Daily Archives

June 27, 2022

ସମଲିଙ୍ଗୀ ପ୍ରେମ ସମ୍ପର୍କକୁ ପରିବାର ବିରୋଧ କରିବାରୁ ନିଜର ଲିଙ୍ଗ ପରିବର୍ତ୍ତନ କରିଲେ ମହିଳା

ପ୍ରୟାଗରାଜ. ସମଲିଙ୍ଗୀ ପ୍ରେମ ସମ୍ପର୍କକୁ ପରିବାର ବିରୋଧ କରିବାରୁ ନିଜର ଲିଙ୍ଗ ପରିବର୍ତ୍ତନ କରିଲେ ମହିଳା। ଏହି ଘଟଣାଟି ଘଟିଛି ଉତ୍ତରପ୍ରଦେଶର ପ୍ରୟାଗରାଜରେ, ଯେଉଁଠି ପରସ୍ପରକୁ ଭଲପାଉଥିବା ଦୁଇ ମହିଳା ସାଥିରେ ରହିବା ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି। ସେମାନଙ୍କର ସମ୍ପର୍କକୁ ପରିବାର…
ଅଧିକ ଖବର ଦେଖନ୍ତୁ...

ରଥଯାତ୍ରା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଚାଲିବ ୨୦୫ଟି ବିଶେଷ ଟ୍ରେନ

ଭୁବନେଶ୍ୱର: ତୀର୍ଥଯାତ୍ରୀମାନଙ୍କ ଗମନାଗମନ ଏବଂ ସୁବିଧା ପାଇଁ ରଥଯାତ୍ରା ଅବଧି ସମୟରେ ପୁରୀକୁ ଏବଂ ପୁରୀ ଠାରୁ ୨୦୫ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ରେଳ ମନ୍ତ୍ରଣାଳୟ ଯୋଜନା କରିଛି | କୋଭିଡ ୧୯ ପ୍ରୋଟୋକଲ ଯୋଗୁଁ ଗତ ଦୁଇ ବର୍ଷରୁ ତୀର୍ଥଯାତ୍ରୀଙ୍କ ବିନା ରଥଯାତ୍ରା ଆୟୋଜିତ…
ଅଧିକ ଖବର ଦେଖନ୍ତୁ...

ଅଟୋରେ ଚାଲାଣ ହେଉଥିଲା ଦେଶୀ ମଦ, ୫୧୦ ଲିଟର ଦେଶୀ ଜବତ

ରାଉରକେଲା: ରାଉରକେଲା ଉପକଣ୍ଠ କୁଆରମୁଣ୍ଡା, ନୂଆଗାଁ, ଲାଠିକଟା ବ୍ଲକ ଅନ୍ତର୍ଗତ ବିଭିନ୍ନ ଗାଁ ଅଞ୍ଚଳରୁ ଇସ୍ପାତ ସହରକୁ ଦେଶୀ ମଦ ଚୋରାଚାଲାଣ କମିବାର ନାଁ ନେଉନି। ବିଶେଷକରି କୁଆରମୁଣ୍ଡା, ବୀରମିତ୍ରପୁର ଅଞ୍ଚଳରୁ ଚାଲାଣ ଢ଼େର୍‌ ଅଧିକ। ନିୟମିତଭାବେ କାର୍‌, ଅଟୋ, ବାଇକ୍‌ରେ ସହର ଭିତରକୁ…
ଅଧିକ ଖବର ଦେଖନ୍ତୁ...

ଘରୋଇ ନର୍ସିଂ ହୋମରୁ ନବଜାତ ଶିଶୁ ନିଖୋଜ ଘଟଣା: କାର୍ଯ୍ୟାନୁଷ୍ଠାନ ଶୂନ, ମିଳିମିଶି ଚାପିଦେଲେ!

ରାୟଗଡ଼ା: ମାମଲା ରୁଜୁକୁ ମାସେ ପୂରିବାକୁ ଯାଉଛି। ଅଥଚ ସରୁନି ପୁଲିସ୍ ତଦନ୍ତ । ଶିଶୁ ସୁରକ୍ଷା କମିଟି ଥାନାରେ ଅଭିଯୋଗ କରି ଚୁପ୍ ବସିଛି। ଏଏନ୍ଏମଙ୍କୁ ନିଲମ୍ବନ କରି ସ୍ବାସ୍ଥ୍ୟ ବିଭାଗ ଦାୟିତ୍ବ ସାରି ଦେଇଛି। ତଦନ୍ତ ଆଳରେ ପୁଲିସ୍-ପ୍ରଶାସନର ଲୁଚକାଳି ଖେଳ ଭିତରେ ନିଖୋଜ ଶିଶୁ ଜୀବିତ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ବ୍ୟବସାୟ ବୃଦ୍ଧି ଲାଗି ମସ୍ତିଷ୍କରେ ଯେଉଁ ଉପାୟ ଆସିବ ତାହା ଫଳପ୍ରଦ ସାବ୍ୟସ୍ତ ହେବ। ଜମି ସମ୍ବନ୍ଧୀୟ ମାମଲା ସମାଧାନ ହୋଇଯିବ। କରିଆସୁଥିବା କାମରୁ ଲାଭ ହେବ। ବୃଷ: ନିଜର ସମସ୍ୟା କାହାରିକୁ ଜଣାନ୍ତୁ ନାହିଁ। ଜମିରେ ନିବେଶ ଲାଗି ଦିନଟି ଭଲ।…
ଅଧିକ ଖବର ଦେଖନ୍ତୁ...

ପୁଣି ହାତୀର ଖଣ୍ଡବିଖଣ୍ଡିତ କଙ୍କାଳ ଉଦ୍ଧାର

କଟକ: ‘ସମ୍ବାଦ’ଆଶଙ୍କା ସତ ହୋଇଛି। ଆଜି ପୁଣି ଆଠଗଡ଼ ବନଖଣ୍ଡରେ ବଡମ୍ବା ରେଞ୍ଜ ଅନ୍ତର୍ଗତ ଗୋପପୁର ସେକ୍ସନ ମଣ୍ଡପ ସଂରକ୍ଷିତ ଜଙ୍ଗଲର କୁଶପାଳ ବିଟ୍‌ ଅଂଚଳରୁ ଏକ ହାତୀର ଖଣ୍ଡବିଖଣ୍ଡିତ କଙ୍କାଳ ଉଦ୍ଧାର କରାଯାଇଛି। ହାତୀର କଙ୍କାଳ ଉଦ୍ଧାର ହେବା ପରେ ଏହି ଘଟଣା ପ୍ରାୟ ଦୁଇବର୍ଷ ତଳର ବୋଲି…
ଅଧିକ ଖବର ଦେଖନ୍ତୁ...

ଦୁଷ୍କର୍ମ ଅଭିଯୋଗରେ ସୋନିଆ ଗାନ୍ଧିଙ୍କ ବ୍ୟକ୍ତିଗତ ସଚିବ ଗିରଫ

ନୂଆଦିଲ୍ଲୀ : ଦୁଷ୍କର୍ମ ଅଭିଯୋଗରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ବ୍ୟକ୍ତିଗତ ସଚିବ ପି.ପି. ମାଧବନଙ୍କୁ ଗିରଫ କରାଯାଇଛି । ଜଣେ ୨୬ ବର୍ଷୀୟ ଯୁବତୀଙ୍କ ଅଭିଯୋଗକ୍ରମେ ତାଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି । ଚାକିରି କରାଇଦେବା ଓ ବିବାହ କରିବା ପ୍ରତିଶ୍ରୁତି ଦେଇ ମାଧବନ ତାଙ୍କୁ…
ଅଧିକ ଖବର ଦେଖନ୍ତୁ...

ବିମାନବନ୍ଦରରେ ବିଦ୍ରୋହୀ ବିଧାୟକଙ୍କ ଭବ୍ୟ ସ୍ବାଗତ ପାଇଁ କର୍ମୀଙ୍କୁ ପ୍ରସ୍ତୁତ ରହିବାକୁ କହିଲା ବିଜେପି

ମୁମ୍ବାଇ: ମହାରାଷ୍ଟ୍ରରେ ବିଜେପି ସରକାର ଗଢ଼ିବାକୁ ପ୍ରସ୍ତୁତ ହେଉଥିବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା, ତାହା ଏବେ ଧିରେ ଦିରେ ସତ ହେବାରେ ଲାଗିଲାଣି। ବିଜେପି ଯେଉଁଭଳି ଭାବେ ବିଦ୍ରୋହୀ ବିଧାୟକଙ୍କୁ ସୁରକ୍ଷା ‌ଯୋଗାଉଛି, ସେଥିରୁ ତାହା ପ୍ରମାଣ ହୋଇଛି। ଗତକାଲି କେନ୍ଦ୍ର ସରକାର…
ଅଧିକ ଖବର ଦେଖନ୍ତୁ...

ଦେଶର ଶ୍ରେଷ୍ଠ ୨୦ ମେଡିକାଲ୍ କଲେଜ ମଧ୍ୟରେ ସ୍ଥାନ ପାଇଲା ଏମ୍ସ ଭୁବନେଶ୍ୱର

ଭୁବନେଶ୍ୱର: ସ୍ଥାପନା ହେବାର ପ୍ରଥମ ଦଶନ୍ଧି ମଧ୍ୟରେ ପାଇଥିବା ସଫଳତାରେ ଆଉ ଏକ ଅଧ୍ୟାୟ ଯୋଡ଼ିଛି ଏମ୍ସ ଭୁବନେଶ୍ୱର। ଦେଶର ସର୍ବୋତ୍ତମ ୨୦ ଶ୍ରେଷ୍ଠ ମେଡିକାଲ୍ କଲେଜ ମଧ୍ୟରେ ସ୍ଥାନ ପାଇଛି ଏହି ମର୍ଯ୍ୟାଦାଜନକ ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନ। ଇଣ୍ଡିଆ ଟୁଡେ ସର୍ଭେ- ୨୦୨୨ ମେଡିକାଲ୍ ବର୍ଗରେ…
ଅଧିକ ଖବର ଦେଖନ୍ତୁ...

ଅଲଟନ୍ୟୁଜ ସହପ୍ରତିଷ୍ଠାତା ମହମ୍ମଦ ଜୁବୈର ଗିରଫ

ନୂଆଦିଲ୍ଲୀ : ସତ୍ୟ ଯାଞ୍ଚକାରୀ ଓ୍ବେବସାଇଟ୍ ଅଲଟନ୍ୟୁଜର ସହ-ପ୍ରତିଷ୍ଠାତା ମହମ୍ମଦ ଜୁବୈରଙ୍କୁ ଦିଲ୍ଲୀ ପୁଲିସ ଗିରଫ କରିଛି । ଧାର୍ମିକ ଭାବାବେଗକୁ ଆଘାତ ଦେବା ଓ ଦଙ୍ଗା ଉସୁକାଇବା ଅଭିଯୋଗରେ ତାଙ୍କୁ ଆଇପିସିର ଧାରା ୧୫୩ (ଜାଣିଶୁଣି ଦଙ୍ଗା ଉସୁକାଇବା) ଓ ୨୯୫କ ( ଧାର୍ମିକ ଭାବାବେଗକୁ…
ଅଧିକ ଖବର ଦେଖନ୍ତୁ...