Daily Archives

June 25, 2022

କେନ୍ଦୁଝରର ବଳଦେବଜିଉ ରଥ ବିଶ୍ବର ଉଚ୍ଚତମ ରଥ ଭାବେ ଗିନିଜ୍ ବୁକରେ ସ୍ଥାନ ପାଇବା ନେଇ କ୍ଷୋଭ ପ୍ରକାଶ କଲେ ଗଜପତି

ପୁରୀ: ବିଶ୍ବର ଉଚ୍ଚତମ ରଥ ଭାବେ କେନ୍ଦୁଝର ବଳଦେବଜିଉଙ୍କ ରଥକୁ ନିକଟରେ ଗିନିଜ ବୁକ୍ ଅଫ ରେକଡର୍ସରେ ସ୍ଥାନ ମିଳିଛି । ଏହାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ପୁରୀ ଗଜପତି ଦିବ୍ୟସିଂହ ଦେବ । ସେ କହିଛନ୍ତି ଯେ ପୁରୀର ରଥ ହିଁ ସବୁଠୁ ଉଚ୍ଚ ହେବା କଥା । ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାର ମୂଳପୀଠ…
ଅଧିକ ଖବର ଦେଖନ୍ତୁ...

ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ଡ୍ରାମା ମାଙ୍କଡ ନାଚ ଭଳି ଲାଗୁଛି: ଓୱେସୀ

ମୁମ୍ବାଇ: ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ସଙ୍କଟକୁ ମାଙ୍କଡ ନାଚ ବୋଲି କହିଛନ୍ତି ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱେସୀ। ଓୱେସୀ କହିଛନ୍ତି ଯେ ମହା ବିକାଶ ଅଗାଡି ଚାଲୁଥିବା ରାଜନୈତିକ ସଙ୍କଟ ଉପରେ ବିଚାର କରୁ। ଆମେ ହେଉଥିବା ଡ୍ରାମା ଉପରେ ଆମେ ନଜର ରଖିଛୁ। ନିଜ ବିବୃତିକୁ ନେଇ…
ଅଧିକ ଖବର ଦେଖନ୍ତୁ...

ସାମ୍ବାଦିକଙ୍କ ଘର ଝରକା ତାଡ଼ି ନେଇଗଲେ ୮ଲକ୍ଷ ଟଙ୍କାର ସୁନା ଗହଣା

ବାଲିଅନ୍ତା: ବାଳକାଟି ଫାଣ୍ଡି ଠାରୁ ମାତ୍ର ୧୦୦ ମିଟର ଦୂର ଜଗନ୍ନାଥ କଲୋନିରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ବଡ଼ ଧରଣର ଲୁଟ ହୋଇଛି। ବାଳକାଟି ଅଞ୍ଚଳର ଜଣେ ଜଣାଶୁଣା ସାମ୍ବାଦିକ ମନୋଜ କୁମାର ମଣ୍ଡଳଙ୍କ ଶୋଇବା ଘର ଝରକା ତାଡ଼ି ୧୩୦ ଗ୍ରାମ ଓଜନର ସୁନାଗହଣା ଲୁଟି ନେଇଛନ୍ତି। ଲୁଟ…
ଅଧିକ ଖବର ଦେଖନ୍ତୁ...

ଜୁନ ୨୫ ଭାରତୀୟ କ୍ରିକେଟ୍ ପାଇଁ କାହିଁକି ଏକ ଗୁରୁତ୍ବପୂର୍ଣ୍ଣ ଦିବସ ?

ମୁମ୍ବାଇ : ଜୁନ ୨୫ ଭାରତୀୟ କ୍ରିକେଟ୍ ପାଇଁ କାହିଁକି ଗୁରୁତ୍ବପୂର୍ଣ୍ଣ ଦିବସ ? ଏହାର ଉତ୍ତର ହେଉଛି ୧୯୩୨ରେ ଏହି ଦିନରେ ଭାରତ ପ୍ରଥମ ଟେଷ୍ଟ ମ୍ୟାଚ ଖେଳିଥିଲା । ଏହାର ୫୧ ବର୍ଷ ପରେ ୧୯୮୩ର ଏହି ଦିନରେ ଭାରତ ପ୍ରଥମ ଥର ପାଇଁ ବିଶ୍ବ ଚାମ୍ପିଅନ ହୋଇଥିଲା । ୧୯୮୩ରେ ଲଣ୍ଡନର…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ ଦେଖିବାକୁ ଗାଙ୍ଗୁଲି ଡାକିଥିଲେ, ତଥାପି ମୁଁ ଗଲି ନାହିଁ: ରମିଜ ରାଜା

କରାଚୀ : ଆଇପିଏଲ୍‌ର ସମ୍ପ୍ରସାରିତ ଋତୁ ପାଇଁ ବିସିସିଆଇକୁ ଅଢ଼େଇ ମାସର ଗବାକ୍ଷ ମିଳିବାକୁ ଥିବାରୁ ପାକିସ୍ତାନ କ୍ରିକେଟ୍‌ ବୋର୍ଡ (ପିସିବି) ଏହାକୁ ବିରୋଧ କରିଥିଲା । ଅଦ୍ୟାବଧି ଆଇପିଏଲ୍‌ ପାଇଁ ସମ୍ପ୍ରସାରିତ ଗବାକ୍ଷକୁ ଅନୁମତି ମିଳିନାହିଁ। ଏହାକୁ ମୁଁ ଦୃଢ଼ଦାର ସହ ବିରୋଧ କରିବି…
ଅଧିକ ଖବର ଦେଖନ୍ତୁ...

ମହାରାଷ୍ଟ୍ରରେ ସରକାର ଗଢ଼ିବାକୁ ପ୍ରସ୍ତୁତ ହେଲାଣି ବିଜେପି ! ପରସ୍ପରକୁ ଭେଟିଲେ ସିନ୍ଦେ ଓ ଫଡନାଭିସ

ମୁମ୍ବାଇ: ମହାରାଷ୍ଟ୍ରରେ ସରକାର ଗଢ଼ିବାକୁ ସଜବାଜ ହେଲାଣି କି ବିଜେପି? ଶୁକ୍ରବାର ରାତିରେ ବିଦ୍ରୋହୀ ଶିବସେନା ବିଧାୟକଙ୍କ ନେତା ତଥା ବିଧାୟକ ଏକନାଥ ସିନ୍ଦେ ଏବଂ ବିଜେପି ନେତା ଦେବେନ୍ଦ୍ର ଫଡନାଭିସଙ୍କ ମଧ୍ୟରେ ଗୁପ୍ତ ବୈଠକ ହୋଇଥିବା ଖବର ସାମ୍ନାକୁ ଆସିବା ପରେ ଏଭଳି ଚର୍ଚ୍ଚା ଜୋର…
ଅଧିକ ଖବର ଦେଖନ୍ତୁ...

ଅଳ୍ପକେ ବର୍ତ୍ତିଲେ ମନ୍ତ୍ରୀ, ଏହି କାରଣ ପାଇଁ ଉଡ଼ାଣର କିଛି ସେକେଣ୍ଡ ପୂର୍ବରୁ ଅଟକିଲା ବିମାନ

ପଟନା: ବଡ଼ ଦୁର୍ଘଟଣାରୁ ବର୍ତ୍ତିଲା ସ୍ପାଇସଜେଟ। ଉଡ଼ାଣର କିଛି ସେକେଣ୍ଡ ପୂର୍ବରୁ ଅଟକିଲା ବିମାନ। ବିହାରର ରାଜଧାନୀ ପାଟନା ବିମାନ ବନ୍ଦରରେ ସ୍ପାଇସଜେଟର ଏକ ବିମାନ ବଡ଼ ଦୁର୍ଘଟଣାରୁ ବର୍ତ୍ତିଯାଇଛି। ମିଳିଥିବା ସୂଚନା ମୁତାବକ, ଏକ ସ୍ପାଇସଜେଟ୍ ବିମାନ ପାଟନାଠାରୁ ଗୌହାଟୀ ଅଭିମୁଖେ…
ଅଧିକ ଖବର ଦେଖନ୍ତୁ...

ବୈଜ୍ଞାନିକ ପ୍ରସ୍ତୁତ କଲେ ଏନଜାଇମ୍ ଭାରିୟାଣ୍ଟ, ଏଣିକି ନଷ୍ଟ ହୋଇପାରିବ ପ୍ଲାଷ୍ଟିକ ଆବର୍ଜନା

ନୂଆଦିଲ୍ଲୀ: ପ୍ଲାଷ୍ଟିକ ଓ ପଲିଥିନ୍ ମାଟିରେ କ୍ଷୟ ହେଉ ନଥିବାରୁ ଅର୍ଥାତ୍ ବାୟୋ-ଡିଗ୍ରେଡେବଲ୍ ହୋଇ ନଥିବାରୁ ପରିବେଶ ପ୍ରତି ବିପଦ ସୃଷ୍ଟି କରୁଛନ୍ତି। ଏଥିପାଇଁ ଏହାର ବ୍ୟବହାରକୁ ବର୍ଜନ କରାଯାଉଛି। ସ୍ବତନ୍ତ୍ର ଭାବେ ଆଇନ ତିଆରି କରାଯାଇ ପ୍ଲାଷ୍ଟିକ ଓ ପଲିଥିନର ବ୍ୟବହାରକୁ ନିଷେଧ…
ଅଧିକ ଖବର ଦେଖନ୍ତୁ...

ଭାରତର ଅନୁପ୍ରବେଶ ପାଇଁ ପ୍ରସ୍ତୁତହୋଇ ରହିଛନ୍ତି ୧୫୦ ଆତଙ୍କବାଦୀ

ଶ୍ରୀନଗର : ଏବେ କଶ୍ମୀରରେ ଗ୍ରୀଷ୍ମଋତୁ ଚାଲିଥିବାରୁ ନିୟନ୍ତ୍ରଣ ରେଖା ନିକଟରେ ଅନୁପ୍ରବେଶ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇଛି । ଏହାର ସୁଯୋଗ ନେଇ ପ୍ରାୟ ୧୫୦ରୁ ଅଧିକ ଆତଙ୍କବାଦୀ ଭାରତରେ ଅନୁପ୍ରବେଶ ପାଇଁ ନିୟନ୍ତ୍ରଣ ରେଖା ସେପଟେ ଥିବା ଲଞ୍ଚ୍ ପ୍ୟାଡଗୁଡ଼ିକରେ ପ୍ରସ୍ତୁତ ହୋଇ…
ଅଧିକ ଖବର ଦେଖନ୍ତୁ...

ଚାକିରି ଦେବା ନାଁରେ ୩୦ ଲକ୍ଷ ଟଙ୍କା ଠକେଇ, ଠକ ଗିରଫ

ମାଲକାନଗିରି: ଚାକିରି କରାଇ ଦେବା ନାମରେ ପ୍ରତିଦିନ ମୋବାଇଲରେ ବିଭିନ୍ନ ଲୋଭନୀୟ ବିଜ୍ଞାପନଗୁଡିକ ଆସିଥାଏ। ଲୋକେ ସବୁ ଜାଣି ମଧ୍ୟ ଏଭଳି ଫେକ ବିଜ୍ଞାପନକୁ ବିଶ୍ବାସ କରି ନିଜର କଷ୍ଟାର୍ଜିତ ଟଙ୍କାକୁ ଦଲାଲମାନଙ୍କ ହାତକୁ ଟେକି ଦିଅନ୍ତି। ଯେତେବେଳେ ସେମାନେ ଠକାମୀରେ ପଡନ୍ତି ସେତେବେଳେ ସବୁ…
ଅଧିକ ଖବର ଦେଖନ୍ତୁ...