Daily Archives

June 26, 2022

ଗୌହାଟୀରେ ଥିବା ବିଧାୟକଙ୍କ ଆତ୍ମା ମରିଯାଇଛି, ଶବ ବ୍ୟବଚ୍ଛେଦ ପାଇଁ ବିଧାନସଭା ପଠାଇବୁ: ସଞ୍ଜୟ ରାଉତ

ମୁମ୍ବାଇ: ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ କ୍ରମାଗତ ଭାବେ ବଢ଼ିବାରେ ଲାଗିଛି | ରବିବାର ଦିନ ଶିବସେନା ସରକାରରେ ଶିକ୍ଷା ମନ୍ତ୍ରୀ ଉଦୟ ସାମନ୍ତ ଗୌହାଟୀ ଯାଇ ଏକନାଥଙ୍କ ଗୋଷ୍ଠୀରେ ମିଶିଯାଇଛନ୍ତି | ସେପଟେ ଶିବସେନାର ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ଆଜି ଏକ ବିବାଦୀୟ ବୟାନ ଦେଇଛନ୍ତି। ସେ…
ଅଧିକ ଖବର ଦେଖନ୍ତୁ...

ଭଦ୍ରକରୁ ୪ ଡକାୟତ ଗିରଫ, ମାରଣାସ୍ତ୍ର ସହ ୫ ବାଇକ୍‌ ଜବତ

ଭଦ୍ରକ: ଗତକାଲି ରାତିରେ ଭଦ୍ରକ ଗ୍ରାମାଅଞ୍ଚଳ ପୁଲିସ ପେଟ୍ରୋଲିଂ ବେଳେ ଆରଡି ଛକ ସାନରାଇପୁର ନିକଟରୁ ୪ ଜଣ ଡକାୟତଙ୍କୁ ଧରିବାରେ ସଫଳତା ହୋଇଥିଲା। ଏହି ଯୁବକ ମାନେ ୩ ଟି ବାଇକ୍‌ରେ ଆସିଥିବା ବେଳେ ସେମାନଙ୍କ ହାତରେ ମାରଣାସ୍ତ୍ର ରହିଥିଲା। ସେମାନେ ଡକାୟତି କରିବା ପାଇଁ ପ୍ରସ୍ତୁତି…
ଅଧିକ ଖବର ଦେଖନ୍ତୁ...

‘ହମ୍ ଶରିଫ୍ କ୍ୟା ହୁଏ, ଦୁନିଆ ବଦମାଶ ହୋ ଗଇ’; ନିିଜ ବିଧାୟକମାନେ ଧୋକା ଦେବା ପ‌ରେ ଏଭଳି କହିଲେ…

ମୁମ୍ବାଇ: ଯୁବ ସେନାର ଜାତୀୟ କାର୍ଯ୍ୟକାରିଣୀ ବୈଠକକୁ ସମ୍ବୋଧିତ କରି ଆଦିତ୍ୟ ଠାକରେ ଏବେ ନିଜ ମନର କଥା ନିଜ ସମର୍ଥକମାନଙ୍କୁ ଜଣାଇଛନ୍ତି। ବିଦ୍ରୋହୀ ବିଧାୟକମାନଙ୍କୁ ଟାର୍ଗେଟ କରି ସେ ଏକ ଫିଲ୍ମର ଡାଏଲଗ କହିଥିବା ‌ଜଣାପଡ଼ିଛି। 'ହମ୍ ଶରିଫ୍ କ୍ୟା ହୁଏ, ଦୁନିଆ ବଦମାଶ ହୋ ଗଇ' ବୋଲି…
ଅଧିକ ଖବର ଦେଖନ୍ତୁ...

ଆୟର୍ଲାଣ୍ଡ ବିପକ୍ଷରେ ଟସ୍‌ ଜିଣି ଭାରତର ବୋଲିଂ ନିଷ୍ପତ୍ତି, ପଦାର୍ପଣ କଲେ ଉମ୍ରାନ୍‌ ମଲ୍ଲିକ୍‌

ଡବଲିନ୍: ଆଜି ଠାରୁ ଭାରତ-ଆୟର୍ଲାଣ୍ଡ ଟ୍ବେଣ୍ଟି-୨୦ ଶୃଙ୍ଖଳା ଆରମ୍ଭ ହେଉଛି। ଡବଲିନ୍‌ର ଦ ଭିଲେଜ ଷ୍ଟାଡିୟମରେ ରବିବାର ଭାରତ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ଘରୋଇ ଦଳ ବ୍ୟାଟିଂ କରୁଛି। ଏହି ମ୍ୟାଚରେ ଯୁୁବ କ୍ରିକେଟର ଉମ୍ରାନ ମଲ୍ଲିକ ପଦାର୍ପଣ କରୁଛନ୍ତି। ବର୍ଷା ଯୋଗୁଁ…
ଅଧିକ ଖବର ଦେଖନ୍ତୁ...

ହାରିବା ପରେ ଇଂରାଜୀ ଭୁଲିଗଲେ ସପା ପ୍ରାର୍ଥୀ: ‘ହାଓ କ୍ୟାନ ୟୁ ଷ୍ଟପ୍’ ବଦଳରେ କହିଲେ ‘ହାଓ…

ଲକ୍ଷ୍ନୌ: ୟୁପିରେ ଲୋକସଭା ଉପ-ନିର୍ବାଚନରେ ବାଜି ମାରିଛି ​​ବିଜେପି। ରାମପୁର ପରେ ଏବେ ଆଜମଗଡରେ ବିଜୟୀ ହୋଇଛି ବିଜେପି। ବିଜେପି ପ୍ରାର୍ଥୀ ଦୀନେଶ ଲାଲ ଯାଦବ ନିରହୁଆ ଆଜମଗଡରୁ ବିଜୟୀ ହୋଇଛନ୍ତି। ନିରହୁଆ ସମାଜବାଦୀ ପାର୍ଟି(ସପା) ପ୍ରାର୍ଥୀ ଏବଂ ଅଖିଳେଶ ଯାଦବଙ୍କ ସମ୍ପର୍କୀୟ…
ଅଧିକ ଖବର ଦେଖନ୍ତୁ...

୨୦୨୪ରେ ୮୦ରୁ ୮୦ ଜିତିବୁ: ଯୋଗୀ ଆଦିତ୍ୟନାଥ

ଲଖନଉ: ରାମପୁର ଏବଂ ଆଜମଗଡରେ ଉପ-ନିର୍ବାଚନରେ ​​ବିଜୟ ପରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିଜେତା ପ୍ରାର୍ଥୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଯୋଗୀ କହିଛନ୍ତି ଯେ ଡବଲ୍ ଇଞ୍ଜିନ୍ ସରକାରକୁ ଡବଲ ବିଜୟ ହାସଲ ହୋଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି,…
ଅଧିକ ଖବର ଦେଖନ୍ତୁ...

ବିଷମକଟକ ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଦୁର୍ନୀତି ଘଟଣା: କୋଟିଏ ଟଙ୍କା ଜମା କରିବାକୁ ହାଇକୋର୍ଟଙ୍କ ନିର୍ଦେଶ

ରାୟଗଡ଼ା: ବିଷମକଟକ ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ହୋଇଥିବା ଦୁର୍ନୀତିକୁ ନେଇ ଭିଜିଲାନସ୍ ମାମଲା ରୁଜୁ ହେବା ପରେ ଆଗୁଆ ଜାମିନ୍ ଆବେଦନ କରିଛନ୍ତି କିରାଣି ବନମାଳି କର। ଗିରଫଦାରୀକୁ ଏଡ଼ାଇବା ପାଇଁ ଶ୍ରୀ କର ହାଇକୋର୍ଟରେ ଜାମିନ୍ ଆବେଦନ କରିବା ପରେ କୋର୍ଟ ମାମଲାର ବିଚାର କରି ଟ୍ରାଏଲ୍…
ଅଧିକ ଖବର ଦେଖନ୍ତୁ...

ଡ୍ୟାନ୍ସ ଦିୱାନେ ଜୁନିୟରରେ ସମ୍ବଲପୁର ବାଳକ ପ୍ରତୀକଙ୍କ କମାଲ

ସମ୍ବଲପୁର: ସମ୍ବଲପୁରର ପ୍ରତୀକ କୁମାର ନାୟକଙ୍କୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା । କଲର୍ସ ଟିଭିର ‘ଡ୍ୟାନ୍ସ ଦିୱାନେ ଜୁନିୟର’ରେ ଭାଗନେଇ କମାଲ କରୁଛନ୍ତି ପ୍ରତୀକ। ନବମ ଶ୍ରେଣୀର ଛାତ୍ର ପ୍ରତୀକ ଏହି ଡ୍ୟାନ୍ସ ପ୍ରତିଯୋଗିତାରେ ଭାଗ ନେଇ ଶ୍ରେଷ୍ଠ ୬ ସ୍ଥାନ ଅଧିକାର କରି ସମ୍ବଲପୁର ପାଇଁ ଗୌରବ…
ଅଧିକ ଖବର ଦେଖନ୍ତୁ...

ଦ୍ରୌପଦୀ ମୁର୍ମୁଙ୍କ ସହ କଥାହେଲେ ନବୀନ, କହିଲେ- ଓଡ଼ିଶାର ସବୁ ଭୋଟ ତାଙ୍କୁ ମିଳିବା ପାଇଁ ଆମେ କାର୍ଯ୍ୟ ଜାରି ରଖିବୁ

ଭୁବନେଶ୍ବର:  ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ଆଜି କଥା ହୋଇଛନ୍ତି। ଆଗାମୀ ରାଷ୍ଟ୍ରପତି ନିର୍ବାଚନ ପାଇଁ ଦ୍ରୌପଦୀ ମୁର୍ମୁଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ଶୁଭେଚ୍ଛା ଜଣାଇଛନ୍ତି। ଏଥି ସହିତ ନବୀନ କହିଛନ୍ତି ଯେ, ଦ୍ରୌପଦୀଙ୍କ ପ୍ରାର୍ଥିତ୍ୱ…
ଅଧିକ ଖବର ଦେଖନ୍ତୁ...

ପୁଲିସକୁ ହତ୍ୟା କରିଥିବା ନକ୍ସଲ ଗିରଫ

ମାଲକାନଗିରି: ସୀମାନ୍ତ ଛତିଶଗଡର ବିଜାପୁର ପୁଲିସକୁ ମିଳିଛି ବଡ ସଫଳତା। ଜନୈକ ପୁଲିସକୁ ହତ୍ୟା କରିଥିବା ଅଭିଯୋଗରେ ଜଣେ ନକ୍ସଲ ଗିରଫ ହୋଇଛି। ବିଜାପୁର ଜିଲ୍ଲାରେ ଆରମ୍ଭ ହୋଇଥିବା ନକ୍ସଲ ଦମନ ଅଭିଯାନରେ ଜିଲ୍ଲା ପୁଲିସ ଏବଂ ୨୨୨ ସିଆରପିଏଫ ବାଟାଲିୟନର ଯବାନ ଜଂଗଲା ଥାନା ଅନ୍ତର୍ଗତ…
ଅଧିକ ଖବର ଦେଖନ୍ତୁ...