Daily Archives

June 21, 2022

ଆଉ ଯିବାକୁ ପଡିବ ନାହିଁ ରାଜଧାନୀ, ପଞ୍ଜାବ ସରକାର ନେଲେ ଏଭଳି ନିଷ୍ପତ୍ତି

ଚଣ୍ଡୀଗଡ଼: କୌଣସି କାମ ପାଇଁ ବା ମୁଖ୍ୟମନ୍ତ୍ରୀଙ୍କୁ ବାର୍ତ୍ତା ପଠାଇବାକୁ ଆଉ ରାଜଧାନୀ ଯିବାକୁ ପଡିବ ନାହିଁ | କାରଣ ପଞ୍ଜାବ ଭଗବନ୍ତ ମାନ ସରକାର କିଛି ଏଭଳି ନିଷ୍ପତ୍ତି ନେଇଛନ୍ତି | ପଞ୍ଜାବ ସରକାରଙ୍କ ନିଷ୍ପତ୍ତି ମୁତାବକ ଏଣିକି ପଞ୍ଜାବର ଧୂରୀରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ…
ଅଧିକ ଖବର ଦେଖନ୍ତୁ...

ବିଶ୍ୱ କ୍ରିକେଟରେ ଭାରତର ବଡ଼ ପ୍ରଭାବ ରହିଛି, ଏବେ ଭାରତ ଯାହା କହିବ ତାହା ହିଁ ହେବ: ଆଫ୍ରିଦି

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ କ୍ୟାପଟେନ ସାହିଦ୍ ଆଫ୍ରିଦି ଆଇପିଏଲକୁ ନେଇ ବଡ଼ ପ୍ରତିକ୍ରିୟା ରଖିଛନ୍ତି । ସାହିଦ୍ ଆଫ୍ରିଦି କହିଛନ୍ତି ଯେ ବିଶ୍ୱ କ୍ରିକେଟ୍ ଉପରେ ବର୍ତ୍ତମାନ ଭାରତର ବହୁତ ବଡ଼ ପ୍ରଭାବ ରହିଛି । କାରଣ ହେଉଛି ଭାରତରେ କ୍ରୀଡ଼ା ପାଇଁ ସବୁଠାରୁ ବଡ ବଜାର ରହିଛି। ତାଙ୍କର…
ଅଧିକ ଖବର ଦେଖନ୍ତୁ...

ପ୍ରିନ୍ସିପାଲଙ୍କୁ ଚାପୁଡ଼ା ମାରିଲେ ବିଧାୟକ, ଭିଡିଓ ଭାଇରାଲ

ବାଙ୍ଗାଲୋର: ପ୍ରିନ୍ସିପାଲଙ୍କୁ ଚାପୁଡ଼ା ମାରିଲେ ବିଧାୟକ | କର୍ଣ୍ଣାଟକରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି | ଜନତା ଦଳ ସେକ୍ୟୁଲାର୍ (ଜେଡିଏସ୍) ବିଧାୟକ ଏମ ଶ୍ରୀନିବାସ ଏକ କଲେଜର ପ୍ରିନ୍ସିପାଲଙ୍କୁ ଚାପୁଡ଼ା ମାରିଥିଲେ। ପ୍ରିନ୍ସିପାଲ୍ କମ୍ପ୍ୟୁଟର ଲ୍ୟାବ ପାଇଁ ଚାଲିଥିବା ବିକାଶ…
ଅଧିକ ଖବର ଦେଖନ୍ତୁ...

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦୁଇ ମୃତ, ନାବାଳିକା ଗୁରୁତର

ଉମରକୋଟ/ବରଗଡ଼: ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୨ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ମୃତକମାନେ ‌ହେଲେ ବରଗଡ଼ ଜିଲ୍ଲା ବରପାଲି ଅଞ୍ଚଳର ଅନିଲ ସାହୁ ଓ ନବରଂଗପୁର ଜିଲ୍ଲା ଉମରକୋଟର ମହାଦେବ ରାୟ। ୮ ବର୍ଷ ବୟସର ନାବାଳିକାକୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି…
ଅଧିକ ଖବର ଦେଖନ୍ତୁ...

ଏଲନ ମସ୍କଙ୍କ ଦ୍ବାରା ଟ୍ବିଟର ଅଧିଗ୍ରହଣ ପାଇଁ ପଥ ପରିଷ୍କାର, ପ୍ରସ୍ତାବକୁ ଟ୍ବିଟର ବୋର୍ଡର ସବୁଜ ସଂକେତ

ନୂଆଦିଲ୍ଲୀ : ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ବିଟରର ଅଧିଗ୍ରହଣ ଲାଗି ଆମେରିକୀୟ ଶିଳ୍ପପତି ଏଲନ ମସ୍କ୍ ଦେଇଥିବା ୪୪ ବିଲିୟନ ଡଲାର ପ୍ରସ୍ତାବକୁ ଗ୍ରହଣ କରିଛି ଟ୍ବିଟରର ବୋର୍ଡ ଅଫ ଡାଇରେକ୍ଟର୍ସ । ଏହା ସହିତ ଟ୍ବିଟର ଅଧିଗ୍ରହଣ ନେଇ ଗତ କିଛି ଦିନ ହେଲା ଚାଲିଥିବା ଅନିଶ୍ଚିତତାର ଅବସାନ ହୋଇଛି ।…
ଅଧିକ ଖବର ଦେଖନ୍ତୁ...

ଚର୍ଚ୍ଚାରେ ୱେବ୍ ସିରିଜ୍ ‘ଗ୍ୟାଙ୍ଗ୍ସ ଅଫ୍ ପୁରୀ’, ଓଟିଟି ପ୍ଲାଟଫର୍ମ ‘କଞ୍ଚାଲଙ୍କା’ରେ ଦର୍ଶକଙ୍କ ମନକିଣୁଛି

ଭୁବନେଶ୍ବର : ଓଡ଼ିଆ ଚଳଚ୍ଚିତ୍ରରୁ ଓଡ଼ିଆ ଦର୍ଶକ ମୁହଁ ଫେରାଇ ନେଉଥିବା ବେଳେ ୱେବ୍‌ ସିରିଜ୍‌ ‘ଗ୍ୟାଙ୍ଗ୍ସ ଅଫ୍ ପୁରୀ’ର ଦର୍ଶକୀୟ ଅଦୃତି ବଢ଼ିଚାଲିଛି । ପୁରୀର ବହୁବର୍ଣ୍ଣା ଜୀବନଧାରାର ଭଲ-ମନ୍ଦକୁ ନେଇ ଗଢ଼ି ଉଠିଛି ଏହାର କାହାଣୀ। ଦେଶର ଏହି ପ୍ରାଚୀନ ଐତିହ୍ୟ ସହରର କଳା-ସଂସ୍କୃତି,…
ଅଧିକ ଖବର ଦେଖନ୍ତୁ...

କାହାକୁ ରାଷ୍ଟ୍ରପତି ପ୍ରାର୍ଥୀ କରିବ ବିଜେପି? ବୈଠକ ଆରମ୍ଭ କଲେ ମୋଦୀ-ଶାହା

ନୂଆଦିଲ୍ଲୀ: କାହାକୁ ରାଷ୍ଟ୍ରପତି ପ୍ରାର୍ଥୀ କରିବ ବିଜେପି? ବିରୋଧୀ ଦଳ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶବନ୍ତ ସିହ୍ନାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିଥିବା ବେଳେ ଏବେ ବିଜେପିର ପାଳି ଆସିଛି। ପ୍ରାର୍ଥୀ ଚୟନ ପାଇଁ ଦଳର ସଂସଦୀୟ ବୋର୍ଡ ବୈଠକ ଆରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
ଅଧିକ ଖବର ଦେଖନ୍ତୁ...

‘ଏଣ୍ଡୁଅ ବି ଲାଜେଇଯିବ’ କହି କଟାକ୍ଷ କଲେ ଯୋଗୀ

ଲଖନଉ: ଆଜି ଆଜମଗଡ ଏବଂ ରାମପୁର ଲୋକସଭା ଉପ-ନିର୍ବାଚନ ପାଇଁ ପ୍ରଚାରର ଶେଷ ଦିନ ଥିଲା | ଆଜି ରାମପୁରରେ ବିଜେପି ପ୍ରାର୍ଥୀ ଘନଶ୍ୟାମ ଲୋଧିଙ୍କ ସମର୍ଥନରେ ମୁଖ୍ୟମନ୍ତ୍ରୀ ଯୋଗୀ ବିଭିନ୍ନ ସ୍ଥାନରେ ସାଧାରଣ ସଭା କରିଥିଲେ। ତେବେ ଯୋଗୀ ଆଜି ଆଜମ ଖାନଙ୍କୁ କଡା ଟାର୍ଗେଟ କରିଥିଲେ। ସେ…
ଅଧିକ ଖବର ଦେଖନ୍ତୁ...

ନୂଆପଡ଼ାରେ ସହିଦ ହୋଇଥିବା ୩ ଯବାନଙ୍କ ପରିବାରକୁ ରାଜ୍ୟ ସରକାର ଦେବେ ସହାୟତା, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ନୂଆପଡ଼ା ଜିଲ୍ଲା ବୋଡେନ୍‌ ଥାନା ଅନ୍ତର୍ଗତ ପାଟଧରା ସଂରକ୍ଷିତ ଜଙ୍ଗଲରେ ନକ୍ସଲଗୁଳିରେ ସହିଦ ହୋଇଥିବା ୩ ଜଣ ସିଆରପିଏଫ୍‌ଙ୍କ ପରିବାରକୁ ରାଜ୍ୟ ସରକାର ଅନୁକମ୍ପାମୂଳକ ସହାୟତା ପ୍ରଦାନ କରିବେ। ଏନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି। ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ସୁନୀଲ…
ଅଧିକ ଖବର ଦେଖନ୍ତୁ...

ବିଜେପି ସହ ମେଣ୍ଟ କଲେ ଶିବସେନାର ବିଭାଜନ ହେବ ନାହିଁ; ଉଦ୍ଧବ ଠାକରେଙ୍କ ଆଗରେ ଏଭଳି ସର୍ତ୍ତ ରଖିଲେ ସିନ୍ଦେ

ମୁମ୍ବାଇ: ମହାରାଷ୍ଟ୍ରରେ ଶାସନ କରୁଥିବା ଉଦ୍ଧବ ଠାକରେ ସରକାର ପ୍ରତି ବିପଦ ଘନେଇ ଆସୁଛି । ବିଦ୍ରୋହୀ ଏକନାଥ ସିନ୍ଦେଙ୍କୁ ମନାଇବାରେ ଶିବସେନାର ଉଦ୍ୟମ ବିଫଳ ହେବାରେ ଲାଗିଛି । ସିନ୍ଦେ ସୁରଟରେ ଥିବା ଜାଣି ଶିବସେନା ନେତା ମିଲିନ୍ଦ ନରଭେକର ମଙ୍ଗଳବାର ଦିନ ଗୁଜୁରାଟର ସୁରଟରେ କ୍ୟାମ୍ପ…
ଅଧିକ ଖବର ଦେଖନ୍ତୁ...