Daily Archives

June 27, 2022

ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଟେଣ୍ଡାଣ୍ଟ ନିଯୁକ୍ତି ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ଦାବି

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଭାବ ଥିବା ଆଟେଣ୍ଡାଣ୍ଟ ପଦବୀର ପୂରଣ ବ୍ୟବସ୍ଥା ତ୍ୱରାନ୍ୱିତ କରିବାକୁ ଆଜି ଖୋର୍ଦ୍ଧା ବିକାଶ ମଞ୍ଚ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଏକ ଦାବିପତ୍ର ଦିଆଯାଇଛି। ମଞ୍ଚର ସଭାପତି ନରେନ୍ଦ୍ର ପୃଷ୍ଟିଙ୍କ ନେତୃତ୍ୱରେ ଏକ…
ଅଧିକ ଖବର ଦେଖନ୍ତୁ...

ବେଆଇନ ମାଙ୍କଡ଼ାପଥର ଖଣି ଉପରେ ଚଢ଼ଉ, ୩ ପାୱାରଟ୍ରଲର ଜବତ

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଟାଉନ୍ ଥାନା ପକ୍ଷରୁ ଖୋର୍ଦ୍ଧା ନିକଟ ସର୍ଦ୍ଦରାପୁରଠାରେ ଥିବା ଏକ ବେଆଇନ ମାଙ୍କଡ଼ାପଥର ଖଣି ଉପରେ ଚଢ଼ାଉ କରାଯାଇ ୩ଟି ପାୱାରଟ୍ରଲର ସହ ପଥର କାଟିବା ପାଇଁ ବ୍ୟବହୃତ ଅନ୍ୟ ସାମଗ୍ରୀ ଜବତ କରାଯାଇଛି । ମିଳିଥିବା ସୂଚନାନୁସାରେ, ଆଜି ପୂର୍ବ ସୂଚନା ଆଧାରରେ…
ଅଧିକ ଖବର ଦେଖନ୍ତୁ...

ମଧୁବାବୁଙ୍କ ସମାଧିପୀଠର ପୁନରୁଦ୍ଧାର ଦାବି କଲା ମଧୁ ସ୍ମୃତି ସୁରକ୍ଷା ମଞ୍ଚ

କଟକ: କଟକ ଗୋରାକବର ସ୍ଥିତ ମଧୁବାବୁଙ୍କ ସମାଧି ପୀଠର ସୌନ୍ଦର୍ଯ୍ୟକରଣ ତଥା ଏହାକୁ ଏକ ସ୍ବତନ୍ତ୍ର ନୂଆ ରୂପ ଦେବାକୁ ପୁଣି ଥରେ ଦାବି ଜୋର ଧରିଛି। କଟକ ସହରର ବିଭିନ୍ନ ସାମାଜିକ ସଂଗଠନ ତଥା ବୁଦ୍ଧିଜୀବୀଙ୍କୁ ନେଇ ଗଠିତ ମଧୁ ସ୍ମୃତି ସୁରକ୍ଷା ମଞ୍ଚ ପକ୍ଷରୁ ଏ ନେଇ ଆଜି ସିଏମସି…
ଅଧିକ ଖବର ଦେଖନ୍ତୁ...

‘ବ୍ୟସ୍ତ ହୁଅ ନାହିଁ, ପୂଜାରୀ ଆସିବେ’ ଏଭଳି କାହିଁକି କହିଲେ ବବି ଜାଣନ୍ତୁ

ଜୟପୁର : ଆସନ୍ତା ୧ତାରିଖ ଦିନ ଉଦଘାଟନ ହେବ ବିକ୍ରମ ଦେବ ସ୍ବୟଂ ଶାସିତ ମହାବିଦ୍ୟାଳୟର ୭୫ବର୍ଷ ପୂର୍ତ୍ତି ଉତ୍ସବ। ଉଦଘାଟନୀ ଉତ୍ସବରେ କିଏ ମୁଖ୍ୟଅତିଥି ହେବେ ଏହାକୁ ନେଇ ସବୁ ପୁରାତନ ଛାତ୍ରମାନେ ଚିନ୍ତାରେ ପଡ଼ିଥିଲେ। ତେବେ ତାହାକୁ ଆଜି ଦୂର କରିଛନ୍ତି ବିଜେଡି ସଂଗଠନ ସଂପାଦକ ତଥା ଯାଜପୁର…
ଅଧିକ ଖବର ଦେଖନ୍ତୁ...

ଚଳିତ ସପ୍ତାହ ଶେଷସୁଦ୍ଧା ମହାରାଷ୍ଟ୍ର ବିଧାନସଭାରେ ହୋଇପାରେ ଆସ୍ଥାଭୋଟ : ରିପୋର୍ଟ

ମୁମ୍ବାଇ : ମହାରାଷ୍ଟ୍ରରେ ରାଜନୈତିକ ଅଚଳାବସ୍ଥା ଜାରି ରହିଛି । ତେବେ ଖୁବଶୀଘ୍ର ଗୌହାଟୀରେ ରହୁଥିବା ଏକନାଥ ସିନ୍ଦେ ଶିବିରର ଦୁଇଜଣ ବିଧାୟକ ମୁମ୍ବାଇ ଆସି ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ ଖୋସିୟାରିଙ୍କୁ ଭେଟିବାର ସମ୍ଭାବନା ରହିଛି । ସେମାନେ ରାଜ୍ୟପାଳଙ୍କୁ ଭେଟି ଉଦ୍ଧବ ସରକାରଙ୍କ…
ଅଧିକ ଖବର ଦେଖନ୍ତୁ...

କଠିନ ଅଧ୍ୟବସାୟ ଓ ଦୃଢ଼ ଆତ୍ମବିଶ୍ବାସ ଜୀବନରେ ସଫଳତା ଆଣିଦିଏ

ଭୁବନେଶ୍ୱର: କଠିନ ଅଧ୍ୟବସାୟ, ସମୟର ସଦୁପଯୋଗ ଏବଂ ଦୃଢ଼ ଆତ୍ମବିଶ୍ବାସ ଜୀବନରେ ସଫଳତା ଆଣିଦିଏ ବୋଲି ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକ ମତ ପ୍ରକାଶ କରିଛନ୍ତି। ସୋମବାର ଉତ୍କଳ ବିଶ୍ୱବିଦ୍ୟାଳୟ ପୁରାତନ ଛାତ୍ରସଂଘ ଏବଂ ବିଶ୍ବବିଦ୍ୟାଳୟର ଆଲୁମିନି କନେକ୍ଟ ପକ୍ଷରୁ ମିଳିତ…
ଅଧିକ ଖବର ଦେଖନ୍ତୁ...

‘ଚାର୍‌ ଧାମ ଯାତ୍ରା-୨୦୨୨’: ଏପର୍ଯ୍ୟନ୍ତ ଗଲାଣି ୨୦୩ ତୀର୍ଥଯାତ୍ରୀଙ୍କ ଜୀବନ

ଡେରାଡୁନ: ମେ ୩ ତାରିଖରୁ ଆରମ୍ଭ ହୋଇଥିବା ‘ଚାର୍‌ ଧାମ ଯାତ୍ରା’ରେ ଏବେ ସୁଦ୍ଧା ୨୦୩ ଜଣ ତୀର୍ଥଯାତ୍ରୀଙ୍କର ମୃତ୍ୟୁ ଘଟି ସାରିଲାଣି। ଉତ୍ତରାଖଣ୍ଡ ଜରୁରୀକାଳୀନ ଅପରେସନ ସେଣ୍ଟର ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଅଧିକାଂଶ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୃଦ୍‌ଘାତ…
ଅଧିକ ଖବର ଦେଖନ୍ତୁ...

ଗୁରୁମନ୍ତ୍ର ସହ ବବି ଦେଲେ ଚେତାବନୀ: ଗଡ଼ ବଞ୍ଚାଇବା ପାଇଁ ତୃଣମୂଳ ସ୍ତରକୁ ଯାଅ, ଏଥରକ ଆଉ କ୍ଷମା ନାହିଁ

ଜୟପୁର: ଜୟପୁର ଟାଉନହଲ ପରିସରରେ ଆଜି ବିଜୁ ଜନତା ଦଳର ଜୋନସ୍ତରୀୟ ସମୀକ୍ଷା ବୈଠକ ଜିଲ୍ଲା ସଭାପତି ଇଂ.ଇଶ୍ବର ଚନ୍ଦ୍ର ପାଣିଗ୍ରାହୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟ ବିଜେଡି ସଂଗଠନ ସଂପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ (ବବି) ଦାସ ଯୋଗ ଦେଇ ଦଳୀୟ କର୍ମୀ,…
ଅଧିକ ଖବର ଦେଖନ୍ତୁ...

ମୋଦୀ ନିଜ ବନ୍ଧୁମାନଙ୍କୁ ‘ଧନବୀର’ କରୁଥିବାବେଳେ ଯୁବକମାନଙ୍କୁ ‘ଅଗ୍ନିବୀର’ କରୁଛନ୍ତି : ରାହୁଲ

ନୂଆଦିଲ୍ଲୀ : ପ୍ରତିରକ୍ଷା ବାହିନୀରେ ନିଯୁକ୍ତି ପାଇଁ କେନ୍ଦ୍ର ସରକାର ଆରମ୍ଭ କରିଥିବା ଅଗ୍ନିପଥ ସ୍କିମକୁ ସମାଲୋଚନା କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । ସେ କହିଛନ୍ତି ଯେ ମୋଦୀ ସରକାର ନିଜ ବନ୍ଧୁମାନଙ୍କୁ ଧନବୀର ଭାବେ ଗଢିତୋଳୁଥିବାବେଳେ ଦେଶର ଯୁବକମାନଙ୍କୁ ‘ଅଗ୍ନିବୀର’…
ଅଧିକ ଖବର ଦେଖନ୍ତୁ...

ସ୍ଵରାଞ୍ଜଳି ଗୁରୁକୁଳର ୩ୟ ବାର୍ଷିକୋତ୍ସବ

ଭୁବନେଶ୍ବର: ସ୍ଥାନୀୟ  ବୁଦ୍ଧ ମନ୍ଦିର ପ୍ରେକ୍ଷାଳୟରେ ସ୍ଵରାଞ୍ଜଳି ଗୁରୁକୁଳର ୩ୟ ବାର୍ଷିକୋତ୍ସବ ରବିବାର ପାଳିତ ହୋଇଛି। ମୁଖ୍ୟ ଅତିଥି ଭାବେ ରାଧାନାଥ ଉଚ୍ଚତର ଶିକ୍ଷା ପ୍ରତିଷ୍ଠାନର ପୂର୍ବତନ ଅଧ୍ୟକ୍ଷ ଡ଼ଃ ସ୍ମିତା ମିଶ୍ର ଏବଂ ସମ୍ମାନନୀୟ ଅତିଥି ଭାବେ  ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର…
ଅଧିକ ଖବର ଦେଖନ୍ତୁ...