Daily Archives

June 19, 2022

ନମ୍ବର ବିହୀନ କାର୍‌ରୁ ୧୫୦ କିଲୋ ଗଞ୍ଜେଇ ଜବତ, ୨ ଗିରଫ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ମାଥିଲି ପୁଲିସକୁ ପୁଣି ମିଳିଛି ସଫଳତା। ଗଞ୍ଜେଇ ଜବତ କରିବା ସହ ୨ ଜଣଙ୍କୁ ପୁଲିସ ଗିରଫ କରିଛି। ଶନିବାର ରାତିରେ ମାଥିଲି ଆଇଆଇସି ସୂର୍ଯ୍ୟପ୍ରକାଶ ନାୟକଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଏକ ଟିମ ପେଟ୍ରୋଲିଂ କରୁଥିବା ସମୟରେ ଖବର ପାଇଥିଲା ଯେ…
ଅଧିକ ଖବର ଦେଖନ୍ତୁ...

୩ ଗୋରୁ ବ୍ୟବସାୟୀଙ୍କୁ ବାନ୍ଧିଲା ପୁଲିସ, ପିସ୍ତଲ-ଅଫୁଟା ଗୁଳି ସହ ସ୍କୋର୍ପିଓ ଜବତ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡା ଗମଲେଇ ସାପ୍ତାହିକୀ ହାଟ ନିକଟସ୍ଥ ଗୋରୁ ବ୍ୟବସାୟୀକୁ ନେଇ ଡକାୟତି ଘଟଣାରେ ଲହୁଣିପଡା ପୁଲିସ ୩ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ବିଶ୍ରା ଗୁଡଗୁଡଜୋରର ମୋଜାମିଲ୍‌ ଅନ୍‌ସାରୀ (୨୭), ମହମ୍ମଦ ଅନ୍‌ସାରୀ (୨୬), ବ୍ଲକ ରୋଡର ସାହିଲ ଖାନ୍ ଓରଫ…
ଅଧିକ ଖବର ଦେଖନ୍ତୁ...

ବିହାର ଜଳୁଥିବାବେଳେ ନୀତୀଶ ଚୁପ କାହିଁକି ?

ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ନେଇ ସାରା ଦେଶରେ ସେନାରେ ନିଯୁକ୍ତି ଆଶାୟୀ ଯୁବକ ଯୁବତୀମାନେ ବିରୋଧ ପ୍ରଦର୍ଶନ ଜାରି ରଖିଛନ୍ତି । କିନ୍ତୁ ସବୁଠାରୁ ଅଧିକ ବିରୋଧ ବିହାରରେ ଦେଖିବାକୁ ମିଳିଛି । ଏହି ରାଜ୍ୟରେ ଉଗ୍ର ଯୁବକମାନେ ଟ୍ରେନ, ଟ୍ରେନ ଷ୍ଟେସନ ଜାଳିବା ସହ…
ଅଧିକ ଖବର ଦେଖନ୍ତୁ...

ଚଉଠି ରାତିରେ ଖୋଲିଗଲା ପୋଲ, ଆଉ ତା ପରେ…

ଲଖନଉ: ୟୁପିର ଶାହାଜାହାନପୁର ଜିଲ୍ଲାର ପୁୱାନ ଅଞ୍ଚଳରେ ଜଣେ ଯୁବତୀଙ୍କୁ ଠକିବା ଅଭିଯୋଗରେ ପୁଲିସ ତାଙ୍କ ସ୍ୱାମୀଙ୍କ ସମେତ ୭ଜଣଙ୍କୁ ଗିରଫ କରିଛି | ବରପକ୍ଷରୁ କନ୍ୟାଘରଠାରୁ ୧୦ ଲକ୍ଷ ଟଙ୍କା ଯୌତୁକ ନେବା ସହ ଠକିଥିବା ଅଭିଯୋଗରେ ପୁଲିସ ଏଫଆଇଆର ପଞ୍ଜୀକୃତ କରିଛି। ମିଳିଥିବା ସୂଚନା ମୁତାବକ…
ଅଧିକ ଖବର ଦେଖନ୍ତୁ...

୬୪.୭୦ ଲକ୍ଷ ଟଙ୍କାର ଗଞ୍ଜେଇ ସହ ଟ୍ରକ ଜବତ, ୪ ଗିରଫ

ଜୟପୁର: କୋରାପୁଟ ଜିଲ୍ଲା ଜୟପୁର ସଦର ଥାନା ପୁଲିସ ପୂର୍ବସୂଚନା ମୁତାବକ ପାତ୍ରପୁଟ ଠାରେ ୩୨୬ ନମ୍ବର ଜାତୀୟ ରାଜପଥରେ ବ୍ଲକିଂ କରି ଯାଞ୍ଚ କରୁଥିବା ବେଳେ ଗୋଟିଏ କଣ୍ଟେନରରୁ ୬୪୭କିଲୋ ଗଞ୍ଜେଇ ଜବତ କରିବା ସହ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଜୟପୁର ସଦରଥାନା ଆଇଆଇସି ଇଶ୍ବର…
ଅଧିକ ଖବର ଦେଖନ୍ତୁ...

ପିକଅପ ଗାଡି ଧକ୍କାରେ ମାଈହାତୀ ଗୁରୁତର

ଦେବଗଡ଼: ଦେବଗଡ଼-ସମ୍ବଲପୁର ସୀମାନ୍ତବର୍ତ୍ତୀ ବଂଜାରି ଗ୍ରାମ ନିକଟସ୍ଥ ୪୯ ନମ୍ବର ଜାତୀୟ ରାଜପଥରେ ଆଜି ହାତୀ ଦଳ ରାସ୍ତା ପାର ହେଉଥିବାବେଳେ ପିକଅପ ଗାଡି ଧକ୍କାରେ ଗୋଟିଏ ମାଈ ହାତୀ ଗୁରୁତର ଆହାତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, ରାସ୍ତା ନିର୍ମାଣକାରୀ ସଂସ୍ଥାର ଏକ…
ଅଧିକ ଖବର ଦେଖନ୍ତୁ...

ବର୍ଷା ବିଗାଡ଼ିଦେଲା : ୫ମ ଟି-୨୦ ବାତିଲ, ସିରିଜ ୨-୨ରେ ଅମିମାଂସିତ ଭାବେ ଶେଷ

ବେଙ୍ଗାଲୁରୁ : ସିରିଜ ୨-୨ ସ୍ତରରେ ଥିଲା । ରବିବାର ଖେଳାଯାଉଥିବା ୫ମ ଟି-୨୦ ମ୍ୟାଚର ଫଳାଫଳ ସିରିଜ ବିଜେତା ପ୍ରଦାନ କରିଥାନ୍ତି । କିନ୍ତୁ ବର୍ଷା ସବୁ ବିଗାଡ଼ିଦେଲା । ପ୍ରବଳ ଯୋଗୁଁ ବର୍ଷା ଯୋଗୁଁ ମ୍ୟାଚକୁ ବାତିଲ କରିବାକୁ ମ୍ୟାଚ ରେଫରୀ ଘୋଷଣା କରିଛନ୍ତି । ଆଜିର ମ୍ୟାଚରେ ଦକ୍ଷିଣ…
ଅଧିକ ଖବର ଦେଖନ୍ତୁ...

ପ୍ରେମିକା ସୋମାଲିକାଙ୍କୁ ବିବାହ କରିବାକୁ ରାଜି ଅଛି: ତି‌ର୍ତ୍ତୋଲ ବିଧାୟକ ବିଜୟଶଙ୍କର

ଜଗତସିଂହପୁର ଟାଉନ: ତିର୍ତ୍ତୋଲ ବିଧାୟକ ବିଜୟଶଙ୍କର ଦାସଙ୍କ ବିରୋଧରେ ମାମଲା ରୁଜୁ ହେବା ପରେ ଅଭିଯୋଗକାରୀ ତଥା ପ୍ରେମିକା ସୋମାଲିକା ଦାଶଙ୍କ ବୟାନ ରେକର୍ଡ ପାଇଁ ପ୍ରସ୍ତୁତି କରିଥିଲା ପୁଲିସ। ଜଣେ ମହିଳା ଅଧିକାରୀଙ୍କୁ ଦାୟିତ୍ବ ମଧ୍ୟ ଦିଆଯାଇଥିଲା। କିନ୍ତୁ ଭାଇଙ୍କର ବିବାହ ଉତ୍ସବ…
ଅଧିକ ଖବର ଦେଖନ୍ତୁ...

ରାଷ୍ଟ୍ରପତି ପ୍ରାର୍ଥୀ ଚୟନ ନେଇ ନଡ୍ଡାଙ୍କ ବାସଭବନରେ ବସିଲା ବିଜେପିର ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ପ୍ରାର୍ଥୀ ଚୂଡ଼ାନ୍ତ କରିବା ସହିତ ରଣନୀତି ପ୍ରସ୍ତୁତି କରିବା ନିମନ୍ତେ ଜୁନ୍‌ ୨୧ ତାରିଖ ଦିନ ୧୭ଟି ବିରୋଧୀ ଦଳର ନେତାମାନେ ଦିଲ୍ଲୀରେ ବୈଠକ କରିବେ। ଏନସିପି ସୁପ୍ରିମୋ ଶରଦ ପାୱାର ଡକାଇଥିବା ଏହି ବୈଠକରେ ୧୨ଟି ଦଳ ଭାଗ ନେବେ | ଅନ୍ୟପଟେ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଉଚ୍ଚ ଅଧିକାରୀଙ୍କ ସହ ଭଲ ସଂପର୍କ ରଖନ୍ତୁ। କ୍ୟାରିୟରରେ ଉନ୍ନତିର ଯୋଗ ଅଛି। ପୂର୍ବରୁ ନେଇଥିବା ନିଷ୍ପତ୍ତିର ସୁଫଳ ପାଇବେ। ମହିଳାଙ୍କ ଲାଗି ଦିନଟି ଆରାମଦାୟକ। ବୃଷ: କାର୍ଯ୍ୟକ୍ଷେତ୍ରରେ କିଛି ନୂଆ କରିବା ଲାଗି ଭାବିବେ। କାମରେ ପରିବାର…
ଅଧିକ ଖବର ଦେଖନ୍ତୁ...