Daily Archives

June 19, 2022

ଟାଙ୍ଗିଆପଡ଼ା ହତ୍ୟା ମାମଲା: ନିଜର ଦୁଇ ପୁଅ ସହ ମିଶି ପ୍ରେମିକକୁ ହତ୍ୟା କଲା ପ୍ରେମିକା

ଖୋର୍ଦ୍ଧା: ଯୁବକ ବିବାହିତ, କିନ୍ତୁ ବଢ଼ିଲା ଦୁଇ ପୁଅ ଥିବା ଅନ୍ୟଜଣେ ମହିଳାଙ୍କ ସହ ସମ୍ପର୍କ ରହିଥିଲା । ଉଭୟ ବିବାହ କରିବାକୁ ମଧ୍ୟ ସ୍ଥିର କରିଥିଲେ । କିନ୍ତୁ ଯୁବକଙ୍କ ବିବାହିତ ପତ୍ନୀ ଏହି ପରକୀୟା ସମ୍ପର୍କକୁ ବିରୋଧ କରିବାରୁ ଚାପରେ ପଡ଼ି ଯୁବକଜଣକ ପ୍ରେମିକାଙ୍କ ଠାରୁ ନିଜକୁ…
ଅଧିକ ଖବର ଦେଖନ୍ତୁ...

 ‘ଅଗ୍ନିପଥ’ ସଂପର୍କରେ ମିଥ୍ୟା ପ୍ରଚାର ଅଭିଯୋଗ : ୩୫ଟି ହ୍ବାଟ୍ସଆପ ଗ୍ରୁପ ନିଷିଦ୍ଧ, ୧୦ ଗିରଫ

ନୂଆଦିଲ୍ଲୀ : ନୂଆଦିଲ୍ଲୀ : ଭାରତୀୟ ସାମରିକ ବାହିନୀରେ ନିଯୁକ୍ତି ପାଇଁ ସରକାର ଆରମ୍ଭ କରିଥିବା ଅଗ୍ନିପଥ୍ ସ୍କିମ ସଂପର୍କରେ ମିଥ୍ୟା ଖବର ପ୍ରସାର କରୁଥିବା ଅଭିଯୋଗରେ ସରକାର ୩୫ଟି ହ୍ବାଟ୍ସଆପ ଗ୍ରୁପକୁ ନିଷିଦ୍ଧ କରିଛନ୍ତି । ଏହା ସହିତ ଅଗ୍ନିପଥ ସଂପର୍କରେ ଗୁଜବ ପ୍ରଚାର କରି…
ଅଧିକ ଖବର ଦେଖନ୍ତୁ...

ଝାରସୁଗୁଡ଼ାରେ କେନ୍ଦ୍ର ସରକାର ଖୋଲିବେ ଇଏସଆଇ ହସ୍ପିଟାଲ

ନୂଆଦିଲ୍ଲୀ: ଓଡ଼ିଶାର ଝାରସୁଗୁଡ଼ାରେ କେନ୍ଦ୍ର ସରକାର ସ୍ଥାପନ କରିବେ ୧୦୦ ଶଯ୍ୟା ବିଶିଷ୍ଟ ଇଏସଆଇ ହସ୍ପିଟାଲ | ଆଜି ଏହି ନିଷ୍ପତ୍ତି ନିଆଯାଇଛି | ସୂଚନା ମୁତାବକ କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସଆଇସି) ନିଷ୍ପତ୍ତି ନେଇଛନ୍ତି ଯେ ଏହାର ସ୍ୱାସ୍ଥ୍ୟ ବୀମା ଯୋଜନା (ଇଏସଆଇ) ୨୦୨୨ ଶେଷ…
ଅଧିକ ଖବର ଦେଖନ୍ତୁ...

ରାଷ୍ଟ୍ରପତି ପ୍ରାର୍ଥୀ ଚୟନ ପାଇଁ ପାୱାର ଡ଼ାକିଥିବା ବୈଠକରେ ଯୋଗ ଦେବେ ନାହିଁ ମମତା

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ପ୍ରାର୍ଥୀ ଚୂଡ଼ାନ୍ତ କରିବା ସହିତ ରଣନୀତି ପ୍ରସ୍ତୁତି କରିବା ନିମନ୍ତେ ଜୁନ୍‌ ୨୧ ତାରିଖ ଦିନ ୧୨ଟି ବିରୋଧୀ ଦଳର ନେତାମାନେ ଦିଲ୍ଲୀରେ ବୈଠକ କରିବେ। ଏନସିପି ସୁପ୍ରିମୋ ଶରଦ ପାୱାର ଡକାଇଥିବା ଏହି ବୈଠକରେ ୧୨ଟି ଦଳ ଭାଗ ନେବେ | ତେବେ…
ଅଧିକ ଖବର ଦେଖନ୍ତୁ...

ପିକ୍‌-ଅପ୍‌ ଡ୍ରାଇଭରଙ୍କୁ ଗଛରେ ବାନ୍ଧିଦେଲେ, ଦୁର୍ବୃତ୍ତ ଲୁଟିନେଲେ ୩ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା!

ଦେବଗଡ଼: ଦେବଗଡ଼ ଥାନା ଅନ୍ତର୍ଗତ ରାଞ୍ଚି-ବିଜୟୱାଡା ରାସ୍ତାରେ ଆଜି ସୁଗୁଡାଗ୍ରାମ ନିକଟସ୍ଥ କମଳା ବଗିଚା ନିକଟରୁ ଏକ ପିକ୍‌-ଅପ ଭ୍ୟାନରୁ ତିନି ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟ ହୋଇଥିବା ଜଣାପଡିଛି । ଏକ ବାଇକ୍‌ରେ ଆସି ଦୁଇଜଣ ଯୁବକ ଡ୍ରାଇଭର ଠାରୁ ନଗଦ ତିନି ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଓ…
ଅଧିକ ଖବର ଦେଖନ୍ତୁ...

ଜଗାର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ, ସମସ୍ତ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର

ଭୁବନେଶ୍ୱର: ଚର୍ଚ୍ଚିତ ଯୋଡ଼ାମୁଣ୍ଡ ଶିଶୁ ଜଗା ତା'ର ବାପା ଓ ମା'ଙ୍କ ସହିତ ଏସ୍‌ସିବି ମେଡିକାଲ କଲେଜକୁ ଚିକିତ୍ସା ପାଇଁ ଗତ ୧୬ ତାରିଖରେ କନ୍ଧମାଳ ଜିଲ୍ଲାପାଳଙ୍କ ସହାୟତାରେ ପହଞ୍ଚିଛି ଏବଂ ତାଙ୍କୁ ଆଶୁ ଚିକିତ୍ସା ବିଭାଗରେ ସ୍ୱତନ୍ତ୍ର ପ୍ରକୋଷ୍ଠରେ ରଖାଯାଇ ଚିକିତ୍ସା କରାଯାଉଛିା ଏସସିବି…
ଅଧିକ ଖବର ଦେଖନ୍ତୁ...

ସ୍ପାଇସ୍ ଜେଟ ବିମାନରେ ନିଆଁ ଲାଗିବା ପରେ ପାଇଲଟଙ୍କ ଜରୁରୀ ବାର୍ତ୍ତା କ’ଣ ଥିଲା ?

ନୂଆଦିଲ୍ଲୀ : ସ୍ପାଇସ ଜେଟ ବିମାନ ଆଜି ନିଆଁ ଲାଗିବାକୁ ନେଇ ସାରା ଦେଶରେ ଚର୍ଚ୍ଚା ଲାଗି ରହିଛି । ତେବେ ବିମାନରେ ବସିଥିବା ୧୮୫ ଜଣ ଯାତ୍ରୀଙ୍କୁ ନିରାପଦରେ ଅବତରଣ କରାଇଥିବାରୁ ବିମାନର ପାଇଲଟଙ୍କୁ ସମସ୍ତେ ପ୍ରସଂଶା କରୁଛନ୍ତି । ତେବେ ବିମାନରେ ନିଆଁ ଲାଗିବା ପରେ ପାଇଲଟଙ୍କ ଜରୁରୀ…
ଅଧିକ ଖବର ଦେଖନ୍ତୁ...

ସୁଶାନ୍ତ ସିଂହ ରାଜପୁତଙ୍କ ପାଇଁ କରଣ ଜୋହରଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲା ଲରେନ୍ସ ବିଷ୍ଣୋଇ

ମୁମ୍ବାଇ: ବଲିଉଡ ଅଭିନେତା ସଲମାନ ଖାନ ଏବଂ ତାଙ୍କ ପିତା ସଲିମ ଖାନଙ୍କୁ ମିଳିଥିବା ଧମକ ଏବେ ବି ରହସ୍ୟରେ ଥିବାବେଳେ ଏହି ମାମଲାରେ ପୁଲିସ ଅନୁସନ୍ଧାନ ଜାରି ରଖିଛି | ତେବେ ବର୍ତ୍ତମାନ ରିପୋର୍ଟ ସାମ୍ନାକୁ ଆସିଛି ଯେ, ଯେ ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା କରିଥିବା ବିଷ୍ଣୋଇ ଗ୍ୟାଙ୍ଗର…
ଅଧିକ ଖବର ଦେଖନ୍ତୁ...

ସାହସ ଦେଖାଇଲେ ଓଡ଼ିଆ ଝିଅ; ରୋହତାଙ୍ଗପାସରେ ଫଶିଥିବା ୪ ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ

ରାୟଗଡ଼ା: ହିମାଚଳପ୍ରଦେଶର ରୋହତାଙ୍ଗପାସ ପର୍ଯ୍ୟଟନସ୍ଥଳୀରେ ପର୍ଯ୍ୟଟକଙ୍କୁ ମୃତ୍ୟୁ ମୁହଁରୁ ବଞ୍ଚାଇ ସାହସିକତାର ପରିଚୟ ଦେଇଛନ୍ତି ଓଡ଼ିଆ ଝିଅ। ନିଜ ଜୀବନକୁ ବାଜି ଲଗାଇ ବରଫରେ ଫସି ରହିଥିବା ୪ ପର୍ଯ୍ୟଟକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ଆଣିଛନ୍ତି ଆକାଂକ୍ଷା ସାହୁ। ଆକାଂକ୍ଷାଙ୍କ…
ଅଧିକ ଖବର ଦେଖନ୍ତୁ...

ସ୍ବଧାରଗୃହରେ ପହଞ୍ଚିବା ପୂର୍ବରୁ ପୁଲିସ ହେପାଜତରୁ ଖସିଗଲା ନାବାଳକ, ମା’ଙ୍କୁ କରିଥିଲା ହତ୍ୟା

ରାଉରକେଲା/ବାଂଶପାଳ: ମାତୃହନ୍ତା ନାବାଳକ ସ୍ବଧାରଗୃହକୁ ନେବା ବେଳେ ପୁଲିସ ହେପାଜତରୁ ଖସିଯାଇଛି। କିନ୍ତୁ ପୁଲିସ ସାମ୍ମାନରୁ ଖସିଯିବାର ୨୪ ଘଣ୍ଟା ଭିତରେ ପୁଣି ଥରେ ଧରାପଡ଼ିଯାଇଛି। ସୂଚନା ଅନୁସାରେ ଡ୍ରେସ୍ କିଣିବାକୁ ପଇସା ନଦେବାରୁ ଗତ ୧୬ ତାରିଖ ଅପରାହ୍ନ  ସମୟରେ ମା’କୁ ହତ୍ୟା…
ଅଧିକ ଖବର ଦେଖନ୍ତୁ...