Daily Archives

June 24, 2022

ନିଘୋଡ଼ ନିଦରେ ଶୋଇଥିବାବେଳେ ପାଟିରେ ଗାମୁଛା ବାନ୍ଧି ବୃଦ୍ଧାଙ୍କୁ ଦୁଷ୍କର୍ମ

ରାଉରକେଲା: ନିଘୋଡ଼ ନିଦରେ ଶୋଇଥିବାବେଳେ ଜଣେ ବୃଦ୍ଧା ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଏନେଇ ବ୍ରାହ୍ମଣୀତରଙ୍ଗ ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଉଛି ବେଲଡିହିର ସୁଦନ ଗୋପ(୩୮)। ସୂଚନା ଅନୁସାରେ, ବ୍ରାହ୍ମଣୀତରଙ୍ଗ ଥାନା…
ଅଧିକ ଖବର ଦେଖନ୍ତୁ...

ରାଷ୍ଟ୍ରପତି ନିର୍ବାଚନ: ନାମାଙ୍କନ ଦାଖଲ କଲେ ଦ୍ରୌପଦୀ ମୁର୍ମୁ, ରାଇରଙ୍ଗପୁର ବାସଭବନ ସମ୍ମୁଖରେ ଉତ୍ସବର ମାହୋଲ

ରାଇରଙ୍ଗପୁର: ଆଜି ଦିନଟି ରାଇରଙ୍ଗପୁର ଏକ ଐତିହାସିକ ଦିନ । ଆଜିର ଦିନରେ ଏନଡିଏ ପ୍ରାର୍ଥିନୀ ରାଇରଙ୍ଗପୁର ମାଟିର ସୁକନ୍ୟା ଦ୍ରୌପଦୀ ମୁର୍ମୁ ଦିଲ୍ଲୀରେ  ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି।  ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ,…
ଅଧିକ ଖବର ଦେଖନ୍ତୁ...

ମହାକାଶରେ ବିରଳ ସଂଯୋଗ : ୫ ଗ୍ରହ ଏକାଠି

ନୂଆଦିଲ୍ଲୀ : ଶୁକ୍ରବାରଦିନ ମହାକାଶରେ ଏକ ବିରଳ ସଂଯୋଗ ଦେଖାଦେଇଛି । ସୌରଜଗତର ୫ଟି ଗ୍ରହ ବୁଧ,ଶୁକ୍ର, ମଙ୍ଗଳ, ବୃହସ୍ପତି ଓ ଶନି ଗୋଟିଏ ରେଖାରେ ରହି ଏକା ସଙ୍ଗରେ ଦୃଶ୍ୟମାନ ହେଉଛନ୍ତି ।  ପୂର୍ବରୁ ୨୦୦୪ରେ ଏପରି ମହାଜାଗତିକ ଘଟଣା ମହାକାଶରେ ଦୃଶ୍ୟମାନ ହୋଇଥିବାବେଳେ ପରବର୍ତ୍ତୀ ସଂଯୋଗ…
ଅଧିକ ଖବର ଦେଖନ୍ତୁ...

ପୁରୀରେ ପୁଣି ବୋମାମାଡ଼, ଜଣେ ଗୁରୁତର

ପୁରୀ: ଚଳିତ ସପ୍ତାହ ମଧ୍ୟରେ ପୁରୀ ସହରରେ ଦ୍ବିତୀୟ ଥର ପାଇଁ ବୋମାମାଡ଼ ହୋଇଛି।  ସଦର ଥାନା ଅନ୍ତର୍ଗତ ମୁକୁନ୍ଦ ମିଶ୍ର ନଗରରେ ଆଜି ରାତିରେ ସିମେଣ୍ଟ ବ୍ୟବସାୟୀଙ୍କ ଘର ଉପରକୁ ବୋମାମାଡ଼ ହୋଇଥିବା ସୂଚନା ମିଳିଛି। ଏହି ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ତାଙ୍କୁ ଜିଲ୍ଲା…
ଅଧିକ ଖବର ଦେଖନ୍ତୁ...

ଡେକାଙ୍କୁ ମିଳିଲା ଆଇବି ଦାୟିତ୍ୱ, ବଢ଼ିଲା ର ମୁଖ୍ୟଙ୍କ କାର୍ଯ୍ୟକାଳ

ନୂଆଦିଲ୍ଲୀ: ଭାରତୀୟ ପୁଲିସ ସେବା (ଆଇପିଏସ୍)ର ବରିଷ୍ଠ ଅଧିକାରୀ ତପନ କୁମାର ଡେକାଙ୍କୁ ଇଣ୍ଟେଲିଜେନ୍ସ ବ୍ୟୁରୋ(ଆଇବି)ର ମୁଖ୍ୟ କରାଯାଇଛି। ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଏକ ସରକାରୀ ନିର୍ଦ୍ଦେଶ ଅନୁଯାୟୀ ସେ ବର୍ତ୍ତମାନର ଆଇବି ମୁଖ୍ୟ ଅରବିନ୍ଦ କୁମାରଙ୍କ ସ୍ଥାନ…
ଅଧିକ ଖବର ଦେଖନ୍ତୁ...

ବାପାଙ୍କ ସହ କୌଣସି ସମ୍ପର୍କ ରଖିବାକୁ ଚାହେଁନି କହି ନାମ ବଦଳାଇଦେଲେ ମସ୍କଙ୍କ ଝିଅ

କାଲିଫର୍ଣ୍ଣିଆ: ଆମେରିକାର ପ୍ରସିଦ୍ଧ ବ୍ୟବସାୟୀ ତଥା ଟେସଲା ଏବଂ ସ୍ପେସ୍ ଏକ୍ସ ମାଲିକ ଏଲୋନ୍ ମସ୍କଙ୍କ କିନ୍ନର ଝିଅଙ୍କୁ ଲିଙ୍ଗ ପରିବର୍ତ୍ତନ ଅନୁଯାୟୀ ନାମ ପରିବର୍ତ୍ତନ କରିବାକୁ କୋର୍ଟ ଅନୁମତି ଦେଇଛନ୍ତି। ୧୮ ବର୍ଷ ବୟସ୍କା ଜାଭିଅର୍ ବର୍ତ୍ତମାନ ଭିଭିଆନ୍ ଜେନା ୱିଲସନ ଭାବରେ ପରିଚିତ…
ଅଧିକ ଖବର ଦେଖନ୍ତୁ...

ନ୍ୟାୟ ନପାଇ ଆଖିବୁଜିଲେ ଗୁଣନିଧି, ନିଜ ଆଡୁ ମାମଲା ରୁଜୁ କଲେ ରାଜ୍ୟ ମାନବାଧିକାର କମିସନ

କଟକ/କିଶନନଗର: ଶେଷରେ ନ୍ୟାୟ ନପାଇ ଆଖିବୁଜିଲେ ଗୁଣନିଧି ବି‌ଶୋଇ। ଗତକାଲି ପୁଲିସ ନିଷ୍କ୍ରିୟତା ପ୍ରତିବାଦରେ କଟକ ଜିଲ୍ଲା କିଶନନଗର ଥାନା ପରିସରରେ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମହୁତି ଉଦ୍ୟମ କରିଥିବା ଗୁଣନିଧି ବିଶୋଇ(୫୨)ଙ୍କ ଆଜି ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଥାନା…
ଅଧିକ ଖବର ଦେଖନ୍ତୁ...

ପୁଣି ବାଣୀବିହାର ପରିସରରେ ହିଂସା; ଦୁଇ ଛାତ୍ରଗୋଷ୍ଠୀ ମଧ୍ୟରେ ହାତାହାତି, ବୁଲିଲା ଖଣ୍ଡା-ଭୁଜାଲି

ଭୁବନେଶ୍ବର: ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନ ଉତ୍କଳ ବିଶ୍ବବିଦ୍ୟାଳୟ ପରିସରରେ ଆଜି ସନ୍ଧ୍ୟାରେ ହିଂସା ଦେଖାଯାଇଛି। ବାଣୀବିହାର ପରିସରରେ ‌ଏକ ଗୋଷ୍ଠୀର ଛାତ୍ରମାନେ ଖଣ୍ଡା ଓ ଭୁଜାଲି ଧରି ଉପଦ୍ରବ ସୃଷ୍ଟି କରିଛନ୍ତି। ଉପଦ୍ରବକାରୀ ଛାତ୍ରମାନେ ପୁରୁଣା ଭିସି ଅଫିସ୍ ଆଗରେ ଜଣେ ଛାତ୍ରଙ୍କୁ…
ଅଧିକ ଖବର ଦେଖନ୍ତୁ...

ବାରମ୍ବାର ଗୁଳିକାଣ୍ଡ ପରେ ଆମେରିକାର ଚେତା ପଶିଲା, ବନ୍ଧୁକ ନିୟନ୍ତ୍ରଣ ବିଲ୍ ସିନେଟରେ ଗୃହୀତ

ମୁମ୍ବାଇ : ଆମେରିକାରେ ବାରମ୍ବାର ଗୁଳିକାଣ୍ଡ ହେବା ପରେ ସରକାରଙ୍କ ଚେତା ପଶିଛି ।   ବନ୍ଧୁକ ନିୟନ୍ତ୍ରଣ ବିଲକୁ ଆମେରିକା ସିନେଟର ମଂଜୁରୀ ମିଳିଛି । ଆମେରିକାର ନିମ୍ନ ସଦନ ( ହାଉସ ଅଫ ରିପ୍ରେଜେଣ୍ଟିଭ୍) ଏବଂ ରାଷ୍ଟ୍ରପତିଙ୍କ ଦ୍ବାରା ସ୍ବାକ୍ଷରିତ ହେବା ପରେ ଏହି ବିଲ ଆଇନରେ ପରିଣତ ହେବ…
ଅଧିକ ଖବର ଦେଖନ୍ତୁ...

ଉଦ୍ଧବଙ୍କ ସମର୍ଥନରେ ରାସ୍ତାକୁ ଓହ୍ଲାଇଲେ ଶିବ ସୈନିକ; ବିଦ୍ରୋହୀ ବିଧାୟକଙ୍କ କାର୍ଯ୍ୟାଳୟକୁ କଲେ ଟାର୍ଗେଟ

ମୁମ୍ବାଇ: ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ‘ମହାଡ୍ରାମା’ର ଯବନିକା ପତନ ଘଟୁନାହିଁ। ବରଂ ସମୟ ଯେତିକି ଗୁଡ଼ୁଛି ସେତିକି ନୂଆ ନୂଆ ଦୃଶ୍ୟ ଦେଖିବାକୁ ମିଳୁଛି। ଏହିକ୍ରମରେ ଶିବସେନା ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ସମର୍ଥନରେ ସେନାର ସୈନିକମାନେ ଶୁକ୍ରବାର ଅପରାହ୍ନରେ…
ଅଧିକ ଖବର ଦେଖନ୍ତୁ...