Daily Archives

June 18, 2022

ତଳଗଡ଼ ମହାବୀର ମନ୍ଦିରରୁ ହୁଣ୍ଡି ବାକ୍ସ ଓ ପୂଜା ସାମଗ୍ରୀ ଚୋରି

ବାଲିଅନ୍ତା: କିଛି ଦିନର ନିରବତା ପରେ ବାଲିଅନ୍ତା ଥାନା ଅଞ୍ଚଳରେ ପୁଣି ମନ୍ଦିର ଲୁଟେରା ସକ୍ରିୟ ହୋଇପଡ଼ିଛନ୍ତି। ଗତକାଲି ବିଳମ୍ବିତ ରାତିରେ ସ୍ଥାନୀୟ ତଳଗଡ଼ ଗ୍ରାମର ମହାବୀର ମନ୍ଦିର ତାଲାଭାଙ୍ଗି ଦୁର୍ବୃତ୍ତମାନେ ଦୁଇଗୋଟି ପାଣିଉଠା ମଟର ସମେତ ବିଭିନ୍ନ ପୂଜା ସାମଗ୍ରୀ ଯଥା- ପିତ୍ତଳ…
ଅଧିକ ଖବର ଦେଖନ୍ତୁ...

ସଡ଼କ ସୁରକ୍ଷା ସଚେତନ ଲାଗି ସାଇକ୍ଲୋଥନ

ରାଉରକେଲା: ସଡ଼କ ସୁରକ୍ଷା ନିୟମ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରିବା ଲାଗି ସ୍ମାର୍ଟ ସିଟି ରାଉରକେଲାରେ ଏକ ‘ସାଇକ୍ଲୋଥନ’ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ଏବଂ ରାଉରକେଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ମିଳିତ ସହଯୋଗରେ ଆୟୋଜିତ ଏହି…
ଅଧିକ ଖବର ଦେଖନ୍ତୁ...

ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ବିବାଦର ମୂଳ କାରଣ ହେଉଛି ଆମେରିକା : ଜୟଶଙ୍କର

ନୂଆଦିଲ୍ଲୀ : ଭାରତ ସହ ପାକିସ୍ତାନର ଶତ୍ରୁତା ପଛରେ ଆମେରିକା ରହିଛି ବୋଲି କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କର କହିଛନ୍ତି । ସିଏନଏନ ଟିଭି୧୮  ଦ୍ବାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଛନ୍ତି ଯେ ଭାରତ -ଆମେରିକାର ସଂପର୍କ ଏକ ଜଟିଳ ଇତିହାସ ରହିଆସିଛି ।…
ଅଧିକ ଖବର ଦେଖନ୍ତୁ...

ଲିକ ହେଲା ‘ସମସେରା’ରେ ରଣବୀରଙ୍କ ଲୁକ!

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର କପୁରଙ୍କ ଗୋଟିଏ ପରେ ଗୋଟିଏ ଫିଲ୍ମ ଏବେ ଆସିବାର ଅଛି | ତାଙ୍କର ପ୍ରଶଂସକମାନେ ମଧ୍ୟ ତାଙ୍କର ସମସ୍ତ ଚଳଚ୍ଚିତ୍ରକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି | ନିକଟରେ ରଣବୀରଙ୍କ ଫିଲ୍ମ ବ୍ରହ୍ମାସ୍ତ୍ରର ଧମାକାଦାର ଟ୍ରେଲର ମୁକ୍ତିଲାଭ କରିଛି। ତେବେ ବର୍ତ୍ତମାନ…
ଅଧିକ ଖବର ଦେଖନ୍ତୁ...

ନିଖୋଜ ଯୁବକଙ୍କୁ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କଲା ପୁଲିସ

ବୈପାରିଗୁଡା: ଦୁଇଦିନ ତଳେ ବାଟବଣା ହୋଇ ଚାଲି ଚାଲି ବୁଲୁଥିବା ଅସହାୟ ଯୁବକଙ୍କୁ ଉଦ୍ଧାର କରି ପୁଲିସକୁ ଜିମା ଦିଇଥିଲେ ନବରଙ୍ଗପୁରର ଉରି ଭତ୍ରା। ଏହିପରି ଏକ ଘଟଣା କୋରାପୁଟ ଜିଲ୍ଲା ବୈପାରୀଗୁଡା ଅଂଚଳରେ ଦେଖିବାକୁ ମିଳିଛି। ଅସହାୟ ଯୁବକ ଜଣକ ଜୁନାଗଡ଼ ଥାନା ଅନ୍ତର୍ଗତ ଥାପଷପୁର…
ଅଧିକ ଖବର ଦେଖନ୍ତୁ...

ବନ୍ଧା ହେଲେ କୋଟିପତି ଜଳେଶ୍ଵର ବିଡିଓ, ପତ୍ନୀ ଓ ସଂପର୍କୀୟଙ୍କୁ ଜେରା

ଜଳେଶ୍ବର: ଓଏଏସ୍‌ ଚାକିରି କାଳ ଭିତରେ କୁବେର ପାଲଟି ଯାଇଥିଲେ। ତାଙ୍କର ସ୍ଥାବର, ଅସ୍ଥାବର ସମ୍ପତ୍ତି ଦେଖିବା ପରେ ଭିଜିଲାନ୍‌ସର ବି ହୋସ୍‌ ଉଡ଼ିଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଲେଶ୍ବର ଜିଲ୍ଲା ଜଳେଶ୍ବର ବିଡିଓ ଅଶ୍ବିନୀ କୁମାର ଦାସଙ୍କୁ ଆଜି ଭିଜିଲାନ୍‌ସ ତାଙ୍କ…
ଅଧିକ ଖବର ଦେଖନ୍ତୁ...

ଖବର ପ୍ରକାଶ ପରେ ୫ ଅନାଥଙ୍କୁ ଉଦ୍ଧାର କଲା ପ୍ରଶାସନ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ପଡିଆ ବ୍ଲକର ବାପନପାଲୀ ପଞ୍ଚାୟତର ତାଟିଗୁଡା ଗ୍ରାମର ୬ ଜଣ ଅନାଥ ପିଲାଙ୍କୁ କରୁଣ କାହାଣୀ ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ସିଡବ୍ଲୁସି ଏବଂ ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ଏହି ୬ ଜଣଙ୍କ ମଧ୍ୟରୁ ୫ ଜଣ ପିଲାଙ୍କୁ ଉଦ୍ଧାର କରାଯାଇ ମାଲକାନଗିରି…
ଅଧିକ ଖବର ଦେଖନ୍ତୁ...

ସାଇକେଲ ଚଳାଇବା ବେଳେ ଖସିପଡ଼ିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ

ଓ୍ବାସିଂଟନ : ସାଇକେଲ ଚଳାଇବା ବେଳେ ଖସିପଡ଼ିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଶନିବାର ସକାଳେ ଆମେରିକାର ଡେଲାଓ୍ବାରେରେ ଥିବା ନିଜ ଘରୁ ସାଇକେଲ ଚଳାଇ ଯାଉଥିବାବେଳେ ବାଇଡେନ ଏକ ପାର୍କ ନିକଟରେ ଖସିପଡ଼ିଥିଲେ । ତେବେ ତାଙ୍କ ସହିତ ଥିବା ଆମେରିକାର ସିକ୍ରେଟ ସର୍ଭିସ କର୍ମଚାରୀମାନେ…
ଅଧିକ ଖବର ଦେଖନ୍ତୁ...

ଭାରତର ଯୋଗ ବିଶ୍ୱରେ ଲୋକପ୍ରିୟତା ହାସଲ କରିଛି: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ଭାରତର ପ୍ରାଚୀନ ସଂସ୍କୃତିରୁ ଆସିଥିବା ଅମୂଲ୍ୟ ଉପାଦାନ ‘ଯୋଗ’କୁ ଭାରତ ବିଶ୍ୱକୁ ଉପହାର ଭାବରେ ଦେଇଛି ବୋଲି ଶନିବାର ନୂଆଦିଲ୍ଲୀ ଠାରେ ତିନିଦିନିଆ ‘ଜାତୀୟ ଯୋଗ ଅଲମ୍ପିଆଡ୍ ୨୦୨୨’ ସମାରୋହକୁ ଉଦଘାଟନ କରିଛନ୍ତି ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର…
ଅଧିକ ଖବର ଦେଖନ୍ତୁ...

ବିହାରରେ ଅଗ୍ନିପଥକୁ ନେଇ ହିଂସା: ୧୦ ବିଜେପି ନେତାଙ୍କୁ ମିଳିଲା ୱାଇ କାଟାଗୋରି ସୁରକ୍ଷା

ପାଟନା: ବିହାରରେ ନରେନ୍ଦ୍ର ମୋଦୀ ସରକାରଙ୍କ ଅଗ୍ନିପଥ ଯୋଜନାକୁ ନେଇ ତୀବ୍ର ବିରୋଧ ପ୍ରଦର୍ଶନ ଜାରି ରହିଥିବାବେଳେ ଗୃହ ମନ୍ତ୍ରାଳୟ ଉଭୟ ଉପମୁଖ୍ୟମନ୍ତ୍ରୀଙ୍କ ସମେତ ୧୦ଜଣ ବିଜେପି ନେତାଙ୍କୁ ଅତିରିକ୍ତ ସୁରକ୍ଷା ପ୍ରଦାନ କରିଛନ୍ତି। ସୂଚନା ଅନୁଯାୟୀ, ଏହି ସୁରକ୍ଷା ୱାଇ ବର୍ଗର ହେବ ଏବଂ…
ଅଧିକ ଖବର ଦେଖନ୍ତୁ...