Daily Archives

June 22, 2022

୪ ଦେଶୀ ମଦ ବେପାରୀ ଗିରଫ, ୯୭ ଲିଟର ଦେଶୀ ମଦ ଓ ସ୍କୁଟି ଜବତ

ରାଉରକେଲା: ଦେଶୀ ମଦ ଚୋରାଚାଲାଣ ଉପରେ ରୋକ୍‌ ଲଗାଇବାକୁ ରାଉରକେଲା ଅବକାରୀ ବିଭାଗ ବିଭିନ୍ନ ସ୍ଥାନରେ ଧରପଗଡ଼ ଜାରି ରଖିଛି। ଏହି କ୍ରମରେ ବନ୍ଧମୁଣ୍ଡା ଓ ଲାଠିକଟା ବ୍ଲକ ଅନ୍ତର୍ଗତ ମନକୋ ଅଞ୍ଚଳରେ ଅତର୍କିତ ଚଢ଼ଉ କରାଯାଇଥିଲା। ଏଥିରେ ୪ ଜଣ ଦେଶୀ ମଦ ବେପାରୀଙ୍କୁ ଗିରଫ କରାଯାଇଛି। ଗିରଫ…
ଅଧିକ ଖବର ଦେଖନ୍ତୁ...

ଛେଣ୍ଡ ସୋସିଆଲ୍‌ ହୋମ୍‌ ଦଖଲକୁ ନେଲା ଆର୍‌ଡିଏ

ରାଉରକେଲା: ବେସରକାରୀ ସଂସ୍ଥା କବ୍‌ଜାରେ ଥିବା ଛେଣ୍ଡ ଗୋପବନ୍ଧୁନଗର ସୋସିଆଲ ହୋମ୍‌କୁ ନିଜ ଦଖଲକୁ ନେଇଛି ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷ (ଆର୍‌ଡିଏ)। ପ୍ଲଟ ନଂ ୨୮୦/୪୦୬(ପି), ଖାତା ନଂ ୯ ଓ ରାଉରକେଲା ଟାଉନ୍‌ ୟୁନିଟ୍‌ ନଂ ୩ ସ୍ଥ ଗୋପବନ୍ଧୁନଗରରେ ଏହି ସୋସିଆଲ ହୋମ୍‌ ରହିଛି।…
ଅଧିକ ଖବର ଦେଖନ୍ତୁ...

ଗଛକୁ କାଟୁଥିବା କୁରାଢ଼ିରେ କାଠ ହିଁ ଥାଏ: କୁରାଢ଼ି, କାଠ ଓ ଗଛର ଉପାଖ୍ୟାନ କହିଲେ ଉଦ୍ଧବ

ମୁମ୍ବାଇ: ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ସଙ୍କଟ ମଧ୍ୟରେ ଶିବସେନା ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଆଜି କହିଛନ୍ତି, ‘ମୁଁ ବାଲାସାହେବଙ୍କୁ ଦେଇଥିବା ମୋର ପ୍ରତିଶ୍ରୁତି ପାଳନ କରିଛି’। ବେଶ ଭାବପ୍ରବଣ ହୋଇ ଉଦ୍ଧବ ଆଜି ଫେସବୁକ ଲାଇଭରେ ଜନସାଧାରଣଙ୍କୁ ସମ୍ବୋଧିତ କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

‘ଭୁଲ ଭୁଲୈୟା-୨’ ବକ୍ସ ଅଫିସରେ କରିଥିବା ଆୟକୁ ନେଇ ପ୍ରଶ୍ନ, ଓଟିଟିରେ ପସନ୍ଦ କରୁନାହାନ୍ତି ଦର୍ଶକ

ମୁମ୍ବାଇ: ୨୦୨୨ର ସବୁଠାରୁ ସଫଳ ଚଳଚ୍ଚିତ୍ରରେ 'ଭୁଲ ଭୁଲୈୟା-୨'କୁ ଅନ୍ତର୍ଭୁକ୍ତ କରାଯାଇଛି। ଅନେକ ବଡ଼ ବଡ଼ ବଜେଟର ବଲିଉଡ ଫିଲ୍ମ ବକ୍ସ ଅଫିସରେ ସଫଳ ହୋଇପାରିନଥିବା ବେଳେ ୨୦୦କୋଟିରୁ ଅଧିକ ବ୍ୟବସାୟ କରିସାରିଲାଣି ଅଭିନେତା କାର୍ତ୍ତିକ ଆରୟନଙ୍କ ଫିଲ୍ମ। ଏବେ ମଧ୍ୟ ଫିଲ୍ମଟି ଭଲ ଆୟ…
ଅଧିକ ଖବର ଦେଖନ୍ତୁ...

ମନ୍ଦିର ପରିସରରୁ ମଧ୍ୟରାତ୍ରିରେ ଚନ୍ଦନ ଗଛ କାଟିନେଲେ ଦୁର୍ବୁତ୍ତ

ରିଆମାଳ: ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକର ସ୍ଥାନୀୟ ବାବା ସ୍ବପ୍ନେଶ୍ବର ଶିବ ମନ୍ଦିର ପରିସରରେ ଥିବା ଚନ୍ଦନ ଗଛକୁ ମଙ୍ଗଳବାର ରାତିରେ ଦୁର୍ବୃତ୍ତମାନେ କାଟି ଚୋରି କରି ନେଇଯାଇଛନ୍ତି। ଶିବ ମନ୍ଦିରରୁ ଏହା ପ୍ରଥମ ଚୋରି ହୋଇଛି। ଗଛଟି ମନ୍ଦିରରେ ପଛ ପାଶ୍ୱର୍ରେ ବହୁ ବର୍ଷ ହେବ ଥିଲା। ପାଖାପାଖି…
ଅଧିକ ଖବର ଦେଖନ୍ତୁ...

ଅସଂପୂର୍ଣ୍ଣ ରୂପାନ୍ତରିତ ସ୍କୁଲ ଉଦ୍‌ଘାଟିତ; ବାହାର ଚକାଚକ୍‌, ଭିତର ଫମ୍ପା

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ସହର ମଧ୍ୟରେ ଥିବା ସରକାରୀ ବାଳିକା ହାଇସ୍କୁଲକୁ ୫-ଟି ଯୋଜନାରେ ରୂପାନ୍ତରିତ କରାଯାଇଛି। ଇତିମଧ୍ୟରେ ଏହାକୁ ମୁଖ୍ୟମନ୍ତ୍ରୀ ଆଭାସୀ ମାଧ୍ୟମରେ ଉଦ୍‌ଘାଟନ ମଧ୍ୟ କରିଛନ୍ତି। ‌ସ୍କୁଲ କୋଠା ବାହାରୁ ଚକାଚକ୍‌ ଦେଖାଯାଉଛି। କିନ୍ତୁ, ଭିତର ଅବସ୍ଥା ଅତି…
ଅଧିକ ଖବର ଦେଖନ୍ତୁ...

ମମିତା ମେହେର ହତ୍ୟା ମାମଲା: କୋର୍ଟରେ ହାଜର ହେଲେ ଗୋବିନ୍ଦ ଓ ରାଧେ

କଣ୍ଟାବାଞ୍ଜି: ମମିତା ମେହେର ହତ୍ୟା ମାମଲାରେ ବୁଧବାର କଣ୍ଟାବାଞ୍ଜି କୋର୍ଟରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ତାର ସହଯୋଗୀ ରାଧେଶ୍ୟାମ ଚଣ୍ଡୀକୁ କଡ଼ା ସୁରକ୍ଷା ବଳୟରେ ହାଜର କରାଯାଇଛି। ଟ୍ରାଏଲ ଚାର୍ଜ ହୋଇ ନଥିବାରୁ ବର୍ତ୍ତମାନ କୋର୍ଟରେ ଏହି ଦୁଇଜଣଙ୍କୁ ହାଜର କରାଯାଉଥିବା ବେଳେ ଏହି…
ଅଧିକ ଖବର ଦେଖନ୍ତୁ...

ସୂଚନା ଅଧିକାର କର୍ମୀ ବୁବୁ ପଣ୍ଡା ହତ୍ୟା ମାମଲା: ସମସ୍ତ ୧୦ ଅଭିଯୁକ୍ତ ନିର୍ଦ୍ଦୋଷ

ଗୋଳନ୍ଥରା : ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ରଣ୍ଢା ଗ୍ରାମରେ ୨୦୧୪ ମସିହା ଡିସେମ୍ବର ୨୯ ତାରିଖରେ ଯୁବ ବ୍ୟବସାୟୀ ତଥା ସୂଚନା ଅଧିକାର କର୍ମୀ ‌ଗଣେଶ ପଣ୍ଡା ଓରଫ୍ ବୁବୁଙ୍କୁ ନୃଶଂସ ଭାବେ ହତ୍ୟା କରା ଯାଇଥିଲା। ଆଜି ବ୍ରହ୍ମପୁର ଏ‌ଡିଜେ-୧ କୋର୍ଟରେ ସାଢ଼େ ୭ ବର୍ଷ ପରେ ଏହି ମାମଲାର…
ଅଧିକ ଖବର ଦେଖନ୍ତୁ...

ବର୍ଷାକୁ ଛାଡିଲେ ମାତୋଶ୍ରୀକୁ ଗଲେ: ମୁଖ୍ୟମନ୍ତ୍ରୀ ଥିବା ସତ୍ତ୍ୱେ ସରକାରୀ ବାସଭବନ ଛାଡି ନିଜ ଘରକୁ ଚାଲିଗଲେ ଉଦ୍ଧବ

ମୁମ୍ବାଇ: ଏବେ ବି ମୁଖ୍ୟମନ୍ତ୍ରୀ ଅଛନ୍ତି | ମୁଖ୍ୟମନ୍ତ୍ରୀଙ୍କ ପାଇଁ ଥିବା ବାସଭବନରେ ଏବେ ବି ରହିପାରିବେ | କିନ୍ତୁ ନିଜ ପଦରୁ ଇସ୍ତଫା ନ ଦେଇ ବି ଆଜି ମୁଖ୍ୟମନ୍ତ୍ରୀ ବାସଭବନ ଛାଡି ନିଜ ଘରକୁ ଚାଲିଯାଇଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ | ମହାରାଷ୍ଟ୍ର ରାଜନୀତିରେ ଦେଖା…
ଅଧିକ ଖବର ଦେଖନ୍ତୁ...

ମୁଁ ବିପାସନା କରେ; ଘଣ୍ଟା ଘଣ୍ଟା ଧରି ସିଧା ବସି ରହିବାର ରହସ୍ୟ କହିଲେ ରାହୁଲ

ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍‌ଡ ମନି ଲଣ୍ଡରିଂ ମାମଲାରେ ଦୀର୍ଘ ୫ଦିନ ଧରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଅଧିକାରୀଙ୍କ ପ୍ରଶ୍ନର ଉତ୍ତର ରଖିଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧି। ଲଗାତାର ତାଙ୍କୁ ୧୧-୧୧ଘଣ୍ଟା ଧରି ଇଡି ତାଙ୍କୁ ଜେରା କରୁଥିବା ବେଳେ ଥକି ନପଡ଼ି ଇଡି ଅଧିକାରୀଙ୍କ ସମସ୍ତ…
ଅଧିକ ଖବର ଦେଖନ୍ତୁ...