Daily Archives

June 25, 2022

ଆଇଏମସି ଆୱାର୍ଡ ଜିତିଲା ସିଏସ୍ଏମ୍

ଭୁବନେଶ୍ୱର: ଭୁବନେଶ୍ୱରରେ ମୁଖ୍ୟାଳୟ ଥିବା ତଥା ୟୁଏସ୍ଏ, ଦୁବାଇ ଏବଂ ଆଫ୍ରିକାରେ ବ୍ୟବସାୟକରୁଥିବା ଆଇଟି କନ୍ସଲଟିଙ୍ଗ୍ ସଂସ୍ଥା, ସିଏସ୍ଏମ୍ ଟେକ୍ନୋଲୋଜିଜ୍ ସମ୍ମାନଜନକ ଆଇଏମସି ଡିଜିଟାଲ ଟେକ୍ନୋଲୋଜି ଆୱାର୍ଡ ୨୦୨୨  ଜିତିଛି । ୧ଡି ବର୍ଗ ଅର୍ଥାତ୍ ଏକ ପ୍ରତିଷ୍ଠିତ ଆଇଟି ଓ ଟେକ୍ନୋଲୋଜି…
ଅଧିକ ଖବର ଦେଖନ୍ତୁ...

ଖୋର୍ଦ୍ଧା: ରାତି ଅଧିଆ ଜିଲ୍ଲା ମୁଖ୍ୟ ଚିକତ୍ସାଳୟ ଗସ୍ତ କରି ଚମକି ପଡ଼ିଲେ ଜିଲ୍ଲାପାଳ

ଖୋର୍ଦ୍ଧା: ଏହା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ। ଏଠାରେ ଏତେ ଅବ୍ୟବସ୍ଥା! ଏସବୁର ସମାଧାନ କାହିଁକି ହେଉନାହିଁ? ଏହା କୌଣସି ସାଧାରଣ ବ୍ୟକ୍ତିର ପ୍ରଶ୍ନ ନୁହେଁ। ଖୋର୍ଦ୍ଧା ଜିଲ୍ଲାର ନୂତନ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତୀ ଗତକାଲି ଅଚାନକ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗସ୍ତ…
ଅଧିକ ଖବର ଦେଖନ୍ତୁ...

ମହାରାଷ୍ଟ୍ର ସଂକଟ : ଶୁକ୍ରବାର ରାତିରେ ଫଡନବୀସଙ୍କୁ ଭେଟିଥିଲେ ଏକନାଥ ସିନ୍ଦେ ?

ମୁମ୍ବାଇ :  ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ଅସ୍ଥିରତା ପଛରେ କୌଣସି ଭୂମିକା ନାହିଁ ବୋଲି ବିଜେପି ପକ୍ଷରୁ ବାରମ୍ବାର କୁହାଯାଉଥିଲେ ବି ବିଜେପିକୁ ନେଇ ସଂଦେହ ବଢିବାରେ ଲାଗିଛି । ଗଣମାଧ୍ୟମ ସୂଚନା ଅନୁସାରେ ଶିବସେନାର ବିଦ୍ରୋହୀ ବିଧାୟକ ଏକନାଥ ସିନ୍ଦେ ଶୁକ୍ରବାର ରାତିରେ ଗୁଜୁରାଟର…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନରେ ଔଷଧ ସଙ୍କଟ, ଟିକସ କମାଇବାକୁ ସରକାରଙ୍କୁ ଚେତାବନୀ ଦେଲେ ଔଷଧ ନିର୍ମାତା

କରାଚୀ: ପାକିସ୍ତାନରେ ଔଷଧ ସଙ୍କଟ | ଜୀବନ ବଞ୍ଚାଉଥିବା ୪୦ଟି ଜରୁରୀ ମେଡିସିନର ଅଭାବ ପରିଲକ୍ଷିତ ହୋଇଛି | ଆଉ ଏହି ୪୦ ପ୍ରକାରର ଔଷଧର ଅଭାବକୁ ଦୃଷ୍ଟିରେ ରଖି କଞ୍ଚାମାଲ ଉପରେ ଟିକସ ରଦ୍ଦ କରାଯାଉ ବୋଲି ପାକିସ୍ତାନ ଫାର୍ମାସ୍ୟୁଟିକାଲ୍ ଉତ୍ପାଦକ ସଂଘ (ପିପିଏମ୍ଏ) ପକ୍ଷରୁ ସରକାରଙ୍କ…
ଅଧିକ ଖବର ଦେଖନ୍ତୁ...

୪୭ଜଣଙ୍କ ମଧ୍ୟରୁ ମାତ୍ର ୯ଜଣ ବୋର୍ଡ ପରୀକ୍ଷାରେ ପାସ ହେବାରୁ ସ୍କୁଲରେ ତାଲା ପକାଇଲେ ଲୋକେ

ନୂଆଦିଲ୍ଲୀ: ବୋର୍ଡ ପରୀକ୍ଷା ଫଳ ଖରାପ ହେବାରୁ ସ୍କୁଲରେ ପଡ଼ିଲା ତାଲା। ଏଭଳି ଅଜବ ଘଟଣା ଘଟିଛି ରାଜସ୍ଥାନରେ। ରାଜସ୍ଥାନ ବୋର୍ଡର ଦଶମ ପରୀକ୍ଷା ଫଳାଫଳ ୯୦ପ୍ରତିଶତରୁ ଅଧିକ ଥି‌ଲେ ବି ରାଜସମନ୍ଦ ଜିଲ୍ଲାର ପିପରଡା ଗ୍ରାମ ପଞ୍ଚାୟତରେ ଥିବା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଫଳାଫଳ ମାତ୍ର…
ଅଧିକ ଖବର ଦେଖନ୍ତୁ...

ଚେନ୍ ଲୁଟୁଥିଲେ; ସୁନା ଋଣ ଦେଉଥିବା ସଂସ୍ଥାରେ ବନ୍ଧା ରଖି ଟଙ୍କା ଆଣୁଥିଲେ, ୩ ଗିରଫ

ଖୋର୍ଦ୍ଧା: ସୁନା ଚେନ୍ ଲୁଟି କୌଣସି ବ୍ୟକ୍ତି କିମ୍ବା ସୁନା ଦୋକାନକୁ ବିକ୍ରି କଲେ ଧରାପଡ଼ିଯିବା ଭୟ ରହିଛି । ଏହାସହ କିଣୁଥିବା ବ୍ୟକ୍ତି ମଧ୍ୟ ଆଇନାନୁସାରେ ଗିରଫ ହେବ । ଏଣୁ ଲୁଟ ହୋଇଥିବା ସୁନାଚେନ୍‌ଗୁଡ଼ିକ ନେଇ ବିଭିନ୍ନ ଘରୋଇ ସୁନାବନ୍ଧା ରଖୁଥିବା ସଂସ୍ଥା ନିକଟରେ ବନ୍ଧା ରଖି ଟଙ୍କା…
ଅଧିକ ଖବର ଦେଖନ୍ତୁ...

ସର୍ବଭାରତୀୟ ଡାକ ଓ ଦୂରସଂଚାର ବିଭାଗୀୟ ଲେଖା ଓ ବିତ୍ତ ଅଧିକାରୀ ସଂଘର ୩ଦିନିଆ ରାଷ୍ଟ୍ରୀୟ ଅଧିବେଶନ ଅନୁଷ୍ଠିତ

ଭୁବନେଶ୍ୱର: ସର୍ବଭାରତୀୟ ଡାକ ଓ ଦୂରସଂଚାର ବିଭାଗୀୟ ଲେଖା ଓ ବିତ୍ତ ଅଧିକାରୀ ସଂଘର ତିନି ଦିନିଆ ପଞ୍ଚମ ରାଷ୍ଟ୍ରୀୟ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ କିଟ ବିଶ୍ୱବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଭାରତୀୟ ଡାକ ବିଭାଗର ବରିଷ୍ଠ ଉପମହା ନିର୍ଦେଶକ ଗୋପାଳ କୃଷ୍ଣ ପାଢ଼ୀଙ୍କ ଅଧ୍ୟକ୍ଷତାରେ…
ଅଧିକ ଖବର ଦେଖନ୍ତୁ...

ଚାଇନିଜ୍ ଟୀକା ନେଇ ଫସିଗଲେ ଚୀନ ଲୋକ

ବେଜିଂ : ନିଜର ଜନ୍ମସ୍ଥଳୀକୁ ପୁଣି ଫେରିଛି କରୋନା ଭୁତାଣୁ । ଚୀନରେ ଏବେ କରୋନା ମହାମାରୀର ପ୍ରକୋପ ବଢିଚାଲିଛି । ଚୀନ ସରକାରଙ୍କ କଠୋର କଟକଣା ସତ୍ତ୍ବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି । ଏହାର ଏକ ମୁଖ୍ୟ କାରଣ ହେଲା ଚୀନ ଦ୍ବାରା ପ୍ରସ୍ତୁତ କରୋନା ଟୀକାର ବିଫଳତା । ଚୀନ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି ଓ ସୋମବାର: ସାମାଜିକ କାର୍ଯ୍ୟରେ ସମୟ ଦେବେ। ମଙ୍ଗଳ, ବୁଧ ଓ ଗୁରୁବାର: ବିଶେଷ କାମ ସଂପୂର୍ଣ୍ଣ ହେବ। ଶୁକ୍ର ଓ ଶନିବାର: ଧାର ଦେଇଥିବା ପଇସା ପାଇବେ। ରବି ଓ ସୋମବାର: ପାରିବାରିକ ଖୁସିରେ ବୃଦ୍ଧି ହେବ। ମଙ୍ଗଳ, ବୁଧ ଓ ଗୁରୁବାର: କାମରେ ଭଲ…
ଅଧିକ ଖବର ଦେଖନ୍ତୁ...

ଗୁଜୁରାଟ ଦଙ୍ଗା ମାମଲାରେ ସାମାଜିକ କର୍ମୀ ତିସ୍ତା ଶୀତଳୱାଡଙ୍କୁ ଅଟକ ରଖିଲା ଗୁଜୁରାଟ ଏଟିଏସ

ଅହମ୍ମଦାବାଦ: ୨୦୦୨ ଗୁଜୁରାଟ ଦଙ୍ଗାକୁ ନେଇ ସୁପ୍ରିମକୋର୍ଟଙ୍କ ରାୟର ଗୋଟିଏ ଦିନ ପରେ ଗୁଜୁରାଟ ଏଟିଏସର ଦୁଇଟି ଟିମ୍ ସାମାଜିକ କର୍ମୀ ତିସ୍ତା ଶୀତଳବାଡ଼ଙ୍କୁ ଅଟକ ରଖାଯାଇଛି | ତାଙ୍କୁ ମୁମ୍ବାଇର ସାଣ୍ଟାକ୍ରୁଜ ପୁଲିସ ଷ୍ଟେସନକୁ ନିଆଯାଇଥିଲା। ଏହା ପରେ ଏଟିଏସ୍ ଟିମ୍ ତାଙ୍କ ଏନଜିଓର ଯାଞ୍ଚ…
ଅଧିକ ଖବର ଦେଖନ୍ତୁ...