Daily Archives

June 26, 2022

ମାଲକାନଗିରିରେ ବିଜେଡିର ସାଂଗଠନିକ ବୈଠକ: ଯୋଗ ଦେଲେ ରାଜ୍ୟ ସଂପାଦକ

ମାଲକାନଗିରି: ବିଜେଡିର ସାଂଗଠାନିକ ବୈଠକ ମାଲକାନଗିରିସ୍ଥିତ କଲ୍ୟାଣ ମଣ଼୍ଡପ ଠାରେ ରବିବାର  ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଆଗାମୀ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି କିପରି ଲୋକଙ୍କ ପାଖରେ କର୍ମୀ ପହଞ୍ଚିବେ ସେନେଇ ବିସ୍ତୃତ ଆଲୋଚନା ହୋଇଥିଲା। ଏଥିସହ ସରକାରଙ୍କର ସମସ୍ତ ଯୋଜନା…
ଅଧିକ ଖବର ଦେଖନ୍ତୁ...

ସରକାରୀ ସହାୟତାରୁ ବଞ୍ଚିତ ବିଜୁଳି, ଗାଁ ମଣ୍ତପରେ ନେଉଛନ୍ତି ଆଶ୍ରୟ

ବୀରମହାରାଜପୁର: ଦିନେ ନୁହେଁ କି ଦୁଇଦିନ ନୁହେଁ। ବର୍ଷେ ନୁହେଁ କି ଦୁଇବର୍ଷ ନୁହେଁ। ଦୀର୍ଘ ବାରବର୍ଷ ହେଲା ଗାଁ ମଣ୍ଡପରେ ଦିନ ବିିତାଉଛନ୍ତିି ଜଣେ ସତୁରୀ ବର୍ଷୀୟ ବୃଦ୍ଧା। କଥା ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଳକ କେନଝିରିଆପାଲୀ…
ଅଧିକ ଖବର ଦେଖନ୍ତୁ...

ବଢ଼ିବାରେ ଲାଗିଛି ଭୋଜପୁରୀ ଅଭିନେତାରୁ ନେତା ବନିଥିବା ସାଂସଦଙ୍କ ସଂଖ୍ୟା

ନୂଆଦିଲ୍ଲୀ: ବଲିଉଡ ପରେ ବର୍ତ୍ତମାନ ଭୋଜପୁରୀରେ ଅଭିନେତା-ରାଜନେତାଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ରବିବାର ଦିନ ଲୋକସଭା ଉପ-ନିର୍ବାଚନର ଫଳାଫଳ ପରେ ଆଉ ଜଣେ ଭୋଜପୁରୀ ସୁପରଷ୍ଟାର ସାଂସଦ ହୋଇଛନ୍ତି | ପ୍ରଥମେ ଭୋଜପୁରୀ ଅଭିନେତା ମନୋଜ ତିୱାରୀ, ତାପରେ ରବି କିଶନ ଏବଂ…
ଅଧିକ ଖବର ଦେଖନ୍ତୁ...

ସହିଦ ସରବଜିତ ସିଂଙ୍କ ଭଉଣୀ ଦଲବୀର କୌରଙ୍କ ଦେହାନ୍ତ, ଶେଷ ଦର୍ଶନ ପାଇଁ ପହଞ୍ଚିଲେ ରଣଦୀପ ହୁଡ୍ଡା

ନୂଆଦିଲ୍ଲୀ: ପାକିସ୍ତାନର କୋଟ କଲାଖପତ ଜେଲରେ ସହିଦ ହୋଇଥିବା ସରବଜିତ ସିଂଙ୍କ ଭଉଣୀ ବିବି ଦଲବୀର କୌର ଅଟବାଲଙ୍କ ଦେହାନ୍ତ ହୋଇଛି। ଶନିବାର ରାତିରେ ଅମୃତସରର ଏକ ଘରୋଇ ଡାକ୍ତରଖାନାରେ ଦଲବୀର କୌର ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ତାଙ୍କର ଶେଷ ରୀତିନୀତି ରବିବାର ଦିନ ଭିକବିନ୍ଦରେ…
ଅଧିକ ଖବର ଦେଖନ୍ତୁ...

୧୦ ପଞ୍ଚାୟତର ଚାଷୀଙ୍କ ୫୦ ବର୍ଷ ପୁରୁଣା ସ୍ବପ୍ନ ପୂରା ହେବ କେବେ?

ପୋଲସରା: ଡେଡଲାଇନ ଅବଧିକୁ ୩ ବର୍ଷ ପୂରିସାରିଲାଣି। ତଥାପି ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ହାତୀଓଟ ପଞ୍ଚାୟତ ଅଧୀନ ବାଘୁଆ ନଦୀ ଉପରେ ପ୍ରାଣଦେଇପୁର ବ୍ୟାରେଜ ନିର୍ମାଣ କାମ ସରିପାରୁନି। ଏହା କେବଳ ଅନୁଧ୍ୟାନ ଓ ସମୀକ୍ଷାରେ ସୀମିତ ରହିଥିବା ବେଳେ ୧୦ଟି ପଞ୍ଚାୟତର ଚାଷୀଙ୍କ ସ୍ବପ୍ନ କେବେ…
ଅଧିକ ଖବର ଦେଖନ୍ତୁ...

ଓଲଟିଲା ଅଟୋ, ୭ ଆହତଙ୍କ ମଧ୍ୟରୁ ୩ ଗୁରୁତର

ବୈପାରିଗୁଡା: ଅଟୋ ଓଲଟି ସାତ ଆହତ ମହିଳା ଶ୍ରମିକଙ୍କ ମଧ୍ୟରୁ ତିନି ଜଣ ଗୁରୁତର ହୋଇଛନ୍ତି। ଘଟଣା ଅନୁଯାୟୀ କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଅନ୍ତର୍ଗତ ଦୋରାଗୁଡା ପଞ୍ଚାୟତର ବେରଗାଁ ଗ୍ରାମର ମହିଳା ଶ୍ରମିକମାନେ ଏକ ଅଟୋ ଯୋଗେ ବୈପାରିଗୁଡା ଘର ନିର୍ମାଣ କାମ ପାଇଁ ଆସୁଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ସୁପ୍ରିମକୋର୍ଟରେ ପହଞ୍ଚିଲେ ଶିବସେନାର ବିଦ୍ରୋହୀ ବିଧାୟକ, ଆସନ୍ତାକାଲି ହେବ ଶୁଣାଣି

ମୁମ୍ବାଇ: ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ମଧ୍ୟରେ ଶିବସେନାର ଏକନାଥ ସିନ୍ଦେଙ୍କ ବିଦ୍ରୋହୀ ବିଧାୟକମାନଙ୍କ ଦଳ ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି। ମହାରାଷ୍ଟ୍ର ବିଧାନସଭାର ଉପବାଚସ୍ପତି ନରହରି ଜିରୱାଲ୍‌ ସିନ୍ଦେ ବିଧାୟକଙ୍କ ବିରୋଧରେ ଅଯୋଗ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ…
ଅଧିକ ଖବର ଦେଖନ୍ତୁ...

ପୁଲିସର ମାଡ଼ ଭୟରେ ୯୦୦ଜାଗାରେ ‌ଭୋଟ ଦେଇଛନ୍ତି ମାତ୍ର ୬ଜଣ: ଆଜମ ଖାନ୍

ଲକ୍ଷ୍ନୌ: ୟୁପିରେ ହୋଇଥିବା ଉପ-ନିର୍ବାଚନରେ ​​ସମାଜବାଦୀ ପାର୍ଟି(ସପା) ଶୋଚନୀୟ ଭାବେ ପରାସ୍ତ ହୋଇଛି। ଆଜମଗଡ଼ ଓ ରାମପୁର ଲୋକସଭା ଆସନା ପାଇଁ ଉପ-ନିର୍ବାଚନ ହୋଇଥିବା ବେଳେ ଦୁଇଟି ଆସନରେ ବାଜି ମାରିଛି ବିଜେପି। ରାମପୁରରେ ଦଳର ପରାଜୟକୁ ନେଇ ଏବେ ସପା ନେତା ଆଜାମ ଖାନଙ୍କ…
ଅଧିକ ଖବର ଦେଖନ୍ତୁ...

ଗଣତନ୍ତ୍ରକୁ ଧ୍ୱଂସ କରିବା ପାଇଁ ହେଉଥିବା ଷଡଯନ୍ତ୍ରର ଜବାବ ଗଣତାନ୍ତ୍ରିକ ଉପାୟରେ ଦେଇଛି ଭାରତ

ନୂଆଦିଲ୍ଲୀ: ଜୁନ୍‌ ୨୬-୨୭ରେ ହେବାକୁ ଥିବା ‘ଜି୭’ ବୈଠକରେ ଯୋଗଦେବା ପାଇଁ ଜର୍ମାନିରେ ଅବତରଣ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବହୁସଂଖ୍ୟକ ଭାରତୀୟ ବଂଶୋଦ୍ଭବ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ କହିଛନ୍ତି ଯେ ଯେଉଁ ଗଣତନ୍ତ୍ର ଆମର ଗର୍ବ, ଯେଉଁ ଗଣତନ୍ତ୍ର…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଅଫିସରେ କାମ ପୂରା କରିବାରେ ସହକର୍ମୀଙ୍କ ସହଯୋଗ ପାଇବେ। ଘରୋଇ ମାମଲାରେ ଅନ୍ୟମାନଙ୍କ ମତ ନେବାରୁ ନିବୃତ୍ତ ରୁହନ୍ତୁ। ବ୍ୟବସାୟ ବୃଦ୍ଧି ଲାଗି ନୂଆ ଉପାୟ ଭାବିବେ। ବୃଷ: ବଡ଼ ମାମଲ‌ାର ବୁଝାମଣା କରିବା ଓ ସହଯୋଗ କରିବା ପାଇଁ ପ୍ରସ୍ତୁତ ରହନ୍ତୁ।…
ଅଧିକ ଖବର ଦେଖନ୍ତୁ...