Daily Archives

June 18, 2022

ଜମିବାଡ଼ିକୁ କେନ୍ଦ୍ର କରି ଛୁରାମାଡ଼; ଜଣେ ଗୁରୁତର, ଆକ୍ରମଣକାରୀଙ୍କ ଥାନାରେ ଆତ୍ମସମର୍ପଣ 

ତେନ୍ତୁଳିଖୁଣ୍ଟି/ନନ୍ଦାହାଣ୍ଡି: ନବରଂଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନା ତଥା ନନ୍ଦାହାଣ୍ଡି ବ୍ଲକ ମେଣ୍ଟ୍ରି ପଂଚାୟତ ଅନ୍ତର୍ଗତ ବାଦିଗୁଡା ଗ୍ରାମରେ ଜମି ବିବାଦକୁ କେନ୍ଦ୍ର କରି ଛୁରାମାଡ଼ରେ ଜଣେ ଗୁରୁତର ହୋଇଥୁବା ଜଣାପଡିଛି। ଗୁରୁତର ଜଣଙ୍କ ବାଦିଗୁଡା ଗ୍ରାମର କମଳୁ ଗୌଡ଼ (୫୦) ବୋଲି…
ଅଧିକ ଖବର ଦେଖନ୍ତୁ...

‘ଓଡ଼ିଶା ମୋ ପରିବାର’ର ଆବାହକଙ୍କ ବାଲେଶ୍ବର ଗସ୍ତ; ଉଦ୍‌ଘାଟନ କଲେ ସହାୟତା କେନ୍ଦ୍ର

ବାଲେଶ୍ବର: ଓଡ଼ିଶା ମୋ ପରିବାରର ଆବାହକ ଅରୁପ ପଟ୍ଟନାୟକ ବାଲେଶ୍ବର ଗସ୍ତରେ ଆସି ଆଜି ଫକୀରମୋହନ ମେଡିକାଲ କଲେଜ ଏବଂ ହସ୍‌ପିଟାଲରେ ନୂତନ କରି ପ୍ରତିଷ୍ଠା ହୋଇଥିବା ସହାୟତା କେନ୍ଦ୍ରକୁ ଉଦ୍‌ଘାଟନ କରିଥିଲେ। ଏହି କେନ୍ଦ୍ର ହସ୍‌ପିଟାଲକୁ ଆସୁଥିବା ରୋଗୀ ଓ ତାଙ୍କ ସଂପର୍କୀୟଙ୍କୁ ‌ବେଶ୍‌…
ଅଧିକ ଖବର ଦେଖନ୍ତୁ...

ମାସକରେ ବିଜ୍ଞାପନ ପାଇଁ ମାନ ସରକାର ଖର୍ଚ୍ଚ କଲେ ୨୪ କୋଟି ଟଙ୍କା !

ଚଣ୍ଡୀଗଡ଼: ପଞ୍ଜାବରେ ନିକଟରେ ଗଠିତ ଆମ୍ ଆଦମୀ ପାର୍ଟି ସରକାର ଏକ ମାସ ମଧ୍ୟରେ ବିଜ୍ଞାପନରେ ପ୍ରାୟ ୨୪ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି | ଯେଉଁଥିପାଇଁ ରାଜ୍ୟ ସରକାର ବିରୋଧୀଙ୍କ ଟାର୍ଗେଟରେ ଆସିଯାଇଛନ୍ତି। ନିକଟରେ ଆରଟିଆଇ ମାଧ୍ୟମରେ ଏହି ସୂଚନା ପ୍ରକାଶ ପାଇବା ପରେ କଂଗ୍ରେସ ସଭାପତି…
ଅଧିକ ଖବର ଦେଖନ୍ତୁ...

 ଆହୁରି ଅଧିକ ଦିନ ଧରି ଚାଲିବ ଆଇପିଏଲ, ସୂଚନା ଦେଲେ ଜୟ ଶାହା

ମୁମ୍ବାଇ : ଆଇପିଏଲ ପ୍ରସାରଣ ଅଧିକାର ବିକ୍ରିକରି ରେକର୍ଡ ଆୟ କରିବା ପରେ ବିସିସିଆଇ ଏବେ ଏହି ଦାମୀ କ୍ରିକେଟ ଲିଗର କଳେବରକୁ ଆହୁରି ବଡ଼ କରିବାକୁ ଯୋଜନା କରୁଛି । ବିସିସିଆଇ ସଚିବ ଜୟ ଶାହା କହିଛନ୍ତି ଯେ ଆଇପିଏଲର ମ୍ୟାଚ ସଂଖ୍ୟା ବଢାଇବାକୁ ଯୋଜନା କରାଯାଉଛି ଓ ଏ ନେଇ ଆଇସିସି ଓ ଅନ୍ୟ…
ଅଧିକ ଖବର ଦେଖନ୍ତୁ...

ସୋନିଆଙ୍କ ପାଇଁ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ ଆରମ୍ଭ, ୧୧ ଦିନ ଧରି ମହାକାଳ ମନ୍ଦିରରେ ଚାଲିବ ପୂଜାର୍ଚ୍ଚନା

ଉଜ୍ଜୟିନୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଶୀଘ୍ର ଆରୋଗ୍ୟ କାମନା କରି ଆଜିଠାରୁ ବିଶ୍ୱ ପ୍ରସିଦ୍ଧ ମହାକାଳେଶ୍ଵର ମନ୍ଦିରରେ ମହାମୃତ୍ୟୁଞ୍ଜୟ ରୀତିନୀତି ଆରମ୍ଭ ହୋଇଛି | ସୋନିଆଙ୍କ ଝିଅ ପ୍ରିୟଙ୍କା ଗାନ୍ଧୀ ଏହି ପୂଜାର୍ଚ୍ଚନା ଆୟୋଜନ କରିଥିବାବେଳେ ପ୍ରତିଦିନ ୫ ଜଣ ପଣ୍ଡିତ ମନ୍ତ୍ର…
ଅଧିକ ଖବର ଦେଖନ୍ତୁ...

ୟୁକ୍ରେନ ୟୁରୋପୀୟ ସଂଘର ସଦସ୍ୟ ହେଲେ ଆମର କୌଣସି ଆପତ୍ତି ନାହିଁ : ପୁଟିନ

ବ୍ରସେଲ୍ସ : ୟୁରୋପୀୟ ସଂଘର ସଦସ୍ୟ ହେବାକୁ ୟୁକ୍ରେନର ଆବେଦନ ସଂପର୍କରେ ଆସନ୍ତା ୨୩ ତାରିଖରେ ବିଚାର କରିବ ୟୁରୋପୀୟ ପରିଷଦ । ଏହି ବୈଠକରେ ୟୁରୋପୀୟ ସଂଘର ସମସ୍ତ ୨୭ ସଦସ୍ୟ ରାଷ୍ଟ୍ର ଓ ୟୁରୋପୀୟ କମିସନଙ୍କ ସମର୍ଥନ ଆବଶ୍ୟକ ହେବ । ତେବେ ପୂର୍ବରୁ ହିଁ ୟୁରୋପୀୟ କମିସନ ୟୁକ୍ରେନର…
ଅଧିକ ଖବର ଦେଖନ୍ତୁ...

ପୋଖରୀ ଖନନ ସମୟରେ ଉଦ୍ଧାର ହେଲା ପ୍ରାଚୀନ ଆଦିବିଷ୍ଣୁ ମୂର୍ତ୍ତି

ଯାଜପୁର: ଜିଲ୍ଲାର ଅଭୟପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଅଚ୍ୟୁତପୁର ଗ୍ରାମରୁ ଉଦ୍ଧାର ହୋଇଛି ଏକ ବହୁ ପୁରାତନ ବିଷ୍ଣୁ ବିଗ୍ରହ। ଗ୍ରାମର ଏକ ପୋଖରୀର ଖନନ କାର୍ଯ୍ୟ ଚାଲୁଥିବା ସମୟରେ ଏହି ମୂର୍ତ୍ତିଟି ନଜରକୁ ଆସିଥିଲା। ପରେ ଅଚ୍ୟୁତପୁର ଗ୍ରାମର କିଶୋରିକାନ୍ତ ରାଉତଙ୍କ ବାଡ଼ିରେ ମୂର୍ତ୍ତିଟିକୁ…
ଅଧିକ ଖବର ଦେଖନ୍ତୁ...

ନାତାଶା ପ୍ରେମଜାଲରେ ଫସି ବନ୍ଧାହେଲା ଅର୍ଜୁନ: ଆଇଏସଆଇ ହନିଟ୍ରାପରେ ହାଇଦ୍ରାବାଦୀ ଇଂଜିନିୟର୍‌

ହାଇଦ୍ରାବଦ: ତେଲେଙ୍ଗାନାର ହାଇଦ୍ରାବାଦରେ ପୁଲିସ ଜଣେ ସନ୍ଦିଗ୍ଧ ଆଇଏସଆଇ ଏଜେଣ୍ଟଙ୍କ ସହ ସମ୍ବେଦନଶୀଳ ଓ ଗୋପନୀୟ ସୂଚନା ବାଣ୍ଟିବା ଅଭିଯୋଗରେ ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ପରୀକ୍ଷାଗାର (ଡିଆରଡିଏଲ)ର ଜଣେ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ଗିରଫ କରିଛି। ଦୁକ୍କା ମଲ୍ଲିକାର୍ଜୁନ…
ଅଧିକ ଖବର ଦେଖନ୍ତୁ...

ସେଲ୍‌ଫି ନେଲା ବେଳେ ଗୋଡ଼ାଇଲା ଗୋଠଛଡ଼ା ଦନ୍ତା

ବୈଶିଙ୍ଗା: ଯୁଗଳ ଓ ତିଳଦା ଜଙ୍ଗଲ ଦେଇ ଭୁରୁଡୁବଣି ଅଞ୍ଚଳରେ ପ୍ରବେଶ କରିଥିବା ଗୋଠଛଡ଼ା ଦନ୍ତାଟି ଗତକାଲି ରାତିରେ କ୍ଷୀରପଦା ସୋରିଷକୋଠା ଦେଇ ବାଲେଶ୍ୱର ଡିଭିଜନକୁ ଚାଲିଯାଇଥିଲା। ତେବେ ଆଜି ସକାଳରେ ‌ପୁଣି ପ୍ରତ୍ୟାବର୍ତ୍ତନ କରି ଚୁଆପଦା ରାସ୍ତାରେ ଆସି ବୈଶିଙ୍ଗା-ମାଣତ୍ରୀ-ଉଦଳା ମୁଖ୍ୟ…
ଅଧିକ ଖବର ଦେଖନ୍ତୁ...

ଏତିକି ଟଙ୍କା ଖର୍ଚ୍ଚ କରି ରଥଯାତ୍ରା ସମୟରେ ପୁରୀରେ ରହିପାରିବେ ରାଜ୍ୟ ବାହାର ପର୍ଯ୍ୟଟକ

ନୂଆଦିଲ୍ଲୀ: ପୁରୀରେ ହେବାକୁ ଥିବା ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଆଇଆରସିଟିସି ଦେଶବିଦେଶର ପର୍ଯ୍ୟଟକଙ୍କ ପାଇଁ ଏକ ପ୍ଲାନ ଘୋଷଣା କରିଛି | ଆଇଆରସିଟିସି ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଏହି ସ୍ୱତନ୍ତ୍ର ପ୍ୟାକେଜ୍ ମୁତାବକ ପର୍ଯ୍ୟଟକମାନେ ପୁରୀରେ ରହିବା ସହ ଅଲଗା ଭାବରେ ବିମାନ ଟିକେଟ…
ଅଧିକ ଖବର ଦେଖନ୍ତୁ...