Daily Archives

June 22, 2022

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କ ପାଖକୁ ନୂଆ ଦାୟିତ୍ବ ଆସିବ। ଯାହାକୁ ଆପଣ ସହଜରେ ସଂପୂର୍ଣ୍ଣ କରିପାରିବେ। ମହିଳା ଘରୋଇ ଉଦ୍ୟୋଗ ଆରମ୍ଭ କରିପାରନ୍ତି। ଧନ ସଂଚୟ ଲାଗି ଯୋଜନା କରି ପାରନ୍ତି। ବୃଷ: ଇଜିନିୟରଙ୍କୁ ଆର୍ଥିକ ଲାଭ ହେବ। ଯେଉଁମାନେ ପ୍ରେମ କରୁଛନ୍ତି…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ବରରେ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ, ସ୍ବାଗତ ଜଣାଇଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ବର: ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଆଜି ବିଳମ୍ବିତ ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି। ସେ ଆଜି ଅପରାହ୍ନରେ ମୟୂରଭଂଜ ଜିଲ୍ଲା ରାଇରଂଗପୁରରୁ  ଭୁବନେଶ୍ବର ଅଭିମୁଖେ ବାହାରିଥିଲେ। ଶ୍ରୀମତୀ ମୁର୍ମୁ ଭୁବନେଶ୍ବରସ୍ଥିତ ଏମ୍‌ସିଏଲ୍‌ ଗେଷ୍ଟ ହାଉସ୍‌ରେ…
ଅଧିକ ଖବର ଦେଖନ୍ତୁ...

ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍, ୨୫ ହଜାର ଟଙ୍କା ଜରିମାନା

ଅନୁଗୁଳ: ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୁକ୍ତକୁ ଅଦାଲତ ୨୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଏହାସହିତ ତାକୁ ୨୫ ହଜାର ଟଙ୍କା ଜରିମାନା କରାଯାଇଛି। କୋର୍ଟ ବିବରଣୀ ଅନୁସାରେ, ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ବହଳି ଗାଁର ଜଣେ ନାବାଳିକା ଗତ ୨୦୧୩ ମେ’ ୧୨ ତାରିଖରେ ଗାଁ…
ଅଧିକ ଖବର ଦେଖନ୍ତୁ...

ସୋନିଆ ଗାନ୍ଧିଙ୍କ ଅନୁରୋଧ ରଖି ପଚରାଉଚରା ତାରିଖ ଘୁଞ୍ଚାଇବାକୁ ରାଜି ହେଲା ଇଡି

ନୂଆଦିଲ୍ଲୀ: ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ବୁଧବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କୁ ଚିଠି ଲେଖି ଏଜେନ୍ସି ନିକଟରେ ହାଜର ହେବାକୁ କିଛି ସପ୍ତାହ ସମୟ ମାଗିଥିଲେ। ଏବେ ସୋନିଆ ଗାନ୍ଧିଙ୍କ ଚିଠି ପାଇଁ ତାଙ୍କୁ ଆଉ କିଛି ସମୟ ଦେବା ପାଇଁ ରାଜି ହୋଇଛି ଇଡି। ଆଗକୁ ନୂଆ…
ଅଧିକ ଖବର ଦେଖନ୍ତୁ...

ପଖାଳ ଖାଉ ଖାଉ ତଣ୍ଟିରେ ଫସିଲା ଆମ୍ବ ଟାକୁଆ, ଡାକ୍ତରଙ୍କ ଉଦ୍ୟମ ଯୋଗୁଁ ବଞ୍ଚିଗଲା ଜୀବନ

କଟକ: ଗୁଳୁଗୁଳି ସାଙ୍ଗକୁ ଭୋକିଲା ପେଟ | ଆଉ ଏଥିପାଇଁ ହାଉଁ ହାଉଁ ହେଇ ପଖାଳ ସହ ଆମ୍ବ ଖାଉଥିଲେ ଶଙ୍କର୍ଷଣ | ତେବେ ଜଲଦି ଜଲଦିରେ ତଣ୍ଟିରେ ଅଟକି ଗଲା ଆମ୍ବ ଟାକୁଆ | ଟାକୁଆ ଫସିଯିବା ପରେ ନା ଆଉ ଖାଇ ହେଲା ନା ପାଣି ଟୋପେ ପିଇହେଲା | ଶେଷରେ ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ…
ଅଧିକ ଖବର ଦେଖନ୍ତୁ...

ସିନ୍ଦେଙ୍କ ପାଇଁ ଫିଟୁଛି ବାଟ ! ଉଦ୍ଧବଙ୍କୁ ହଟାଇ ହେବେ କି ମୁଖ୍ୟମନ୍ତ୍ରୀ?

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ଦେଖା ଦେଇଥିବା ରାଜନୈତିକ ସଙ୍କଟ ମଧ୍ୟରେ ଏବେ ଘଡ଼ିକେ ଘୋଡ଼ା ଛୁଟୁଛି। ୪୦ ଜଣ ବିିଧାୟକଙ୍କୁ ଧରି ମହାରାଷ୍ଟ୍ରର ଏମ୍‌ଭିଏ ମେଣ୍ଟ ସରକାର ବିରୋଧରେ ବିଦ୍ରୋହ ଘୋଷଣା କରିଥିବା ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଦେଙ୍କ ପାଇଁ ମୁଖ୍ୟମନ୍ତ୍ରୀ ହେବାର ବାଟ…
ଅଧିକ ଖବର ଦେଖନ୍ତୁ...

ମୁଖ୍ୟମନ୍ତ୍ରୀଙ୍କ ଭାଉଜ, ପତ୍ନୀ ଓ ଭଉଣୀ ବି ଦ୍ରୌପଦୀଙ୍କ ଖାସ, ସୋରେନଙ୍କ ନିଷ୍ପତ୍ତିକୁ ଅପେକ୍ଷା

ରାଞ୍ଚି: ଓଡ଼ିଶାର ବିଜେପି ନେତ୍ରୀ ତଥା ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ ଘୋଷଣା କରିଛି ଏନ୍‌ଡିଏ। ନିର୍ବାଚିତ ହେଲେ ଦ୍ରୌପଦୀ ହେବେ ଦେଶର ପ୍ରଥମ ଓଡ଼ିଆ ଏବଂ ଆଦିବାସୀ ମହିଳା ଏବଂ ଦ୍ବିତୀୟ ମହିଳା ରାଷ୍ଟ୍ରପତି। ଭାରତର ଗଣତାନ୍ତ୍ରିକ ବ୍ୟବସ୍ଥାରେ ଶାସନର…
ଅଧିକ ଖବର ଦେଖନ୍ତୁ...

ମୋଦୀ ଯଦି ପ୍ରଧାନମନ୍ତ୍ରୀ ‌ହୋଇପାରିବେ ମୁଁ କାହିଁକି ନୁହଁ; ମଧ୍ୟପ୍ରଦେଶର ମେୟର ପ୍ରାର୍ଥୀଙ୍କ ବୟାନ

ଭୋପାଳ:  ମଧ୍ୟପ୍ରଦେଶର ପୌର ନିର୍ବାଚନର ନାମାଙ୍କନ ପ୍ରକ୍ରିୟା ସମାପ୍ତ ହେବା ପରେ ୧୪ଜଣ ପ୍ରାର୍ଥୀ ରିୱା ମ୍ୟୁନିସିପାଲ କର୍ପୋରେସନର ସଂରକ୍ଷିତ ଆସନରେ ଭାଗ୍ୟ ପରୀକ୍ଷା କରିବାକୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏହି ସମୟରେ ରିୱା ପୌର ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା…
ଅଧିକ ଖବର ଦେଖନ୍ତୁ...

ବଜ୍ରପାତ ନେଲା ୩ ଜୀବନ; ବିଲରେ କାମ କରୁଥିଲା ବେଳେ ୨ ମୃତ, ଗାଧୋଇ ସାରି ଘରକୁ ଫେରିବା ବେଳେ ପ୍ରାଣ ହାରିଲେ ଜଣେ

ରାଇରଙ୍ଗପୁର/ତେନ୍ତୁଳିଖୁଣ୍ଟି/ନନ୍ଦାହାଣ୍ଡି: ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ବଜ୍ରପାତ ହୋଇଛି। ଏଥିରେ ଜଣେ ମହିଳାଙ୍କ ସମେତ ୩ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଗୁରୁତର ଅଛନ୍ତି। ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକମାନେ ହେଲେ ସୁଶାନ୍ତ ଗିରି, ଜାଲେ ପିଙ୍ଗୁଆ ଓ…
ଅଧିକ ଖବର ଦେଖନ୍ତୁ...

‘ମୁଁ ଚାଲିଗଲା ପରେ ମୋ ଆଖି ଆଉ କାହାକୁ ଦେଇଦେବ’ ଦ୍ରୌପଦୀ ମୁର୍ମୁଙ୍କ ଏହି ପଦେ କଥା ଜାଣିଛନ୍ତି କି

ଭୁବନେଶ୍ୱର: ଓଡ଼ିଶାର ପୂର୍ବତନ ମନ୍ତ୍ରୀ ତଥା ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିଛି କ୍ଷମତାସୀନ ଏନଡିଏ। ଭୋଟ୍ ଗଣିତ ସଙ୍କେତ ଦେଉଛି ଯେ ଶ୍ରୀମତୀ ମୁର୍ମୁ ରାଷ୍ଟ୍ରପତି ହେବା ଏକ ପ୍ରକାର ନିଶ୍ଚିତ। ଯଦି ଏମିତି ହୁଏ,…
ଅଧିକ ଖବର ଦେଖନ୍ତୁ...