Daily Archives

June 24, 2022

ବିବାହ କରିବାର ପ୍ରଲୋଭନ ଦେଇ ଯୁବତୀଙ୍କ ସହ ଶାରୀରିକ ସଂପର୍କ, ଠିକାଦାର ଗିରଫ

କୋରାପୁଟ: ପ୍ରଥମେ ଭଲ ପାଇବା, ପରେ ସେକ୍ସ ଓ ତାପରେ ଧୋକା। ବିବାହ କରିବାର ପ୍ରଲୋଭନ ଦେଇ ପ୍ରତାରଣା କରି ଗିରଫ ହୋଇଛନ୍ତି ଠିକାଦାର। କୋରାପୁଟ ଟାଉନ ପୁଲିସ ଆଜି‌ କୋରାପୁଟ ଜିଲ୍ଲା ବୈପାରୀଗୁଡାର ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଗିରଫ ଅଭିଯୁକ୍ତ ହେଲେ କୈଳାସ…
ଅଧିକ ଖବର ଦେଖନ୍ତୁ...

ରାଉରକେଲାରେ ଏନଡିଆରଏଫ ଟିମର ମକ ଡ୍ରିଲ

ରାଉରକେଲା: ସମ୍ଭାବ୍ୟ ଦୁର୍ବିପାକକୁ ମୁକାବିଲା କରିବା ପାଇଁ ଏନଡିଆରଏଫ ଟିମ ତରଫରୁ ଆଜି ନିକଟସ୍ଥ ବ୍ରାହ୍ମଣୀ ନଦୀରେ ଏକ ମକ ଡ୍ରିଲର ଆୟୋଜନ କରାଯାଇଥିଲା। ରାଉରକେଲା ପ୍ରଶାସନ ଓ ରାଉରକେଲା ମହାନଗର ନିଗମର ମିଳିତ ସହଯୋଗରେ ଏହାର ଆୟୋଜନ କରାଯାଇଥିଲା। ବନ୍ୟା ପରିସ୍ଥିତିରେ ଲୋକମାନଙ୍କୁ…
ଅଧିକ ଖବର ଦେଖନ୍ତୁ...

ଆମେରିକାରେ ନିଷିଦ୍ଧ ହେବ ଗର୍ଭପାତ !

ନ୍ୟୁୟର୍କ : ଆମେରିକାର ସୁପ୍ରିମ କୋର୍ଟ ଆଜି ଦୁଇଟି ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଗୋଟିଏ ହେଉଛି ଗର୍ଭପାତ ସଂପର୍କିତ ଓ ଅନ୍ୟଟି ହେଉଛି ବନ୍ଧୁକ ଆଇନ ସଂପର୍କିତ । ସୁପ୍ରିମକୋର୍ଟ ଆଜି ଏକ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଣି ଗର୍ଭପାତ ଲାଗି ଆମେରିକାର ସମ୍ବିଧାନ ଦେଇଥିବା ଅଧିକାରକୁ…
ଅଧିକ ଖବର ଦେଖନ୍ତୁ...

ରାଷ୍ଟ୍ରପତି ନିର୍ବାଚନରେ ସାମିଲ ହେବେ ନାହିଁ ଏହି ରାଜ୍ୟର ବିଧାୟକ

ନୂଆଦିଲ୍ଲୀ: ଆଗାମୀ ଜୁଲାଇ ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ କରାଯିବ ଏବଂ ଜୁଲାଇ ୨୧ ତାରିଖ ଦିନ ଭୋଟ୍‌ ଗଣନା କରାଯିବ। ଜୁଲାଇ ୨୫ ତାରିଖରେ ନବନିର୍ବାଚିତ ରାଷ୍ଟ୍ରପତି ଶପଥ ଗ୍ରହଣ କରିବେ। କିନ୍ତୁ ଭାରତର ଏମିତି ଏକ ରାଜ୍ୟ ଅଛି ଯାହା ରାଷ୍ଟ୍ରପତି ନିର୍ବାଚନରେ…
ଅଧିକ ଖବର ଦେଖନ୍ତୁ...

ସ୍ପଞ୍ଜ୍‌ ଆଇରନ୍‌ ବୋଝେଇ ଟ୍ରକ୍‌ରେ ମଦ ଚୋରାଚାଲାଣ: ଚାଳକ-ଖଲାସୀ ଗିରଫ, ୧ ଲକ୍ଷ ଟଙ୍କାର ବିଦେଶୀ ମଦ ଜବତ

ରାଉରକେଲା: ସ୍ପଞ୍ଜ୍‌ ଆଇରନ୍‌ ବୋଝେଇ ଟ୍ରକ୍‌ରେ ବିଦେଶୀ ମଦ ଚୋରାଚାଲାଣ କରିବା ଚାଳକ ଓ ଖଲାସୀକୁ ମହଙ୍ଗା ପଡ଼ିଛି। ବ୍ରାହ୍ମଣୀତରଙ୍ଗ ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫକରି କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିହାରର ଗାଡ଼ି ଚାଳକ ରୋହିତ କୁମାର(୨୮) ଓ ଖଲାସୀ ରିତେଶ…
ଅଧିକ ଖବର ଦେଖନ୍ତୁ...

ମାଝିଗୁଡାରେ ଚାରି ଶିଶୁ ମୃତ୍ୟୁ ଘଟଣା: ଗୋଟିଏ ଜୁଇରେ ଜଳିଲା ଚାରି ଶବ

କୋରାପୁଟ/ଦଶମନ୍ତପୁର: କୋରାପୁଟ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଦଶମନ୍ତପୁର ବ୍ଲକର ପାଇକ ଫୁଲବେଡା ପଞ୍ଚାୟତର ମାଝିଗୁଡାରେ ୪ ଜଣ ଶିଶୁ ପ୍ରାଣ ହରାଇବା ଘଟଣାକୁ ୨୪ ଘଣ୍ଟା ପୁରିଛି। ଆଜି ଶୋକାକୂଳ ପରିବେଶରେ ଗୋଟିଏ ଜୁଇରେ ୪ଜଣ ଶିଶୁଙ୍କୁ ସଂସ୍କାର କରାଯାଇଛି। ଗାଁରେ ଏବେ ଶୋକାକୂଳ ପରିବେଶ…
ଅଧିକ ଖବର ଦେଖନ୍ତୁ...

ମହାରାଷ୍ଟ୍ର ସଂକଟ : ଶନିବାର ଜାତୀୟ କାର୍ଯ୍ୟକାରିଣୀ ଡକାଇଲା ଶିବସେନା

ମୁମ୍ବାଇ  :  ଶିବସେନା ଓ ମହାରାଷ୍ଟ୍ର ସରକାରରେ ଚାଲିଥିବା ସଂକଟ ମଧ୍ୟରେ ଶିବସେନା ପ୍ରମୁଖ ଉଦ୍ଧବ ଠାକରେ ଆସନ୍ତା କାଲି ଅର୍ଥାତ ଶନିବାରଦିନ ଦଳର ଜାତୀୟ କାର୍ଯ୍ୟକାରିଣୀ ଡକାଇଛନ୍ତି । ଅପରାହ୍ଣ ୧ଟା ବେଳେ ଏହି ବୈଠକ ଡକାଯାଇଛି । ଏହି ବୈଠକରେ ବିଦ୍ରୋହୀ ବିଧାୟକମାନଙ୍କ ବିରୋଧରେ…
ଅଧିକ ଖବର ଦେଖନ୍ତୁ...

ଶ୍ୱଶୁର ଏନଟିଆରଙ୍କୁ ଧୋକା ଦେଇ ଦଳ ସହ ମୁଖ୍ୟମନ୍ତ୍ରୀ ଚୌକି ନେଇଯାଇଥିଲେ ଚନ୍ଦ୍ରବାବୁ ନାଇଡୁ!

ହାଇଦ୍ରାବାଦ: ମହାରାଷ୍ଟ୍ରରେ ବର୍ତ୍ତମାନ ଯେଭଳି କ୍ଷମତାକୁ ନେଇ ବିଦ୍ରୋହ ଜାରି ରହିଛି ଠିକ ସେହିପରି ପରିସ୍ଥିତି ଦିନେ ଆନ୍ଧ୍ରପ୍ରଦେଶରେ ମଧ୍ୟ ଘଟିଥିଲା। ସେତେବେଳେ ଚନ୍ଦ୍ରବାବୁ ନାଇଡୁ ତାଙ୍କ ଶ୍ୱଶୁର ଏନଟିଆରଙ୍କୁ ବିଶ୍ୱାସଘାତକତା କରି ତେଲୁଗୁ ଦେଶମ ପାର୍ଟି (ଟିଡିପି) କୁ ନିଜ ଅଧୀନକୁ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆର୍ଥିକ ସ୍ଥିତି ସୁଦୃଢ଼ କରିବା ଲାଗି ଆପଣଙ୍କ ରଚନାତ୍ମକ କ୍ଷମତା ପ୍ରୟୋଗ କରିବେ। ନୂଆ ବ୍ୟବସାୟ ଆରମ୍ଭ କରିବା ପୂର୍ବରୁ ଅଭିଜ୍ଞଙ୍କ ପରାମର୍ଶ ନିଅନ୍ତୁ। ପ୍ରେମ ଜୀବନ ଭଲ ହେବ। ବୃଷ: ସାମାଜିକ କାର୍ଯ୍ୟରେ ସହଯୋଗ ଦେବେ। ଆର୍ଥିକ ସ୍ଥିତି ସ୍ବଚ୍ଛଳ…
ଅଧିକ ଖବର ଦେଖନ୍ତୁ...

ପୁରୀ ସ୍ବର୍ଗଦ୍ବାରରେ ରାଇ‌ମୋହନ ପରିଡ଼ାଙ୍କ ଶେଷକୃତ ସଂପନ୍ନ

ଭୁବନେଶ୍ବର/ପୁରୀ: ଅଭିନେତା ରାଇମୋହନ ପରିଡ଼ାଙ୍କ ଶେଷକୃତ୍ୟ ପୁରୀ ସ୍ବର୍ଗଦ୍ବାରରେ ସଂପନ୍ନ ହୋଇଛି। ରାଇମୋହନଙ୍କ ପାର୍ଥିବ ଶରୀରରେ ତାଙ୍କର ସାନ ଝିଅ ମୁଖାଗ୍ନି ଦେଇଛନ୍ତି। ଏହି ଅବସରରେ ସଂପର୍କୀୟ, ବନ୍ଧୁବର୍ଗ ଓ ସିନେମା ଜଗତର କିଛି ଜଣାଶୁଣା ବ୍ୟକ୍ତି ଉପସ୍ଥିତ ଥିଲେ।…
ଅଧିକ ଖବର ଦେଖନ୍ତୁ...