Daily Archives

June 20, 2022

ବିଜେବି ହାଇସ୍କୁଲର ୧୨୫ତମ ବାର୍ଷିକୋତ୍ସବ ପାଇଁ ପ୍ରସ୍ତୁତି ବୈଠକ 

ଖୋର୍ଦ୍ଧା: ଐତିହାସିକ ବକ୍ସି ଜଗବନ୍ଧୁ ବିଦ୍ୟାଧର (ବିଜେବି) ହାଇସ୍କୁଲର ୧୨୫ତମ ବାର୍ଷିକୋତ୍ସବ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୁରାତନ ଛାତ୍ର ସଂସଦର ସଭାପତି ଜ୍ୟୋତିରୀନ୍ଦ୍ର ନାଥ ମିତ୍ର ଅଧ୍ୟକ୍ଷତା…
ଅଧିକ ଖବର ଦେଖନ୍ତୁ...

ଜିଲ୍ଲାରେ ଉତ୍କଟ ଜଳ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ଶ୍ରମଜୀବି ସଂଗଠନ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ୭ଟି ବ୍ଲକର ୫୫ଟି ପଞ୍ଚାୟତର ୧୧୫ଟି ଗ୍ରାମରେ ଏବେ ଉତ୍କଟ ଜଳ ସମସ୍ୟା ଲାଗି ରହିଛି।ମାଲକାନଗିରି ଜିଲ୍ଲା ଶ୍ରମଜୀବି ସଂଗଠନ ଏବଂ ମହିଳା ଶ୍ରମଜୀବି ସଂଗଠନ ପକ୍ଷରୁ ଆଜି ଜିଲ୍ଲାପାଳଙ୍କୁ ଭେଟି ଜିଲ୍ଲାର ୧୧୫ଟି ଗ୍ରାମରେ ଏବେ ଉତ୍କଟ ଜଳ ସମସ୍ୟା ଲାଗି…
ଅଧିକ ଖବର ଦେଖନ୍ତୁ...

ଚାଇଲ୍ଡ ଫ୍ରେଣ୍ଡଲି ଥାନା ଉଦଘାଟିତ

ମାଲକାନଗିରି: ମାଲକାନଗିରି ଆଦର୍ଶ ଥାନା ପରିସରରେ ଆଜି ଚାଇଲ୍ଡ ଫ୍ରେଣ୍ଡଲି ଥାନା ଉଦଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ ଉପସ୍ଥିତ ରହି ଏହି ଥାନାକୁ ଉଦଘାଟିତ କରିଥିଲେ। ଥାନାକୁ ଅଭିଯୋଗ କରିବାକୁ ଆସୁଥିବା ଲୋକେ ଏଠାରେ…
ଅଧିକ ଖବର ଦେଖନ୍ତୁ...

ପୂର୍ତ୍ତମନ୍ତ୍ରୀଙ୍କ ସମୀକ୍ଷା, କାମ ଶେଷ କର ନଚେତ ବ୍ଲାକ ଲିଷ୍ଟ କରାଯିବ: ମନ୍ତ୍ରୀ

ମାଲକାନଗିରି: ଆଜି ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ ମଲ୍ଲିକ ମାଲକାନଗିରି ଗସ୍ତରେ ଯାଇ ଡିଆରଡିଏ ସଭାଗୃହରେ ଜିଲ୍ଲାରେ ଚାଲିଥିବା କାମଗୁଡିକ ଉପରେ ସମୀକ୍ଷା କରିଥିଲେ। ଏହି ବୈଠକରେ ମନ୍ତ୍ରୀ ଶ୍ରୀ ମଲ୍ଲିକଙ୍କ ସମେତ ମାଲକାନଗିରି ବିଧାୟକ ଆଦିତ୍ୟ ମାଢୀ, ଚିତ୍ରକୋଣ୍ଡା ବିଧାୟକ…
ଅଧିକ ଖବର ଦେଖନ୍ତୁ...

ହିମାଚଳ ପ୍ରଦେଶ : ସୁରକ୍ଷିତ ଉଦ୍ଧାର ହେଲେ କେବୁଲ କାରରେ ଫସି ରହିଥିବା ୧୧ ପର୍ଯ୍ୟଟକ

ନୂଆଦିଲ୍ଲୀ : ହିମାଚଳ ପ୍ରଦେଶର ପାରଓ୍ବାନୁଠାରେ ବୈଷୟିକ ତ୍ରୁଟି ଯୋଗୁଁ ଏକ କେବୁଲ କାରରେ ଫସି ରହିଥିବା ସମସ୍ତ ୧୧ ଜଣ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇଛି ।  ଏହି କେବୁଲକାର ନିକଟରେ ଥିବା ଆଉ ଏକ କେବୁଲ କାରରେ ଆୁ ୩ ଜଣ ଯାତ୍ରୀ ଥିଲେ । ସେମାନଙ୍କୁ ମଧ୍ୟ ସୁରକ୍ଷିତ ଉଦ୍ଧାର କରାଯାଇଛି ।…
ଅଧିକ ଖବର ଦେଖନ୍ତୁ...

କୋରାପୁଟରେ ଚାଲିଛି କଟନି ଛଟନି: କୁଇଣ୍ଟାଲ ଧାନରେ ୮୮ କେଜିର ପଇସା ଦେଉଛନ୍ତି ସରକାର

କୋରାପୁଟ: କୋରାପୁଟ ଜିଲ୍ଲା ରବି ଋତୁରେ ଧାନ କିଣାକୁ ନେଇ ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି ଚାଷୀ। ସମସ୍ତଙ୍କ ଜାଣତରେ ଚାଲିଛି କଟନି ଛଟନି। କେଜିଏ କି ଦୁଇ କେଜି ନୁହେଁ କୁଇଣ୍ଟାଲରେ ୧୨ କେଜି ଧାନ କଟାଯାଉଥିବା ଅଭିଯୋଗ ହୋଇଛି। ୧୦୦ କେଜି ଧାନ ଦେଲେ ୮୮ କେଜିର ପଇସା ଚାଷୀଙ୍କୁ…
ଅଧିକ ଖବର ଦେଖନ୍ତୁ...

ବଖାଣିଲେ ସଫଳତାର କାହାଣୀ; ୧୩୩ କିଲୋରୁ ଓଜନ ହ୍ରାସ କରି ୯୬ କିଲୋରେ ପହଞ୍ଚିଲେଣି ଯୁବତୀ

ନୂଆଦିଲ୍ଲୀ: ଓଜନ ବୃଦ୍ଧି ପାଇବା ଆଜିକାଲିକା ସମୟ ପାଇଁ ଏକ ଅତି ସାଧାରଣ କଥା ପାଲଟି ଯାଇଛି। ବ୍ୟସ୍ତବହୁଳ ଜୀବନରେ ଆମେ ନିଜ ସ୍ବାସ୍ଥ୍ୟକୁ ନିଶ୍ଚୟ ଟିକେ ନା ଟିକେ ଅବହେଳା କରିଥାନ୍ତି। ଯେଉଁ କାରଣରୁ ଓଜନ ହ୍ରାସ ପାଇବାକୁ ଆଦୌ ସମୟ ନେଇନଥାଏ। ଆଜି ଆମେ ଆପଣଙ୍କୁ ଜଣେ ଏପରି ଯୁବତୀଙ୍କ…
ଅଧିକ ଖବର ଦେଖନ୍ତୁ...

ମହିଳା ସଂଘକୁ ଅନ୍ଧାରରେ ରଖି ୧୦ ଲକ୍ଷ ଉଠାଇନେଲେ ସଂଯୋଜିକା !

ସୁନ୍ଦରଗଡ଼: ଗାଁ ମହିଳାମାନଙ୍କ ଜୀବନଜୀବିକାର ବିକାଶ ଓ ଆର୍ଥିକ ସମୃଦ୍ଧି ପାଇଁ ସରକାର ବହୁବିଧ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଏହା ସହ ମହିଳାମାନଙ୍କୁ ଗୋଷ୍ଠୀଗତ ଭାବେ ଲକ୍ଷ ଲକ୍ଷ ଟଙ୍କା ସହାୟତା ଯୋଗାଇ ଦେଉଛନ୍ତି। କିନ୍ତୁ ଅନେକସ୍ଥାନରେ ସରକାରୀ ଅଧିକାରୀଙ୍କ ପେଞ୍ଚ ଓ ବାଟମାରଣା…
ଅଧିକ ଖବର ଦେଖନ୍ତୁ...

ମୋଦୀ ତୁମ କବର ଖୋଳାଯିବ : କଂଗ୍ରେସ କର୍ମୀଙ୍କ ସ୍ଲୋଗାନ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ କଂଗ୍ରେସ ନେତା ଓ କର୍ମୀଙ୍କ ପକ୍ଷରୁ ଆପତ୍ତିଜନକ ବୟାନ ଜାରି ରହିଛି । ସୋମବାରଦିନ ଅଗ୍ନିପଥ ସ୍କିମର ବିରୋଧ ପାଇଁ କଂଗ୍ରେସ ପକ୍ଷରୁ ଆୟୋଜିତ ଏକ ଶୋଭାଯାତ୍ରାରେ କଂଗ୍ରେସ କର୍ମୀମାନେ  ମୋଦୀ ତେରା କବର ଖୁଦେଗୀ, ଆଜ ନେହିଁ ତୋ କଲ…
ଅଧିକ ଖବର ଦେଖନ୍ତୁ...

ପରଲୋକରେ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ନାରାୟଣ ପ୍ରସାଦ ଦାସ, ରାଉରକେଲାରେ ଶୋକର ଛାୟା

ରାଉରକେଲା: ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ଗାନ୍ଧିବାଦୀ ତଥା ସମାଜସେବୀ ନାରାୟଣ ପ୍ରସାଦ ଦାସଙ୍କ ଆଜି ୯୪ ବର୍ଷ ବୟସରେ ପରଲୋକ ଘଟିଛି। ଦୀର୍ଘ ଅସୁସ୍ଥତା କାରଣରୁ ଭୁବନେଶ୍ୱରସ୍ଥ କିମ୍‌ସ ହସ୍‌ପିଟାଲରେ ଚିକିତ୍ସାଧୀନ ଥିଲେ। ଆଜି ଦିନ ପ୍ରାୟ ସାଢ଼େ ୧୨ଟାରେ ସେ ଶେଷ ନିଶ୍ବାସ ତ୍ୟାଗ…
ଅଧିକ ଖବର ଦେଖନ୍ତୁ...