ଡି. ପୂଜାଙ୍କୁ ମିସ୍ ଗ୍ଲୋରି ଅଫ୍ ଇଣ୍ଡିଆ ମୁକୁଟ
ରାଉରକେଲା: ସଫଳତା ହାସଲ କରିଛନ୍ତି ରାଉରକେଲାର ଝିଅ ଡି. ପୂଜା। ଭୁବନେଶ୍ବରରେ ଆୟୋଜିତ ମିସ୍ ଗ୍ଲୋରି ଅଫ୍ ଇଣ୍ଡିଆ -୨୦୨୨ ମୁକୁଟ ପିନ୍ଧିଛନ୍ତି ସେ। ଏଥିସହ ଶ୍ରେଷ୍ଠ ରାମ୍ପୱାକ୍ ଓ ବେଷ୍ଟ ପର୍ସନସାଲିଟିରେ ନିଜର ଜଲୱା ଦେଖାଇ ପୁରସ୍କୃତ ହୋଇଛନ୍ତି। ଏଥିସହ ସେ ମିସ୍ ଆଣ୍ଡ ମିଷ୍ଟର…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...