Daily Archives

June 23, 2022

ଖୋର୍ଦ୍ଧା: ଦାୟିତ୍ୱ ନେଲେ ନୂତନ ଜିଲ୍ଲାପାଳ, ସାଧାରଣ ଅଭିଯୋଗ ଓ ୫-ଟିକୁ ଗୁରୁତ୍ୱ

ଖୋର୍ଦ୍ଧା: ରାଜ୍ୟ ସରକାରଙ୍କ ବଦଳି ବିଜ୍ଞପ୍ତି ପ୍ରକାଶର ତିନିଦିନ ପରେ ଆଜି କେ ସୁଦର୍ଶନ ଚକ୍ରବର୍ତୀ ଜିଲ୍ଲାପାଳ ଦାୟିତ୍ୱ ଗ୍ରହଣ କରିଛନ୍ତି। ଆଜି ପୂର୍ବାହ୍ନରେ ଜିଲ୍ଲାପାଳ କାର୍ଯ୍ୟାଳୟରେ ପହଞ୍ଚି ନିଜର ଇଷ୍ଟଦେବଙ୍କ ଆଶୀର୍ବାଦ ନେବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନରେ…
ଅଧିକ ଖବର ଦେଖନ୍ତୁ...

ଅଗ୍ନିବୀରଙ୍କୁ ଅପମାନିତ କରିଛନ୍ତି ବିଜେପି ନେତା, ଏଆଇଏସଏଫର ଅଭିଯୋଗ

ଭୁବନେଶ୍ବର: ବିଜେପିର କେନ୍ଦ୍ରୀୟ ନେତା ଅଗ୍ନିବୀରଙ୍କୁ ନିଜ କାର୍ଯ୍ୟାଳୟରେ ଜଗୁଆଳ ରଖିବାପାଇଁ ପ୍ରାଥମିକତା ଦେବାର ଆଶ୍ୱାସନା ସମଗ୍ର ଯୁବ ସମାଜ ଓ ଅଗ୍ନିବୀରଙ୍କ ପ୍ରତି ଅପମାନ ବୋଲି କହିଛି ଛାତ୍ର ସଙ୍ଗଠନ ଏଆଇଏସଏଫ। ସଂଘ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି, ୨୦୧୮-୧୯…
ଅଧିକ ଖବର ଦେଖନ୍ତୁ...

ଅକ୍ଟୋବର ୧ରୁ ଫେବ୍ରୁଆରି ୨୮ ପର୍ଯ୍ୟନ୍ତ ଦିଲ୍ଲୀକୁ ଭାରୀଯାନ ମନା

ନୂଆଦିଲ୍ଲୀ : ଦିଲ୍ଲୀରେ ପ୍ରଦୂଷଣକୁ କମାଇବାକୁ ଦିଲ୍ଲୀ ସରକାର କେତେକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି ।  ଆସନ୍ତା ଅକ୍ଟୋବର ୧ରୁ ଆସନ୍ତା ବର୍ଷ ଫେବ୍ରୁଆରି ୨୮ ପର୍ଯ୍ୟନ୍ତ ଦିଲ୍ଲୀକୁ ବାହାର ରାଜ୍ୟରୁ ମଧ୍ୟମ ଓ ଓଜନିଆ ଯାନ ପ୍ରବେଶକୁ ନିଷିଦ୍ଧ କରିଛନ୍ତି । ଏହାଛଡ଼ା ଏହି ସମୟରେ…
ଅଧିକ ଖବର ଦେଖନ୍ତୁ...

ବିରୋଧ ସତ୍ତ୍ବେ ଆସନ୍ତାକାଲିଠାରୁ ବାୟୁସେନାରେ ଆରମ୍ଭ ହେବ ‘ଅଗ୍ନିବୀର’ ନିଯୁକ୍ତି ପ୍ରକ୍ରିୟା

ନୂଆଦିଲ୍ଲୀ : ‘ଅଗ୍ନିପଥ’ ଯୋଜନା ଅଧୀନରେ ଭାରତୀୟ ବାୟୁସେନା ପ୍ରଥମେ ନିଯୁକ୍ତି ଦେବ। ଆସନ୍ତାକାଲିଠାରୁ ବାୟୁସେନାରେ ‘ଅଗ୍ନିବୀର’ ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ ହେବ। ଜୁନ ୧୮ରେ ଏ ବାବଦରେ ଗୁରୁତ୍ବପୂର୍ଣ୍ଣ ଘୋଷଣା କରି ବାୟୁସେନା ମୁଖ୍ୟ ମାର୍ସାଲ ଭିଆର୍‌ ଚୌଧାରୀ କହିଥିଲେ,…
ଅଧିକ ଖବର ଦେଖନ୍ତୁ...

ଏକନାଥ ସିନ୍ଦେଙ୍କ ସମେତ ୧୨ ବିଧାୟକଙ୍କ ସଦସ୍ୟତା ରଦ୍ଦ ପାଇଁ ଉପ-ବାଚସ୍ପତିଙ୍କୁ ପତ୍ର ଲେଖିଲା ଶିବସେନା

ମୁମ୍ବାଇ : ବିଦ୍ରୋହୀ ୧୨ ଜଣ ବିଧାୟକଙ୍କ ସଦସ୍ୟତା ରଦ୍ଦ ପାଇଁ ଶିବସେନା ପକ୍ଷରୁ ଉପବାଚସ୍ପତିଙ୍କୁ ପତ୍ର ଲେଖି ଅନୁରୋଧ କରାଯାଇଛି । ସେମାନଙ୍କ ମଧ୍ୟରେ ଅଛନ୍ତି ବିଦ୍ରୋହୀଙ୍କ ନେତା ଏକନାଥ ସିନ୍ଦେ । ଏହି ତାଲିକାରେ ଅଛନ୍ତି ବାଲାଜୀ କିନିକର, ଲତା ସୋନାଓ୍ବାନେ, ଓ ଭରତ ଗୋଗାଓ୍ବଲେ ।…
ଅଧିକ ଖବର ଦେଖନ୍ତୁ...

୭୨ ବର୍ଷ ବୟସରେ ବି ଥକି ନାହାନ୍ତି ବନମାଳୀ, ବୟସ୍କଙ୍କୁ ବାଣ୍ଟୁଛନ୍ତି ସୁସ୍ଥତାର ମନ୍ତ୍ର

ସୁନ୍ଦରଗଡ଼: ବୟସ ୭୨ ବର୍ଷ। କିନ୍ତୁ ଦେହରେ ଯୁବକର ଚମକ। ଏହି ବୟସରେ ସେ ଅତି ସହଜରେ ବୁଲାଇ ପାରନ୍ତି ୩୦ କେଜିର ମୁଦଗର। ଏହା ସହ ବେଶ ଆରାମରେ ଡମବେଲ, ବାରରେ ବ୍ୟାୟାମ କରନ୍ତି ଘଣ୍ଟା ଘଣ୍ଟା ଧରି। ନିଜକୁ ଦକ୍ଷ ଓ ସୁସ୍ଥ ରଖିବା ପାଇଁ ଶାରୀରିକ ବ୍ୟାୟାମକୁ ମୂଳମନ୍ତ୍ର କରିଥିବା ବ୍ୟକ୍ତି ଜଣକ…
ଅଧିକ ଖବର ଦେଖନ୍ତୁ...

୯୧ ବର୍ଷ ବୟସରେ ନିଜ ୪ର୍ଥ ପତ୍ନୀଙ୍କୁ ଛାଡ଼ପତ୍ର ଦେଲେ ମିଡିଆ ସମ୍ରାଟ ରୁପୋର୍ଟ ମୋର୍ଡକ୍

ଲଣ୍ଡନ : ମିଡିଆ ସମ୍ରାଟ ଭାବେ ସମଗ୍ର ବିଶ୍ବରେ ପରିଚିତ ରିପୋର୍ଟ ମୋର୍ଡକଙ୍କୁ ଏବେ ୯୧ ବର୍ଷ ବୟସ । ଏହି ପରିଣତ ବୟସରେ ବି ସେ ନିଜର ପତ୍ନୀ ଜେରି ହଲଙ୍କୁ ଛାଡ଼ପତ୍ର ଦେବାକୁ ଘୋଷଣା କରିଛନ୍ତି । ଏହି ରୁପୋର୍ଟ ମୋର୍ଡକଙ୍କ ୪ର୍ଥ ଛାଡ଼ପତ୍ର ହୋଇଥିବାବେଳେ ହଲଙ୍କ ୩ୟ ଛାଡ଼ପତ୍ର ।…
ଅଧିକ ଖବର ଦେଖନ୍ତୁ...

୬୦ତମ ଜନ୍ମଦିନରେ ୬୦,୦୦୦କୋଟି ଟଙ୍କା ସମାଜ କଲ୍ୟାଣ ଲାଗି ଖର୍ଚ୍ଚ କରିବେ ଗୌତମ ଆଦାନୀ

ମୁମ୍ୱାଇ: ଆଦାନୀ ଗ୍ରୁପ୍‌ର ଚେୟାରମ୍ୟାନ୍ ଗୌତମ ଆଦାନୀ ତାଙ୍କ ୬୦ତମ ଜନ୍ମଦିନ ଅବସରରେ ସାମାଜିକ କଲ୍ୟାଣ ପାଇଁ ୭.୭ ବିଲିୟନ ଡ଼ଲାର୍ ଅର୍ଥାତ ୬୦,୦୦୦ କୋଟି ଟଙ୍କା ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଟଙ୍କା ଆଦାନୀ ଫାଉଣ୍ଡେସନ୍ ଦ୍ୱାରା ଖର୍ଚ୍ଚ ହେବ। ଆସନ୍ତାକାଲି ସେ ୬୦ବର୍ଷରେ…
ଅଧିକ ଖବର ଦେଖନ୍ତୁ...

୧ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଆକାଉଣ୍ଟାଣ୍ଟ

ନବରଙ୍ଗପୁର: ମଧ୍ୟାହ୍ନ ଭୋଜନ ପରିବହନ ବିଲ୍ କରାଇଦେବା ପାଇଁ ୧ ଲକ୍ଷ ଟଙ୍କା ଲାଞ୍ଚ ନେବେ ବେଳେ ଧରାପଡିଲେ ଆକାଉଣ୍ଟାଣ୍ଟ। ଆଜି ସଂଧ୍ୟା ପ୍ରାୟ ୬ଟା ବେଳେ ମଧ୍ୟାହ୍ନ ଭୋଜନ ପରିବହନ ବାବଦରେ ଥିବା ବିଲ୍ କରାଇଦେବା ପାଇଁ ୧ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ନବରଙ୍ଗପୁର ଜିଲ୍ଲା ଶିକ୍ଷା…
ଅଧିକ ଖବର ଦେଖନ୍ତୁ...

ଅବ୍ୟବସ୍ଥା ଘେରରେ ମେଡିକାଲ କଲେଜ; ୪ଦିନ ହେଲା ଅନ୍ଧାରରେ ଛାତ୍ରଛାତ୍ରୀ, ବିଦ୍ୟୁତ ଅଭାବରୁ ପାଣି ସଂକଟ

କୋରାପୁଟ: କୋରାପୁଟସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ନାହିଁ ନ ଥିବା ସମସ୍ୟା। ଆଜିକୁ ୩ଦିନ ହେବ ବିଦ୍ୟୁତ ଯୋଗାଣ ବ୍ୟାହତ ହୋଇଛି । ଯାହାଦ୍ୱାରା ଅନ୍ଧାରରେ ରହିବା ସହ ପାଣିର ସମସ୍ୟା ଭୋଗୁଛନ୍ତି ହଷ୍ଟେଲରେ ରହୁଥିବା ଡାକ୍ତରୀ ଛାତ୍ରଛାତ୍ରୀ । ସମସ୍ୟା ଏଠି ପିଛା ଛାଡୁନି ।…
ଅଧିକ ଖବର ଦେଖନ୍ତୁ...