟୋ ଚଢେଇ ଦେଇ ଚାଳକ ଫେରାର୍; ଜଣେ ମୃତ, ଦୁଇ ଗୁରୁତର

ରିଆମାଳ: ଦେବଗଡ଼ ଜିଲ୍ଲା ରିଆମାଳ ଥାନା କୋଲବସା ପଞ୍ଚାୟତ ଅନ୍ତର୍ଗତ ଜରିତଇଲା ଗ୍ରାମର ଟାୱ।ର ନିକଟସ୍ଥ ରାସ୍ତା କଡରେ ଶୁକ୍ରବାର ସନ୍ଧ୍ୟାରେ ତାସ୍ ଖେଳୁଥିବା ବେଳେ ଏକ ଅଟୋ ଚଢେଇ ଦେଇ ଘଟଣା ସ୍ଥଳରୁ ଫେରାର୍ ମାରି ଥିଲା। ତାସ୍ ଖେଳୁ ଥିବା ଚାରି ଜଣରୁ ତିନି ଜଣ ଛିଟିକି ହୋଇ ପଡିଥିଲେ।…
ଅଧିକ ଖବର ଦେଖନ୍ତୁ...

ତାଲିବାନ ଶାସନରେ ସାମ୍ବାଦିକଙ୍କ ଦୟନୀୟ ସ୍ଥିତି, ରାସ୍ତାକଡ଼ରେ ଖାଦ୍ୟ ବିକୁଛନ୍ତି ପୂର୍ବତନ ଟିଭି ଆଙ୍କର

କାବୁଲ : ଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ଫେରିବା ପରେ ଏହି ଦେଶଟି ଏକ ବଡ଼ ଆର୍ଥିକ ଓ ସାମାଜିକ ସଂକଟ ମଧ୍ୟକୁ ଠେଲିହୋଇଯାଇଛି । ଆର୍ଥକ ସଂକଟ ଯୋଗୁଁ ଅନେକ ଲୋକ ଦୁଇଓଳି ଖାଦ୍ୟ ପାଇଁ ମଧ୍ୟ ସଂଘର୍ଷ କରୁଛନ୍ତି । ଏପରିକି ପୂର୍ବ ସରକାର ଅମଳରେ ଭଲ ଆୟ କରୁଥିବା ଲୋକମାନେ ଏବେ ଭିକାରି…
ଅଧିକ ଖବର ଦେଖନ୍ତୁ...

ଘର ଭାଙ୍ଗି ଧାନଚାଉଳ ଖାଇଗଲେ ହାତୀ

ତେଲକୋଇ: ତେଲକୋଇରେ ପୁଣି ହାତୀପଲ ଘର ଭାଙ୍ଗି ଧାନଚାଉଳ ଖାଇଛନ୍ତି। ବୁଧବାର ୯ଟିକିଆ ହାତୀପଲ ପଡ଼ାଙ୍ଗ ପଞ୍ଚାୟତ ରାଙ୍କି ଗ୍ରାମରେ ପଶି ଗତିକୃଷ୍ଣ ନାୟକଙ୍କ ଦୁଇବଖରା ଘର ଭାଙ୍ଗି ଡୋଲିରେ ଥିବା ଧାନ ଏବଂ ୩ ବସ୍ତା ଚାଉଳ ଖାଇ ଦେଇଛନ୍ତି। ରାତି ପ୍ରାୟ ଗୋଟାଏ ବେଳେ ହାତୀ ଘର ଭାଙ୍ଗୁଥିବା…
ଅଧିକ ଖବର ଦେଖନ୍ତୁ...

‘ଝାଡୁ ସୁଇଚ ଏତେ ଥର ଚିପ, ଯେମିତି ଖରାପ ହୋଇଯିବ’ ଏଭଳି କାହିଁକି କହିଲେ କେଜ୍ରିୱାଲ ଜାଣନ୍ତୁ

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି (ଆପ) ର ଜାତୀୟ ସଂଯୋଜକ ତଥା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶୁକ୍ରବାର ସନ୍ଧ୍ୟାରେ ଦିଲ୍ଲୀର ରାଜେନ୍ଦ୍ର ନଗର ଅଞ୍ଚଳରେ ଏକ ରୋଡ୍ ଶୋରେ ଭାଗ ନେଇଥିଲେ | ଏହି ସମୟରେ, କେଜ୍ରିୱାଲ ରାଜେନ୍ଦ୍ର ନଗରର ଲୋକଙ୍କୁ କହିଥିଲେ ଯେ, ଇଭିଏମରେ ଝାଡୁ…
ଅଧିକ ଖବର ଦେଖନ୍ତୁ...

‘‌ନୋ ଏଣ୍ଟ୍ରି’ର ସିକ୍ବେଲରେ ୧୦ଜଣ ଅଭିନେତ୍ରୀଙ୍କ ସହ ନଜର ଆସିବେ ସଲମାନ ଖାନ୍

ମୁମ୍ବାଇ: ଚର୍ଚ୍ଚାରେ ବଲିଉଡର ଦବଙ୍ଗ ଖାନ୍ ସଲମାନଙ୍କ ଫିଲ୍ମ। ୨୦୦୫ରେ ରିଲିଜ୍ ହୋଇଥିବା 'ନୋ ଏଣ୍ଟ୍ରି'ର ସିକ୍ବେଲ ଏବେ ନିର୍ମାଣ ହେଉଥିବା ବେଳେ ଏହା ନାଁ ରହିଛି 'ନୋ ଏଣ୍ଟ୍ରି ମେଁ ଏଣ୍ଟ୍ରି'। ଏହି ଫିଲ୍ମ‌ରେ ମୁଖ୍ୟ ଭୂମିକାରେ ବଲିଉଡ ଅଭିନେତା ସଲମାନ ଖାନ୍, ଅନୀଲ କପୁର ଓ ଫରଦୀନ…
ଅଧିକ ଖବର ଦେଖନ୍ତୁ...

୪ର୍ଥ ଟି-୨୦ : ଦକ୍ଷିଣ ଆଫ୍ରିକାକୁ ୮୨ ରନରେ ହରାଇଲା ଭାରତ

ରାଜକୋଟ୍ : ରାଜକୋଟରେ ଖେଳାଯାଉଥିବା ୪ର୍ଥ ଟି-୨୦ରେ ଦକ୍ଷିଣ ଅଫ୍ରିକାକୁ ୮୨ ରନରେ ପରାସ୍ତ କରି ଏକ ବଡ଼ ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ଏହା ସହିତ ସିରିଜକୁ ୨-୨କୁ ଆଣିବାରେ ସକ୍ଷମ ହୋଇଛି ଭାରତ । ଭାରତ ଦ୍ବାରା ରଖାଯାଇଥିବା ୧୭୦ରନର ବିଜୟ ଲକ୍ଷ୍ୟ ଜବାବରେ ଦକ୍ଷିଣ ଆଫ୍ରିକା ମାତ୍ର…
ଅଧିକ ଖବର ଦେଖନ୍ତୁ...

ଶଳାକୁ ବାଇକରୁ ପେଲି ଦେଇ ଯୁବତୀଙ୍କୁ ନେଇ ଫେରାର ହୋଇଗଲା ଭିଣୋଇ

ଧଉଳି: ପ୍ରଥମ ପତ୍ନୀ ଥାଇ ଦ୍ବିତୀୟ ବିବାହ ପାଇଁ ମନ ବଳାଇଥିଲା ସ୍ବାମୀ। ସପ୍ତାହ ତଳେ ଆଉ ଜଣେ ଯୁବତୀଙ୍କ ସହ ଫେରାର ହୋଇଯାଇଥିଲା। ପରିବାର ଲୋକ ବହୁ ଖୋଜାଖୋଜି ପରେ ଫେରାର ପ୍ରେମୀଯୁଗଳଙ୍କୁ ଠାବ କରିଥିଲେ। ଅଭିଯୁକ୍ତ ଯୁବକଙ୍କୁ ଜୋର ଜବରଦସ୍ତି ବାଇକରେ ବସାଇ ଶଳା ଓ ତାଙ୍କ ସାଙ୍ଗ…
ଅଧିକ ଖବର ଦେଖନ୍ତୁ...

ତାମିଲନାଡୁରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ଦାଦନ ଖଟିବାକୁ ଯାଇଥିବା ୨ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ, ୧ଗୁରୁତର

ହରଭଙ୍ଗା: ତାମିଲନାଡୁ ରାଜ୍ୟର ତିରୁଚିରାପଲ୍ଲୀ ଅଞ୍ଚଳରେ ଗତ ଗୁରୁବାର ଘଟିଯାଇଥିବା ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକରୁ ଦାଦନ ଖଟିବାକୁ ଯାଇଥିବା ୨ଶ୍ରମିକଙ୍କର ଶୋଚନୀୟ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଅନ୍ୟ ଜଣେ ଗୁରୁତର ଆହତ ଅବସ୍ଥାରେ ଚିକିତ୍ସିତ…
ଅଧିକ ଖବର ଦେଖନ୍ତୁ...