ଡେଙ୍ଗୁ ଅଣାୟତ୍ତ: ସପ୍ତାହକରେ ୫୦ ଆକ୍ରାନ୍ତ, ୨ ଜଣଙ୍କ ମୃତ୍ୟୁ
ରାୟଗଡ଼ା: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର ଶିକରପାଇରେ ଡେଙ୍ଗୁ ଅଣାୟତ୍ତ ହୋଇ ପଡିଛି। ସପ୍ତାହକ ମଧ୍ୟରେ ଶିକରପାଇରୁ ୫୦ରୁ ଊର୍ଧ୍ବ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨ ଜଣଙ୍କ ମୃତ୍ୟୁ ହୋଇଛି। ଅଧିକାଂଶ ଆକ୍ରାନ୍ତ ବ୍ରହ୍ମପୁର ଓ ବିଶାଖାପାଟଣାର ଘରୋଇ ହସପିଟାଲରେ ଚିକିତ୍ସାଧୀନ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...